• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

marga
'ଅଚାନକ ଯାଅ, ହସ୍ପିଟାଲ ଯାଞ୍ଚ କର'

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ୨୭ ଜଣ କରୋନାରେ ଆକ୍ରାନ୍ତ ହେବା ପରେ DMETର ପଦକ୍ଷେପ। ରାଜ୍ୟରେ ଘରୋଇ ହସ୍ପିଟାଲ କର୍ମଚାରୀ କରୋନା ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ DMET ପକ୍ଷରୁ ସମସ୍ତ ହସ୍ପିଟାଲ ପାଇଁ ଏକ ଗାଇଡ୍‌ଲାଇନ ଜାରି ହୋଇଥିଲା। ଏହାର କଡ଼ାକଡ଼ି ଯାଞ୍ଚ...

imran
ଲାଡେନ୍‌ ମରିନି ସହିଦ ହୋଇଛି: ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ୱାଜିର-ଏ-ଆଜମ(ପ୍ରଧାନମନ୍ତ୍ରୀ) ଇମ୍ରାନ୍‌ ଖାନ୍‌ଙ୍କ ପାଇଁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ ଜଣେ ସହିଦ। ଗୁରୁବାର ପାକିସ୍ତାନ ପାର୍ଲିଆମେଣ୍ଟରେ ଲାଡେନ୍‌କୁ ସହିଦ ସମ୍ବୋଧନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କ ଏପରି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନର ସବୁଠାରୁ ଲଜ୍ଜାଜନକ ଇତିହାସ ବିଷୟରେ...

eddd
ଗୋଟେପଟେ ବୈଠକ, ଅନ୍ୟପଟେ ବିଶ୍ୱାସଘାତ: ଧରାପଡ଼ିଲା ଚୀନର ଚାଲାକି

ନୂଆଦିଲ୍ଲୀ: ପୁଣି ଥରେ ଧରାପଡ଼ିଲା ଚୀନର ଚାଲାକି। ଆଲୋଚନା ପରେ ପ୍ରତିଶ୍ରୁତି ମୁତାବକ ପଛକୁ ସେନା ହଟାଇବା ତ ଦୂରର କଥା, ବରଂ ଗଲୱାନ ଘାଟୀରେ ସେନା ଠୁଳ କରି ଚୀନ ପୁଣି ତାର ଦୋମୁହାଁ ଚରିତ୍ରର ପରିଚୟ ଦେଇଛି। ସାଟେଲାଇଟ୍ ଚିତ୍ରରୁ ଚୀନ୍ ରାସ୍ତା ନିର୍ମାଣ କରିବା...

truck
ସୀମାରେ ସେନା ସଂଖ୍ୟା ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ୩,୪୮୮ କିମି ବିଶିଷ୍ଟ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଭାରତ।  ସେପଟେ ଚାଇନା ସୈନ୍ୟ ସଂଖ୍ୟା ବଢ଼ାଉଥିବା ବେଳେ ଭାରତ ତାକୁ ଚେକ୍ ଦେବାକୁ ଏଭଳି ନିଷ୍ପତ୍ତି ନେଇଛି। କେବଳ ଆର୍ମି ନୁହେଁ, ଭାରତ- ତିବ୍ବତ ପୁଲିସ ମଧ୍ୟ ଘଟଣା...

Coronavirus Medicine covifor
ଆସିଲା କରୋନା ଭାଇରସ୍ ଔଷଧ "କୋଭିଫର": ୧୦୦ ମିଲିଗ୍ରାମକୁ ଦାମ୍‌...

ହାଇଦ୍ରାବାଦ: ଆସିଲା କରୋନା ଭାଇରସ୍ ଔଷଧ। ଏହି ଔଷଧର ନାଁ ରହିଛି କୋଭିଫର(Covifor)। ୧୦୦ ମିଲିଗ୍ରାମ କୋଭିଫର ଔଷଧର‌ ଦାମ ୫,୪୦୦ ରଖାଯାଇଛି। ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ୍-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା ଔଷଧ ରେମଡେସିଭିର ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା। ଔଷଧ...

image
କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

ମାଙ୍ଗାଲୁରୁ: କେହି ରାଜି ନହେବାରୁ ବାଧ୍ୟ ହୋଇ ରାସ୍ତା ମଝିରେ ଥିବା ମ୍ୟାନ୍‌ ହୋଲ୍ ଭିତରେ ପଶି ପାଣି ପାଇପରୁ ଅଳିଆ ସଫା କଲେ ବିଜେପି କର୍ପୋରେଟର ମନହୋର ଶେଟ୍ଟୀ। ଡ୍ରେନ୍ ଭିତରୁ ବାହାରିବା ସମୟର ତାଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।। ଏପରି କାର୍ଯ୍ୟ...

gold price today in bhubaneswar gold price today in bhubaneswar
ସୁନା ଦରରେ ରେକର୍ଡ ବୃଦ୍ଧି: ଭୁବନେଶ୍ୱରରେ ଦାମ କେତେ ହେଲା ?

ନୂଆଦିଲ୍ଲୀ: ଡିଜେଲ୍‌, ପେଟ୍ରୋଲ୍‌ ପରେ ଏବେ ସୁନା ଦରରେ ରେକର୍ଡ ବୃଦ୍ଧି ହୋଇଛି। ଦିଲ୍ଲୀରେ ଦଶଗ୍ରାମ ପିଛା ସୁନା ଦର ୫୦ ହଜାର ହୋଇଛି। କରୋନା ପରିସ୍ଥିତି ଯୋଗୁ ଦର ବଢ଼ୁଥିବା କୁହାଯାଉଛି। ବିଦେଶର ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଦର ବୃଦ୍ଧି ହେଉଛି ବୋଲି କୁହାଯାଉଛି।...

coorna
ପୁଣି ଜଣେ ବିଧାୟକଙ୍କୁ କରୋନା; ଏଥର ଏହି ଦଳରୁ ଚିହ୍ନଟ

ଗାନ୍ଧିନଗର: ଗୁଜରାଟର ଜଣେ କଂଗ୍ରେସ ବିଧାୟକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଭୂତାଣୁ ଚିହ୍ନଟ ପରେ ତାଙ୍କୁ ରାଜକୋଟର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜାମଯୋଧପୁର ବିଧାୟକ ଚିରାଗ କଲାରିୟା ଗାନ୍ଧିନଗରରୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ଏହାପରେ ସନ୍ଦେହରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଗୁରବାର...

puruna
୧୨ ଯବାନ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ୧୨ ସେନା ଯବାନଙ୍କୁ କରୋନା। ନାଗାଲାଣ୍ଡର କୋହିମା ଜିଲ୍ଲାରେ କାର୍ଯ୍ୟରତ ୧୨ ଜଣ ସେନା ଯବାନଙ୍କ ଠାରେ କୋଭିଡ୍ ୧୯ ଭୂତାଣୁ ଚିହ୍ନଟ ହୋଇଛି। ଜଖମା ଆର୍ମୀ କ୍ୟାମ୍ପରେ କ୍ୱାରେଣ୍ଟିନ୍‌ ସେଣ୍ଟର୍‌ରେ ଥିବା ଏହି ୧୨ ଯବାନ ବୁଧବାର କୋରନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର...

grant
ଫାଇନାଲ ପରୀକ୍ଷା ବାତିଲ କରିବାକୁ ସରକାରଙ୍କୁ ୟୁଜିସିର ପରାମର୍ଶ

ନୂଆଦ୍ଲିଲୀ: ଦେଶରେ ବୃଦ୍ଧି ପାଉଥିବା କୋଭିଡ୍ ମାମଲା ଏବଂ କରୋନା କଟକଣାକୁ ଦୃଷ୍ଟିରେ ରଖି ସବୁ ୟୁନିଭରସିଟିର ଫାଇନାଲ ପରୀକ୍ଷା ବାତିଲ କରିବାକୁ ପରାମର୍ଶ ଦେଇଛି ୟୁସିଜି। ସମସ୍ତ ୟୁନିଭରସିଟି ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏ ବର୍ଷ ଫାଇନାଲ ପରୀକ୍ଷା ନ କରିବାକୁ ୟୁଜିସିର ଏକ୍ସପର୍ଟ ପ୍ୟାନେଲ ସରକାରଙ୍କୁ...

bengal
କରୋନା ସହିତ ଲଢ଼ିବା ପାଇଁ ବେଙ୍ଗଲ ପୁଲିସର ଘରୋଇ ଉପଚାର; ଲେମ୍ବୁପାଣି ଓ ସୋରିଷ ତେଲରେ ସୁସ୍ଥ ହେବେ ରୋଗୀ !

କୋଲକାତା: କରୋନା ସହିତ ଲଢ଼ିବାରେ ପଶ୍ଚିମବଙ୍ଗ ପୁଲିସ ଏକ ନୂଆ ଉପାୟ ପାଇଛି। ସୋରିଷ ତେଲ, ଉଷୁମ ଲେମ୍ବୁ ପାଣି ଓ କେତେକ ଘରୋଇ ପ୍ରତିକାର ଆପଣାଇ ନିଜକୁ ସୁସ୍ଥ ରଖିବା ସହିତ କରୋନାକୁ ଉପଚାର ମଧ୍ୟ କରି ହେବ ବୋଲି ବେଙ୍ଗଲ ପୁଲିସ୍‌ ଦାବି କରିଛି। ସିଲିଗୁଡ଼ି...

corona update india
ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ; ମୁମ୍ବାଇକୁ ପଛରେ ପକାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ସର୍ବାଧିକ ୧୭ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୨୨ରେ ପହଞ୍ଚିଛି। ଗୁରବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪. ୭୩ ଲକ୍ଷରେ ରହିଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ...

rocket
ମହାକାଶ କାର୍ଯ୍ୟକ୍ରମ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ମହାକାଶ କାର୍ଯ୍ୟକ୍ରମ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଭାରତରେ ମହାକାଶ ସହ ଜଡ଼ିତ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ଘରୋଇ ସଂସ୍ଥା ଅଂଶଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହାକାଶ କ୍ଷେତ୍ରରେ ଏହି...

rbi
ଜମାକାରୀଙ୍କ ଜମାରାଶିର ସୁରକ୍ଷା ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଜମାରାଶି ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଏବେ ରିଜର୍ଭ ବ୍ୟାଙ୍କ ସ୍କାନରରେ ରହିବେ ଦେଶର ୧୫ଶହ ୪୦ଟି ସମବାୟ ବ୍ୟାଙ୍କ। ଏଗୁଡ଼ିକ ମଧ୍ୟରେ ରହିଛି ୧୪ ଶହ ୮୨ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ। ଏବଂ ୫୮ଟି ବହୁ ରାଜ୍ୟ...

jagannatha
ଆଡ଼ପ ମଣ୍ଡପକୁ ବିଜେ କଲେ ତିନି ଠାକୁର

ଭୁବନେଶ୍ୱର: ଆଡ଼ପ ମଣ୍ଡପକୁ ବିଜେ କଲେ ତିନି ଠାକୁର। ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ବଡ଼ଠାକୁର ବଳଭଦ୍ର। ବିଜେ କାହାଳୀ ବାଜିବା ପରେ ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ରଙ୍କୁ ସେବାୟତମାନେ...