• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

dhela
ପୋଲିସ୍‌ ଉପରକୁ ଢେଲାପଥର ମାଡ଼, ଆକ୍ରମଣକାରୀଙ୍କ ଉପରେ ଲାଠିଚାର୍ଜ

କଟକ: କଟକ କେଶପୁରରରେ ପୋଲିସ ଉପରକୁ କିଛି ଲୋକେ ଢେଲା ଓ ପଥରମାଡ଼ କରିଛନ୍ତି। ଏହାର ଜବାବରେ ପୋଲିସ୍ ଲାଠିଚାର୍ଜ କରିଥିଲାବେଳେ କିଛି ଲୋକଙ୍କୁ ଅଟକ ରଖାଯାଇଛି। ଆଜି ସଟ୍‌ଡାଉନ୍‌ର ଦ୍ୱିତୀୟ ତଥା ଅନ୍ତିମ ଦିନରେ ପୋଲିସ୍ ପାଟ୍ରୋଲିଂ କରୁଥିବାବେଳେ କେଶରପୁର ଅଞ୍ଚଳରେ କିଛି ଲୋକ ନିୟମ ଉଲ୍ଲଂଘନ...

crpf
ସେଲ୍ଫ କ୍ୱାରେଣ୍ଟାଇନରେ ରହିଲେ ସିଆରପିଏଫ୍ ଡିଜି

ନୂଆଦିଲ୍ଲୀ: ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ସେଲ୍ଫ କ୍ୱାରେଣ୍ଟାଇନ୍‌କୁ ଗଲେ ସିଆରପିଏଫ ଡିଜି ଏ ପି ମାହେଶ୍ୱରୀ। ପରୋକ୍ଷ ଭାବେ ସେ ସିଆରପିଏଫ୍‌ର ଚିଫ୍ ମେଡିକାଲ ଅପିସରଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ସଂପୃକ୍ତ ମେଡିକାଲ ଅଧିକାରୀ ଜଣଙ୍କ କରୋନା ପଜିଟିଭ୍ ଟିହ୍ନଟ ହୋଇଥିଲେ। ଏହା...

shutudown
ଲକ୍‌ଡାଉନ୍‌ଠାରୁ ବଳିଗଲା ସଟ୍‌ଡାଉନ୍‌ର ପ୍ରଭାବ

ଭୁବନେଶ୍ୱର: କରୋନା ବିରୋଧରେ ଲକ୍‌ଡାଉନ୍‌ ଯେତିକି ଇଂପାକ୍ଟ ପଡ଼ିଥିଲା, ତାକୁ ବଳିଯାଇଛି ସଟ୍‌ଡାଉନ୍‌ର ପ୍ରଭାବ। ଭୁବନେଶ୍ୱର, କଟକ ଏବଂ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ର ପ୍ରଥମ ଦିନରେ ହିଁ ଲୋକେ କରୋନାକୁ ହରାଇବାର ଦୃଢ଼ ସକଳ୍ପର ପ୍ରମାଣ ଦେଇଛନ୍ତି। ହାଟ ବଜାର, ଗଳି କନ୍ଦି, ଛକ ସବୁ...

odia-lavour
ଓଡ଼ିଶା ଫେରିଲେ ଆନ୍ଧ୍ରରେ କାମ କରୁଥିବା ଓଡ଼ିଆ ହୋଟେଲ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡ଼ାରେ କାମ କରୁଥିବା ସାଲେପୁରର କିଛି ଓଡ଼ିଆ ହୋଟେଲ କର୍ମଚାରୀ। ତେବେ କାମ ଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ନାନା ସମସ୍ୟାର ସମ୍ମୁଖିନ ହୋଇଥିଲେ। ଏହା ପରେ ସେମାନେ ସେମାନେ ଓ଼ଡ଼ିଶା ଅଭିମୁଖେ ବାହାରିଥିଲେ। ଗତ ୨୫ ତାରିଖରେ ଆନ୍ଧ୍ର ପୋଲିସ ସେମାନଙ୍କୁ...

amrica
ଆମେରିକାରେ ସ୍ଥିତି ଜଟିଳ, ଦିନକରେ ପ୍ରାଣ ହରାଇଲେ ୧୫୦୦

ୱାସିଂଟନ୍: ମହାମାରୀ କରୋନା କବଳରେ ପୃଥିବୀର ୨୦୫ ଦେଶ  ସବୁଠୁ ଅଧିକ ପ୍ରଭାବିତ ହୋଇଛି ସୁପରପାୱାର୍ ଆମେରିକା। ଗତ ୨୪ ଘଣ୍ଟାରେ ଆମେରିକାରେ ପ୍ରାଣ ହରାଇଲେ ପ୍ରାୟ ୧୫ ଶହ ଲୋକ। ଗତକାଲି କେବଳ ୧୪ ଶହ ୮୦ ଲୋକ ଏହି ଭୟାନକ ରୋଗରେ ଜୀବନ ହରାଇଛନ୍ତି। ଆମେରିକାର...

bisodhan222
ସିଲ୍ ପରେ ବମିଖାଲ୍‌ ହେଲା ବିଶୋଧନ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଏକା ଥରକେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ଏହି ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହ ଅଗ୍ନିଶମ ବାହିନୀ ବମିଖାଲ ଅଞ୍ଚଳକୁ ବିଶୋଧନ କରୁଛି। ସିଲ୍ ହୋଇଥିବା...

seal
୧୪ ଯାଏଁ ଦାନଗହିର ସଟ୍‌ଡାଉନ୍‌, ବ୍ରହ୍ମବରଦା ସିଲ୍

ପୁରୀ,ଯାଜପୁର: ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଦାନଗହିର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ନେଇଛି। ପିପିଲି ବ୍ଲକର ଦାନଗହିର ସମେତ ୩ଟି ସ୍ଥାନକୁ ୧୪ଯାଏଁ ସଟ୍‌ଡାଉନ ଘୋଷଣା କଲେ ଜିଲ୍ଲାପାଳ। ଦାନଗହିର ଛକ, ଜୟପୁର ଛକ ଓ ଜୟପୁର ଶାସନ...

naveen
ଡ଼ର ନାହିଁ, ନିଜ ଆଡୁ ଆସି ତଥ୍ୟ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର: ମରକଜ୍ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଲୋକେ ନିଜ ଆଡ଼ୁ ଆସି ତଥ୍ୟ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦୪ରେ ତୁରନ୍ତ ଯୋଗାଯୋଗ କରି ୨୪ ଘଣ୍ଟାରେ ଟେଷ୍ଟ କରିବାକୁ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ...

quiz3
ଲକ୍‌ଡାଉନ୍‌ରେ ଅନ୍‌ଲାଇନ୍‌ ପ୍ରତିଯୋଗିତା, ଘରେ ବସି ଜିତନ୍ତୁ ୧୦୦୦ ଟଙ୍କାର ପୁରସ୍କାର

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଆଉ ବୋର୍‌ ହେବାକୁ ପଡ଼ିବ ନାହିଁ। ଘରେ ବସି କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେଇ ୧ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଘରେ ବସି ମନୋରଞ୍ଜନ ଓ ଟଙ୍କା ରୋଜଗାରର ଏଭଳି ସୁଯୋଗ ଆଣିଛି ପରିବହନ ବିଭାଗ। ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅନ୍‌ଲାଇନ୍‌ କୁଇଜ୍...

violators
ମାନିଲେନି ସଟ୍‌ଡାଉନ୍‌: ୪୫ ଜଣଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଉଠାଇନେଲା ପୋଲିସ୍‌, ୬୪ ଅଟକ

ଭୁବନେଶ୍ୱର:  ଭୁବନେଶ୍ୱରରେ ସଟ୍‌ଡାଉନ୍‌ କଟକଣା ଭାଙ୍ଗିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଛି। ଏହା ସହିତ ୬୪ଜଣ ଅଟକ ଅଛନ୍ତି। ପୋଲିସ ମୁଖ୍ୟ ରାସ୍ତା ସହ ସମସ୍ତ ଗଳି ରାସ୍ତା ଓ ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ଘରୁ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।