ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ଚେତିଲେ ସରକାର। ପର୍ଚେଜ୍ କମିଟି ମୁଖ୍ୟ ପଦରୁ IAS ଅଧିକାରୀ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି। ଅର୍ଡର ଦେଇ କରୋନା ମୁକାବିଲା ସରଞ୍ଜାମ ଗ୍ରହଣ ନ କରିବାରୁ ବିବାଦ ଦେଖାଦେଇଥିଲା। ମାସ୍କ, ପିପିଇ, ଭେଣ୍ଟିଲେଟର କିଣାରେ ମଧ୍ୟ ଅନିୟମିତତା...
ନୂଆଦିଲ୍ଲୀ: ଜୁନ ୧ରୁ ନୂଆ ରୂପରେ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। କିନ୍ତୁ ପୂର୍ବ ପର୍ଯ୍ୟାୟର ଲକ୍ଡାଉନ ଠାରୁ ୫ମ ପର୍ଯ୍ୟାୟ ଲକ୍ଡାଉନକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ସରକାର ସପିଂ ମଲ, ରେସ୍ତୋରାଁ, ହୋଟେଲ ଓ ଧାର୍ମିକ ସ୍ଥଳକୁ ପର୍ଯ୍ୟାୟକ୍ରମେ ଖୋଲିବା ପାଇଁ...
ଭୁବନେଶ୍ୱର: ଜୁନ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ୨୫ ଦିନ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ କରୋନା ବିରୋଧୀ ଲଢ଼େଇରେ ବିଜୟୀ ହେବା ପାଇଁ ରାଜ୍ୟବାସୀ ୫ଟି ଗୁରୁମନ୍ତ୍ର ଶୁଣାଇଛନ୍ତି। ଆଜି ରାତି ସାଢେ ୮ଟା ସମୟରେ ଭିଡିଓ ବାର୍ତ୍ତା...
ଭୋପାଳ: ମାନବିକତା ଦେଖାଇଲେ ଆରପିଏଫ୍ କନେଷ୍ଟବଳ। ରେଲୱେ ଷ୍ଟେସନରେ ଦୌଡି ଦୌଡି ସେ ଜଣେ ମହିଳା ଯାତ୍ରୀଙ୍କୁ କ୍ଷୀର ଯୋଗାଇ ଦେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଏକ ଟ୍ରେନ୍ ଭୋପାଳ ଷ୍ଟେସନରେ କିଛି ସମୟ ପାଇଁ ଅଟକି ଥିଲା। ଏହି ସମୟରେ ସାଫିଆ ହାସମି ନାମକ ଜଣେ ମହିଳା...
ନୂଆଦିଲ୍ଲୀ: ୨୫୫୦ ବିଦେଶୀଙ୍କୁ ଭାରତ ଆସିବାକୁ ବାରଣ। ଦିଲ୍ଲୀ ତବଲିଗି ଜମାତ ଯୋଗୁଁ କରୋନା ବ୍ୟାପିବା ଘଟଣାରେ ୨୫୫୦ ବିଦେଶୀ ନାଗରିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭାରତ ସରକାର। ସମ୍ପୃକ୍ତ ବିଦେଶୀଙ୍କୁ ୧୦ ବର୍ଷ ପାଇଁ ଭାରତ ଆସିବାକୁ ବାରଣ କରାଯାଇଛି। ଏମାନେ ଭିସା ନିୟମକୁ ଉଲ୍ଲଘଂନ...
ନୂଆଦିଲ୍ଲୀ: ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ପଜିଟିଭ୍ ଚିହ୍ନଟ। ଗତକାଲି ତାଙ୍କ ନମୁନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚ ଆଇଏଏସ୍ ଅଫିସର ଅଜୟ କୁମାର ଦେଶର କରୋନା ଲଢ଼େଇରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ସେପଟେ ପ୍ରତିରକ୍ଷା ସଚିବ କରୋନା ପଜିଟିଭ୍ ଚିହ୍ନଟ ହେବା...
ନୂଆଦିଲ୍ଲୀ: ବିଶ୍ୱ ପାଇଁ ବଡ଼ ବିପତ୍ତି ଆଣିଥିବା ମହାମାରୀ କରୋନା ମୁକାବିଲାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍। ପ୍ରଥମ ଥର ପାଇଁ କୌଣସି ବିଦେଶୀ ପ୍ରତିପକ୍ଷଙ୍କ ସହ ଅନଲାଇନ୍ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ...
ଭୁବନେଶ୍ୱର: ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ ଅଛନ୍ତି। ସେହିପରି ଭଦ୍ରକରୁ ୮, କେନ୍ଦୁଝରରୁ ୭, ବଲାଙ୍ଗିରରୁ ୬, ଖୋର୍ଦ୍ଧାରୁ ୩, ବାଲେଶ୍ୱର ଓ ଯାଜପୁରରୁ ୨ ଜଣ ଲେଖାଏଁ, ଢେଙ୍କାନାଳ,...
ଭଦ୍ରକ: ରଣକ୍ଷେତ୍ର ପାଲଟିଲା ପଲ୍ଲୀସଭା। ଭଦ୍ରକ ବ୍ଲକ୍ କୋଡ଼ଗମ୍ଭୀର ଗାଁରେ ଆଜି ସକାଳ ୯ଟା ବେଳେ ଘଟିଛି ସଂଘର୍ଷ। ଦୁଇ ଗୋଷ୍ଠୀ ପରସ୍ପରକୁ ଠେଲା ପେଲା କରିବା ସହ ଗୋଟିଏ ଗୋଷ୍ଠୀ ବାଉଁଶ ଓ ଠେଙ୍ଗାରେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୩ଜଣ ଆହତ ହୋଇଛନ୍ତି।...
କେରଳ: କେରଳରେ ଗର୍ଭବତୀ ହାତୀକୁ ବାଣଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଘଟଣାକୁ ବେଶ୍ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି...
ମୁମ୍ବାଇ : ଆରପାରିରେ ବର୍ଷୀୟାନ ଫିଲ୍ମ ନିର୍ମାତା ବାସୁ ଚାଟ୍ଟାର୍ଜୀ। ଗତକାଲି ତାଙ୍କର ମୁମ୍ବାଇ ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗରେ ଫିଲ୍ମ ନିର୍ମାତା, ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ନିର୍ଦ୍ଦେଶକ ଆସୋସିଏସନ ସଭାପତି ଅଶୋକ ପଣ୍ଡିତ ଶୋକ...
ନୂଆଦିଲ୍ଲୀ: କୋଭିଡ୍ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟ୍ରାଏଲକୁ ଡବ୍ଲୁଏଚ୍ଓର ଗ୍ରୀନ୍ ସିଗନାଲ। ମୃତ୍ୟୁ ହାରକୁ ଦେଖି ପ୍ରୋଟୋକଲରେ କୌଣସି ପରିବର୍ତ୍ତନ ଅମୂଳକ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆଜି ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚ୍ଓ ମୁଖ୍ୟ କହିଛନ୍ତି ଯେ, ଗତ ସପ୍ତାହରେ ହାଇଡ୍ରୋକ୍ସି କ୍ଲୋରୋକୁଇନର ପରୀକ୍ଷାମୂଳକ ପ୍ରୟୋଗକୁ ସାମୟିକ ସ୍ଥଗିତ...
ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହରେ ଦୁଇ ଦିନିଆ ସଟଡାଉନ୍। ତେବେ କାହିଁକି ଏଭଳି କଡ଼ା କଟକଣା? ଜୁନର ପ୍ରତି ଶନି ଓ ରବିବାର ସଟଡାଉନ୍ ଘୋଷଣା ପଛରେ କଣ ରହିଛି ଯୁକ୍ତି? କୁହାଯାଉଛି ଏସବୁ ଜିଲ୍ଲାରେ ଅଧିକ କରୋନା କେସ୍ ଚିହ୍ନଟ ହେଉଥିବାରୁ ସରକାର ଏଭଳି...