ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍ ସହରର ଏକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ କିଛି ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ବିଶାଖାପଟନମ୍ ସହରରେ ଥିବା ସାଇନର ଲାଇଫ୍ ସାଇନସ ପ୍ରାଇଭେଟ ଲିମିଟେଡରେ ବେଞ୍ଜିମିଡାଜୋଲ୍ ଗ୍ୟାସ ଲିକ...
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପୁଣି ଓଟିଭି ଖବର ନାଁରେ ଗୁଜବ ପ୍ରଚାର। ଯାଜପୁର, ବ୍ୟାସନଗର ଓ ଚଣ୍ଡିଖୋଲ ସଟ୍ଡାଉନ ହେଉଛି ବୋଲି ଏକ ମିଛ ଖବର ସୋସିଆଲ୍ ମିଡିଆରେ ପ୍ରସାର କରାଯାଉଛି। ପୁଣିଥରେ କହି ରଖୁଛୁ ଏହା ଏକ ଗୁଜବ ବା ମିଛ ଖବର। ଏଭଳି ତଥ୍ୟ ସମ୍ବଳିତ...
ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ। ୪୬୦ କୋଟି ବର୍ଷ ପୂର୍ବେ ସୌରଜଗତର ସୃଷ୍ଟି ସହ ବିଭିନ୍ନ ଗ୍ରହ ତିଆରି ହୋଇଥିଲେ। ସେହି ସମୟରେ ବଳକା ରହିଯାଇଥିବା ପଥର ଖଣ୍ଡଗୁଡ଼ିକ ମଙ୍ଗଳ ଓ ବୃହସ୍ପତି ମଝିରେ ଏକ ବଳୟ ଆକାରରେ ସୂର୍ଯ୍ୟ ଚାରିପଟେ ଘେରି ରହିଛନ୍ତି। ଏହାକୁ ଆଷ୍ଟେରୋଏଡ୍...
ଭୁବନେଶ୍ୱର: ଅନ୍ଲାଇନ୍ରେ ପାଠ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ। ଏହା ମାଧ୍ୟମରେ ଅନ୍ଲାଇନ୍ କ୍ଲାସ ନେବେ ଅଧ୍ୟାପକ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ...
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ। ଗତକାଲି ଜିଲ୍ଲାରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ରାଇଘର ବ୍ଲକରୁ ସର୍ବାଧିକ ୬ ଜଣ ଏବଂ ଝରିଗାଁ ବ୍ଲକ୍ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ...
ମୁମ୍ବାଇ: ମହାରାଷ୍ଟ୍ରର ଅକୋଲା ଡିଷ୍ଟ୍ରିକ୍ଟ ଜେଲ୍ରେ ସଜା କାଟୁଥିବା ୫୦ କଏଦୀ ସହିତ ଅନ୍ୟ ୨୮ ଜଣ ମୋଟ ୭୮ ଜଣ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେଠାକାର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ଜେଲ୍ରେ ବର୍ତ୍ତମାନ ପାଖାପାଖି ୩୦୦ କଏଦୀ ରହିଥିବା...
ଜୟପୁର: ବିବାହ ଉତ୍ସବରେ ଯୋଗ ଦେଇ ୧୫ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ହେଉଛି ରାଜସ୍ଥାନ ଭିଲୱାରା ଜିଲ୍ଲାରେ। ଜୁନ ୧୯ ତାରିଖରେ ବାହାଘରରେ ପ୍ରାୟ ୨୫୦ ଲୋକ ରୋଷଣୀରେ ଯାଉଥିଲେ। ଅନ୍ୟ ୧୪ ଜଣଙ୍କ ସହିତ ବର ପିତା ମଧ୍ୟ ରୋଷଣୀରେ ଯୋଗ ଦେଇଥିଲେ। ଏବେ ଏହି...
ନୂଆଦିଲ୍ଲୀ: ପ୍ରାୟ ଘଣ୍ଟାଏର ଭିଡିଓରେ ଏକ ଦଶନ୍ଧିର ସୂର୍ଯ୍ୟ। ସୌରଚକ୍ରର ଟାଇମ୍-ଲାପ୍ସ ଭିଡିଓ ଜାରି କରିଛି ନାସାର ସୋଲାର୍ ଡାଇନାମିକ୍ସ ଅବଜର୍ଭେଟୋରି। ୬୧ ମିନିଟ ଅବଧିର ଏହି ଭିଡିଓରେ ୧୦ ବର୍ଷ ଭିତରେ ସୂର୍ଯ୍ୟଙ୍କ ବହିର୍ଭାଗରେ ହୋଇଥିବା ପରିବର୍ତ୍ତନକୁ ଦେଖିବାକୁ ମିଳୁଛି। ବୁଧବାର ଏହି ଭିଡିଓ ଜାରି କରିଥିଲା...
ନୂଆଦିଲ୍ଲୀ: ବିଏସ୍ଏଫ୍ ଯବାନଙ୍କ ଯାଏ ପହଞ୍ଚିଲାଣି କରୋନା। ସୀମା ସୁରକ୍ଷା ବଳରେ ଆଉ ୩୩ ଯବାନଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ୨୪ ଘଣ୍ଟାରେ ଆଉ ୩୩ BSF ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ଏଯାଏଁ ୯୪୪ BSF ଯବାନ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ...
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାର ଦେଇ ଏପରି କହିଚନ୍ତି ଶାହ। ସେ କହିଛନ୍ତି, ଜୁଲାଇ ଶେଷ ବେଳକୁ ଦିଲ୍ଲୀରେ କରୋନା ସଂଖ୍ୟା ୫ ଲକ୍ଷ ହେବନି।...
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। କାଲି କେନ୍ଦ୍ର ସରକାରଙ୍କ ଯେ କୌଣସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ କଂଗ୍ରେସ ନେତା ଓ କର୍ମୀ। ଏବଂ ତାପରଦିନ ଅର୍ଥାତ ୩୦ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ...
ନୂଆଦିଲ୍ଲୀ: ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ୁଥିବାରୁ ଆସନ୍ତାକାଲି (ଜୁନ୨୯) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଏଥିସହିତ ଦଳର ସାଂସଦ ଓ ବିଧାୟକମାନେ ତୈଳଦର ବୃଦ୍ଧି ଉଠାଇ ନେବାକୁ ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ନିଷ୍ପତ୍ତି ନେଇଛି ଦଳ। ଏସମ୍ପର୍କରେ ସୂଚନା ଦେଇଛନ୍ତି...
ଚେନ୍ନାଇ: ଜମି ବିବାଦ ବିଷୟରେ ପଚରାଉଚରା କରିବା ପାଇଁ ଥାନାକୁ ଡାକିଥିଲା ପୁଲିସ। ଥାନାରୁ ଫେରିବା ପରେ କାହା ସହ କଥା କହିପାରୁ ନଥିଲେ କୁମାରସେନ। କିନ୍ତୁ ହଠାତ୍ ସେ ରକ୍ତବାନ୍ତି କଲେ। ତାପରେ ତାଙ୍କୁ ଡାକ୍ତରଖାନା ନିଆଗଲା। ସେଠାରେ ଡାକ୍ତର ପଚାରିବାରୁ ସେ ଯାହା କହିଲେ, ତାକୁ...
ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମରେ ଚୀନ୍କୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି। ଲଦାଖ୍ରେ ଶତ୍ରୁକୁ ଆମ ଯବାନ କଡ଼ା ଜବାବ ଦେଇଛନ୍ତି। ଭାରତ ବନ୍ଧୁତ୍ୱ ସ୍ଥାପନ କରିବା ଜାଣେ। ଜବାବ ଦେବା ବି ଜାଣେ। ସହିଦ...
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦେଶରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ଅଛି କହୁଥିଲେ ମଧ୍ୟ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ପ୍ରାୟ ପ୍ରତିଦିନ ୩୦୦ ଟପୁଛି। ଏଥର ବି ଦିନକରେ ପାଖାପାଖି ୨୦ ହଜାର...
ଗାନ୍ଧିନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବଘେଲାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଗତ ଦୁଇ ତିନି ଦିନ ହେଲା ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ଶନିବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବା ପରେ...
ଆଠଗଡ଼: ଆଠଗଡ଼ ସବ୍ଡିଭିଜନ୍ ଅଧୀନ ଏକ ଥାନାର IIC କରୋନା ଆକ୍ରାନ୍ତ ହୋଇଛନ୍ତି । IICଙ୍କ ସ୍ୱାବ୍ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ସମ୍ପୃକ୍ତ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ SDPO ଆଲୋକ ରଞ୍ଜନ ରାୟ। କେବଳ...