• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

corona
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦କୁ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାଇରସ ଯୋଗୁ ଭାରତରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା ସରକାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ କହିଥିଲେ ହେଁ ବେସରକାରୀ ଭାବେ ୧୧୩ରେ ପହଞ୍ଚିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚାଇନାରେ ସୃଷ୍ଟି ହୋଇଥିବା ମହାମାରୀ କରୋନା...

modi-saarc
କରୋନା ମୁକାବିଲା: ଜରୁରୀକାଳୀନ ପାଣ୍ଠି ପାଇଁ ମୋଦିଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କୋଭିଡ୍-୧୯ ଜରୁରୀକାଳୀନ ଫଣ୍ଡ ବାବଦରେ ଘୋଷଣା କରିଛନ୍ତି। ଏଥିସହିତ ୧୦ ମିଲିଅନ୍‌ ଆମେରିକୀୟ ଡଲାର ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କରୋନା ମୁକାବିଲା ପାଇଁ ଏକାଠି ହେବେ ଏସୀୟ ରାଷ୍ଟ୍ର। ମୋଦିଙ୍କ ପ୍ରସ୍ତାବରେ ଏକାଠି ହୋଇଛନ୍ତି ଏହି ରାଷ୍ଟ୍ର। ଆଜି ଭିଡିଓ କନ୍‌ଫରେନ୍ସିଂରେ...

market-1
ବଜାରରେ କରୋନା ମାଡ଼, ବେପାର ମାନ୍ଦା

ଭୁବନେଶ୍ୱର: କରୋନାର ପ୍ରଭାବ ଏବେ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି। ଯେଉଁଛି ଦେଖିବ ସେଠି ଖାଁ ଖାଁ। ରାଜ୍ୟର ବଡ଼ ବଡ଼ ସହରରେ ଥିବା ମଲ ତଥା କମ୍ଲେକ୍ସକୁ ଲୋକେ ଯିବାର ନାହିଁ। ଦେଖିଲେ ଲାଗିବ, ଚାରିଆଡ଼େ କର୍ଫ୍ୟୁର ଦୃଶ୍ୟ। ଏପରି ସ୍ଥିତି ଲାଗି ରହିଲେ ରାଜ୍ୟ ଅର୍ଥନୀତିର...

subrat
‘କରୋନାକୁ ଡ଼ରନି, ୬ ମାସ ସଜାଗ ରୁହ’

ଭୁବନେଶ୍ୱର: ଓଡ଼ିଶାରେ କରୋନା ମୁକାବିଲା ଲାଗି ଦରକାର ୬ ମାସ ପ୍ରସ୍ତୁତି। କରୋନା ଭାଇରସକୁ ନଡ଼ରି କେବଳ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। କୋଭିଡ ୧୯ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ...

modi
ସାର୍କ ରାଷ୍ଟ୍ରଙ୍କୁ ମୋଦିଙ୍କ ଆହ୍ୱାନ, କରୋନା ମୁକାବିଲା ପାଇଁ ଏକାଠି ଲଢ଼ିବା

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଏକାଠି SAARC ରାଷ୍ଟ୍ର ହୋଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ରାଷ୍ଟ୍ରର ମୁଖ୍ୟଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଛନ୍ତି। ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଲଡିଭସ୍, ନେପାଳ ଏବଂ ଶ୍ରୀଲଙ୍କା ରାଷ୍ଟ୍ରର ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା...

ward
କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବେ ସରପଞ୍ଚ ଓ ୱାର୍ଡମେମ୍ବର

ଭୁବନେଶ୍ୱର: ଏଣିକି ଗାଁ ଓ ସହରରେ କରୋନା ସନ୍ଦିଗ୍ଧଙ୍କୁ ଡାକ୍ତର କିମ୍ବା ସରକାରୀ ବାବୁମାନେ ଚିହ୍ନଟ କରିବେ ନାହିଁ। ବରଂ ସନ୍ଦିଗ୍ଧ ଚିହ୍ନଟ କରିବା ପାଇଁ  ସରପଞ୍ଚ, ୱାର୍ଡ ମେମ୍ବର, କର୍ପୋରେଟ, କାଉନସିଲର, ଆବାସିକ ୱେଲଫେୟାର ଆସୋସିଏସନ୍ କର୍ମକର୍ତ୍ତାଙ୍କୁ କ୍ଷମତା ପ୍ରଦାନ କରାଯାଇଛି। କରୋନା ଭାଇରସର ମୁକାବିଲା ନେଇ...

adima-manisha
ଜଙ୍ଗଲରେ ଘୂରି ବୁଲୁଛନ୍ତି ପ୍ରାଚୀନ ଯୁଗର ମଣିଷ!

ଲଇକେରା: ପ୍ରାଚୀନ କାଳର ମଣିଷକୁ ଆପଣମାନେ କେବଳ ଫିଲ୍ମରେ ଦେଖୁଥିବେ। ହେଲେ ସେହି ମଣିଷ ଏବେ ବି ଜୀବିତ। ହୁଏତ ଏହା ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଯିଏ କେବଳ ଫଳମୂଳ ଖାଇ ଉଲ୍ଲଗ୍ନ ବେଶରେ ଜଙ୍ଗଲରେ ଘୁରି ବୁଲୁଛନ୍ତି। ସେହି ମଣିଷ ଯେତିକି ସମାଜ...

corona-india
କେବଳ ସତର୍କ ରୁହ, ବଡ଼ ବିପଦରୁ ଦୂରରେ ଭାରତ  

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାରତକୁ ଗ୍ରାସିବାରେ ଲାଗିଛି। ହେଲେ ଏନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ। କରୋନା ମୁକାବିଲା ପାଇଁ ଭାରତ ନିକଟରେ ପାଖାପାଖି ମାସେ ସମୟ ରହିଛି। କରୋନା ଭୟାବହତାକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। କରୋନା ସଂକ୍ରମଣରେ ଭାରତ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି।...

fake
ଖରା ଓ ଉଷୁମ ପାଣି କରୋନାକୁ ମାରିବ! ଭାଇରାଲ ପୋଷ୍ଟକୁ ନେଇ ଏମିତି କହିଲା ୟୁନିସେଫ

ନୂଆଦିଲ୍ଲୀ: ଖରାରେ ବୁଲିଲେ ଓ ଉଷୁମ ପାଣି ପିଇଲେ କରୋନା ହେବନି। ଗତ କିଛି ଦିନ ଧରି ୟୁନିସେଫ ନାଁରେ ଏମିତି କଥା ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ନୋଟିସ ବେଙ୍ଗାଲୁରୁ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସର ନୋଟିସ ବୋର୍ଡରେ ମଧ୍ୟ ଦେଖିବାକୁ ମିଳିଛି।...

husband2
ବୋହୂ ଛିଙ୍କିଦେବାରୁ କରୋନା ଭୟରେ ପିଟିଲେ ସ୍ୱାମୀ ଓ ଶ୍ୱଶୁର

ଉମରକୋଟ: ଜଣେ ନବବଧୂ ସାମାନ୍ୟ ଛିଙ୍କିବାରୁ କରୋନା ସନ୍ଦେହରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ପାଦରୁ ଅଳତା ନ ଲିଭିନଥିଲା କିନ୍ତୁ ଅତ୍ୟାଚାରର ସୀମା ଟପିଯାଇଥିଲା। ଅଭିଯୋଗ ଅନୁସାରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ।  ଘଟଣାରୁପ୍ରକାଶ, ଗତ...

bjp-statement
‘ବିଧାନସଭାକୁ ବନ୍ଦ କରିବା ପାଇଁ କରୋନା ଏକ ବାହାନା’

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ମୁଲତବୀ ରଖାଯିବାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା। ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ସରକାର ଭୟଭୀତ ହୋଇ କରୋନା ବାହାନାରେ ଗୃହକୁ ବନ୍ଦ କରିଛନ୍ତି।  ବିଧାନସଭା ଚାଲିଥିଲେ...

bmc
କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ବିଏମସି

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଏମସି ପକ୍ଷରୁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଲାଗି ବିଏମସି ପକ୍ଷରୁ ୩ଟି ଟିମ ଗଠନ କରାଯାଇ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୩ ଜଣିଆ ଟିମରେ ୩ ଜଣ ଆଡ଼ିସିନାଲ କମିଶନର...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।