• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

marraige
ବିନା ଅନୁମତିରେ ବିବାହ କାର୍ଯ୍ୟ କରାଇଲେ ବନ୍ଧା ହେବେ ପୁରୋହିତ

ଗଞ୍ଜାମ: ବିନା ଅନୁମତିରେ ବିବାହ କାର୍ଯ୍ୟ କରାଇଲେ ବନ୍ଧା ହେବେ ପୁରୋହିତ। ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି ପରେ ହିଁ ବିବାହ ଉତ୍ସବ କରାଯାଇପାରିବ। ତାହା ପୁଣି ଅଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିର, କୋଭିଡ୍ ଗାଇଡଲାଇନ୍ ପାଳନ...

coronavirus-jajpur
କରୋନା ପାଇଁ କଠୋର ହେଲା କଟକଣା

ଯାଜପୁର: କରୋନା ସ୍ଥିତିକୁ ନେଇ ଆଜିଠାରୁ ଯାଜପୁର ଜିଲ୍ଲାରେ କଠୋର ହେଲା କଟକଣା। ସକାଳ ୬ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର। କିନ୍ତୁ ଦିନସାରା ଔଷଧ ଏବଂ ପାଥୋଲାବ୍ ଖୋଲାଯାଇ ପାରିବ। କର୍ଫ୍ୟୁ ସମୟରେ ବାହାରକୁ ବାହାରୁଥିବା ଅମାନିଆଙ୍କ ଉପରେ ଫାଇନ୍‌ ଆକାରରେ କଡ଼ା...

coronavirus
ଶନିବାର ଓ ରବିବାର ଏହି ଜିଲ୍ଲା ସଟ୍‌ଡାଉନ୍ ହେବ

ନବରଙ୍ଗପୁର: ପ୍ରତି ଶନିବାର ଓ ରବିବାର ନବରଙ୍ଗପୁର ଜିଲ୍ଲାରେ ହେବ ସଟ୍‌ଡାଉନ୍। କରୋନା ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏହି ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ପ୍ରତି ଶନିବାର ଓ ରବିବାର ପୂରା ଜିଲ୍ଲା ସଟ୍‌ଡାଉନ୍ ରହିବ। ଜୁଲାଇ ୩୧ ଯାଏ ଏହି ସଟ୍‌ଡାଉନ୍...

coronavirus-odisha
ଆଜି ୧୬୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୮ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ଚିହ୍ନଟ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୪୮, ଜଗତସିଂହପୁର...

cm
ବିଜୁ ଜନତା ଦଳରେ ବଡ଼ ପରିବର୍ତ୍ତନ; ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସଭାପତି। ଦଳରେ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି ସଭାପତି । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତି ହୋଇଛନ୍ତି। ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ...

coronavirus-1
ଭୁବନେଶ୍ୱରରେ ୧୨, କଟକରେ ୩୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି  ଭୁବନେଶ୍ୱରରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ଲୋକାଲ କେସ୍ ବୋଲି ସୂଚନା ମିଳିଛି। ଡୁମଡୁମା ରଘୁନାଥ ନଗର ବସ୍ତିରୁ ୨ଜଣ, ସୁଖ ବିହାର ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶ୍ରୀରାମ ନଗର, ନୀଳଦ୍ରି ବିହାର, ଜାଗମରା, ୟୁନିଟ୍...

corona-1
୨୦୬ ମଧ୍ୟରୁ ଭୁବନେଶ୍ୱରରୁ ୬, କଟକରୁ ୨ ଚିହ୍ନଟ; ସାମ୍ବାଦିକଙ୍କୁ ବି କରୋନା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ନୂଆ ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ସହରରୁ କେବଳ ୬ ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଟିହ୍ନଟଙ୍କ ମଧ୍ୟରୁ ଜଣେ ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଅନ୍ୟ ୫ ଜଣ ଲୋକାଲ କେସ୍‌।...

huawei
ଟିକ୍‌ଟକ ପରେ ହୁୱେଇ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ: ଟିକ୍‌ଟକ ପରେ ଚୀନର 5G ଟେକ୍ନୋଲୋଜି ସଂସ୍ଥା ହୁୱେଇ ଉପରେ ଲାଗିପାରେ କଟକଣା। ଏ ନେଇ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି। ଗତକାଲି କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଚୀନ ନିର୍ମିତ 5G ସାମଗ୍ରୀର ବ୍ୟବହାର ବନ୍ଦ କରିବା ଉପରେ...

Chingari-App
ଟିକ୍‌ଟକ୍ ବ୍ୟାନ୍ ପରେ ଏବେ ଚିଙ୍ଗାରୀ ଆପ୍‌ର ଚାହିଦା ବଢ଼ିଛି

ଭୁବନେଶ୍ୱର: ଟିକ୍‌ଟକ୍ ବ୍ୟାନ୍ ପରେ ଏବେ ଚିଙ୍ଗାରୀ ଆପ୍‌ର ଚାହିଦା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଏବେ ଚିଙ୍ଗାରୀ ଆପ୍‌କୁ ଡାଉନ୍‌ଲୋଡ୍ କରିସାରିଲେଣି। କେବଳ ପ୍ଲେ ଷ୍ଟୋର୍‌ରୁ ଅଢ଼େଇ ମିଲିୟନ୍ ଗ୍ରାହକ ଚିଙ୍ଗାରୀକୁ ଡାଉନ୍‌ଲୋଡ୍ କରିଛନ୍ତି। ଗତ ଗୋଟିଏ ମାସରେ ଚିଙ୍ଗାରୀକୁ ଲକ୍ଷେ ଲୋକ ଡାଉନ୍‌ଲୋଡ୍ କରିଥିଲେ। ତେବେ...

niranjan
‘ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲେ ଭୟାନକ ପରିସ୍ଥିତି ହେବ, ସଟ୍‌ଡାଉନ୍‌ କର’

ଭୁବନେଶ୍ୱର: କରୋନା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, କିଛି ଦିନ ତଳେ ଓଡ଼ିଶାରେ କରୋନା ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା। ଏବେ ଦେଖାଗଲାଣି ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛି। ଗୋଷ୍ଠୀ ସଂକ୍ରମଣ ଥରେ ଆରମ୍ଭ ହେଲେ ଭୟାନକ ପରିସ୍ଥିତି...

morning-1
ଅନ୍‌ଲାଇନ୍‌ରେ ଭିଡିଓ ମାଧ୍ୟମରେ ଏମିତି ହେବ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଠପଢ଼ା

ଭୁବନେଶ୍ୱର: ଯୁକ୍ତ ୨ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଭିଡିଓ ମାଧ୍ୟମରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ପାଠପଢ଼ା ହେବ। ଏଥିଲାଗି କାଲିଠାରୁ ୨ ଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ। ଅଧ୍ୟାପକ ଅଧ୍ୟାପିକାମାନେ ଏଥିରେ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ନେଇ...