• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ratha 1
ପୁରୀ ପରେ ଏହିସବୁ ସ୍ଥାନରେ ବନ୍ଦ ହେଲା ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ବାତିଲ ହେଲା ରଥଯାତ୍ରା। ଏ ନେଇ ସୁପ୍ରିମ୍‌କୋର୍ଟ ବଡ଼ ରାୟ ଦେଇଛନ୍ତି। ସେପେଟ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ରଥଯାତ୍ରା ବନ୍ଦକୁ ନେଇ ଦେଖାଦେଇଛି ଅସନ୍ତୋଷ। ଇତିହାସ କହେ, ଚଳିତ ବର୍ଷ ବାରିପଦା ରେ ୪୪୫ ତମ ରଥଯାତ୍ରା ବନ୍ଦ ହେବାକୁ ଯାଉଛି। ୧୫୭୫...

india-railway
ଚୀନ୍ କମ୍ପାନୀ ସହ ଚୁକ୍ତି ବାତିଲ କଲା ଭାରତୀୟ ରେଲୱେ

ନୂଆଦିଲ୍ଲୀ: ଲଦାଖର ଗଲୱାନ୍ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତରେ ଏବେ ଚୀନ୍ ବିରୋଧୀ ସ୍ୱର ତେଜିବାରେ ଲାଗିଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ଚୀନ ବିରୋଧରେ ଏବେଠାରୁ ବୟକଟ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମେ ବିଏସଏନଏଲ୍ ଏବଂ ଏବେ...

coronavirus
ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ମଧ୍ୟରୁ କଟକରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଓ ଗଂଜାମରୁ ୧୬ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି କନ୍ଧମାଳରୁ ୧୪, ମୟୂରଭଂଜରୁ ୯, ଯାଜପୁରରୁ ୭, ପୁରୀ ୫,...

sibyasingh-deba
ରଥଯାତ୍ରା ବନ୍ଦ ନେଇ କ'ଣ କହିଲେ ଗଜପତି ମହାରାଜା ?

ପୁରୀ: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନେଇ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟାସିଂହ ଦେବ। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ। ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହୋଇଥିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ...

tara
'ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି'

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ। ଆଜି...

bsnl
4G ସେବା ଉନ୍ନୟନ କାର୍ଯ୍ୟରେ ଲାଗିବନି ଚାଇନା ସାମଗ୍ରୀ

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ରେ ଲାଗିବନି ଚାଇନିଜ୍‌ ସରଞ୍ଜାମ। ଏନେଇ ଟେଲିକମ୍ ଡିପାର୍ଟମେଣ୍ଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ବିଏସ୍‌ଏନ୍‌ଏଲ୍‌ର 4G ସେବାର ଉନ୍ନୟନ କାର୍ଯ୍ୟରେ ଚାଇନାର କୌଣସି ସରଞ୍ଜାମ ନ ଲଗାଇବାକୁ ଦୂରସଂଚାର ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଖବର ମିଳିଛି। ଖବର ଅନୁସାରେ, BSNL, MTNL ଏବଂ ଅନ୍ୟ...

modi-naveen
ମୋଦି-ନବୀନ ଆଲୋଚନା: ୩ଟି ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସ୍ତରୀୟ ଯୁକ୍ତ ୨ ପରୀକ୍ଷା ସରିବା ପରେ ହିଁ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ ବୋଲି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଉପସାଗରୀୟ ଦେଶମାନଙ୍କରେ ଏବେବି କିଛି...

rer
ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ପୁରୀ: ବଡ଼ଦାଣ୍ଡରେ ଗଡ଼ିବ ତ ତିନି ରଥ ? ଭଙ୍ଗ ହେବନି ତ ଶହ ଶହ ବର୍ଷର ଭକ୍ତି ଓ ଭାବର ସମ୍ମେଳନର ପତିତପାବନ ଯାତ୍ରା ପରଂପରା ? ମହାମାରୀ କରୋନା କଟକଣା ଭିତରେ ଏବର୍ଷ କେମିତି ହେବ ଘୋଷଯାତ୍ରା ? ଏସବୁ ପ୍ରଶ୍ନର ଭାଗ୍ୟ ଝୁଲୁଛି ସୁପ୍ରିମକୋର୍ଟଙ୍କ...

india-china
ଭାରତ-ଚାଇନା ଫାଇଟ୍: ସରକାରଙ୍କୁ ବିରୋଧୀଙ୍କ ସମର୍ଥନ, ଦେଶରେ ତେଜିଲା ଚାଇନା ବିଦ୍ରୋହ

ନୂଆଦିଲ୍ଲୀ: LACରେ ଉତ୍ତେଜନା ଓ ୨୦ ଭାରତୀୟ ଯବାନ ସହିଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ସମୟରେ ସରକାରଙ୍କ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତେବେ ସୀମାରେ...

bhubaneswar corona update
କରୋନା ଅପଡେଟ୍: ବଢ଼ୁଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ କରୋନାରେ ୧୦ ହଜାର ୯୭୪ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ୨ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ୨ ହଜାର ୩ଜଣଙ୍କ...

india boreder
ଭାରତ ଉପରେ ଚୀନର ଏତେ ରାଗ କାହିଁକି ?

ନୂଆଦିଲ୍ଲୀ: କାହିଁକି ରାଗରେ ଗରଗର ହେଉଛି ଚୀନ୍? ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ବ୍ୟାବସାୟିକ ସହଯୋଗୀ ଭାରତ ସହ ବି ସଂପର୍କ ଖରାପ କରିବାକୁ ପଛାଉ ନାହିଁ ବେଜିଂ? ଚୀନ୍‌ର ରଣ ହୁଙ୍କାର ପଛରେ କ’ଣ ଥାଇପାରେ ଅସଲ ଉଦ୍ଦେଶ୍ୟ? କୁହାଯାଉଛି କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱରେ...

styandra-jain
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କୁ କରୋନ। ଆଜି ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଦ୍ୱିତୀୟ ଥର ଟେଷ୍ଟ କରିବା ପରେ  ରିପୋର୍ଟ ପଜିଟିଭ୍ ଆସିଛି। ସୋମବାର ଜୈନ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସୋମବାର ରାତିରେ ରାଜୀବ ଗାନ୍ଧି...

odisa
ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଦାଖ ଗାଲୱାନ ଭ୍ୟାଲିରେ ୨ ଓଡ଼ିଆ ଯବାନ ସହିଦ ଘଟଣାରେ ଶୋକ ପ୍ରକାଶ କରିବା ସହିତ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ...

congress
କରୋନା ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର: କରୋନା ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ। ଲୋକୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ପିଟିସନ ଦାଖଲ କରାଯାଇଛି। ଆଠଟି ଦାବି ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ପଞ୍ଚାନନ କାନୁନଗୋ, ଦଳର ମୁଖପାତ୍ର ସୁଦର୍ଶନ ଦାସ ପ୍ରମୁଖ ଲୋକାୟୁକ୍ତଙ୍କୁ...

କୋଭିଡ ପାଇଁ ନୂଆ ରଣନୀତି
କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଉ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ହେବ। ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କୁ ହସ୍ପିଟାଲ ନିଆନଯାଇ ଏହି କେୟାର ହୋମ୍‌ରେ ରଖାଯିବ। ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ କୋଭିଡ୍ କେୟାର...

coronavirus
ଆଜି ଭୁବନେଶ୍ୱରରେ ୧୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୭ରୁ ୧୪ ହୋମ୍ କ୍ୱାରେଣ୍ଟିନ, ୩ ଲୋକାଲ୍ କଣ୍ଟାକ୍ଟ କେସ୍ ଥିବା ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ୩ ଲୋକାଲ କଣ୍ଟାକ୍ଟ କେସ୍‌ରୁ ୨ ପୁରୁଷ ଏବଂ ଜଣେ ମହିଳା, ନହରକଣ୍ଟା...