• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

who
'କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ'

ନୂଆଦିଲ୍ଲୀ: କରୋନା ପାଇଁ ପ୍ରାକୃତିକ ଉପାୟରେ ଆସିବନି ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ କ୍ଷମତା। କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ। ସେ କହିଛନ୍ତି ଯେ, ମଣିଷ କ୍ଷେତ୍ରରେ...

electroinics
ଇଲେକଟ୍ରୋନିକ୍ସ ଉତ୍ପାଦନ ପାଇଁ ୩ ବଡ଼ ଯୋଜନା

ନୂଆଦିଲ୍ଲୀ: ଦେଶରେ ଇଲେକଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ପାଇଁ ୫୦ ହଜାର କୋଟି ଟଙ୍କାର ୩ଟି ବଡ଼ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ଘଟାଇବା ସହ ନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏହି ଯୋଜନାର ଆରମ୍ଭ କରାଯାଇଛି। ପ୍ରଡକସନ ଲିଙ୍କଡ ଇନସେଣ୍ଟିଭ ସ୍କିମ୍...

tahir
ହିଂସା ଘଟାଇବା ପାଇଁ ତାହିର ଖର୍ଚ୍ଚ କରିଥିଲା ୧.୩ କୋଟି!

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଦିଲ୍ଲୀ ପୋଲିସ। ପୂର୍ବତନ ଆମ ଆଦମୀ ପାର୍ଟି ନେତା ତାହିର ହୁସେନ୍। ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ଚାର୍ଜସିଟରେ ଦର୍ଶାଇଛି। ତାହିର ହୁସେନଙ୍କ ସହ ୧୫ ଜଣ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ। ହିଂସାକାଣ୍ଡ ବେଳେ...

main
ରାଜ୍ୟ ଭିତରେ ଗଡ଼ିବ ୫ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ରାଜ୍ୟ ଭିତରେ ଚାଲିବ ୫ ସ୍ପେଶାଲ ଟ୍ରେନ। ରାଜ୍ୟ ଭିତରେ ୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭୁବନେଶ୍ୱରରୁ ଭଦ୍ରକ,  ଭୁବନେଶ୍ୱରରୁ ବ୍ରହ୍ମପୁର, ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଏବଂ  ଭୁବନେଶ୍ୱରରୁ କୋରାପୁଟ ମଧ୍ୟରେ ଚାଲିବ। ଭୁବେନଶ୍ୱର- କୋରାପୁଟ...

shut-down
ସଟଡାଉନ୍‌ରେ କଣ ହେବ କୋହଳ?

ଭୁବନେଶ୍ୱର: ଅନଲକ୍-୧ ଗାଇଡଲାଇନରେ ସାମାନ୍ୟ ସଂଶୋଧନ କଲେ  ରାଜ୍ୟ ସରକାର। ଆଜି ଏସ୍ଆରସିଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁସାରେ ସ୍କୁଲ ଓ କଲେଜରେ ପରୀକ୍ଷା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ଗତକାଲି ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସବୁ...

rani
ଖେଳ ରତ୍ନ ଆୱାର୍ଡ ପାଇଁ ରାଣୀ ରାମପାଲଙ୍କ ନାଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ମହିଳା ହକି କ୍ୟାପଟେନ୍ ରାଣୀ ରାମପାଲଙ୍କ ନାଁ ସୁପାରିଶ କରିଛି ହକି ଇଣ୍ଡିଆ। ଏହାସହ ବନ୍ଦନା କାଟାରିଆ, ମୋନିକା ଓ ହରମନପ୍ରିତ ସିଂଙ୍କୁ ଅର୍ଜୁନ ପୁରସ୍କାର ଦେବା ଲାଗି ସୁପାରିଶ କରିଛି। ମେଜର...

nisarg
ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍!

ନୂଆଦିଲ୍ଲୀ: ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ନିସର୍ଗ। ଆଗାମୀ ୧୨ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି। ଆସନ୍ତାକାଲି ରାତି ସୁଦ୍ଧା...

corona-33
ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ହେଲେ ୮୦ କରୋନା ଆକ୍ରାନ୍ତ।  ୮୦ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଆରୋଗ୍ୟଙ୍କ ସଂଖ୍ୟା ୧୩୨୫ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ପୁରୀ ଜିଲ୍ଲାରୁ ୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। Another 80 #Covid19...

HC
ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ଜଣାଅ: ହାଇକୋର୍ଟ

କଟକ: ହାଇକୋର୍ଟରେ ପୁରୀ ରଥଯାତ୍ରା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି। ରଥ ନିର୍ମାଣ ଅଗ୍ରଗତି ସଂପର୍କରେ ଜଣାଇବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରଥଯାତ୍ରା ବନ୍ଦ କରିବାକୁ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ୯ ତାରିଖରେ...

wajjid
ୱାଜିଦ୍ ଖାନଙ୍କ ମେଡିକାଲରେ ଗୀତ ଗାଇବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମୃତ୍ୟୁ ପରେ ଏବେ ଭାଇରାଲ ହେବାରେ ଲାଗିଛି ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ମେଡିକାଲରେ ଗୀତ ଗାଇବାର ଭିଡିଓ। ଗୀତଟି ତାଙ୍କ ଭାଇ ତଥା ସଙ୍ଗୀତ ନିର୍ଦ୍ଦେଶକ ସାଜିଦଙ୍କୁ ସେ ଉତ୍ସର୍ଗ କରିଛନ୍ତି।   View this post on Instagram   A heart breaking...

lightening
ବଜ୍ରପାତ ନେଲା ୩ ଜୀବନ

ବ୍ରହ୍ମପୁର: ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଡେଙ୍ଗାବାଡ଼ି ଗାଁରେ ଦୋକାନ୍ ପିଣ୍ଡାରେ ବସିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ମତାଧାରୀ ଗାଁର...

govt
ମନଇଚ୍ଛା କରୋନା କିଟ୍‌ ମଗାଇ ଅଡୁଆରେ ସରକାର

ଭୁବନେଶ୍ୱର: ରାଜ୍ୟକୁ ଆଜି ଆସିଲା ପୁଣି ଦୁଇଟି କୋଭିଡ୍ କିଟ୍ ଭର୍ତ୍ତି ଟ୍ରକ। ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ଆଗରେ ଠିଆ ହୋଇଥିବା ଟ୍ରକରେ ଥିଲା ୩୧ଟି ଭେଣ୍ଟିଲେଣ୍ଟର। ଏସବୁ ଆସିଛି ପଞ୍ଜାବ ମୋହାଲିରୁ। ସେମିତି ଅନ୍ୟ ଟ୍ରକରେ ତାମିଲନାଡୁରୁ ଆସିଛି ମାସ୍କ, ଗ୍ଲୋଭସ ଓ ଅନ୍ୟ ସଂରଞ୍ଜାମ।...

check
କଟକ, ଭୁବନେଶ୍ୱରରେ ରାତ୍ରକାଳୀନ ଚେକିଂ ଜୋରଦାର

ଭୁବନେଶ୍ୱର: ରାତି ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଘୋଷଣା ପରେ ଆଜି ଟୁଇନ ସିଟିରେ ଚେକିଂ କଡାକଡି କରାଯାଇଛି। ଉଭୟ କଟକ ଓ ଭୁବନେଶ୍ୱରରେ ଆଜି ସନ୍ଧ୍ୟା ପରେ କମିଶନରେଟ ପୋଲିସ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି। ସେପଟେ କର୍ଫ୍ୟୁ ସମୟରେ ବିମାନ କିମ୍ବା ଟ୍ରେନରେ ଯାଆସ...

main-stick
ଭୟରେ ଘରକୁ ଗଲେନି, ଝୁମ୍ପୁଡ଼ି ଘରେ ବିତୁଛି ଜୀବନ

ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ ସେଣ୍ଟର ନିର୍ମାଣ କରି ବାହାଦୂରୀ ମାରୁଛନ୍ତି ରାଜ୍ୟ ସରକାର। ହେଲେ ଗ୍ରାମାଞ୍ଚଳର ସେହି କ୍ୱାରେଣ୍ଟିନ ବ୍ୟବସ୍ଥା ଯେ କେତେ ହୁଗୁଳା, ସେକଥା କିନ୍ତୁ ରହିଯାଉଛି ଆଢ଼ୁଆଳରେ। ଆଜି ଆମେ କ୍ୱାରେଣ୍ଟିନ୍ ଅବ୍ୟବସ୍ଥାର ସାଂଘାତିକ ଅଭିଯୋଗର ଚିତ୍ର ଦେଖାଉଛୁ। କ୍ୱାରେଣ୍ଟିନ ସେଣ୍ଟର ତଥା...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।