• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

bidden
ବଦଳିଲା ସଂଗରୋଧ ନିୟମ, କ୍ୱାରେଣ୍ଟିନ୍ ଅବଧି ଅଧାହେଲେ କମିବ କି 'କରୋନା'?

ଭୁବନେଶ୍ୱର: ୨୮ ଦିନରୁ ପୁଣି ୧୪ ଦିନକୁ କ୍ୱାରେଣ୍ଟିନ୍ ଅବଧି ହ୍ରାସ କଲେ ରାଜ୍ୟ ସରକାର। ଗ୍ରାମାଞ୍ଚଳରେ ସପ୍ତାହେ କ୍ୱାରେଣ୍ଟିନ ସେଣ୍ଟର ଓ ସପ୍ତାହେ ହୋମ୍ କ୍ୱାରେଣ୍ଟିନରେ ପ୍ରବାସ ଫେରନ୍ତା ରହିବାକୁ ଥିବା ବେଳେ, ସହରାଞ୍ଚଳରେ ୨ ସପ୍ତାହ ହୋମ୍ କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କେନ୍ଦ୍ରର...

mercury
ପାରଦ ବଢୁଛି, ପ୍ରତିଷେଧମୂଳକ ପଦକ୍ଷେପ ନିଅ: ଏସ୍ଆରସି

ଭୁବନେଶ୍ୱର: ଗ୍ରୀଷ୍ଣ ପ୍ରବାହର ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ଚିଠି। ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିଷେଧାତ୍ମକ ପଦକ୍ଷେପ ସହ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତ ଏସ୍ଆରସି।ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ହେଲାଣି। ସର୍ବାଧିକ ତାପମାତ୍ରା...

modi
୫ଶହ କୋଟି ପ୍ୟାକେଜକୁ ନେଇ ରାଜନୀତି; ବିରୋଧୀଙ୍କ ପ୍ରଶ୍ନ, ଓଡ଼ିଶା ମାଗିଥିଲା କେତେ?

ଭୁବନେଶ୍ୱର: ରାଜ୍ୟକୁ ଅମ୍ପନ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀଙ୍କ ୫ଶହ କୋଟି ଘୋଷଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ସମୀକ୍ଷା କଲାବେଳେ କେହି ବି ଜଣେ ମନ୍ତ୍ରୀ ନଥିଲେ। ଉଭୟ ବାତ୍ୟା ଏବଂ କରୋନା ମୁକାବିଲା ନେଇ ମନ୍ତ୍ରୀଙ୍କୁ ସାମିଲ କରାଯାଉନାହିଁ।...

covid33
ଆଉ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ ଓ ୩ ମହିଳା ଅଛନ୍ତି। ନିକଟରେ ସମସ୍ତେ ମହାରାଷ୍ଟ୍ରରୁ ଫେରଥିଲେ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି। ଏହାସହ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ୨୩...

london
ବନ୍ଦେ ଭାରତ ମିଶନରେ ଲଣ୍ଡନରୁ ଆସିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନରେ ଲଣ୍ଡନରୁ ଆସିଲା ପ୍ରଥମ ବିମାନ। ୧୪୯ ଜଣ ଯାତ୍ରୀଙ୍କୁ ନେଇ ରାଜସ୍ଥାନର ଜୟପୁରରେ ପହଞ୍ଚିଛି ଏହି ବିମାନ। ସେମାନଙ୍କ ସ୍ୱାଗତ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବିଧା କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେପଟେ କାନାଡାରେ ଫସି ରହିଥିବା...

ajay
'ଓଡ଼ିଶାର ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି'

ଭୁବନେଶ୍ୱର: ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାର କମ୍ୟୁନିଟି ସ୍ପ୍ରେଡ ବା ଗୋଷ୍ଠୀ ସଂକ୍ରମଣ ହୋଇନି। ଆଗରୁ ଆମ ରାଜ୍ୟରେ ସ୍ଥିତି ଭଲ ଥିଲା। ହେଲେ ଏବେ ପ୍ରବାସ ଫେରନ୍ତାଙ୍କ ଦ୍ୱାରା କିଛି କରୋନା ପଜିଟିଭ ସଂଖ୍ୟା ବଢିଛି। ହେଲେ ସ୍ଥିତି ଏତେ ଖରାପ ହୋଇଥିବା କହିହେବନି, ଏହା କହିଛନ୍ତି ଇନଷ୍ଟିଚ୍ୟୁଟ...

liquor
ଓଡ଼ିଶାରେ ଅନଲାଇନରେ ବିକ୍ରି ହେବ ମଦ

ଭୁବନେଶ୍ୱର: ରାଜ୍ୟରେ ମଦ ଅନଲାଇନରେ ବିକ୍ରି କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି କଟକର ବିଦେଶୀ ମଦ ବ୍ୟବସାୟୀ ମାଲିକ ସଂଘ। ତେବେ କେବଳ ଅନଲାଇନ ନୁହେଁ, ଅଫଲାଇନରେ ମଧ୍ୟ ମଦ ବିକ୍ରି କରାଯିବାକୁ ଅନୁମତି ଦିଆଯାଉ ବୋଲି ସଂଘ ଦାବି କରିଛି।...

fire
ଗାଡ଼ିରୁ ଡିଜେଲ କାଢି ନେଉଥିଲେ ଅଗ୍ନିଶମ କର୍ମଚାରୀ, ଦେଖିଦେଲା ଡ୍ରାଇଭର

କୋରାପୁଟ: ଗାଡ଼ିରୁ ତେଲ କଢାଯିବାକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି। କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଘଟଣ। ଗତ ୧୭ ତାରିଖ ଦିନ ବୈପାରିଗୁଡା ଅଗ୍ନିଶମ କାର୍ଯ୍ୟାଳୟରେ ଥିବା ଅଗ୍ନିଶମ ଗାଡ଼ିରୁ ତେଲ ବାହାର କରିବାକୁ ନେଇ ଡ୍ରାଇଭର...

reserve
କାଲିଠୁ କାଉଣ୍ଟରରେ ମିଳିବ ରିଜର୍ଭେସନ ଟିକେଟ, ଓଡ଼ିଶାରେ ଏସବୁ ଷ୍ଟେସନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଆସନ୍ତାକାଲିଠାରୁ ରିଜର୍ଭେସନ୍ କାଉଣ୍ଟରରେ ମିଳିବ ରିଜର୍ଭ ଟିକେଟ। ଏଥିସହ କମନ୍ ସର୍ଭିସ ସେଣ୍ଟର ଏବଂ ଏଜେଣ୍ଟଙ୍କ ଜରିଆରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିପାରିବ। ଏ ନେଇ ଭାରତୀୟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି। ତେବେ...

village
ଗାଁ ଦାଣ୍ଡରେ ଯୁବକଙ୍କୁ ଠେଙ୍ଗା, ପଥରରେ ମାଡ଼ମରା ଘଟଣାର ୧୦ ଆକ୍ରମଣକାରୀ ଚିହ୍ନଟ

ଭୁବନେଶ୍ୱର: ଖୋର୍ଦ୍ଧା ବାଘମାରୀ ପୋଡ଼ାଡିହରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୧୦ ଆକ୍ରମଣକାରୀ ଚିହ୍ନଟ। ଆକ୍ରମଣକାରୀ ଚିହ୍ନଟ ନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।  ଆକ୍ରମଣକାରୀଙ୍କୁ ଧରିବା ଲାଗି ଏସଡିପିଓଙ୍କ ନେତୃତ୍ୱରେ ୩ ଟିମ ଗଠନ କରାଯାଇଛି। ସାମାନ୍ୟ କଥାକଟାକଟିକୁ ନେଇ ଯୁବକ ଜଣଙ୍କୁ...

modi2222
କାଲି ଓଡ଼ିଶା ଆସୁଛନ୍ତି ମୋଦି, ଆକାଶମାର୍ଗରୁ ଦେଖିବେ ବାତ୍ୟାଞ୍ଚଳ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆକାଶ ମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ। ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ...

naveen
ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱର: ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ହେଲିକେପଟରେ ଯାଇ ଆକାଶମାର୍ଗରୁ ବାତ୍ୟା ଅମ୍ପନରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ୟାପକ ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି...

evalution
୨୬ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ, ଜୁଲାଇରେ ବାହାରିବ ରେଜଲ୍ଟ

ଭୁବନେଶ୍ୱର: କରୋନା ଓ ବାତ୍ୟା ସ୍ଥିତି ସତ୍ତ୍ୱେ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ।  ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। HSC, SOSC ଓ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।