• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

hotel
ବିମାନ ଚଳାଚଳ ପରେ ହୋଟେଲ ଖୋଲିବାକୁ ହାରୋର ନିବେଦନ

ଭୁବନେଶ୍ୱର: ଭୁବନେଶ୍ୱରକୁ ଆଜିଠୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପରେ ହୋଟେଲ ଖୋଲିବା ନେଇ ଉଠିଲା ଦାବି। ଭୁବନେଶ୍ୱରରେ ହୋଟେଲ ବୁକିଂ ପାଇଁ ଗ୍ରାହକଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଥିବାରୁ ଏ ନେଇ ବିଏମସି କମିଶନରଙ୍କୁ ଚିଠି ଲେଖିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ୍  ଆସୋସିଏସନ୍  ଅଫ୍  ଓଡ଼ିଶା...

fire
ତାତିରେ ଜଳୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୩ ସହର

ଭୁବନେଶ୍ୱର: ତାତିରେ ଜଳୁଛି ସାରା ଓଡ଼ିଶା। ଆଜି ବି ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ସେଠାରେ ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ୍। ୪୦ ଡିଗ୍ରୀ ଉପରେ ରାଜ୍ୟର ୧୩ଟି ସହର ତାପମାତ୍ରା ଥିଲା।  ୪୩ ଉପରେ ରହିଥିଲା ୯ଟି ସହର। ତାଳଚେର ୪୪.୯, ବଲାଙ୍ଗିର...

nandan
କାଲିଠୁ ଟ୍ୱିନ୍‌ ସିଟିରେ ଗଡ଼ିବ 'ମୋ ବସ୍'

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଚାଲିବ ମୋ ବସ୍। ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍‌ରେ ଚାଲିବ ମୋ ବସ୍। ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ତେବେ ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ଚାଲିବ। ସେହିପରି ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱର ଚାଲିବ। ଏବେ ମୋ...

shakti
ଶକ୍ତି ଦେଖାଇଲା ମାଓବାଦୀ: ଜଙ୍ଗଲ ଭିତରେ ଏନକାଉଣ୍ଟର ବେଳର ଭିଡିଓ ଜାରି

ମାଲକାନାଗିରି: ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜଙ୍ଗଲରେ ହୋଇଥିବା ପୋଲିସ-ମାଓବାଦୀ ଏନକାଉଣ୍ଟର ବେଳର ଭିଡିଓ ଜାରି କଲା ସିପିଆଇ ମାଓବାଦୀ ଦଣ୍ଡକାରଣ୍ୟ ସଂଗଠନ। ମୀନପା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ସମୟ ସହ ତା ପରବର୍ତ୍ତୀ ସମୟର ଚିତ୍ରକୁ ନେଇ ଏକ ୧୨ ମିନିଟ୍ ଅବଧିର ଭିଡିଓ...

corona
ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ। ସେମାନଙ୍କ ଭିତରୁ ବାଲେଶ୍ୱରରୁ ୩୪, ଗଞ୍ଜାମରୁ ୧୫, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ, ପୁରୀରୁ ୧୦, ଭଦ୍ରକରୁ ୯, ନୟାଗଡ଼ରୁ ୩, ସୁନ୍ଦରଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ୬୪୯...

migg
ବିନା ସୂଚନାରେ ଓଡ଼ିଶା ଆସୁଛନ୍ତି ୨୦ ହଜାର ପ୍ରବାସୀ

ଭୁବନେଶ୍ୱର: ଏସଆରସି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ସଂପର୍କରେ ପ୍ରାଶାସନିକ ଅଧିକାରୀ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି। ଟ୍ରେନ ଯୋଗେ ଏବେ ଅନେକ ପ୍ରବାସୀ ଆସୁଛନ୍ତି। ଏଣୁ ସେମାନେ ଆସିବା ସମ୍ପର୍କରେ ଆଗୁଆ ସୂଚନା ନଦେଲେ ସମସ୍ୟା...

trick
କେନ୍ଦୁଝରରେ ଅଟକି ରହିଛି ପାରାଦୀପର ଶହ ଶହ ଗାଡ଼ି

କେନ୍ଦୁଝର: ଲୁହାପଥର ଅନଲୋଡ ନେଇ ପାରାଦୀପ ଓ କେନ୍ଦୁଝର ଟ୍ରକ ମାଲିକ ସଂଘ ମଧ୍ୟରେ ଛକାପଞ୍ଝା ସ୍ଥିତି। ପାରାଦୀପ ଟ୍ରକ ମାଲିକ ସଂଘର ଦାଦାଗିରିକୁ ବିରୋଧ କରି କେନ୍ଦୁଝରରେ ଅଟକି ରହିଛି ପାରାଦୀପ ଅଞ୍ଚଳର ଶହ ଶହ ଗାଡ଼ି। ପାରାଦୀପ ପୋର୍ଟରେ ଅନଲୋଡିଂ ପାଇଁ ଯାଉଥିବା ଗାଡିଗୁଡିକ ଧାଡିରେ...

eid
କାଲି ଦେଶବ୍ୟାପୀ ପାଳନ ହେବ ଇଦ୍

ନୂଆଦିଲ୍ଲୀ: ଦେଶବ୍ୟାପୀ ଆସନ୍ତାକାଲି ପାଳନ ହେବ ଇଦ୍। ଆଜି ଚାନ୍ଦ ଦେଖାଯିବାରୁ ଆସନ୍ତାକାଲି ଇଦ-ଉଲ୍-ଫିତର୍ ପାଳିବେ ମୁସଲିମ ଧର୍ମାବଲମ୍ବୀ। ଚାନ୍ଦ ଦର୍ଶନ ସହ ପବିତ୍ର ରମଜାନ ମାସ ଶେଷ ହୋଇଥାଏ। ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ଇଦ୍-ଉଲ୍-ଫିତରରେ ସମୂହ ନମାଜ...

cuttack
କାଲିଠୁ କଟକରେ ଅନଲାଇନ୍ ମଦ ବିକ୍ରି

ଭୁବନେଶ୍ୱର: ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗିରହିଥିବା ଟଣାଓଟରା ଭିତରେ ଶେଷରେ ହଁ ମାରିଲା କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ। ଆସନ୍ତାକାଲିଠାରୁ କଟକରେ ଅନଲାଇନରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା...

main
ଟଣାଓଟରା ଭିତରେ ଅଟକିଛି ମଦବିକ୍ରି; ବିରୋଧୀଙ୍କ ପ୍ରଶ୍ନ, ବାଗଚୀଙ୍କ କଥାକୁ ଭୁଲିଗଲେ କି ସରକାର?

ଭୁବନେଶ୍ୱର: ଅନଲାଇନ୍ ମଦ ବିକ୍ରିରେ କେଁ। ସରକାରଙ୍କ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି କଟକ ଓ ଖୋର୍ଦ୍ଧା ମଦ ବ୍ୟବସାୟୀ ସଂଘ। ଅନଲାଇନ୍ ସହ ଅଫଲାଇନ୍ ମଦ ବିକ୍ରି ପାଇଁ କଟକ ସଂଘ ଦାବି କରିଥିବା ବେଳେ ଖୋର୍ଦ୍ଧା ସଂଘ ବୈଷୟିକ ଭିତ୍ତିଭୂମି ଓ କାଉଣ୍ଟରରେ ସୁରକ୍ଷା ଦାବି...

migrants
ଚେନ୍ ପୁଲ୍ କରି ଟ୍ରେନରୁ ଛୁ ମାରିଲେ ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର: ଚେନ୍ ପୁଲ୍ କରି ଛୁ ମାରିଲେ ପ୍ରବାସୀ ଓଡ଼ିଆ। ଗଂଜାମ ଛତ୍ରପୁର ନିକଟରେ ଟ୍ରେନର ଚେନ୍ ଭିଡି ଓହ୍ଲାଇ ପଡିଥିଲେ ଶତାଧିକ ପ୍ରବାସୀ ଓଡ଼ିଆ। ସେମାନେ ଚାଲି ଚାଲି ଯାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଏହାପରେ ପୋଲିସ ଓ ଆରପିଏଫ ଟିମ ପହଞ୍ଚି...

wave
୫ ଦିନ ସିଝିବ ଅଧା ଓଡ଼ିଶା, ୧୦ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଅତ୍ୟଧତ୍କ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୭, ୨୮ ଓ ୨୯ ତାରିଖ ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ...

check
ଜୁଲାଇ ୩୧ ଯାଏ ବୈଧ ରହିବ ଗାଡ଼ି କାଗଜପତ୍ର

ନୂଆଦିଲ୍ଲୀ: ଲକଡାଉନନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆଉ ଏକ ଘୋଷଣା। ପରିବହନ ବିଭାଗର ବିଭିନ୍ନ ସେବା ପାଇଁ ଯେଉଁମାନେ ଫେବ୍ରୁଆରି ପହିଲା ବା ତା ପରେ ଫି ଦାଖଲ କରିଛନ୍ତି, ତାହା ଜୁଲାଇ ୩୧ ଯାଏ ବୈଧ ରହିବ। ନୂଆ ଡ୍ରାଇଭିଂ ଲାଇସେନ୍ସ କି ନବୀକରଣ, ଲର୍ଣ୍ଣର୍,...

corona-craze
କରୋନାରୁ ସୁସ୍ଥ ହେଲେ ଆଉ ୫୩

ଭୁବନେଶ୍ୱର: ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ ଓ କେନ୍ଦୁଝରରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏଯାବତ ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ...

cds
ବର୍ଷେ ଯାଏ ଦିନକର ଦରମା ଦାନ କରିବେ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ପାଇଁ ଆଉ ଏକ ସହଯୋଗର ହାତ ବଢାଇଲେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାଓ୍ୱତ। ସେ ପିଏମ୍ କେୟାର୍ସ  ଫଣ୍ଡକୁ ଆସନ୍ତା ୧୨ ମାସ ଯାଏଁ ନିଜ ଦରମାରୁ ୫୦ ହଜାର ଟଙ୍କା ଲେଖାଏଁ ଦାନ କରୁଛନ୍ତି। ମାର୍ଚ୍ଚ ମାସରେ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।