ଭୁବନେଶ୍ୱର: ସୋମବାରଠୁ ଆରମ୍ଭ ହେବ OSRTC ବସ୍ ସେବା। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍ରେ ବସ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ରାଜଧାନୀରୁ ୨୨ଟି ସହରକୁ ୯୬ଟି ବସ୍ ଗଡ଼ିବ ଏବଂ ପର୍ଯ୍ୟାୟ କ୍ରମେ ଅଧିକରୁ ଅଧିକ ରୁଟ୍ରେ ବସ୍ ସେବା ଆରମ୍ଭ ହେବ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ...
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ବିଦେଶ ଫେରନ୍ତାଙ୍କ ପାଇଁ କଠୋର ହେଲା ସ୍ୱାସ୍ଥ୍ୟ ବିଭାଗ। ଏଣିକି ବିଦେଶ ଫେରନ୍ତା ଫୋନ୍ ସ୍ୱିଚ୍ ଅଫ୍ ରଖିଲେ କିମ୍ବା କଲ ନଉଠାଇଲେ ଏହାକୁ ହୋମ୍ କ୍ୱାରେଣ୍ଟିନ ନିୟର ଉଲ୍ଲଂଘନ ବୋଲି ଧରାଯିବ। ଏହାସହ ସେମାନଙ୍କୁ ଆଇନ ମୁତାବକ ଦଣ୍ଡ ବିଧାନ...
ଭୁବନେଶ୍ୱର: ଜୁନ୍ ମାସ ହିଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ଏଇ ଘାଟି ପାରିହେଲେ ବିପଦ ଟଳିବ। ଆଜି ଏପରି କଥା କହି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଓଡ଼ିଶାରେ ବି ଉଦବେଗଜନକ ହେବାରେ ଲାଗିଛି କରୋନା ସ୍ଥିତି। ଆଜି ଗୋଟିଏ...
ଭୁବନେଶ୍ୱର: କୋଭିଡ୍ ସ୍ଥିତି ପରିଚାଳନା ଦାୟିତ୍ୱରୁ ୯ ଜଣ IASଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ ପରିସ୍ଥିତିକୁ ଦେଖି ପ୍ରଶାସନିକ ଅଦଳ ବଦଳ କରିବାକୁ ପଡ଼ିଥାଏ। ରଣକ୍ଷେତ୍ରକୁ ନୂଆ ଲୋକଙ୍କୁ ଆଣିବା ଜରୁରୀ। ସେ ଆହୁରୁ କହିଛନ୍ତି...
ଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୫ ପଜିଟିଭ। ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ସୂଚନା ଦେଇଛି। ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ଆଉ ଜଣେ ଆକ୍ରାନ୍ତ ଗଜପତି ନଗରର। ସେ ଲୋକାଲ କେସ୍...
ଭୁବନେଶ୍ୱର: କଟକ ଏସସିବି ମେଡିକାଲରେ ଯୋଡାଗଲା କଟାହାତ। ଦୁଇ ସପ୍ତାହରେ ଦୁଇଜଣ ବ୍ୟକ୍ତିଙ୍କର କଟା ହାତ ଯୋଡାଯାଇଛି। ଶରୀରରୁ ସଂପୂର୍ଣ୍ଣ ଅଲଗା ହେବାର ମାତ୍ର କେଇ ଘଣ୍ଟା ଭିତରେ ମେଡିକାଲରେ ପହଞ୍ଚିବା ଯୋଗୁ ଅସ୍ତ୍ରୋପଚାର ସଫଳ ହୋଇଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ଉଭୟ ବ୍ୟକ୍ତିଙ୍କ ହାତ ଧୀରେ ଧୀରେ...
ଭୁବନେଶ୍ୱର: ଓଡ଼ିଶାରେ ଚାଲିବ କ୍ରୁଜ୍। ଚିଲିକା, ହୀରାକୁଦ ଜଳଭଣ୍ଡାର, ମହାନଦୀ, ଭିତରକନିକା ଏବଂ ସାତକୋଶିଆ ଗଣ୍ଡରେ କ୍ରୁଜ୍ ଚଲାଇବା ନେଇ ପ୍ରସ୍ତାବ ଆଣିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବାକୁ ଏଭଳି ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସବୁ ସ୍ଥାନରେ କେବଳ ଦିନରେ ହିଁ...
ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ଘଟଣାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ଘଟଣାର ନିରପେକ୍ଷ ତଦନ୍ତର ଆବଶ୍ୟକତା ଥିବା ଦାବି କରିଛି ବିଜେପି। ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏହି କେଳେଙ୍କାରୀରେ ସରକାରର ବହୁ ବଡ଼ପଣ୍ଡାଙ୍କ ସମ୍ପୃକ୍ତି ରହିଛି। କେବଳ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା ଦୋଷୀ...
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୧୧୨ କରୋନା ଆକ୍ରାନ୍ତ। ସେମାନଙ୍କ ଭିତରୁ କେନ୍ଦୁଝରରୁ ୩୩, ବଲାଙ୍ଗିରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡ଼ରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଖୋର୍ଦ୍ଧାରୁ ୭ଜଣ ଅଛନ୍ତି। ସେହିପରି କଟକ ଓ ସୋନପୁରରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ପୁରୀ ଓ ସମ୍ୱଲପୁରରୁ...
ଭୁବନେଶ୍ୱର: ଜୁଲାଇ ୧୫ ତାରିଖ ସୁଦ୍ଧା ଆଡମିଶନ୍ ପ୍ରକ୍ରିୟା ଶେଷ କର। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଆଜି ବିଜ୍ଞପ୍ତି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏ ନେଇ ଆଜି...
ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢୁଛି କରୋନା ସଂକ୍ରମଣ। ଆଉ ସେଥିରେ ବ୍ରେକ୍ ଲଗାଇବା ପାଇଁ ଆସନ୍ତାକାଲିଠୁ ସପ୍ତାହରେ ଦୁଇ ଦନିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ଏସବୁ ୧୧ଟି ଜିଲ୍ଲାରେ ସଟଡାଉନ୍ ଲାଗୁ ହେବ। ତେବେ ଏହି ସମୟରେ କଣ...
ବାତ୍ୟା ଅମ୍ପନ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଭଦ୍ରକ ଓ ଜଗତସିଂହପୁରରେ କେନ୍ଦ୍ରୀୟ ଟିମ୍। ୪ ଜଣିଆ କେନ୍ଦ୍ରୀୟ ଟିମ୍ ଭଦ୍ରକରେ ପହଞ୍ଚି ବାତ୍ୟା ପରବର୍ତ୍ତି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳ ବୁଲି ଦେଖିଛନ୍ତି ପ୍ରତିନିଧି ଦଳ। ବାତ୍ୟାରେ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ...
ଭୁବନେଶ୍ୱର: ଆସନ୍ତାକାଲି ଓ ରବିବାର ବନ୍ଦ ରହିବ ମୋ ବସ୍ ସେବା। କାଲିଠୁ ଦୁଇଦିନିଆ ସଟଡାଉନ୍ ଆରମ୍ଭ ହେଉଥିବାରୁ ବନ୍ଦ ରହିବ ମୋ ବସ୍ ସେବା। ପୂରା ଜୁନ୍ ମାସ ସାରା ପ୍ରତି ଶନି ଓ ରବିବାର ଏହା ବନ୍ଦ ରହିବ। ମୋ ବସ୍ ଚଳାଚଳ ଦାୟିତ୍ୱ ନେଇଥିବା...
ବାଲେଶ୍ୱର: ଯେଉଁ ମା’ ତାର ପଣତକାନିରେ ପିଲାକୁ ମଣିଷ କରିଥିଲା, ଆଜି ସେଇ ପୁଅ ପର କରିଦେବାକୁ ପଛାଇଲାନି। ଜୀବନ ଉପରୁ ମୋହ ତୁଟି ଯିବା ପରେ ଏବେ ବିଷ ଖୋଜୁଛି ମା’। ଦୁର୍ବିସହ ଜୀବନରେ ଅତିଷ୍ଠ ହୋଇ ଜଣେ ମା’ର କ୍ଷୋଭ। ବିଷ ଦେଇ ମତେ ମାରି...
କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଏନକାଉଣ୍ଟର୍। ରାଜୌରୀ ଜିଲ୍ଲା କାଲାକୋଟରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ। କାଲାକୋଟରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି ରାତିରୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସିଆରପିଏଫ୍, ରାଜ୍ୟ ପୋଲିସର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଛି।...