• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

msme
MSME ପାଇଁ ୫୦ ହଜାର କୋଟିର ପ୍ୟାକେଜକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆତ୍ମନିର୍ଭର ଭାରତ ଯୋଜନା ପାଇଁ ରୋଡମ୍ୟାପକୁ ମିଳିଛି ମଂଜୁରୀ। MSME ପାଇଁ ୫୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ରୋଡମ୍ୟାପ MSME ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିବ। MSME ପାଇଁ ପୂର୍ବରୁ ହୋଇଥିବା ଘୋଷଣାକୁ କ୍ୟାବିନେଟ ମଂଜୁରୀ ମିଳିଛି। ରପ୍ତାନୀ କରୁଥିବା...

rice
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା  ଦେଇଛନ୍ତି। କରୋନା ମହାମାରୀ ପାଇଁ ଯେଉଁ କ୍ଷତି ହୋଇଛି,...

pressmeet
'ବିପର୍ଯ୍ୟୟ ବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି ମୋଦି'

ଭୁବନେଶ୍ୱର: ଓଡ଼ିଶାକୁ ବୈମାତୃକ ମନୋଭାବ କହିବାର ଯୁଗ ସରିଛି। ଓଡ଼ିଶାର ବିକାଶ ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରିଛନ୍ତି। ବିପର୍ଯ୍ୟୟ ବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି ମୋଦି। ଅଗ୍ରୀମ ଟଙ୍କା ଦେବାର ପରମ୍ପରା ସୃଷ୍ଟି କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଦ୍ୱିତୀୟ ପାଳିର...

ips
ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ IPS ସତ୍ୟଜିତ ମହାନ୍ତି। ଅଗ୍ନିଶମ ଡିଜି ଭାବେ ସୁନୀଲ ରାୟଙ୍କ ଅବସର ପରେ ଏହି ପଦବୀ ଖାଲି ଥିଲା। ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ମଧ୍ୟ ଅଛନ୍ତି ସତ୍ୟଜିତ ମହାନ୍ତି। ଦାୟିତ୍ୱ ନେବା ଅବସରରେ ସେ ଅଗ୍ନିଶମ...

nagative
୧୨ ଜିଲ୍ଲାରୁ ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଯାଜପୁରରୁ ସର୍ବାଧିକ ୬୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୩, କେନ୍ଦ୍ରାପଡ଼ାରୁ ୧୨, ଗଜପତିରୁ ୯, ନୟାଗଡ଼ରୁ ୬, ସୁନ୍ଦରଗଡ଼ରୁ ୫, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ...

curfew
ଓଡ଼ିଶାରେ କୋହଳ ହେବନି ରାତ୍ରକାଳୀନ କର୍ଫ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ କୋହଳ ହେବନି ରାତ୍ରକାଳୀନ କର୍ଫ୍ୟୁ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାତ୍ରକାଳୀନ କର୍ଫ୍ୟୁରେ କୌଣସି କୋହଳ କରାଯିବ ନାହିଁ। ଏନେଇ ପ୍ରେସମିଟରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ରାତ୍ରକାଳୀନ କର୍ଫ୍ୟୁରେ କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ...

bsran
ବିଶ୍ୱରେ ବେକାବୁ ମହାମାରୀ ସ୍ଥିତି, ବ୍ରାଜିଲରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ସଂକ୍ରମିତ

ଆମେରିକା: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ବ୍ରାଜିଲରେ କାୟା ମେଲାଇ ଚାଲିଛି କୋଭିଡ୍-୧୯ ଗତକାଲି ଗୋଟିଏ ଦିନରେ ୩୩ ହଜାର ସଂକ୍ରମିତ ଚିହ୍ନଟ ହେବା ପରେ ସଙ୍କଟ ଦେଖା ଦେଇଛି। ରେକର୍ଡ ସଂଖ୍ୟକ ୩୩ ହଜାର ୨୭୪ ଜଣ ନୂଆ ସଂକ୍ରମିତ...

america
ଆମେରିକାରେ କୁହୁଳୁଛି ଜନ ଅସନ୍ତୋଷ; ୫ ସହରରେ ପୋଡ଼ାଜଳା, ବିକ୍ଷୋଭ

ଚିକାଗୋ: ଆମେରିକାରେ ଥମୁନି ଉତ୍ତେଜନା। ଆମେରିକାର ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ଥାର୍ଡ ଡିଗ୍ରୀରେ ମୃତ୍ୟୁ ହେବା ପରେ ଏହାକୁ ନେଇ ପ୍ରତିବାଦ ଜୋର ଧରିଛି। ଲୋକଙ୍କ ଭିତରେ ଦେଖାଦେଇଥିବା ଅସେନ୍ତାଷ ଏବେ ବିଭିନ୍ନ ସହରକୁ ବ୍ୟାପିଛି। ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାରେ ଆସି ବିକ୍ଷୋଭ କରୁଛନ୍ତି। ପରିସ୍ଥିତିକୁ ନଜରରେ...

locoust
୪ ରାଜ୍ୟରେ ନିଦ ହଜାଇ ଦେଲେଣି ପଙ୍ଗପାଳ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭାରତରୁ ଧିରେ ଧିରେ କେନ୍ଦ୍ରାଞ୍ଚଳକୁ ବ୍ୟାପିବାରେ ଲାଗିଲାଣି ପଙ୍ଗପାଳ ଆକ୍ରମଣ। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ହରିଆଣା ପରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପହଞ୍ଚିଲେଣି ପଙ୍ଗପାଳ। ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଚାଷୀଙ୍କ ନିଦ...

kejri
ଦିଲ୍ଲୀ ସରକାରଙ୍କ ପାଖରେ ଟଙ୍କାର ଅଭାବ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଂକଟରେ ଦିଲ୍ଲୀ ସରକାର। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କେଜରିଓ୍ୱାଲ ସରକାରଙ୍କ ପାଖରେ ଟଙ୍କା ନାହିଁ। ଏଣୁ ତୁରନ୍ତ ୫ ହଜାର କୋଟି ଟଙ୍କା ଦେବା ଲାଗି କେନ୍ଦ୍ରକୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଏଭଳି ଏକ ବିପତ୍ତି ବେଳେ କେନ୍ଦ୍ର...

suspended
ବାଦାମ କିଣା ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ୍ସ ଏମ୍‌ଡି ନିଲମ୍ବିତ

ମାଲାକାନଗିରି: ବାଦାମ କିଣାରେ ଦୁର୍ନୀତି ଅଭିଯୋଗ ନେଇ ମାଲକାନଗିରି ପୋଟେରୁ ଲ୍ୟାମ୍ପସ୍ ଏମଡି ନିଲମ୍ବିତ। ପୋଟେରୁ ଲ୍ୟାମ୍ପସ MD ଧନେଶ୍ୱର ପଟ୍ଟନାୟକଙ୍କୁ ନିଲମ୍ବିତ କରିଛନ୍ତି ଲ୍ୟାମ୍ପସ ପ୍ରଶାସକ। ଏହାସହିତ ତଦନ୍ତ କରାଯାଇ ଅନ୍ୟ କର୍ମଚାରୀ ଯଦି ଏହି ଦୁର୍ନୀତିରେ ସାମିଲ ଥିବେ, ତେବେ ତାଙ୍କ ବିରୋଧରେ ବି କାଯର୍ୟାନୁଷ୍ଠାନ...

shaan
ଓଡ଼ିଆ ଡ଼ାକ୍ତରଙ୍କୁ ଡକ୍ଟର ସୁର ସମ୍ରାଟ ଆୱାର୍ଡ, ଶାନ୍ କଲେ ପ୍ରଶଂସା

ଭୁବନେଶ୍ୱର: କୋଭିଡ଼ ଯୋଦ୍ଧା ପାଇଲେ ଡକ୍ଟର ସୁର ସମ୍ରାଟ୍ ଆୱାର୍ଡ। ବ୍ରହ୍ମପୁର ଏମକେସିଜି ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଚନ୍ଦନ ଗନ୍ତାୟତଙ୍କୁ ମିଳିଛି ଏହି ଆୱାର୍ଡ। ଅନଲାଇନରେ ସୁର ସମ୍ରାଟ୍ ନାଁରେ ଏକ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ ଡାକ୍ତର ଚନ୍ଦନ। ଗତ ୩ ସପ୍ତାହ ଧରି ଅନୁଷ୍ଠିତ...

temple
ସ୍ନାନମଣ୍ଡପର ସ୍ଥିତି ଯାଞ୍ଚ କଲା ASI

ଭୁବନେଶ୍ୱର: ଆସନ୍ତା ଜୁନ୍ ୫ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏହାକୁ ନଜରରେ ରଖି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ASI ପକ୍ଷରୁ ଆଜି ସ୍ନାନମଣ୍ଡପକୁ ଯାଞ୍ଚ କରାଯାଇଛି। ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଯାଞ୍ଚ କରିଛନ୍ତି। ସ୍ନାନମଣ୍ଡପରେ ପଥର ପରିବର୍ତ୍ତନ କିଭଳି ଭାବରେ ହୋଇଛି, ସଠିକ୍ ଭାବେ...

thunder
ଉତ୍ତରପ୍ରଦେଶରେ ଝଡ଼ବର୍ଷାର ତାଣ୍ଡବ, ଚାଲିଗଲା ୧୩ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଅଦିନିଆ ଝଡ଼ ବର୍ଷାର ତାଣ୍ଡବ। ମାତ୍ର କେଇ ଘଣ୍ଟାର ପ୍ରକୃତି କରାଳ ରୂପରେ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବାସହ ଜୀବନହାନି ଘଟିଛି। ଶନିବାର ଏଠାରେ ହୋଇଥିବା ଝଡ଼ତୋଫାନରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଆଗ୍ରା, କନ୍ନୌଜ, ଉନ୍ନାଓ ଏବଂ ଲକ୍ଷ୍ନୌରେ ପ୍ରବଳ ମାତ୍ରାରେ ବର୍ଷା ହେବା...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।