• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

board
ଜୁନ ୧ରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ଜୁନ୍ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅନଲାଇନ୍ ଖାତା ଦେଖା। ଏଥିପାଇଁ ୩୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ। ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ ଟା ଯାଏ ପ୍ରଥମ ସିଫ୍ଟ ଓ ଦିନ...

elephant
ଚନ୍ଦକାରେ ଖୋଲିବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ବନାଞ୍ଚଳରେ ହେବ ବନ୍ୟପ୍ରାଣୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।  ବିଶ୍ୱସ୍ତରୀୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ ରହିଛି।  ଏଥିସହ ରାଜ୍ୟର ହାତୀ କରିଡର ସଂଖ୍ୟା ୧୪ରୁ ୧୬କୁ ବଢାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଶିମିଳିପାଳ-ହଦଗଡ଼ ଏବଂ...

ips
ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ, ଅଗ୍ନିଶମ ଡିଜି ହେଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ।  ବର୍ତ୍ତମାନ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ଥିବା ସତ୍ୟଜିତ ମହାନ୍ତିଙ୍କୁ କେତୋଟି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବ ଦାୟିତ୍ୱ ସହ ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ସତ୍ୟଜିତ ମହାନ୍ତି। ସେହିପରି ସେ ହୋମଗାର୍ଡ...

margadarshika
କରୋନା ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କାଲିଠୁ ଆରମ୍ଭ ହେବ ୫ମ ପର୍ଯ୍ୟାୟ ଲକଡାଉନ୍। କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଲକଡାଉନ କୋହଳ ସହ କରୋନା ମାର୍ଗଦର୍ଶିକା କେନ୍ଦ୍ର ସରକାର ଜାରି କରିଛନ୍ତି।...

unlock
ଅନ୍‌ଲକ-୧ରେ କଣ ଖୋଲିବ, କଣ ବନ୍ଦ ରହିବ?

ନୂଆଦିଲ୍ଲୀ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଏବେ ଆସନ୍ତୁ ନଜର ପକାଇବା ନୂଆ...

main-head
ମହାମାରୀ ସଙ୍କଟ ବେଳେ ଓଡ଼ିଶାକୁ ମାଡ଼ିଆସୁଛି ଆତଙ୍କୀ କୀଟ

ଭୁବନେଶ୍ୱର: ମହାମାରୀର ମହାସଙ୍କଟ ଭିତରେ ଏବେ ଦେଶ ଆଉ ରାଜ୍ୟକୁ ଘନେଇ ଆସୁଛି ଆଉ ଏକ ମହାବିପଦ। ତାହା ହେଉଛି, ଆତଙ୍କୀ କୀଟ ପଙ୍ଗପାଳ। ଉତ୍ତରରୁ ଦକ୍ଷିଣ ଭାରତ ଯାଏଁ ଚାଷୀଙ୍କ ନିଦ ହଜାଇ ଦେଇଥିବା ଏହି ଉଡ଼ନ୍ତା ଆତଙ୍କ ଏବେ ଓଡ଼ିଶା ଆସିବାର ଆଶଙ୍କା ବଢ଼ାଇଛି। ଫୁଡ...

lock
ଜୁନ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍ ଅବଧି

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଜୁନ୍ ୮...

adivasi
ପଥର ଗୁମ୍ଫାରେ ବିତୁଛି ଜୀବନ

ରାଇରଙ୍ଗପୁର: ଜୀବନ ଭୟରେ ପଥର ଗୁମ୍ଫାରେ ରହୁଛନ୍ତି ଜଣେ ଆଦିବାସୀ ଖଡିଆ ପରିବାର। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଝାଡଖଣ୍ଡ ସୀମାନ୍ତ ମାଙ୍କଡଗୋଡା ଗାଁର ଏହି ଘଟଣା। ଏଇ ଗାଁରେ ରହୁଥିବା ଶନିବାରୀ ଦେହୁରୀଙ୍କୁ ପଡୋଶୀମାନେ ଝଗଡା ପରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଭୟଭୀତ...

bande
କୋଭିଡ୍ ଯୋଦ୍ଧାଙ୍କ ପାଇଁ ସାରା ଓଡ଼ିଶା ଗାଇଲା 'ବନ୍ଦେ ଉତ୍କଳ ଜନନୀ'

ଭୁବନେଶ୍ୱର: କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ ବନ୍ଦେ ଉତ୍କଳ ଜନନୀ। ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ଗାଇଲେ ଲୋକେ।  କେବଳ ଜନତା ନୁହଁନ୍ତି, ନେତା, ଅଭିନେତା, ଲୋକପ୍ରିୟ ଗାୟକ ମଧ୍ୟ କରୋନା ମୁକାବିଲାରେ ନିୟୋଜିତ ଥିବା ଲୋକଙ୍କ ପାଇଁ ବନ୍ଦେ ଉତ୍କଳ ଗାଇଛନ୍ତି। କୋଭିଡ଼ ଯୋଦ୍ଧାଙ୍କ ପାଇଁ...

modi-govt
ଲୋକଙ୍କ ପାଖରେ ପହଞ୍ଚିବ ମୋଦିଙ୍କ ରିପୋର୍ଟ କାର୍ଡ

ଭୁବନେଶ୍ୱର: ମୋଦିଙ୍କ ରିପୋର୍ଟ କାର୍ଡକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ରାଜ୍ୟ ବିଜେପି। ଜୁନ୍ ପହିଲାରୁ ମାସେ ଯାଏ ଓଡ଼ିଶାରେ ଡିଜିଟାଲ୍ ପ୍ଲାଟଫର୍ମରେ କାର୍ଯ୍ୟକ୍ରମ ଚାଲିବ। ଲୋକଙ୍କୁ  ମୋଦି ସରକାରଙ୍କ ପଦକ୍ଷେପ, ସଫଳତା ସମ୍ପର୍କରେ ଅବଗତ କରାଯିବ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି ଦେଇଥିବା ଚିଠି ସମ୍ପର୍କରେ ବିସ୍ତୃତ ତଥ୍ୟ...

BOLERO
ପୋଲିସ୍‌କୁ ଲୁଚି ପଳାଉଥିଲେ, ଓଲଟି ପଡ଼ିଲା ଗାଡ଼ି

ସୋର: ମଦଭର୍ତ୍ତି କାର ଦୁର୍ଘଟଣାଗ୍ରସ୍ତ। ପୋଲିସ ମଦଭର୍ତ୍ତି କାରକୁ ପିଛା କରୁଥିବା ବେଳେ ଦୁର୍ଘଟଣା ହୋଇଛି। ବାଲେଶ୍ୱର ଜିଲ୍ଲା ସାହାସପୁରା ଗାଁ ନିକଟରେ ନୟନ ଜୋରୀରେ କାରଟି ଓଲଟିଯିବାରୁ ସେଥିରେ ବସିଥିବା ୩ଜଣ ମଦ ବେପାରୀ ସାମାନ୍ୟ ଆହତ ହୋଇଥିଲେ। ୩ଜଣକୁ ପୋଲିସ ଗିରଫ କରିଛି। ପୁରୁଣା ବାଲେଶ୍ୱରରୁ...

corona
ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ହଜାରେ ଟପିଲା

ଭୁବନେଶ୍ୱର: ଆଜି ଆଉ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ହଜାରେ ଟପିଲା। ସେମାନଙ୍କ ଭିତରୁ ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କଟକରୁ ୯, ଖୋର୍ଦ୍ଧାରୁ ୭, ମାଲକାନଗିରି ଓ ଅନୁଗୋଳରୁ ୨ ଜଣେ ଲେଖାଏଁ ଏବଂ ଗଞ୍ଜାମ,...

pangapal
ବିମାନ ଉଡ଼ାଣ ପାଇଁ ବିପଦ ପଙ୍ଗପାଳ!

ନୂଆଦିଲ୍ଲୀ: ବିମାନ ଉଡାଣରେ ବିପଦ ସୃଷ୍ଟି କରିପାରନ୍ତି ପଙ୍ଗପାଳ। ପଙ୍ଗପାଳ ଛୋଟ ହୋଇଥିଲେ ମଧ୍ୟ ଦଳବଳ ହୋଇ ଆସୁଥିବାରୁ ପାଇଲଟ୍ ଆଗକୁ ଦେଖିବାରେ ସମସ୍ୟା ସୃଷ୍ଟି ହୋଇପାରେ। ଏନେଇ ଆଡଭାଇଜାରୀ ଜାରି କରିଛି। ବେସାମରିକ ବିମାନ ଚଳାଚଳ ବିଭାଗ ପଙ୍ଗପାଳ ବିଶେଷଭାବେ ଭୂପୃଷ୍ଠରୁ ଅଳ୍ପ ଉଚ୍ଚରେ ବିଚରଣ କରୁଥିବାରୁ...

3
ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୧୭୫୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର। ଏମାନେ ସମସ୍ତେ ମୁମ୍ବାଇ ଫେରନ୍ତା ଓ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ପବନ ନିଖିଲ କଲ୍ୟାଣ ସୂଚନା ଦେଇଛନ୍ତି। ୧୩ ପଜିଟିଭ ମଧ୍ୟରୁ ୪ ଜଣ ରାଉଲକେଲା ଅଞ୍ଚଳର। ୮ଜଣ...

testing
ଚୀନ ତୁଳନାରେ ସବୁଠୁ ଶସ୍ତା ଟେଷ୍ଟିଂ ସ୍ୱାବ୍ ତିଆରି କରୁଛି ରିଲାଏନ୍ସ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୋଧରେ ପିପିଇ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛି ଦେଶର ପ୍ରମୁଖ କମ୍ପାନୀ ତଥା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ। କମ୍ପାନୀର ସିଲଭାସା ସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି। ଚୀନ୍‌ଠାରୁ ୧୦ ଗୁଣ ଶସ୍ତା ଟେଷ୍ଟିଂ ସ୍ୱାବ୍...

markert
ଦୂର ହେବ ଅଭାବି ବିକ୍ରି, ଚାଷୀଙ୍କ ପାଇଁ ଖୋଲିବ ବଜାର

ଭୁବନେଶ୍ୱର: କଣ୍ଟାକ୍ଟ ଫାର୍ମିଂ ବା ଚୁକ୍ତିଭିତ୍ତିକ ଚାଷପାଇଁ ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟ ଆଜି ଏଇ ଅଧ୍ୟାଦେଶରେ ମୋହର ମାରିଛି। ଏଣିକି ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବେ ଦେଶୀ ଓ ବିଦେଶୀ କମ୍ପାନୀ। ଦୁଇବର୍ଷ ପୂର୍ବରୁ ଏଥିପାଇଁ କମ୍ପାନୀ ମାନଙ୍କୁ ଆକୃଷ୍ଟ କରିବାକୁ...

corona
ଗୋଟିଏ ଜିଲ୍ଲାରୁ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ୧୨ କରୋନା ପଜିଟିଭ ଚିହ୍ନଟ। ୧୨ ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲାପାଳ ମଧୁସ୍ମିତା ସାହୁ। ନୂଆପଡା ଜିଲ୍ଲାରୁ ଆଜି ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ମୁମ୍ୱାଇ ଫେରନ୍ତା ଓ ଜଣେ ହାଇଦ୍ରାବାଦ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।