ଭୁବନେଶ୍ୱର: କରୋନାକୁ ନେଇ ସୋସାଲ ମିଡିଆ ଓ ସାଧାରଣରେ ଅନେକ କଥା ଚର୍ଚ୍ଚା ହେଉଛି। ଓଡ଼ିଶାରେ କରୋନା ସ୍ଥିତି କଣ ସେ ଆଜି ସ୍ପଷ୍ଟ ହୋଇଛି। ରାଜ୍ୟରେ କରୋନା ଏଯାଏଁ କୌଣସି ଗୋଷ୍ଠୀ ସଂକ୍ରମଣ ଆଡକୁ ଯାଇନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ଷ୍ଟେଜ୍-୨ରେ ହିଁ ରହିଛି।...
ଭୁବନେଶ୍ୱର: କରୋନା ଲକଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ହାଇକୋର୍ଟଙ୍କ ରାୟରେ ସଂଶୋଧନ। ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଛାଡ଼ିବା ଲାଗି ଗତକାଲି କୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ସଂଶୋଧନ କରାଯାଇଛି। କେବଳ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି...
ନୂଆଦିଲ୍ଲୀ: ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡ଼ୁରେ ସ୍ଥିତି ଜଟିଳ ହେବାରେ ଲାଗିଛି। ସେପଟେ ଆଜି ଇନ୍ଦୋରରେ କରୋନା ସଂକ୍ରମିତ ହୋଇଥିବା ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ସ୍ଥିତି ଦେଖିବାକୁ ଗଲେ, ଗତ ୨୪ ଘଣ୍ଟାରେ ନୂଆ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ ହାଇଡ୍ରକ୍ସି କ୍ଲୋରୋକ୍ୱିନ୍ ଔଷଧ। କରୋନା ଭୟରେ ମନଇଚ୍ଛା ସମସ୍ତେ ଏହାକୁ ଖାଇବା ଉଚିତ ନୁହେଁ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ମନ୍ତ୍ରାଳୟର ଯୁଗ୍ମ ସଚିବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କେଉଁମାନେ ଏହି ହାଇଡ୍ରକ୍ସି କ୍ଲୋରୋକ୍ୱିନ୍ ଖାଇବେ ସେନେଇ ନିର୍ଦ୍ଦିଷ୍ଟ ନିୟମ...
ଭୁବନେଶ୍ୱର: ଢେଙ୍କାନାଳରୁ ଚିହ୍ନଟ କରୋନା ରୋଗୀଙ୍କ ସହ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ମିଳଛି। ସେ ବାହାରକୁ ଯାଇନଥିଲେ ହେଲେ ନିଜାମୁଦ୍ଦିନରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସେ ତାଙ୍କ ଘରେ ରହିଥିଲେ। ଏପ୍ରିଲ ୩ ତାରିଖରେ ତାଙ୍କୁ କ୍ୱାରେଣ୍ଟାଇନରେ...
ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଲକ୍ଡାଉନ୍ ଯୋଗୁ ମାଲବାହୀ ଯାନ ଟିକସ ଦେବା ଉପରେ ସାମୟିକ ସ୍ଥଗିତ ରଖିଛି ବାଣିଜ୍ୟ ଓ ପରିବହନ ବିଭାଗ। ମାଲବାହୀ ଯାନକୁ ୩ ମାସ ଟିକସ କୋହଳ କରାଯାଇଛି। ଏପ୍ରିଲ ୩୦ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି ହେବା ପରେ ଏଣିକି ଏପ୍ରିଲରୁ...
ଭୁବନେଶ୍ୱର: ରାଜ୍ୟର ୪୪ତମ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଇଛନ୍ତି ସରକାର। ପଶ୍ଚିମବଙ୍ଗ ମେଦିନିପୁର ଆକ୍ରାନ୍ତ ଆପୋଲୋ ହସ୍ପିଟାଲରେ ଥିଲେ। ସେ ଏପ୍ରିଲ ୭ରେ ଆପୋଲୋ ହସ୍ପିଟାଲକୁ ଆମ୍ବୁଲାନ୍ସରେ ବାହାରିଥିଲେ। ଆସିବା ବେଳେ ବାଲେଶ୍ୱର ବାଇପାସ୍ରେ ଚା’ ଷ୍ଟଲରେ ଅଟକିଥିଲେ। ୮ ତାରିଖ ସକାଳେ ଆପୋଲୋ...
ଭୁବନେଶ୍ୱର: ରାଜ୍ୟରେ ପ୍ରଚଳିତ ଏପିଡେମିକ୍ ଡିଜିଜ୍ ଆକ୍ଟ -୧୮୯୭ର ସଂଶୋଧନ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରୀ ପୂର୍ବରୁ ପ୍ରଚଳିତ ଆଇନରେ ଦଣ୍ଡବିଧାନ କୋହଳ ଥିବାରୁ ସଂଶୋଧିତ ଆଇନରେ ଉଲ୍ଲଂଘନକାରୀଙ୍କୁ ସର୍ବନିମ୍ନ ୧୦ ହଜାର ଜରିମାନା ଏବଂ ୨ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ଏହି ଆକ୍ଟ ଅନୁଯାୟୀ ଅପରାଧକୁ ଗୁରୁତର...
ଭୁବନେଶ୍ୱର: ଲକ୍ଡାଉନ୍ ଯୋଗୁ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଲ୍ ପୈଠ ନେଇ ଆଶ୍ୱସ୍ତି ମିଳିଛି। ଲକଡାଉନ୍ ଯୋଗୁ ମାର୍ଚ୍ଚ ମାସରେ ବିଦ୍ୟୁତ ଦେୟ ପୈଠ କରିପାରିନଥିବା ଉପଭୋକ୍ତାମାନେ ଲକଡାଉନ୍ ଅବଧି ହଟିବାପରେ ନିଜର ବିଦ୍ୟୁତ୍ ବିଲ୍ ପୈଠ କରି ଆବଶ୍ୟକ ରିହାତି ପାଇପାରିବେ। ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା...
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ୧୫ ହଜାର କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଏଭଳି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି...
ଭୁବନେଶ୍ୱର: ଲକଡାଉନ ସମୟସୀମା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସରକାରଙ୍କ ଏହି ନିଷ୍ପତ୍ତିକୁ ପାଳନ କରିବା ପାଇଁ ବିଜେପି ନିଶ୍ଚିତ ସହଯୋଗ କରିବ ବୋଲି ବୈଜୟନ୍ତ କହିଛନ୍ତି। ସରକାରୀ ନିୟମ ଓ ଗାଇଡଲାଇନ୍ସ ପାଳନ କରିବା ସହ...
ଭୁବନେଶ୍ୱର: ଆଜି ଆକାଶରେ ଦୃଶ୍ୟମାନ ହେଉଛି ସୁପର୍ମୁନ୍। ସାଧାରଣ ପୂର୍ଣ୍ଣଚନ୍ଦ୍ର ଠାରୁ ଏହା ୬ ପ୍ରତିଶତ ବଡ଼ ଏବଂ ୨୫ ପ୍ରତିଶତ ଉଜ୍ଜଳର ଚନ୍ଦ୍ର ଦେଖାଯାଉଛି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକଙ୍କ କହିବା କଥା, ଏହା ହେଉଛି ଏବର୍ଷର ସବୁଠୁ ଉଜ୍ଜଳତମ ପୂର୍ଣ୍ଣଚନ୍ଦ୍ର। ସଂଧ୍ୟାରୁ ଦେଖାଯାଉଥିବା ଏହି...
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଏସ୍ଓଜି ଟ୍ରେନିଂ ସେଣ୍ଟରରେ ଅଘଟଣ। ଟ୍ରେନିଂ ବେଳେ ଗ୍ରେନେଡ୍ ବିସ୍ଫୋରଣରେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ପ୍ରକାଶ ସାହୁ। ଆଜି କ୍ୟାମ୍ପରେ ଟ୍ରେନିଂ ହେଉଥିଲା ବେଳେ ଗ୍ରେନେଡଟି ଅନ୍ୟ ଜଣେ ଯବାନଙ୍କ ଉପରେ ଫୁଟିବା ବେଳେ ଏହାକୁ ରୋକିବା ସହ ବୀରତ୍ୱର...
ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟରେ ହେବ ଦୈନିକ ୧୦୦୦ କରୋନା ସାମ୍ପୁଲ ଟେଷ୍ଟିଂ। ଏନେଇ ଭୁବନେଶ୍ୱରକୁ ପହଞ୍ଚିଲା ମେଡିକାଲ୍ ସରଞ୍ଜାମ। ଭାରତୀୟ ବାୟୁ ସେନାର କାଗ୍ରୋ ବିମାନ AN-32 ବିମାନର ୩ ହଜାର ୫ ଶହ ମେଡିକାଲ୍ ସରଞ୍ଜାମ ଅଣାଯାଇଛି। ଏହାସହ ୧୯ ଜଣ ଡାକ୍ତରୀ ଟିମ୍ ଭୁବନେଶ୍ୱର...
ଭୁବନେଶ୍ୱର: ସାଧାରଣ ରୋଗୀମାନେ ବିନା ଦ୍ୱିଧାରେ ସରକାରୀ ହସ୍ପିଟାଲକୁ ଯାଆନ୍ତୁ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍ ହସ୍ପିଟାଲରେ ହେବ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। SCBରେ ବର୍ତ୍ତମାନ କେହି କୋଭିଡ୍ ଆକ୍ରାନ୍ତ ନାହାନ୍ତି। କଟକର...
ଭୁବନେଶ୍ୱର: ରାଜଧାନୀରେ ଆବଶ୍ୟକ ମୁତାବକ କଞ୍ଚା ପରିବା ମହଜୁଦ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘର ସଭାପତି। ରାଜ୍ୟ ସରକାର କରିଥିବା ୪୮ ଘଣ୍ଟିଆ ସଟ୍ ଡାଉନ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ସେ କହିଛନ୍ତି। ତାଙ୍କ କହିବା ଅନୁସାରେ, ବାହାର...
ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଜଣେ କୋଭିଡ୍ ୧୯-କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ ନମୂନା ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ ହେଉଛି ୩୨ ବର୍ଷ। New #COVID19 Case in #Odisha One 32 Years Male from Kendrapada...
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଆଜି ଶହେ ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ଘାତକ ମହାମାରୀ ଏଯାଏଁ ୧୧୧ ଜଣଙ୍କ ମୁଣ୍ଡ ନେଲାଣି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୭୦୪ଟି ନୂଆ ସଂକ୍ରମଣ...
ଭୁବନେଶ୍ୱର: ବାହାରକୁ ଗଲେ ମୁହଁରେ କପଡ଼ା ଦେବା ଜରୁରୀ। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। ଏଣିକି ସମସ୍ତେ ମାସ୍କ ପିନ୍ଧିବାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା...