• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bihar
ଦିନକ ପାଇଁ ବନ୍ଦ ହେଲା ଭିସୁଟ୍‌

ସମ୍ବଲପରୁ: କରୋନା ପାଇଁ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ-ଭିସୁଟ୍‌କୁ ଦିନକ ପାଇଁ ବନ୍ଦ କରି ଦିଆଯାଇଛି। ଏହାସହ ଭିସୁଟ୍ ପରିସରକୁ ବିଶୋଧନ କରାଯାଉଛି। ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନାରେ ପ୍ରାଣ ହରାଇବା ପରେ ଭିସୁଟ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ମଧ୍ୟ...

wine
ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ। ବିଦେଶୀ ମଦ ଓ ବିୟର ଦୋକାନ କାଉଣ୍ଟରରେ ମିଳିବ। ଏଥିପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ। କାଉଣ୍ଟରରେ ଭିଡ଼ ଏଡ଼ାଇବାକୁ ଇ-ଟୋକନ ବ୍ୟବସ୍ଥା କରାଯିବ। ଗ୍ରାହକଙ୍କୁ ପୋର୍ଟାଲରେ ସ୍ଲଟ ବୁକିଂ କରି ଟୋକନ...

bsf
ରାଜ୍ୟରେ ୨୯ BSF ଓ ଜଣେ NDRF ଯବାନଙ୍କୁ କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସକାଳ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଚିହ୍ନଟ ହୋଇଥିବା ବୋଲି ବିଭାଗ ସୂଚନା ଦେଇଥିଲା। ଏବେ ମାଲ୍‌କାନ୍‌ଗିରିରୁ ଚିହ୍ନଟ ହୋଇଥିବା...

corona-virus
ରାଜ୍ୟରେ ଆଉ ୨ ଜୀବନ ନେଲା କରୋନା

ଗଞ୍ଜାମ: ରାଜ୍ୟରେ ଆଉ ୨ଟି ଜୀବନ ନେଇଛି କରୋନା। ଉଭୟ ମୃତକ ହେଉଛନ୍ତି ଗଂଜାମ ଜିଲ୍ଲାର। ଦୁଇ ଜଣ ଯାକ ମହିଳା। ଜଣକର ବୟସ ୪୮ ବର୍ଷ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।  ଦ୍ୱିତୀୟ ମୃତକ ଜଣକ କିଡନି ରୋଗରେ ପୀଡ଼ିତ ଥିଲେ।...

tiktok
ଗୁଗଲ୍‌ ଓ ଆପଲ୍‌ ଆପ୍‌ ଷ୍ଟୋର୍‌ରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: ଆପ୍‌ ଷ୍ଟୋର୍‌ରୁ ହଟିଲା ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌। ଟିକ୍ ଟକ୍ ଆପ୍‌କୁ ଉଭୟ ଆପଲ୍ ଆପ୍ ଷ୍ଟୋର ଓ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଗତକାଲି ଟିକ୍‌ଟକ୍ ସମେତ ୫୯ଟି ଚୀନ୍ ଆପ୍‌କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଥିଲା।  ଏହି ଆପ୍ ଦ୍ୱାରା...

coronavirus
ଆଜି ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ: ଏଥର ମାଲକାନଗିରିରୁ ସର୍ବାଧିକ

ଭୁବନେଶ୍ୱର: ଆଜି ବି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ ସେଞ୍ଚୁରି ହୋଇଛି। ଆଜି ରାଜ୍ୟରେ ଆଜି ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୦୬ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୯୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟା ୧୪ ରହିଛନ୍ତି। ‌ଏ ନେଇ ସୂଚନା...

puri
ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜିଉ। ଏଥିପାଇଁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ। ନୀତି ନିର୍ଘଣ୍ଟ ବିଷୟରେ ଜାଣି ରଖନ୍ତୁ ଆସନ୍ତାକାଲି ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହେବ। ଏହାପରେ ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ...

timi
ସମୁଦ୍ରକୂଳରେ ପଡ଼ିଛି ବିଶାଳ ମୃତ ତିମି

ବାଲେଶୱର: ଜଳେଶ୍ୱର ନିକଟ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସମୁଦ୍ର କୂଳରୁ ବିଶାଳ ମୃତ ତିମି ଉଦ୍ଧାର ହୋଇଛି। ମନ୍ଦାରମଣି ସମୁଦ୍ରକୂଳରେ ଲାଗିଥିବା ମୃତ ତିମିର ଲମ୍ବ ୪୫ ଫିଟ୍ ଓ ଚଉଡ଼ା ୧୦ ଫିଟ୍ ହେବ ବୋଲି ପଶ୍ଚିମବଙ୍ଗ ବନ ବିଭାଗ ସୂଚନା ଦେଇଛି। ଏହାକୁ ସ୍ଥାନୀୟ  ଲୋକେ...

covavaxin
ଭାରତର ପ୍ରଥମ କୋଭିଡ୍-୧୯ ଭ୍ୟାକ୍ସିନ୍ ପରୀକ୍ଷା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ଦେଶର ପ୍ରଥମ କରୋନା ଟିକା କୋଭାକ୍ସିନକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ–ଡିସିଜିଆଇର ମଂଜୁରୀ ମିଳିଛି। ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭାକ୍ସିନର ଫେଜ୍–୧ ଓ ଫେଜ୍–୨ କ୍ଲିନିକାଲ୍ ଟାଏଲ ପାଇଁ ଡିସିଜିଆଇ ମଂଜୁରୀ ଦେଇଥିବା ଜଣାପଡ଼ିଛି।   ଜୁଲାଇ ମାସରେ ଦେଶବ୍ୟାପୀ ଏହାର କ୍ଲିନିକାଲ୍...