• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

rahul
ସିନ୍ଧିଆଙ୍କୁ ନେଇ ରାହୁଲ କହିଲେ, ମୋ ଘର ତାଙ୍କ ପାଇଁ ଖୋଲା ଥିଲା

ନୂଆଦିଲ୍ଲୀ: ବିଜେପିରେ ଜ୍ୟୋତିରାଦିତ୍ୟଙ୍କ ସିନ୍ଧିଆଙ୍କ ଯୋଗ ଦେବାପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପୂର୍ବରୁ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ବୋଲି ସିନ୍ଧିଆଙ୍କ ସମ୍ପର୍କୀୟ ଫେସବୁକରେ ପୋଷ୍ଟ କରିଥିଲେ। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ରାହୁଲଙ୍କୁ ପଚାରିଥିଲେ। ଜବାବରେ ରାହୁଲ...

kie-khaila
କାଳିଆ ଟଙ୍କା ଖାଇଲା କିଏ? ସାଂଘାତିକ ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ପାଣ୍ଠିକୁ ନେଇ କମ୍ପିଲା ବିଧାନସଭା। କାଳିଆ ଟଙ୍କା କିଏ ଖାଇଲା କହି ବିଧାନସଭାରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ମୁଲତବୀ ନୋଟିସ ଦେଇଥିଲେ ବି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଆଜି ଆଲୋଚନା ହୋଇପାରିନଥିଲା । ତେବେ ଗୃହ ବାହାରେ ବିଜେପି...

sbi
ଏସବିଆଇ ଗ୍ରାହକଙ୍କ ପାଇଁ ଆସିଲା ଖୁସିର ଖବର

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଏସବିଆଇରେ ଥିବା ସର୍ବନିମ୍ନ ଜମାରାଶି ନିୟମ ଉପରୁ ଉଠିଲା ପ୍ରତିବନ୍ଧକ। ଅର୍ଥାତ ସେଭିଙ୍ଗସ ଆକାଉଣ୍ଚ ଜିରୋ ବାଲାନ୍ସରେ ମଧ୍ୟ ରହିପାରିବ। ଏଣିକି ଗ୍ରାହକଙ୍କ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବା ବାଧ୍ୟତାମୂଳକ ନୁହନ୍ତି। ପୂର୍ବରୁ ମେଟ୍ରୋ...

mask
ଚଢ଼ା ଦରରେ ମାସ୍କ ଓ ସାନିଟାଇଜର ବିକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ଯୋଗୁ ରାଜ୍ୟବାସୀ ଏବେ ଆତଙ୍କିତ। ଏହି ସଂକ୍ରମଣରୁ ବର୍ତ୍ତିବା ଲାଗି ପ୍ରତିଷେଧକ ଭାବେ ପିଲାଠୁ ବୁଢା ମୁହଁରେ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ଆରମ୍ଭ କଲେଣି। ତେବେ ଲୋକଙ୍କ ଚାହିଦାକୁ ଦେଖି ଏହାର ବେଶ୍ ଫାଇଦା ଉଠାଇଛନ୍ତି ଔଷଧ ଦୋକାନୀ। ଏପରିକି ମାସ୍କ...

bidhansabha--fina
କରୋନା ଭୟରେ ବିଧାନସଭା କର୍ମଚାରୀଙ୍କ ପାଇଁ ବଦଳିଲା ନିୟମ

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଏବେ ସବୁଠି ଆତଙ୍କ। ଏନେଇ ରାଜ୍ୟ ଓ କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଓ ଆଡଭାଇଜରି ଜାରି କରିଛନ୍ତି। ତେବେ ଏହାର ପ୍ରଭାବ ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ବିଧାନସଭାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। କରୋନା ପ୍ରତିଷେଧକ ନେଇ...

dead-body
ଆଖୁ କିଆରୀକୁ ଯାଇଥିଲେ ୨ ଭଉଣୀ, ଆଜି ପାଣିରୁ ମିଳିଲା ମୃତଦେହ

ନବରଙ୍ଗପୁର:  ଆଖୁ କିଆରିକୁ ଯିବାକୁ କହିଥିଲେ ୨ ଭଉଣୀ। ହେଲେ ନଦୀରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଭାସ୍କେଲ ନଦୀରୁ ୨ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ କୋଷାଗୁମୁଡ଼ା ବ୍ଲକ ରୁନିଗୁଡ଼ା ଗାଁର ବାସିନ୍ଦା। ଗତକାଲି ଉଭୟ ଗାଁ ନିକଟରେ ଥିବା...

bidhansabha
ବିଜେପିରେ ସିନ୍ଧିଆଙ୍କ ଯୋଗଦାନ ପରେ କିଏ ଛୁଇଁବ ମ୍ୟାଜିକ ନମ୍ବର?

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ରାଜନୀତିକୁ ନେଇ ପଲ୍ଲୀଠୁ ଦିଲ୍ଲୀ ଏବେ ସବୁଠି ଚର୍ଚ୍ଚା। ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ ପରେ କଣ ହେବ ମଧ୍ୟପ୍ରଦେଶର ଅଙ୍କ। ସମସ୍ତଙ୍କ ନଜର ମଧ୍ୟପ୍ରଦେଶ ବିଧାନସଭା ସିଟ୍ ସଂଖ୍ୟା ଉପରେ। ବିଧାନସଭାରେ ମୋଟ୍ ୨୩୦ଟି ଆସନ ହୋଇଥିବାବେଳେ ୨ଟି...

god-mask2
କରୋନା ଭୟରେ ଭଗବାନ ପିନ୍ଧିଲେ ମାସ୍କ

ବାରାଣସୀ: ସାରା ବିଶ୍ୱରେ ଏବେ କରୋନା ଭୟ। କୌଣସି ପ୍ରତିଷେଧକ ନବାହାରିବାରୁ ଏବେ ଲୋକଙ୍କ ଭରସା କେବଳ ଭଗବାନ। କିନ୍ତୁ କରୋନା ଭୟରେ ଭଗବାନ ମାସ୍କ ପିନ୍ଧିବା ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ବାରାଣସୀର ଏକ ଶିବ ମନ୍ଦିରରେ ପୂଜା ପାଉଥିବା ଦେବାଦେବୀଙ୍କ ପ୍ରର୍ତ୍ତିମୂର୍ତ୍ତିରେ ମାସ୍କ...

rain
୮ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଘଡ଼ିକୁ ଘଡ଼ି ପାଗର ପରିବର୍ତ୍ତନ ଚାଲିଛି। ଆସନ୍ତାକାଲି(ବୁଧବାର)ଠୁ ପୁଣି ବର୍ଷା ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ନେଇ ପାଣିପାଗ କେନ୍ଦ୍ରର ସତର୍କ କରାଇଛି।...

police
ମଦୁଆଙ୍କ ମାଡ଼ରେ ପୋଲିସ ଅଫିସର ଲହୁଲୁହାଣ

ବାଲେଶ୍ୱର: ମଦ ଦୋକାନ ବନ୍ଦ କରିବାକୁ କହିବା ପୋଲିସକୁ ହେଲା କାଳ। କାମ ଦେଲାନି ପୋଲିସଙ୍କ ନାଲିଆଖି। ବରଂ ମଦୁଆଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଜଣେ ପୋଲିସ ଅଧିକାରୀ। ଏପରିକି ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର...

fire
ଇମାମି ପେପର ମିଲରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ସ୍ଥିତ ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ। ପ୍ଲାଣ୍ଟର କଞ୍ଚାମାଲ ଗୋଦାମରେ ନିଆଁ ଲାଗି କୋଟି କୋଟି ଟଙ୍କାର କାଗଜ ମଣ୍ଡି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଦିନ ପ୍ରାୟ ୧୧ଟା ୪୦ରେ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଥମେ କଂପାନୀର...

death-drown
କାଳ ସାଜିଲା ହୋଲି ଖେଳ, ଚାଲିଗଲା ୧୦ ଜୀବନ

ଭୁବନେଶ୍ୱର: ହୋଲି ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ଦୁଃଖଦ ଖବର। ହୋଲି ଖେଳ ହିଁ କାଳ ସାଜିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଜନିତ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ନିଖୋଜ ଅଛନ୍ତି। ହୋଲି ଖେଳି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବା ବେଳେ...

dhoni
ଅଷ୍ଟ୍ରେଲିଆର କୋଚ୍ କହିଲେ ଧୋନିଙ୍କଠାରୁ ଶିଖ

ଦୁବାଇ: ପୁଣି ଥରେ ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଜଣେ ଭଲ ଫିନିଶର ଭାବେ ସେ କ୍ରିକେଟ ଜଗତରେ ବେଶ ପରିଚିତ। ୨୦୧୯ ବିଶ୍ୱକପ ପରେ ସେ ପଡ଼ିଆକୁ ଆଉ ଓହ୍ଲାଇ ନଥିଲେବି ତାଙ୍କର ବ୍ୟାଟିଂ ଶୈଳୀକୁ ନେଇ  ଅଷ୍ଟ୍ରେଲିଆ ଟିମର...

shiva
ବିଜେପି କ୍ଷମତାକୁ ଆସିଲେ ଗାଦିରେ ବସିବେ ଶିବରାଜ!

ମଧ୍ୟପ୍ରଦେଶ: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ରାଜନୀତି ଅଙ୍କକଷାରୁ ଯାହା ଜଣାପଡୁଛି, ବିଜେପି ‍କ୍ଷମତାକୁ ଆସିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ...

HOSP
‘ପ୍ରଥମେ ଟଙ୍କା ଦିଅ ତାପରେ ସ୍ତ୍ରୀକୁ ନିଅ’

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ବନ୍ଧା ପଡ଼ିଛି ସ୍ତ୍ରୀ। ଚିକିତ୍ସା ବାବଦ ବିଲ୍ ପୈଠ କରି ନ ପାରିବାରୁ ପ୍ରାଇଭେଟ ହସ୍ପିଟାଲରେ ବନ୍ଧା ପଡିଛି ସ୍ତ୍ରୀ। ଘରକୁ ନେବାକୁ ଚାହିଁଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡ଼ୁନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ରାଜଧାନୀର ଏକ ଘରୋଇ ହସ୍ପିଟାଲ ବିରୋଧରେ।...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।