• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

congress
୨୬ରେ ଆନ୍ଦୋଳନ କରିବେ ସମସ୍ତ ବିରୋଧୀ ଦଳ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ସମସ୍ତ ବିରୋଧୀ ଦଳ ଆନ୍ଦୋଳନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। କଂଗ୍ରେସ ଏହି ଆନ୍ଦୋଳନର ନେତୃତ୍ୱ ନେଉଛି। କରୋନା ମୁକାବିଲା ଓ ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ରଖିବାରେ ଉଭୟ...

tela
ବଢ଼ୁଛି ତୈଳ ଦର; ଖାଉଟି ଅସନ୍ତୋଷ, ସରକାର ନିରବଦ୍ରଷ୍ଟା

ଭୁବନେଶ୍ୱର: ଲଗାତର ୧୮ ଦିନ ଧରି ବଢ଼ିଛି ତେଳ ଦର। ଜୁନ୍ ୬ ପରଠୁ ଆଉ ଥମିବାର ନା ନେଉନି ପେଟ୍ରୋଲ୍-ଡିଜେଲ୍। ମୂଲ୍ୟ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦରକୁ ଅତିକ୍ରମ କରିଛି ଡିଜେଲ। ଗୋଟିଏ ପଟେ କରୋନା ମାଡ଼ରେ ଲୋକଙ୍କ ଆର୍ଥିକ ଅବସ୍ଥା ଦେବାଳିଆ...

ratha
ସରିଲା ରଥଯାତ୍ରା: ଶ୍ରେୟ ନେବାକୁ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟଙ୍କ କଟକଣା ମାନି ସଫଳ ଭକ୍ତଶୂନ୍ୟ ରଥଯାତ୍ରା ପରେ ଏବେ ଶ୍ରେୟ ନେବାକୁ ପ୍ରତିଯୋଗିତା ଲାଗିଛି। ବିଜେପି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଷଡ଼ଯନ୍ତ୍ରକାରୀ କହି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ରଥ ଗଡ଼ିଲା ବୋଲି କହିଛି। ବିଜେଡି କିନ୍ତୁ ଏ ନେଇ ଚୁପଥିବା ବେଳେ...

biramitrapur
ନାବାଳିକାର ଗର୍ଭପାତ ଅଭିଯୋଗରେ ସନ୍ଦେହ ଘେରରେ ପୁଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ନାବାଳିକାର ଗର୍ଭପାତ ଅଭିଯୋଗରେ ପୋଲିସର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। ବୀରମିତ୍ରପୁର ଥାନା ଅଧିକାରୀ ଓ ଜଣେ ଡାକ୍ତରଙ୍କ ସମେତ ଘଟଣାରେ ସଂପୃକ୍ତ ଅନ୍ୟ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ...

ମଦଲୂଓଗଲସାଲୂ
କଣ୍ଟେନମେଣ୍ଟ ଜୋନ୍‌ରେ ଚଢ଼ା ଦରରେ ସାମଗ୍ରୀ ବିକ୍ରି ନେଇ ହୋହଲ୍ଲା

ଭୁବନେଶ୍ୱରୟ/ ନୟାଗଡ଼: କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ଭୁବନେଶ୍ୱର ଡୁମୁଡୁମା ସୁବାସ ନଗର ବସ୍ତିରେ ଅସନ୍ତୋଷ ଦେଖାଦେଇଛି। କଣ୍ଟେନମେଣ୍ଟ ଜୋନ୍ ଭିତରେ ମିଳୁଥିବା ସାମଗ୍ରୀ ଦର ଅତ୍ୟଧିକ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି। ଶ୍ରମିକ ଶ୍ରେଣୀ ଲୋକ ଏତେ ଦର ଦେଇ ସାମଗ୍ରୀ କିଣିବାକୁ ଅସମର୍ଥ ବୋଲି ସେମାନେ କହିଛନ୍ତି।...

bagchi
ବୟସ୍କଙ୍କ ସୁରକ୍ଷା ଚିନ୍ତା : ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦିଅନ୍ତୁ ନାହିଁ ବୋଲି କହିଲେ ବାଗଚୀ

ଭୁବନେଶ୍ୱର: ବୟସ୍କଙ୍କୁ ମୃତ୍ୟୁ ମୁଖକୁ ଠେଲିଦିଅନ୍ତୁ ନାହିଁ। ବୟସ୍କଙ୍କ ପାଖକୁ ଗଲାବେଳେ ମାସ୍କ ପିନ୍ଧି ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କୋଭିଡ୍ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। କରୋନା ନେଇ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରି ଏପରି କହିଛନ୍ତି ବାଗ୍‌ଚୀ। ବୟସ୍କ ଲୋକଙ୍କ...

coronavirus
ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୯, ଖୋର୍ଦ୍ଧାରୁ ୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୬, ଜଗତସିଂହପୁରରୁ...

save
ପତଞ୍ଜଳିକୁ ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗର ନୋଟିସ୍

ନୂଆଦିଲ୍ଲୀ: ପତଞ୍ଜଳି ସଂସ୍ଥା ପକ୍ଷରୁ କରୋନାର ଚିକିତ୍ସା ପାଇଁ ଓଷଧ ବାହାର କରାଯାଇଥିବା ଦାବି ପରେ ନୋଟିସ ଜାରି କରିଛି ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗ। ଇମ୍ୟୁନିଟି ବୁଷ୍ଟର, କାଶ ଓ ଜ୍ୱର ପାଇଁ ମେଡିସିନ୍ ପ୍ରସ୍ତୁତ ଲାଗି ପତଞ୍ଜଳିକୁ ଅନୁମତି ଦିଆଯାଇଥିଲା। କିନ୍ତୁ ସେମାନେ କରୋନା କିଟ୍ କେମିତି...

jirang
କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଗାଁ ଲୋକଙ୍କ ରାସ୍ତା ଅବରୋଧ

ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଜିରାଙ୍ଗ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଲୋକେ ଗଛ ଓ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ଜିରାଙ୍ଗ ଗାଁରୁ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଗୋଟିଏ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ...

coronavirus
କରୋନା ନେଇ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ: ILS ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଆଣ୍ଟିବଡି ଟେଷ୍ଟ। ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ଆଣ୍ଟିବଡି ଟେଷ୍ଟ କିଟ୍।  ICMR ଦ୍ୱାରା ଅନୁମୋଦିତ କିଟ୍ ଓଡ଼ିଶା ଆସି RMRCରେ ପହଞ୍ଚିବ। ବର୍ତ୍ତମାନ ଚାଲିଥିବା ଘରକୁ ଘର ହେଉଥିବା ସର୍ଭେରେ ଏହାକୁ ବ୍ୟବହାର କରାଯିବ। ତେବେ ଆସନ୍ତାକାଲି ଓଡ଼ିଶାରେ ଟେଷ୍ଟିଂ କେମିତି...

ଈଓଊପୋ
ରଥଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ହେବ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କର ୨ ଥର କୋଭିଡ ଟେଷ୍ଟ ହେବ। ଅଢ଼େଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କ ବ୍ୟତୀତ ପୋଲିସ୍, ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ରଥ ଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ଏହି କୋଭିଡ୍ ଟେଷ୍ଟ ହେବ ବୋଲି...

wahab-riaza
ଆଉ ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ଜଗତ ପାଇଁ ପୁଣି ଖରାପ ଖବର ଆସିଛି। ଇଂଲଣ୍ଡ ଗସ୍ତ ପୂର୍ବରୁ ପାକ୍‌ର ଆଉ ୭ କ୍ରିକେଟର୍ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୋମବାର ପାକିସ୍ତାନର ୩ କ୍ରିକେଟର୍‌ ଯଥା ଅଲ୍‌ରାଉଣ୍ଡର ଶାଦାବ ଖାନ, ବ୍ୟାଟ୍ସମ୍ୟାନ୍‌  ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ...

save
ପତଞ୍ଜଳିର କରୋନା ଔଷଧ ଉପରେ ଲାଗିଲା ରୋକ୍‌: ତଥ୍ୟ ଯାଞ୍ଚ ନହେବା ପର୍ଯ୍ୟନ୍ତ ବିଜ୍ଞାପନ ଉପରେ କଟକଣା

ନୂଆଦିଲ୍ଲୀ: ଗବେଷଣା ତଥ୍ୟ ଯାଞ୍ଚ ନହେଲା ପର୍ଯ୍ୟନ୍ତ ପତଞ୍ଜଳି ଆବିଷ୍କାର କରିଥିବା ଔଷଧର ପ୍ରସାର ପ୍ରଚାର କରିବା ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର। ଏନେଇ ଆୟୁଷ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରି କମ୍ପାନୀକୁ ଗବେଷଣାର ସମସ୍ତ ତଥ୍ୟ ମାଗିବା ସହିତ ଔଷଧର କମ୍ପୋଜିସନ୍‌, ଆନୁଷ୍ଠାନିକ ଏଥିକ...

coronavirus
ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଆଜି ସମସ୍ତ ଆରୋଗ୍ୟଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ। ସର୍ବାଧିକ ୩୩ ଜଣ ଖୋର୍ଦ୍ଧାରୁ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

safoora-zagar
ଦିଲ୍ଲୀ ହିଂସା ମାମଲାରେ ଗିରଫ ଜାମିଆ ଛାତ୍ରୀଙ୍କୁ ମିଳିଲା ବେଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲା ଗିରଫ ହୋଇଥିବା ଜାମିଆ ୟୁନିଭର୍ସିଟି ଛାତ୍ରୀ ବିକ୍ଷୋଭକାରୀ ସଫୋରା ଜାରଗରଙ୍କୁ ମିଳିଲା ବେଲ୍ । ସଫୋରା ଗର୍ଭବତୀ ଥିବାରୁ ତାଙ୍କୁ ବେଲ୍ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହିଂସା ମାମଲାରେ ତାଙ୍କ ବିରୋଧରେ ୟୁଏପିଏର କଠୋର ‘ଆଣ୍ଟି ଟେର୍‌ର୍ ଲ’ ଅଧୀନରେ ମାମଲା...

coorna-nil
କରୋନା ପାଇଁ ଔଷଧ ଲଞ୍ଚ୍‌ କଲା ପତଞ୍ଜଳି; ୭ ଦିନ ଭିତରେ ରୋଗ ଭଲ ହେବା ନେଇ ଦାବି

ହରିଦ୍ୱାର: କରୋନା ଭାଇରସ ପାଇଁ ଦୁଇଟି ଔଷଧ ଲଞ୍ଚ୍‌ କଲା ଦେଶର ଆୟୁରବେଦିକ କମ୍ପାନୀ ପତଞ୍ଜଳି। ଏହି ଔଷଧର ନାଁ କୋରୋନିଲ ଓ ଶ୍ୱାସରି ରଖାଯାଇଛି। ଔଷଧର ସଫଳ ପରୀକ୍ଷଣ ହୋଇଥିବା କମ୍ପାନୀ କହିବା ସହିତ ୭ ଦିନ ଭିତରେ କରୋନା ରୋଗ ଭଲ ହେବ ବୋଲି କମ୍ପାନୀ...