• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

olympics
କରୋନା ପାଇଁ ବର୍ଷେ ଘୁଞ୍ଚିଲା ଅଲମ୍ପିକ୍ସ

ଟୋକିଓ: କରୋନା ମହାମାରୀ ଯୋଗୁଁ ବର୍ଷେ ଘୁଞ୍ଚିଲା ଅଲମ୍ପିକ୍ସ। ବିଶ୍ୱର କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଚଳିତ ବର୍ଷ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର ଥିଲା। ତେବେ ମହାମାରୀ କାୟା...

central-govt
୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ଛୁଟି

ଭୁବନେଶ୍ୱର: ୫୦ବର୍ଷ ବୟସରୁ ଉର୍ଦ୍ଧ୍ୱ କର୍ମଚାରୀମାନେ ବିନା ଡାକ୍ତରୀ ପ୍ରମାଣପତ୍ରରେ ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତିତ ଛୁଟି ନେଇପାରିବେ। ଏଥିପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟସ୍ଥଳ ଛାଡ଼ି ୧୪ଦିନ ପାଇଁ ଘରୋଇ କ୍ୱାରେଣ୍ଟାଇନରେ ରହିବାକୁ  ରାଜ୍ୟ ସରକାର...

naveen
'ଘରେ ରହିବା ପାଇଁ ଶପଥ କର, ବାହାରୁ ଆସିଲେ ହାତ ଧୁଅ'

ଭୁବନେଶ୍ୱର: ସାରା ରାଜ୍ୟରେ ଲକଡାଉନ୍ ଜାରି ହୋଇଥିଲେବି କେତେକ ବ୍ୟକ୍ତିବିଶେଷ ମାନୁନାହାଁନ୍ତି। ଏପରି ହେଲେ କରୋନା ବ୍ୟାପିବାର ଭୟ ସୃଷ୍ଟି ହୋଇଛି। ତେବେ କରୋନା ମୁକାବିଲା ଓ ସଚେତନ କରିବା ନେଇ ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ପିଲାଛୁଆ ଓ ବାପାମାଆଙ୍କ ନାଁରେ ଶପଥ ନେବାକୁ ଅନୁରୋଧ...

aahar
ବନ୍ଦ ହେଲା ଆହାର କେନ୍ଦ୍ର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବନ୍ଦ ହେଲା ଆହାର କେନ୍ଦ୍ର। ଆସନ୍ତା ମାର୍ଚ୍ଚ ୨୯ ଯାଏଁ ସମସ୍ତ ଆହାର କେନ୍ଦ୍ର ବନ୍ଦ ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ତେବେ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲା ରହିବ। ରାଜ୍ୟରେ ଥିବା ସମସ୍ତ ସର୍ବସାଧାରଣ ପାର୍କ ମଧ୍ୟ...

rilinace
କରୋନା ରୋଗୀଙ୍କ ପାଇଁ ମେଡିକାଲ ନିର୍ମାଣ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବଡ ପଦକ୍ଷେପ ନେଲା ରିଲାଏନ୍ସ। କରୋନା ମୁକାବିଲା ପାଇଁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ, ଜିଓ ଓ ରିଲାଏନ୍ସ ଫାଉଣ୍ଡେସନ ସରକାରକୁ ସହଯୋଗର ହାତ ବଢ଼ାଇଛନ୍ତି। କରୋନାର ରୋଗୀଙ୍କ ଚିକିତ୍ସା ପାଇଁ ମହାରାଷ୍ଟ୍ରରେ ସ୍ୱତନ୍ତ୍ର ମେଡିକାଲ ନିର୍ମାଣ କରାଯାଇଛି। ରିଲାଏନସ...

atm
ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଲାଗିବନି ଟ୍ୟାକ୍ସ

ନୂଆଦିଲ୍ଲୀ: ଏଣିକି ଯେକୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବନି।  ଡେବିଟ୍‌ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏଥିସହ...

cp
ଏଣିକି ବାହାରେ ଗାଡ଼ି ଚଳାଇବା ପାଇଁ ପାସ୍ ଜରୁରୀ

ଭୁବନେଶ୍ୱର: ଲକଡାଉନ ସମୟରେ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଗାଡ଼ି ପାଇଁ ପାସ୍ ଜରୁରୀ। ଅତ୍ୟାବଶ୍ୟକ କାମ ପାଇଁ ଯାଉଥିବା ଲୋକ ଜଣାଇଲେ ପୁଲିସ ପାସ୍ ଦେବ। ଅନ୍ୟ ସମସ୍ତ ଅନୁମତିପ୍ରାପ୍ତ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ପାସ୍ ଜରୁରୀ। ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ, ହସ୍ପିଟାଲ, ଗଣମାଧ୍ୟମ ପାଇଁ...

naveen-babu
ନବୀନ ଦରମା ଦାନ କଲେ, ସହଯୋଗ ପାଇଁ ନିବେଦନ କଲେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ ମାସର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଅଧୀନ କୋଭିଡ୍-୧୯ ଫଣ୍ଡକୁ ଦାନ କରିଛନ୍ତି।। କେବଳ ସେତିକି ନୁହେଁ,  ବିପର୍ଯ୍ୟୟ ସମୟରେ ଅନ୍ୟମାନେ ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

shivraj
ଚତୁର୍ଥ ଥର ଲାଗି ଶପଥ ନେଲେ ଶିବରାଜ

ଭୋପାଲ:  ବିଜେପିର ଶିବରାଜ ସିଂହ ଚୌହାନ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନଠାରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି।  ତେବେ ଅନେକ ଦିନର ହଟଚମଟ ପରେ ବିଜେପିର ଶିବରାଜ ସିଂହ ଚୌହାନ ଆଜି ରାତି ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ...

fine
ବିନା କାରଣରେ ବାହାରେ ବୁଲୁଥିଲେ, ଫାଇନ୍ ଆଦାୟ କଲା ପୋଲିସ୍

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଲକଡାଉନର ଆଜି ଥିଲା ଦ୍ୱିତୀୟ ଦିନ। ୫ ଜିଲ୍ଲା, ୮ ସହର ସମେତ ଜିଲ୍ଲା ସ୍ତରରେ ଆଉ କିଛି ସହରରେ କଡ଼ା କଟକଣା ଲାଗିଥିଲା। ହେଲେ କିଛି ସ୍ଥାନରେ ଢିଲା ମାରିଦେଲେ ଜନତା। ଯାହାର ଅତି ଆବଶ୍ୟକ ସିଏ...

quarntine
ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କୁ ଚିହ୍ନିବେ କେମିତି?

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଦିନରାତି ଏକ କରିଦେଇଛନ୍ତି। ସଂକ୍ରମଣ କିପରି ନ ବ୍ୟାପିବ ସେନେଇ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ହୋମ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏମାନଙ୍କ ଘର...

lock-odisha
ଲକଡାଉନରେ ଆଉ ୯ ଜିଲ୍ଲା; ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ସମ୍ପ୍ରସାରଣ କଲେ ରାଜ୍ୟସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ସରକାର ଲକଡାଉନ ସମ୍ପ୍ରସାରଣ କରିଛନ୍ତି। ସଂପ୍ରସାରଣ ହୋଇଥିବା ଲକଡାଉନ୍ ତାଲିକାରେ ସାମିଲ ହୋଇଥିବା ଜିଲ୍ଲାଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା।...

thunder
ବର୍ଷା ଓ ଘଡ଼ଘଡ଼ି ନେଇ ଏସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ଅପରାହ୍ଣରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅପରାହ୍ଣ ୪ଟାରୁ ଏହି ବର୍ଷା ପବନ ଆରମ୍ଭ ହେବ। ଏନେଇ ଅନେକ ଜିଲ୍ଲାକୁ ସତର୍କ କରାଯାଇଛି। ଅନେକ  ଅଞ୍ଚଳରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି।...

branch-post
୨୯ ଯାଏଁ ଶାଖା ଡାକଘର ବନ୍ଦ

ଭୁବନେଶ୍ୱର: କରୋନା ଯୋଗୁଁ ଡାକସେବା ପ୍ରଭାବିତ ହୋଇଛି। ‘କରୋନା’ ପାଇଁ ଘୋଷଣା ହୋଇଥିବା ଲକଡାଉନ୍‌, ଟ୍ରେନ ଓ ବିମାନ କଟକଣା ଯୋଗୁଁ ଏହା ପ୍ରଭାବିତ ହୋଇଛି। ଆସନ୍ତାକାଲିଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ରାଞ୍ଚ ପୋଷ୍ଟ ଅଫିସ ବନ୍ଦ ରହିବ। ବ୍ରାଞ୍ଚ ଓ ବି, ସି ବର୍ଗର...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।