• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

trump-moid
ଆମେରିକାର ଏହି ନିଷ୍ପତ୍ତିରେ ଭାରତକୁ କ୍ଷତି

ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ ଲାଗୁ ହୋଇଥିବା H-1B, H-2B,J, L ଏବଂ ଅନ୍ୟ ଅସ୍ଥାୟୀ ଅନୁମତି ପତ୍ରକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ଟ୍ରମ୍ପ।  ଜୁନ୍‌ ୨୪ ତାରିଖ ଠାରୁ ଏହା ଲାଗୁ ହେବ। ଆମେରିକା...

pakistan-cricketer
ପାକିସ୍ତାନର ୩ କ୍ରିକେଟର୍‌ଙ୍କୁ କରୋନା; ଆଜି ଆସିବ ଶୋଏବ୍‌ଙ୍କ ରିପୋର୍ଟ

ଇସ୍‌ଲାମାବାଦ: ପାକିସ୍ତାନର ୩ କ୍ରିକେଟର କୋଭିଡ୍-୧୯ ପଜିଟିଭ ଚିହ୍ନଟ ନେଇ ସୂଚନା ଦେଇଛି ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ)। ଅଲ୍‌ରାଉଣ୍ଡର ଶାଦବ ଖାନ, ବ୍ୟାଟ୍ସମ୍ୟାନ୍‌  ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ ରୌଫ୍‌ଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଛି ପିସିବି। ରାୱଲ୍‌ପିଣ୍ଡିରେ କୋଭିଡ୍‌ ଟେଷ୍ଟ କରିବା...

prajnya thakur
ସଭାରେ ଯୋଗ ଦେବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା

ଭୋପାଳ: ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଭୋପାଳ ଏମ୍‌ପି ସାଧ୍ୱୀ ପ୍ରଜ୍ଞା ଠାକୁର୍‌। ମଙ୍ଗଳବାର ଭୋପାଳରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକି ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ପ୍ରଜ୍ଞା ହଠାତ୍ ଅସୁସ୍ଥ...

navane
ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଲଦାଖ ଗସ୍ତ କରିବେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଦେଶର ଅଖଣ୍ଡତା କାଏମ୍‌ ରଖିବା ପାଇଁ ଚୀନ ଯବାନଙ୍କ ସହିତ ସଂର୍ଷ କରି ଆହତ ହୋଇଥିବା ଭାରତୀୟ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଲଦାଖର ଲେହ ସ୍ଥିତ ୧୪ କର୍ପସକୁ ଯାତ୍ରା କରିବେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍‌ଏମ୍‌ ନରଭଣେ। ଆଜି ଅପରାହ୍ନରେ କମାଣ୍ଡରମାନଙ୍କ ସହିତ...

rahunath mohapatara
ଗୁଣ୍ଡିଚା ମନ୍ଦିର ଭିତରେ ଅଧର ପଣା କେମିତି ହେବ ବୋଲି ପ୍ରଶ୍ନ କଲେ ରଘୁନାଥ ମହାପାତ୍ର ?

ପୁରୀ: ସୁପ୍ରିମକୋର୍ଟଙ୍କ ରଥ ବନ୍ଦ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ରଘୁନାଥ ମହାପାତ୍ର। ସୁପ୍ରିମକୋର୍ଟରେ ୧୦ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବେ ବୋଲି ଯେଉଁ ତଥ୍ୟ ଉପସ୍ଥାପନ କରାଗଲା, ତାହା ଭୁଲ ଥିଲା। ପୁରୀ ଗଜପତି ମହାରାଜ ଯେଉଁ ଚିଠି...

Srinagar
ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଶ୍ରୀନଗର: ଆଜି ପୁଣି ୩ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଥିବା ଜଦିବାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଛି। କାଶ୍ମୀର ଅଞ୍ଚଳର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମସ୍ତ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିଲେ। ଆଇଜି କାଶ୍ମୀର ଭିଜୟ କୁମାରଙ୍କ...

raha
ରଥଯାତ୍ରା ପାଇଁ ପିଟିସନ୍ ଦାୟର କଲେ ସମ୍ବିତ ପାତ୍ର, ସରକାରଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ

ପୁରୀ: ଗଜପତି ମହାରାଜାଙ୍କ ପରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଭକ୍ତଶୂନ୍ୟ ରଥଯାତ୍ରା ଲାଗି ଆବେଦନ କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି ବିଧାୟକ। ତା ସହିତ ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ...

cm-naveen
Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ପୁରୀ: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସ୍ତ୍ର ସଂପର୍କିତ ଚିଠି ଓ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ସତ୍ତ୍ୱେ କାହିଁକି ମୁହଁ ଖୋଲୁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପୁରୀ ରଥଯାତ୍ରା ନେଇ ଗତକାଲି ଗଜପତି ମହାରାଜା ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ।...

shnakara-charya
Puri Rath Yatra 2020:ରଥଯାତ୍ରା ଆୟୋଜନ ନେଇ ଆବେଦନ ଗ୍ରହଣ ହୋଇନଥିବାରୁ ଖପ୍ପା ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଖପ୍ପା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଯାତ୍ରା ଆୟୋଜନ ସପକ୍ଷରେ ହୋଇଥିବା ଆବେଦନ ଏଯାଏଁ ଗ୍ରହଣ ହୋଇନଥିବା ପରିପ୍ରେକ୍ଷୀରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।  ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଯାତ୍ରା ଆୟୋଜନ ନେଇ ହୋଇଥିବା...

trump-1
କୋଭିଡ୍‌-୧୯କୁ 'କୁଙ୍ଗ୍‌ ଫ୍ଲୁ' ନାମକରଣ କରି ଚାଇନାକୁ ଟାର୍ଗେଟ୍‌ କଲେ ଟ୍ରମ୍ପ

ୱାଶିଂଟନ: ବିଶ୍ୱରେ କରୋନା ଭାଇରସ୍‌ ବ୍ୟାପିବା ନେଇ ଚୀନ୍‌କୁ ପୁଣିଥରେ ଦାୟୀ କରିଛନ୍ତି ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କରୋନାକୁ ‘କୁଙ୍ଗ୍ ଫ୍ଲୁ’ କହି ଚୀନକୁ ତେର୍ଛା ଟାର୍ଗେଟ୍ କରିଛନ୍ତି। ଶନିବାର ତାଙ୍କର ପ୍ରଥମ ନିର୍ବାଚନ ରାଲି ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଟୁଲ୍‌ସା ଓକ୍ଲାହୋମାରେ ରାଲିରେ...

coornavirus
ଭାରତରେ ୪ ଲକ୍ଷ ଟପିଲା କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୧୫,୪୧୩

ନୂଆଦିଲ୍ଲୀ: ୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୪୬୧କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ନୂଆ ୧୫ ହଜାର ୪୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ଭିତରେ ୩୦୬...

jammu-kashmir
କାଲି ନିପାତ ହୋଇଥିଲେ ୮, ଆଜି ଆଉ ଜଣକୁ ଏନ୍‌କାଉଣ୍ଟର କଲା ସେନା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ସୋପିଆନ୍ ଜିଲ୍ଲାରେ ସିଆର୍‌ପିଏଫ୍‌ ଓ କାଶ୍ମୀର ପୁଲିସ୍‌ର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଜି ଭୋରରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରିଛି ସେନା।  ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ପୂରା...

pm-moid
ବିଶ୍ୱ ଏବେ ବୁଝୁଛି ଯୋଗର ଆବଶ୍ୟକତା: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷର ଥିମ୍ ରହିଛି ‘ୟୋଗା ଫର୍ ହେଲ୍ଥ, ୟୋଗା ଆଟ୍ ହୋମ୍।’ ଯୋଗ ଦିବସ ପାଳନ ଲାଗି ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି। କରୋନା କଟକଣା ଭିତରେ ସାମାଜିକ ଦୂରତା ରଖି କିଭଳି ଯୋଗ ଦିବସ ପାଳନ କରାଯିବ ତା...

trump
ଭାରତ-ଚାଇନା ସୀମା ବିବାଦ: ଉଭୟ ଦେଶକୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲା ଆମେରିକା

ୱାଶିଂଟନ: ଚାଇନା-ଭାରତ ସୀମା ବିବାଦରେ ଆମେରିକାର ମଧ୍ୟସ୍ଥତା ନେଇ ଭାରତ ଓ ଚାଇନା ବାରମ୍ବାର ମନା କରୁଥିବା ବେଳେ ପୁଣିଥରେ ସାହାଯ୍ୟ କରିବା କଥା ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶନିବାର ଟ୍ରମ୍ପ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ସାମାଧାନ...

cuttack
ସମସ୍ୟାର ସାଥି ହେବ ପ୍ରଶାସନ: ଖୁବ୍‌ଶୀଘ୍ର ଆରମ୍ଭ ହେବ 'ତୁ ମୋ ସାହାରା' ଯୋଜନା

ଭୁବନେଶ୍ୱର: ଏଣିକି ପ୍ରଶାସନ ପହଁଞ୍ଚିବ ଆପଣଙ୍କ ପାଖରେ। ଯେକୌଣସି ସମସ୍ୟା ହେଉ ସଙ୍ଗେ ସଙ୍ଗେ ସହଯୋଗର ହାତ ବଢ଼ାଇବ ପ୍ରଶାସନ। ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ବେସରକାରୀ କାମ, ସମସ୍ୟା ନେଇ ପ୍ରଶାସନ ସହ ଯୋଗଯୋଗ କଲେ ଆପଣଙ୍କୁ ସଙ୍ଗେ ସଙ୍ଗେ ସାହାଯ୍ୟ ମିଳିବ। ଏମିତି କିଛି ନୂଆ...

kanagana
ସୁଶାନ୍ତଙ୍କ ମୃତ୍ୟୁ ନେଇ ଥମୁନି ବିବାଦ; ଗଣମାଧ୍ୟମ ଉପରେ ବି ବର୍ଷିଲେ କଙ୍ଗନା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ସୋସିଆଲ ମିଡିଆରେ ବଲିଉଡ୍‌ର ବହୁ ନାମୀଦାମୀ ଓ ପ୍ରତିଷ୍ଠିତ କଳାକାର ଏବଂ ପ୍ରଡକସନ ହାଉସ ବିରୋଧରେ ଆକ୍ରୋଶ ଜାରି ରହିଛି। ଟ୍ୱିଟର ପେଜରେ ବିଭିନ୍ନ ଟୀକା ଟିପ୍ପଣୀ ଦେବା...

rahul
ରାହୁଲଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଗଲଓ୍ୱାନ୍ ଘାଟିରେ ଭାରତୀୟ ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ବେଳେ ରାହୁଲଙ୍କ ମନ୍ତବ୍ୟ ଯବାନଙ୍କ ମନୋବଳ କମାଉଛି ବୋଲି ନଡ୍ଡା କହିଛନ୍ତି। ରାହୁଲ ଅଯଥା ବାରମ୍ବାର ଟ୍ୱିଟ୍...

pm-mioid
କେନ୍ଦ୍ରର ସ୍ପଷ୍ଟୀକରଣ; ମୋଦିଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି

ନୂଆଦିଲ୍ଲୀ: ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି। ଏହାକୁ ନେଇ ଅଯଥାରେ ବିବାଦ ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଲଦାଖ ସଂଘର୍ଷ ନେଇ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ମୋଦି କହିଥିଲେ ଯେ, ଭାରତୀୟ...