• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

no-bike
ବଜାରକୁ ବାଇକ୍‌ ଓ କାର୍‌ ନେବା ମନା

ଭୁବନେଶ୍ୱର: ଏଣିକି ବଜାରକୁ କାର୍‌ ଓ ବାଇକ୍‌ ନେବା ମନା। ବଜାରକୁ ଗଲେ ସାଇକେଲ କିମ୍ବା ଚାଲିକରି ଯିବେ ବୋଲି କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହି ନିୟମ ଆଗରୁ ହୋଇଥିଲେ ବି କାଲିଠୁ ଆହୁରି କଡ଼ାକଡ଼ି କରାଯିବ। ଲକ୍‌ଡାଉନ୍ ପିରିୟଡ୍‌ରେ ହୋଲସେଲ ମାର୍କେଟକୁ...

sample2
ବୁର୍ଲା ଓ ବ୍ରହ୍ମପୁରରେ ଦୈନିକ ହେବ ୧୦୦୦ କରୋନା ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର: ଖୁବ୍ ଶୀଘ୍ର ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ଆରମ୍ଭ ହେବ କରୋନା ଟେଷ୍ଟ। ୫ଦିନ ମଧ୍ୟରେ ଦୈନିକ ଟେଷ୍ଟ ହେବ ୧ ହଜାର ସାମ୍ପଲ(ନମୂନା)। ଏହି ୨ ମେଡିକାଲରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟେଷ୍ଟ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।...

viral
ଆଇସୋଲେସନ୍‌ ସେଣ୍ଟରରେ ମଦ ପିଉଥିଲେ, ବେଡ୍ ଉପରେ ଗପୁଥିଲେ; ତା’ ପରେ...

ପୁରୀ: କୋଭିଡ୍-୧୯ ଆଇସୋଲେସନ ସେଣ୍ଟରରେ ଥିବା ବେଡ୍ ଉପରେ ବସି ଗପସପ କରିବା ଓ ପରିସରରେ ବସି ମଦ ପିଇବା ହେଲା କାଳ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ଼ଡା ପଦକ୍ଷେପ ଗ୍ରହଣ କରାଯାଇଛି। ଘଟଣାରେ ସଂମ୍ପୃକ୍ତ ଜିଆର୍‌ଏସ୍‌ଙ୍କୁ...

market
ଦିନ ୧୧ଟା ପରେ ଦୋକାନ ଓ ହାଟ ବନ୍ଦ

ଜଗତ୍‌ସିଂହପୁର: ଜଗତସିଂହପୁରରେ ଲକ୍‌ଡାଉନ୍‌କୁ ଅଧିକ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଓ ହାଟ ୧୧ଟା ପରେ ବନ୍ଦ ରହିବ। ସେହିପରି ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ କଟକଣା କରାଯାଇଛି। ଦିନ...

modi
ଘରେ ମାସ୍କ ତିଆରି କରି ପିନ୍ଧ, ୫ ଜଣଙ୍କୁ ଗିଫ୍ଟ ଦିଅ

ନୂଆଦିଲ୍ଲୀ: ଗତକାଲି ରାତି ୯ଟାରେ ୯ ମିନିଟ ଦୀପ ପ୍ରଜ୍ୱଳନ ନେଇ ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ସାରା ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କରୋନା ଲଢ଼େଇ ଲମ୍ବା ଲଢ଼େଇ, ଆମେ ଜିତିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କାଲି ରାତିରେ ସାରା...

lincense
ସାମାଜିକ ଦୂରତା ନ ରଖିଲେ ସିଲ୍ ହେବ ଦୋକାନ

ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ୫ ଫୁଟ ଅନ୍ତରରେ ଗାର ଟାଣିବେ ଦୋକାନୀ। ନହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍‌ ଲାଇସେନ୍ସ ରଦ୍ଦ ହେବ। ଦୋକାନୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି କହଛିନ୍ତି  ବିଏମସି କମିଶନର ଓ ଟ୍ୱିନସିଟି ପୋଲିସ କମିଶନର। କଟକ ଓ ଭୁବନେଶ୍ୱର ସହରରେ...

mask
ମାସ୍କ କିମ୍ବା ରୁମାଲ୍‌ ନ ପିନ୍ଧିଲେ ଗଣିବେ ୧୦୦୦ ଟଙ୍କା ଫାଇନ୍

ବ୍ରହ୍ମପୁର: ବାହାରକୁ ଆସିଲେ ମୁହଁରେ ମାସ୍କ, ରୁମାଲ୍ କିମ୍ବା କପଡ଼ା ପିନ୍ଧିବା ବାଧ୍ୟତାମୂଳକ। ନହେଲେ ଦୋବାକୁ ପଡ଼ିବ ଜୋରିମାନା ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ସେ କହିଛନ୍ତି। ବଜାରକୁ ଆସୁଥିବା ଲୋକମାନେ ମୁହଁରେ...

school
ଲକ୍‌ଡାଉନ୍‌ ପରେ ସ୍କୁଲ ଓ କଲେଜ ଖୋଲିବ କି?

ନୂଆଦିଲ୍ଲୀ: ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା ପରେ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି। ତେବେ ସ୍ଥିତି ସମୀକ୍ଷା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି। କେବେ ସ୍କୁଲ ଖୋଲିବ, ଏପ୍ରିଲ୍...

sill
କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏସବୁ ଅଞ୍ଚଳ ସିଲ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦ ହାଉସିଂ ବୋର୍ଡର କଲୋନୀରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ସଂକ୍ରମଣ ରୋକିବାକୁ ସୁନ୍ଦରପଦା ଅଞ୍ଚଳକୁ ବିଏମସି ସିଲ୍‌ କରିଦେଇଛି। ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦ...

coci
ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ, ୨୩ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ଦୁଇ ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୭୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ୨୯ ବର୍ଷର ଯୁବକ। ବୃଦ୍ଧ ଜଣକ ହେଉଛନ୍ତି କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀର। ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରି ଗତ ୨୨...

EUqVFHrU4AAhHaR
'ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ, ଆଗାମୀ ୭ରୁ ୧୦ଦିନ ଗୁରୁତ୍ୱପୂର୍ଣ୍ଣ'

ଭୁବନେଶ୍ୱର: ସୂର୍ଯ୍ୟନଗର କେସ୍‌ଟି କୋଲକାତା ଆସିଥିଲା ଓ ବମିଖାଲ୍ କେସ୍‌ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି। କରୋନାକୁ ନେଇ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି। ଏହାସହ ଆଜି ରାତି ୮ଟାରେ ୩ ସହରର ସଟ୍‌ଡାଉନ୍‌ ସରିବ ବୋଲି...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।