• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

mashrafe-mortaza
ମଶ୍ରଫେ ମୁର୍ତଜାଙ୍କ ସହିତ ଏହି ଟପ୍‌ କ୍ରିକେଟର‌ମାନଙ୍କୁ କରୋନା

ଢାକା: ପାକିସ୍ତାନ ପରେ ବାଂଲାଦେଶ ଟପ୍‌ କ୍ରିକେଟ୍‌ରଙ୍କ ଠାରେ ବି କୋରନା ପଜିଟିଭ୍‌ ଚିହ୍ନଟ ହୋଇଛି।  ବାଂଲାଦେଶର କ୍ରିକେଟ୍ ଆଇକନ୍‌ ତଥା ପୂର୍ବତନ କ୍ୟାପ୍ଟେନ୍‌ ମଶ୍ରଫେ ମୁର୍ତଜା କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯଦିଓ ଏନେଇ ମଶ୍ରଫେ ମୁର୍ତଜା ଏନେଇ କୌଣସି ସୂଚନା ଦେଇ ନାହାନ୍ତି, ତେବେ ତାଙ୍କ...

niranjan pattnaik
'ସରକାର ବିଳମ୍ବରେ ନିଷ୍ପତ୍ତି ନେବାରୁ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା'

ପୁରୀ: ରଥଯାତ୍ରାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ବିଳମ୍ବରେ ନେଲେ। କରୋନା ଯୋଗୁ ନିଷ୍ପତ୍ତି ନେବାକୁ ଭୟ କଲେ ରାଜ୍ୟ ସରକାର। ଯାହା ଫଳରେ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା। ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ...

ratha
ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍: ଖାରବେଳ ସ୍ୱାଇଁ

ପୁରୀ: ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍। ରଥାଯାତ୍ରା ହେଲେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ରାଜ୍ୟ ଓ କେନ୍ଦ୍ରସରକାର ରଥଯାତ୍ରା କରିବାକୁ ଚାହୁଁ ନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ। ରଥଯାତ୍ରା ହେଲେ ସାରା ବିଶ୍ୱକୁ ଭୁଲ ସନ୍ଦେଶ ଯିବ। ଅନ୍ୟ...

galwan-vally
ଚାଇନା ସହିତ ସଂଘର୍ଷର ମାତ୍ର ୭୨ ଘଣ୍ଟାରେ ପୋଲ ନିର୍ମାଣ କାମ ଶେଷ କଲା ଭାରତ

ଲଦାଖ: ଲଦାଖର ଗଲୱାନ ଭ୍ୟାଲିରେ ଭାରତ- ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସୀମାରେ ଉତ୍ତେଜନା ଲାଗି ରହିଛି। ମଙ୍ଗବାର ସକାଳ ପର୍ଯ୍ୟନ୍ତ ସହିଦ ଯବାନଙ୍କ ମୃତଦେହ ଖୋଜା ଚାଲିଥିବା ବେଳେ ସୀମାରେ ସାମରିକ ଭିତ୍ତିଭୂମି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଘଟଣାସ୍ଥଳକୁ ତ୍ୱରିତ ବେଗରେ ଯାଇଥିଲା...

shah
ସଂକୀର୍ଣ୍ଣ ରାଜନୀତି ଛାଡ଼ି ରାହୁଲ ମଧ୍ୟ ଦେଶ ସହିତ ଛିଡ଼ା ହେବା ଉଚିତ: ଅମିତ ଶାହ

ନୂଆଦିଲ୍ଲୀ:  ରାହୁଲ ଗାନ୍ଧି ଶସ୍ତା ରାଜନୀତି ଛାଡ଼ି ଦେଶ ସହିତ ଛିଡ଼ା ହୁଅନ୍ତୁ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରଶ୍ନର ଆଜି ଏମିତି ଢଙ୍ଗରେ ଯବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗଲୱାନ୍‌ରେ ୨୦ ଭାରତୀୟ ଯବା ସହିଦ ହେବା ନେଇ କେନ୍ଦ୍ର ସରକାର ଉପରେ ପ୍ରଶ୍ନ...

pakistan-drone
ବନ୍ଧୁକ ଓ ଗୋଳାବାରୁଦ ନେଇ ପାକିସ୍ତାନ ପଟୁ ଆସୁଥିଲା ଡ୍ରୋନ୍‌, ଗୁଳି କରି ଖସାଇଲେ ଯବାନ

ନୂଆଦିଲ୍ଲୀ: ବନ୍ଧୁକ ଓ ଗୋଳାବାରୁଦ ନେଇ ଭାରତର ସୀମାରେ ଉଡ଼ିଥିବା ପାକିସ୍ତାନୀ ସ୍ପାଏ ଡ୍ରୋନ୍‌କୁ ଗୁଳି କରି ଖସାଇଲା ବିଏସ୍‌ଏଫ୍‌। ଜାମ୍ମୁ-କାଶ୍ମରୀର କାଠୁଆ ଜିଲ୍ଲାର ହରିନଗର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାରେ ଆଜି ସକାଳ ପ୍ରାୟ ୫ଟା ବେଳେ ଡ୍ରୋନ୍‌କୁ ଗୁଳି କରି ଖସାଇଛି ବିଏସ୍‌ଏଫ୍। ଡ୍ରୋନ୍ ଖସିପଡ଼ିବା ପରେ...

modi
ଗରିବ କଲ୍ୟାଣ ଅଭିଯାନର ଶୁଭାରମ୍ଭ; ଓଡ଼ିଶାର ୪ ଜିଲ୍ଲା ସାମିଲ୍

ନୂଆଦିଲ୍ଲୀ: ପ୍ରବାସୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭ ଆରମ୍ଭ  କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରୁଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ତେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ...

RKS-Bhadauria
'ମୁକାବିଲା ପାଇଁ ଭାରତ ପ୍ରସ୍ତୁତ, ଏଲ୍‌ଏସି ଘଟଣା ଆମ ପ୍ରସ୍ତୁତିର ଏକ ଛୋଟ ପ୍ରତିଫଳନ'

ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି।  କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଭାରତୀୟ ସେନା ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ...

coorna
ଦିନକରେ ୧୪, ୫୧୬ ପଜିଟିଭ୍‌ ଚିହ୍ନଟ; ୪ ଲକ୍ଷ ପାଖାପାଖି ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସାଂଘାତିକ ହେଉଛି କରୋନା ସ୍ଥିତି। ଆକ୍ରାନ୍ତଙ୍କ ସଂଖ୍ୟା ବହୁଳ ଭାବରେ ବଢ଼ିବାରେ ଲାଗିଛି। ଦିନକରେ ୧୪, ୫୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୨,୯୪୮କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା...

petroll-hike
ଆଜି ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ଆଜି ପୁଣି ତୈଳ ଦରରେ ବୃଦ୍ଧି ହୋଇଛି। ଆଜିକୁ ମିଶାଇ ଲଗାତର ୧୪ ଦିନ ହେଲା ତେଲ ଦର ବଢ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପିଛା ୦.୫୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ରେ ୦.୬୧ ପଇସା ବୃଦ୍ଧି ହୋଇଛି। ଆଜିର ବର୍ଦ୍ଧିତ ତୈଳ ଦର...

ratha
ଆତଙ୍କବାଦୀ ଲିଙ୍କ୍ ନେଇ ଗିରଫ୍‌ ହୋଇଥିବା ଜାମ୍ମୁ-କାଶ୍ମୀରର ଡିଏସ୍‌ପିଙ୍କୁ ବେଲ୍‌

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଥିବା ନେଇ ଗରିଫ ହୋଇଥିବା ଜାମ୍ମୁ-କାଶ୍ମରୀର ଡିଏସ୍‌ପି ଦେବେନ୍ଦର ସିଂହଙ୍କୁ ବେଲ୍‌ ମିଳିଛି। ଚଳିତ ବର୍ଷ ଶ୍ରୀନଗର-ଜାମ୍ମୁ ରାଜପଥରେ ଦୁଇଜଣ ହିଜବୁଲ-ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଏକ ଗାଡ଼ିରେ ନେଇ ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ କୋର୍ଟରୁ ଆଜି ତାଙ୍କୁ ବେଲ୍‌ ମିଳିଥିବା...

china 2
୧୯ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ: ଭୋଟ୍ ଦେବା ପାଇଁ ଅମ୍ବୁଲାନ୍ସରେ ଆସିଲେ ବିଧାୟକ

ନୂଆଦିଲ୍ଲୀ: ରାଜ୍ୟସଭାର ଖାଲିଥିବା ୧୯ଟି ସିଟ୍ ପାଇଁ ନିର୍ବାଚନ ଚାଲିଛି। ଗୁଜୁରାଟର ୪, ଆନ୍ଧ୍ରପ୍ରଦେଶର ୪, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏ, ଝାରଖଣ୍ଡର ୨ଟି ଆସନ ପାଇଁ ନିର୍ବାଚନ ହେଉଛି। ସେହିଭଳି ,ମଣିପୁର, ମିଜୋରାମ ଓ ମେଘାଳୟର ଗୋଟିଏ ଲେଖାଏ ଆସନରେ ନିର୍ବାଚନ ହୋଇଛି। ଏହି ସବୁ...

gajapati raja
Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ଭିତରେ ପରମ୍ପରା ରକ୍ଷା ଓ  ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ଭିତରେ...

ipbp
ଓଡ଼ିଶାର ଶତାୟୁ ବୃଦ୍ଧାଙ୍କ ଘରେ ବ୍ୟାଙ୍କ ସେବା ପହଞ୍ଚାଇଲା IPPB

ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଓଡ଼ିଶାର ନୂଆପଡ଼ାର ଜଣେ ବୃଦ୍ଧା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ। ବ୍ୟାଙ୍କ ପକ୍ଷରୁ ତାଙ୍କର ଏକ ନୂଆ ଖାତା ଖୋଲାଯାଇଛି। ଏହାଫଳରେ ବୃଦ୍ଧାଜଣକ ମହିଳାଜଣଙ୍କ ଘରେ ରହି ଆଧାର କାର୍ଡ ସହାୟତାରେ ଟଙ୍କା ଉଠାଇପାରିବେ...

sura-routray
Puri Rath Yatra 2020:ରଥଯାତ୍ରା ବନ୍ଦ ପ୍ରସଙ୍ଗ- ବିଜେପି ନେତା ବିଜୟଙ୍କ ସରକାରଙ୍କୁ କଡ଼ା ସମାଲୋଚନା, କାନ୍ଦି ପକାଇଲେ ସୁର

ପୁରୀ: ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଗତକାଲିର ଦିନ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ। ଯାହା ଆଶଙ୍କା ହେଉଥିଲା ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଶେଷରେ ସେମାନେ ସଫଳ ହେଲେ ବୋଲି ବିଜୟ...

odisha congress
କୋଭିଡ୍‌ କିଟ୍‌ କିଣାରେ ୩ ଶହ କୋଟିର ବାଟମାରଣା ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ କୋଭିଡ୍ କିଟ୍ କିଣାରେ ପୁଣି ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ। ୩ ଶହ କୋଟି ଟଙ୍କାର ବାଟମାରଣା କରାଯାଇଥିବା କହି ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି-...

coronavirus
ଦିନକରେ ୧୩, ୫୮୬ ଆକ୍ରାନ୍ତ ହେଲେ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ପ୍ରଭାବ କମିବାରେ ନାଁ ନେଉନାହିଁ। ଆଜି କରୋନା ଦିନକରେ ୧୩, ୫୮୬ ଆକ୍ରାନ୍ତ ହୋଇଥିବା ବେଳେ ୩୩୬ ଜଣଙ୍କ ଜୀବନ ଯାଇଛି। ଏଥିସହିତ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨, ୫୭୩କୁ ବୃଦ୍ଧି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଏତେସଂଖ୍ୟାକ ମୃତ୍ୟୁ ଓ...

Fuel price hike
ଡିଜେଲ ଓ ପେଟ୍ରୋଲ୍ ଦରରେ ରେକର୍ଡ ବୃଦ୍ଧି ‌

ନୂଆଦିଲ୍ଲୀ: ୧୩ ଦିନ ଧରି ଲଗାତର ମୂଲ୍ୟ ବୃଦ୍ଧି ଯୋଗୁ ଡିଜେଲ୍-ପେଟ୍ରୋଲ୍‌ ଦର ବୃଦ୍ଧି ଏବେ ରେକର୍ଡ କରିଛି। ଦିଲ୍ଲୀରେ ଡିଜେଲ୍ ମୂଲ୍ୟ ୭୭.୦୬ ଟଙ୍କା ବୃଦ୍ଧି ହୋଇଛି। ସେହିଭଳି ପେଟ୍ରୋଲ୍‌ ଦର ୧୯ ମାସରେ ସର୍ବାଧିକ ବୃଦ୍ଧି ହୋଇଛି। ତେବେ ପୂର୍ବରୁ ଡିଜେଲ୍‌ ମୂଲ୍ୟରେ ଏତେ ବୃଦ୍ଧି...