• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

opd
ସହିଦ ଭାରତୀୟ ଯବାନଙ୍କ ପାଇଁ ଗଭୀର ଶୋକପ୍ରକାଶ କଲା ଆମେରିକା

ୱାଶିଂଟନ: ଲଦାଖର ଗଲୱାନ ଭ୍ୟାଲିରେ ଚୀନ ସହ ସଂଘର୍ଷ କରି ସହିଦ ହୋଇଥିବା ଭାରତୀୟ ଯବାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲା ଆମେରିକା। ଆମେରିକା ରାଷ୍ଟ୍ର ସଚିବ ମାଇକ ପୋମ୍ପିଓ ଏ ନେଇ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, “ ଚାଇନା ସହିତ...

snea
୭ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା

ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଭୟଙ୍କର ସଂଘର୍ଷରେ ୭ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ସେଥିମଧ୍ୟରୁ ମମ୍ପୋରେରୁ ୩ ଆତଙ୍କବାଦୀ ନିହତ  କରାଯାଇଥିବା ବେଳେ ସୋପିଆନ୍‌ରେ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛି ସେନା। ତେବେ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଗୁରବାର ରାତିରୁ ଏପର୍ଯ୍ୟନ୍ତ...

India China Border Fight Update
ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ିଲା ଚୀନ !

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷର କିଛିଦିନ ପରେ ଚୀନ ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ି ଦେଇଛି। ଦୁଇ ଦେଶ ମଧ୍ୟରେ ଲଗାତର ତିନିଦିନ ଧରି ଆଲୋଚନା ପରେ ଗୁରୁବାର ସନ୍ଧ୍ୟାରେ ୨ ମେଜରଙ୍କ ସହିତ ମୋଟ ୧୦ ଜଣ ଯବାନଙ୍କୁ...

cabinat
Puri Rath Yatra 2020:କ୍ୟାବିନେଟ୍‌ ନିଷ୍ପତ୍ତି; ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରଥଯାତ୍ରା ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର। ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ବାବଦରେ ଆଡଭୋକେଟ୍ ଜେନେରାଲ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କୁ...

bcci
'ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା'

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନର ଉତ୍ପାଦନ ଓ କମ୍ପାନୀକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି, ଅନ୍ୟପଟେ ବିସିସିଆଇ ଚାଇନା ମୋବାଇଲ୍ କମ୍ପାନୀ ଦ୍ୱାରା ଭାରତକୁ ଫାଇଦା ହେଉଥିବା କହିଛି ବିସିସିଆଇ। ବର୍ତ୍ତମାନ ଭାରତର ଲୋକପ୍ରିୟ କ୍ରିକେଟ୍‌ ଲିଗ୍ ଆଇପିଏଲର ମୁଖ୍ୟ ଟାଇଟଲ୍ ସ୍ପନସର୍ ଅଛି ‘ଭିଭୋ’।...

coronavirus
କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ହେଲାଣି।...

rath ayarraa
Puri Rath Yatra 2020:ରଥଯାତ୍ରା ବନ୍ଦ ପରେ କାନ୍ଦିଲେ ରୂପକାର ସେବାୟତ; କାଲି ପୁରୀ ବନ୍ଦ ଡାକରା

ପୁରୀ: ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇବି ୪ ଦିନ ଆଗରୁ ସରିଯାଇଥିଲା ରଥ ନିର୍ମାଣ ଖାଲି ଯାହା କନାମୁଣ୍ଡଣୀ ବାକିଥିଲା, ହେଲେ ତା ପୂର୍ବରୁ କରୋନା ପାଇଁ ଘୋଷଯାତ୍ରା ବନ୍ଦ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭକ୍ତ ଓ ସେବାୟତ। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିବା ଜଗନ୍ନାଥ...

ratha w
ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

ପୁରୀ: ଜିତିଗଲା ମହାମାରୀ, ହାରିଲା ପରମ୍ପରା। କୋଟି କୋଟି ଓଡ଼ିଆଙ୍କ ପ୍ରାଣ ତଥା ବିଶ୍ୱଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ସବୁ ଆଶା-ଆଶଙ୍କା ଓ ଆଲୋଚନା-ପର୍ଯ୍ୟାଲୋଚନାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଏବର୍ଷ ଆଉ ଗଡ଼ିବଡି ତିନି ରଥ। କରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦିଆଯାଇ...

migrant
ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର। ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା। ଏହି ଯୋଜନାକୁ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ବିଭିନ୍ନ...

china
ଚୀନ୍‌କୁ ସାବାଡ୍‌ କରିବାକୁ ୫ ପ୍ଲାନ୍

ପୁରୀ: ଚୀନର ଧୋକାବାଜି ପରେ ସାରା ଦେଶରେ ମେଡ୍-ଇନ୍-ଚାଇନା ସାମଗ୍ରୀ ପ୍ରତି ବିଦ୍ରୋହ ତେଜିବାରେ ଲାଗିଛି। ଦେଶବାସୀ ଚୀନ ସାମଗ୍ରୀ ବର୍ଜନ କରିବାକୁ ଅଣ୍ଟାଭିଡୁଥିବା ବେଳେ, ଚୀନ୍‌କୁ ଉଚିତ ଶିକ୍ଷା ଦେବାକୁ ସରକାରୀ ସ୍ତରରେ ମଧ୍ୟ ଆରମ୍ଭ ହୋଇଛି କସରତ। ସାରା ଦେଶରେ ଚୀନ୍ ବିରୋଧୀ ତାତି ନାରାବାଜିଠୁ...

ratha puri
Puri Rath Yatra 2020:ଠାକୁର ମନ୍ଦିର ଭିତରେ ଥାଇ କେମିତି ହେବ ଘୋଷଯାତ୍ରା ? ଇତିହାସ କହୁଛି...

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ରାୟ ପରେ ଏବେ ପ୍ରଶ୍ନ, ଠାକୁର ମନ୍ଦିର ଭିତରେ ଥାଇ କେମିତି ହେବ ଘୋଷଯାତ୍ରା ? ଗବେଷକଙ୍କ ମତରେ ୧୬୯୨ ଖ୍ରୀଷ୍ଟାବ୍ଦରେ ଶ୍ରୀଜୀଉଙ୍କ ବିଗ୍ରହ ମନ୍ଦିର ଭିତରେ ଥାଇ ବି ରଥଯାତ୍ରା ହୋଇ ପାରିନଥିଲା। ଏହାର ୩୨୮ ବର୍ଷ ପରେ ପୁଣି ସେଭଳି...

top-headlines
ସନ୍ଧ୍ୟା ୭ଟା ବେଳର ୭ ଟପ୍‌ ଖବର

ଟପ୍‌ ଖବର ସଂକ୍ଷେପରେ ଜିତିଲା ମହାମାରୀ, ହାରିଲା ପରମ୍ପରା: ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ। ଚୂଡ଼ାନ୍ତ ପ୍ରସ୍ତୁତି ସାଙ୍ଗକୁ ଭକ୍ତଶୂନ୍ୟ ଘୋଷଯାତ୍ରା। ଆୟୋଜନ ନେଇ କୋର୍ଟରେ ରାଜ୍ୟ ସରକାରଙ୍କ ଟାଣୁଆ ଓକିଲଙ୍କ ନୀରବତାକୁ ନେଇ ପ୍ରଶ୍ନ। ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇବି ୪ ଦିନ...

odia saheed
ଭୁବନେଶ୍ୱରରେ ଦୁଇ ଓଡ଼ିଆ ସହିଦ ଯବାନଙ୍କ ପାର୍ଥିବ ଶରୀର

ଭୁବେନେଶ୍ୱର: ଗଲୱାନ ଅଂଚଳରେ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେମାନଙ୍କ ମର ଶରୀର ବିମାନ ବନ୍ଦରରେ ପହଞ୍ଚିଛି। ଚୀନ ସହ ରକ୍ତାକ୍ତ ସଂଘର୍ଷରେ କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜର ନନ୍ଦୁରାମ ସୋରୋନ...

binayak
'ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା'

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ବନ୍ଦ। ସୁପ୍ରିମ୍ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ବିରୋଧ କରିବା ସହ ୫୦୦ ବର୍ଷର ପରମ୍ପରା ଭାଙ୍ଗିଥିବା କଥା କହିଛନ୍ତି। ସେ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଦ୍ୱାରା ଯାହା ନିଷ୍ପତ୍ତି ନିଆଯାଇଛି, ତାହା ସବୁ ପ୍ରାୟୋଜିତ। ଯେବେଠାରୁ...

army
ତିନି ସେନାକୁ ହାଇ ଆଲର୍ଟ; ସବୁ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚୀନ ସହ ତିକ୍ତତା ପରେ ତିନି ସେନାକୁ ହାଇ ଆଲର୍ଟ। ଲଦାଖ ସୀମାନ୍ତ LACକୁ ଅଧିକ ସଂଖ୍ୟକ ଯବାନ ପଠାଯାଇଥିବା ସୂଚନା ମିଳିଛି। ଲଦାଖରେ ୩ ଇନଫାଣ୍ଟ୍ରୀ ବାଟାଲିୟନ ମୁତୟନ ଅଛନ୍ତି। ଏଥିସହିତ ଅତି ଉଚ୍ଚ ପାର୍ବତ୍ୟ ଭୂମି ଯୁଦ୍ଧାଭ୍ୟାସ ଦକ୍ଷତା ରଖିଥିବା ଦୁଇଟି ଅଲଗା ଅଲଗା...