• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

zomato
ଚୀନକୁ ବିରୋଧ କରି କମ୍ପାନୀର ଟି-ଶାର୍ଟ ଜାଳିଦେଲେ ଜମାଟୋ କର୍ମଚାରୀ

କୋଲକାତା: ଚୀନ ସହିତ ହିଂସକ ସଂଘର୍ଷରେ ଭାରତ ୨୦ ଯବାନ ସହିଦ ହେବା ପରେ ଦେଶବ୍ୟାପୀ ଚୀନ ବିରୋଧୀ ନାରା ଶୁଣିବାକୁ ମିଳୁଛି। ଲୋକେ ଚୀନ ସାମଗ୍ରୀ ବର୍ଜନ କରିବା ସହିତ ଭଙ୍ଗାରୁଜା ମଧ୍ୟ କରୁଛନ୍ତି। ଶନିବାର କୋଲକାତାର ଜମୋଟା କର୍ମଚାରୀମାନେ ମଧ୍ୟ ଚୀନକୁ ବିରୋଧ କରି କମ୍ପାନୀର...

missil
ଏୟାର ମିଶାଇଲ୍ ଡିଫେସନ୍ସ ସିଷ୍ଟମ୍‌କୁ ସୀମାରେ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଏଲ୍‌ଏସି ସୀମାରେ ଚାଇନା ତାର ଫାଇଟର୍ ଏୟାର୍‌କ୍ରାଫ୍ଟ ଓ ହେଲିକପ୍ଟର ଉଡ଼ାଉଥିବା ବେଳେ ତ୍ୱରିତ ପଦକ୍ଷେପ ନେଇ ଭାରତ ମଧ୍ୟ ପଶ୍ଚିମ ଲଦାଖ ସେକ୍ଟର୍‌ରେ ଏୟାର ମିଶାଇଲ୍ ଡିଫେସନ୍ସ ସିଷ୍ଟମ୍‌କୁ ମୁତୟନ କରିଛି। ସୀମାରେ ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଯୋଗୁ ଚାଇନା...

dexamathason
କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ୍‌ର ବ୍ୟବହାରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଷ୍ଟେରଏଡ୍ ଡେକ୍ସାମେଥାସନ୍‌କୁ କରୋନା ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ମିଳିଲା ଅନୁମତି। ସାମାନ୍ୟରୁ ଗୁରୁତର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଔଷଧ ଫଳପ୍ରଦ। ଡେକ୍ସାମେଥାସନ୍ ବ୍ୟବହାର ପାଇଁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ପୂର୍ବରୁ ଡେକ୍ସାମେଥାସନ୍‌କୁ ବ୍ୟବହାର ଅନୁମତି ଦେଇଥିଲା WHO।...

vjp
ଦେଶରେ କରୋନା ସ୍ଥିତି ଭଲ ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶର ସ୍ଥିତି ଭଲ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଡକ୍ଟର ଯୋଶେଫ ମାର୍ ଥୋମା ମେଟ୍ରୋପଲିଟାନଙ୍କ ୯୦ତମ ଜନ୍ମଦିବସ ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ସମ୍ବୋଧନ କରିବା ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି...

sushant-sing
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା: ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟରକୁ ଜେରା କଲା ପୁଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଚାଲିଛି ଜୋରଦାର ଖୋଳତାଡ଼। ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର ସାନୁ ଶର୍ମାଙ୍କୁ ପଚରାଉଚରା କରୁଛି ପୋଲିସ୍। ବାନ୍ଦ୍ରା ପୋଲିସ୍ ଷ୍ଟେସନ୍‌ରେ ସାନୁଙ୍କୁ ଡକାଯାଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ୟଶରାଜ ଫିଲ୍ମକୁ ନୋଟିସ୍ ହୋଇଥିଲା। ଆଉ ଏହାପରେ ଆଜି...

harwaredhna
ଦେଶରେ କରୋନା ଜନିତ ସୁସ୍ଥ ହାର ୫୮% ରୁ ଅଧିକ ମୃତ୍ୟୁ ହାର ପାଖାପାଖି ୩%

ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ସୁସ୍ଥ ହାରରେ ୫୮ ପ୍ରତିଶତରୁ ଅଧିକ ରହିଛି। ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଦେଶରେ ମୃତ୍ୟୁ ହାର ପାଖାପାଖି ୩ ପ୍ରତିଶତ ରହିଛି। ଯାହା ବହୁତ କମ୍‌ ବୋଲି କହିଛନ୍ତି...

bsnl
ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ BSNLର ଠିକା କର୍ମଚାରୀ

ବଲାଙ୍ଗିର: ବଲାଙ୍ଗିର BSNL କାର୍ଯ୍ୟାଳୟରେ ଉତ୍ତେଜନା। ଦଶ ମାସର ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ। ଗତ ୧୭ ଦିନ ଧରି ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟକୁ ବନ୍ଦ କରି ଧାରଣାରେ ବସିଛନ୍ତି ଶ୍ରମିକ। ସକାଳୁ କାର୍ଯ୍ୟାଳୟ ଖୋଲିବାକୁ କର୍ମଚାରୀ ଓ ପୋଲିସ୍ ଫୋର୍ସ ପହଞ୍ଚି ଆନ୍ଦୋଳନକାରଙ୍କୁ ହଟାଇଥିଲେ। ଏହି...

locust
ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛନ୍ତି ପଙ୍ଗପାଳ। ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି ବୁଲୁଛନ୍ତି। ଏହାକୁ ନେଇ ଦିଲ୍ଲୀ ସଂଗଲଗ୍ନ ଜିଲ୍ଲାଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି। It’s...

india-china
ଭାରତ-ଚାଇନା ସୀମା ବିବାଦ: LACରେ ଯୁଦ୍ଧ ଭଳି ପରିସ୍ଥିତି

ନୂଆଦିଲ୍ଲୀ: LACରେ ଯୁଦ୍ଧ ଭଳି ପରିସ୍ଥିତି। ଉଭୟ ଚୀନ ଓ ଭାରତ ନିଜ ନିଜ ସ୍ଥିତିରେ ଅଟଳ ଅଛନ୍ତି। କେହି କାହା ପୋଜିସନରୁ ହଟୁନାହାନ୍ତି। ମିଲିଟାରି ଓ କୂଟନୈତିକ ସ୍ତରରେ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ପୂର୍ବ ସ୍ଥିତି ବଜାୟ...

jannat-1
ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

ହାଇଦ୍ରାବାଦ: ସ୍କୁଲ ବହିରେ ସ୍ଥାନ ପାଇବ ୭ ବର୍ଷର କୁନି ଝିଅ ଜନ୍ନତର କାହାଣୀ। ଭାରତର ଜନ୍ନତ(ସ୍ୱର୍ଗ) କୁହାଯାଉଥିବା ଜମ୍ମୁ-କାଶ୍ମୀରରେ ରହୁଛନ୍ତି କୁନି ଝିଅ ଜନ୍ନତ। କୁନି ବୟସରେ ତାଙ୍କର ମହତ କାର୍ଯ୍ୟ ସାରା ବିଶ୍ୱ ଉଦାହରଣ ପାଲଟିଛି। ଦୀର୍ଘ ଦୁଇ ବର୍ଷ ଧରି ଜନ୍ନତ ତାଙ୍କ କୁନି...

coroni
ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁରେ ଥାନାରେ ମାମଲା

ନୂଆଦିଲ୍ଲୀ: କିଛିଦିନ ତଳେ ପତଞ୍ଜଳି କୋରୋନୀଲ ଆୟୁର୍ବେଦିକ ଔଷଧ ଆବିଷ୍କାର କରି ଏଥିରେ ୭ ଦିନ ଭିତରେ କରୋନା ଭାଇରସ୍‌ ଭଲ ହେବ ବୋଲି ଦାବି କରିଥିଲା। ଏହାର କିଛି ଦିନ ପରେ ଜୟପୁରରେ ଯୋଗ ଗୁରୁ ରାମଦେବ, ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ୪...

satindra
କରୋନାରୁ ମୁକ୍ତ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍

ନୂଆଦିଲ୍ଲୀ: ଶେଷରେ କରୋନା ମୁକ୍ତ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି।  ଆଜି ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ମଧ୍ୟ ହେବେ। ନିମୋନିଆ କାରଣରୁ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସାକେତର ମାକ୍ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ...

soniagandhi
ସୋନିଆଙ୍କ ପ୍ରଶ୍ନ: ଯଦି ଚୀନ ଅନୁପ୍ରବେଶ କରିନି, ଆମ ଯବାନ ସହିଦ ହେଲେ କେମିତି ?

ନୂଆଦିଲ୍ଲୀ: ଚାଇନା ସହିତ ଆମ ସୀମା ସୁରକ୍ଷା ଦାୟିତ୍ୱରୁ କେନ୍ଦ୍ର ସରକାର ଏମିତି ଖସିଯାଇ ପାରିବେନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ପରିସ୍ଥିତି ସମ୍ପର୍କରେ ଦେଶକୁ ନିହାତି ଅବଗତ କରିବା ଦରକାର। ଆଜି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଏପରି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି।...

plane
LACରେ ଉତ୍ତେଜନା ସତ୍ତ୍ୱେ ସୀମାରେ ଭାରତର ସମରାଭ୍ୟାସ

ଲଦାଖ: LAC ରେ ପ୍ରବଳ ଉତ୍ତେଜନା ପରିସ୍ଥିତି ଚାଲିଥିବା ବେଳେ ଲଦାଖର ଲେହ ଅଞ୍ଚଳରେ ସମରାଭ୍ୟାସ କରିଛି ଭାରତ। ଉଭୟ ଆର୍ମି ଓ ଏୟାରଫୋର୍ସ ମଧ୍ୟରୁ ମିଳିତ ସମରାଭ୍ୟାସ କରାଯାଇଛି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ରକୃତ ଅପରେସନ ସମୟରେ ଯେମିତି...

cbse
ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏମିତି ହେବ ମୂଲ୍ୟାଙ୍କନ; ଜୁଲାଇ ୧୫ରେ ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇର ବାକି ଥିବା ପରୀକ୍ଷା ଜୁଲାଇ ପ୍ରଥମାର୍ଦ୍ଧରେ ହେବାକୁ ଥିବା ବେଳେ ଏହାକୁ ରଦ୍ଦ କରି ଦେଇଛି ବୋର୍ଡ। ଜୁଲାଇ ୧୫ ତାରିଖରେ ପରୀକ୍ଷା ବିନା ପିଲାଙ୍କ ରେଜଲ୍ଟ ପ୍ରକାଶ କରିବ ବୋଲି ଆଶା କରାଯାଉଛି। ଏନେଇ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ ସିବିଏସ୍‌ଇ...

petroll
ଆଜି ବି ବଢ଼ିଲା ତେଲ ଦର, ଭୁବନେଶ୍ୱରରେ ଦର ୮୦ ଟପିଲା

ନୂଆଦିଲ୍ଲୀ: ଆଜି ବି ବଢ଼ିଲା ତୈଳ ଦର। ଲଗାତର ୨୦ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ପେଟ୍ରୋଲ୍‌ ଦର ଲିଟର ପ୍ରତି ୨୧ ପଇସା ବୃଦ୍ଧି ହୋଇଥିବା ବେଳେ...

gold
ବଢ଼ିଲା ସୁନା, କମିଲା ରୂପା

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର କମିଲା ରୂପା। ଦଶ ଗ୍ରାମ ପ୍ରତି ଦର ୪୮,୦୬୦ ରୁ ୪୮,୦୭୦ରେ ପହଞ୍ଚିଛି। ସେହିଭଳି ରୂପା ଦର ଶୁକ୍ରବାର ସୁଦ୍ଧା କିଲୋପ୍ରତି ୪୮,୪୫୦ରୁ ୪୭,୬୦୦କୁ ଖସିଛି। ତେବେ ଭାରତରେ ସୁନାର ଦର ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ହେବ। ଉତ୍ପାଦ ଶୁଳ୍କ,...