ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ମୋଦି। ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି। ଏହାସହ ରାଜ୍ୟ ସରକାରଙ୍କ ସହ ବାତ୍ୟା କ୍ଷୟକ୍ଷତି ନେଇ ବୈଠକ କରିବା ସମ୍ଭାବନା ରହିଛି। ତେବେ ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...
ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରିଛି ରେଳ ମନ୍ତ୍ରଣାଳୟ। ଯାତ୍ରା କରିବା ବେଳେ ମାସ୍କ, ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ରହିବ। କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ହିଁ କେବଳ ଷ୍ଟେସନରେ ଆସିବାକୁ ଅନୁମତି ରହିବ। ଟ୍ରେନ୍ ଛାଡ଼ିବାର ୯୦ ମିନିଟ୍...
ଭୁବନେଶ୍ୱର: ଅମ୍ପନ ବାତ୍ୟା ପରେ କ୍ଷୟକ୍ଷତି ଓ ସ୍ଥିତି ବାବଦରେ କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କ ସହ ଆଲୋଚନା। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଏନେଇ ହୋଇଛି ଆଲୋଚନା ହୋଇଛି। ବାତ୍ୟାରେ ୮୯ ବ୍ଲକ ପ୍ରଭାବିତ ହୋଇଛି। ୧୫ଶହ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦...
ପୁରୀ: ବଢ଼ିଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ନେଇ ସମ୍ଭାବନା। ଅଳ୍ପ ସେବାୟତଙ୍କୁ ନେଇ ଚଳିତ ଥରର ସ୍ନାନ ଯାତ୍ରା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ୧୦ଟି ନିଯୋଗର ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ମୁତାବକ,...
ଭୁବନେଶ୍ୱର: ଅମ୍ପନ ବାତ୍ୟାରେ କେନ୍ଦ୍ରାପଡ଼ା ସାତଭାୟାର ଜଣେ ମହିଳାଙ୍କର ମୃତ୍ୟୁ ନେଇ ସୂଚନା ମିଳିଥିବା ଟ୍ୱିଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମହିଳା ଜଣକ ହେଲେ ୫୭ ବର୍ଷୀୟା କୋଇଲି ବେହେରା। ତେବେ ସେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ଘରେ ଥିଲେ। ଘଟଣା ସଂପର୍କରେ ବୈଜୟନ୍ତ...
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଲା କରୋନା। ଗୋଟିଏ ପଟେ ହଜାରେ ଟପିଲା, ଅନ୍ୟପଟେ ଜଣଙ୍କ ଜୀବନ ନେଲା। ପୁଣି ଆଉ ଜଣଙ୍କ ଜାବନ ନେଲା କରୋନା। ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକ ଭୁବନେଶ୍ୱର...
ଭୁବନେଶ୍ୱର: ବାତ୍ୟା ଅମ୍ପନ IMDର ପୂର୍ବ ଆକଳନ ଅନୁଯାୟୀ ଗତି କରୁଛି। ଜଗତସିଂହପୁର ଦେଇ ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ। ଅପରାହ୍ନ ୪ଟାରୁ ୪.୩୦ ମଧ୍ୟରେ ଭୋଗରାଇ ଓ ତାଳସାରି ଅତିକ୍ରମ କରିବ। ରାତି ସାଢେ ୮ଟାରୁ ସାଢେ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବାତ୍ୟା...
ଭୁବନେଶ୍ୱର: ବାତ୍ୟା ଅମ୍ପନ ପୂର୍ବାନୁମାନ କରାଯାଇଥିବା ଦିଗରେ ହିଁ ଗତି କରୁଛି। ଏହା ସକାଳ ୭ଟା ସୁଦ୍ଧା ପାରଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି। ଆଜି ଅପରାହ୍ଣରୁ ସଂଧ୍ୟା ଭିତରେ ଦୀଘା ଓ ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଆଜି ସକାଳ ସୁଦ୍ଧା ବାତ୍ୟା ପ୍ରଭାବରେ ପାରାଦୀପରେ ସର୍ବାଧିକ...
ଭୁବନେଶ୍ୱର: ବାତ୍ୟା ଅମ୍ପନର ପ୍ରଭାବରେ ଆଜି ରାଜ୍ୟର ୧୩ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ାରେ ଜୋରଦାର ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ,...
ଭୁବନେଶ୍ୱର: ଅମ୍ପନର କରାଳ ରୂପରେ ଅଶାନ୍ତ ହେଉଛି ପାରାଦୀପ। ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛ ବର୍ଷା ପବନ। ପାରାଦୀପରେ ବର୍ତ୍ତମାନ ପବନର ବେଗ ୯୬ କିମି ଥିଲେ ବି ଏହା ୧୩୫ କିମି ଯାଏ ବଢିବା ନେଇ ସମ୍ଭାବନା ରହିଛି। ଅମ୍ପନର ପ୍ରଥମ ବଡ଼ ପ୍ରଭାବ...
ଭୁବନେଶ୍ୱର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରାଜ୍ୟର ସମୁଦ୍ର ଏବଂ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ରାତି ୧୧ଟା ସୁଦ୍ଧା ୧ ଲକ୍ଷ ୬ ହଜାର ୪୭୬ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୩ଟି ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସବୁଠୁ ଅଧିକ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦...
ଜଗତସିଂହପୁର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଏହିକ୍ରମରେ ଜଗତସିଂହପୁରରେ ୯୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୧୨ଟି ଆଶ୍ରୟସ୍ଥଳୀରେ ରଖାଯାଇଥିବା ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଜିଲ୍ଲାର ୯୦୭୬ ଲୋକ...