ଭୁବନେଶ୍ୱର: କାଳିଆ ଯୋଜନା ପରେ ଚାଷୀଙ୍କ ପାଇଁ ସରକାରଙ୍କ ନୂଆ ଭେଳିକି। ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ସରକାର ଆଣିଛନ୍ତି ‘ବଳରାମ’ ଯୋଜନା। ପୁରୁଣା ବୋତଲେ ନୂଆ ମଦ ଭଳି ପୂର୍ବରୁ ଥିବା ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ଜରିଆରେ ସରକାର ଭୂମିହୀନ ଚାଷୀଙ୍କୁ ୫୦ ହଜାର ଟଙ୍କା...
ଭୁବନେଶ୍ୱର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସ୍ମାରକୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘୋଷଣା ଘୋଷଣାରେ ରହିଯାଇଛି। କେନ୍ଦ୍ର ସରକାର ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ୫୦ ଏକର ଜାଗା ମାଗିଥିବା ବେଳେ ରାଜ୍ୟ ସରକାର ୧୦ ଏକର ଯୋଗାଇଥିଲେ। ୨୦୧୯ ଡିସେମ୍ବର ୮ ତାରିଖରେ...
କୋଣାର୍କ: ଜୁଲାଇ ୬ ତାରିଖରେ ଖୋଲିପାରେ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର। କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୬ ତାରିଖରୁ ବ୍ଲାକ ପାଗୋଡ଼ା କୋଣାର୍କ ସୂର୍ଯ୍ୟମନ୍ଦିର ଖାଁ ଖାଁ ରହିଛି। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପ ଉପରେ ର୍ନିଭରଶୀଳ କୋଣାର୍କର ହୋଟେଲ ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀ , ଗାଇଡ଼...
ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ପଦକ୍ଷେପ ନେଇଛି BMC । ବାହାର ରାଜ୍ୟରୁ ଶ୍ରମିକ ନ ଆଣିବାକୁ BMC ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୩୧ ଯାଏଁ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ସରକାରୀ ଓ ଘରୋଇ କଣ୍ଟ୍ରାକ୍ଟରଙ୍କୁ BMC ନିର୍ଦ୍ଦେଶ ଦେଇଛି। ତେବେ...
ଭୁବନେଶ୍ୱର: ବିପିୟୁଟିର ଅନ୍ଲାଇନ୍ ପରୀକ୍ଷାକୁ ବିଜେପି ଯୁବ ମୋର୍ଚ୍ଚାର ବିରୋଧ। ଓଡ଼ିଶାରେ ଲଗାତାର ୩ ଘଣ୍ଟା ବିଜୁଳି ରହୁନି, ଖୋଦ ଶକ୍ତିମନ୍ତ୍ରୀଙ୍କ ଘର ପାଖରେ ବି ବିଜୁଳି ରହୁନି। ତା ଛଡ଼ା ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଅନ୍ଲାଇନ୍ ପରୀକ୍ଷା ସମ୍ଭବ ନୁହେଁ ବୋଲି କହିଛି...
ଭବାନୀପାଟଣା: ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଜୁଟାଗାଁରେ। ମଧ୍ୟାହ୍ନ ଭୋଜନବେଳେ ଦୀନବନ୍ଧୁ ଦାସଙ୍କ ସହିତ ପୁଅ ହନୁମାନ ଦାସଙ୍କ ଡାଲି ପାଇଁ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ କୀଟନାଶକ ପିଇ ଦେଇଥିଲେ ପୁଅ ହନୁମାନ। ପୁଅକୁ...
ଭୁବନେଶ୍ୱର: କପି ଧରିଥିବାରୁ ରାଗ ସୁଝାଇଲେ ଛାତ୍ର। କଲେଜ ଭିତରେ ପଶି ପ୍ରିନ୍ସିପାଲ୍ଙ୍କୁ ପିଟିଲେ ପୂର୍ବତନ ଛାତ୍ର। ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ପଟିଆ ଅଞ୍ଚଳରେ। କଲେଜ ଭିତରେ ପଶି ପ୍ରିନ୍ସିପାଲ୍ଙ୍କୁ ହାତୁଡ଼ିରେ ପିଟିଛନ୍ତି ପୂର୍ବତନ ଛାତ୍ର। ପୋଲିସ୍ର କହିବା ଅନୁସାରେ ୨୦୧୯ରେ ଏହି ଘରୋଇ କଲେଜ୍ରେ...
ଭୁବନେଶ୍ୱର: ଏଣିକି କିନ୍ନରମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଯୋଗାଇ ଦିଆଯିବ ପେନ୍ସନ୍। ଏ ନେଇ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେନ୍ସନ୍ ପାଇବା ପାଇଁ କିନ୍ନରମାନେ ମଧୁବାବୁ ପେନ୍ସନ୍ ୱେବ୍ସାଇଟ୍ରେ ଏବେଠାରୁ ଆବେଦନ କରିପାରିବେ। ବୟସ ଅନୁସାରେ ୫ ଶହରୁ ୯ ଶହ ପର୍ଯ୍ୟନ୍ତ ଭତ୍ତା ଦିଆଯିବ।...
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୩୮ ଓ ଖୋର୍ଦ୍ଧାରୁ ୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ଗଜପତି ୧୯, କଟକ ୧୮, ଜଗତସିଂହପୁରରୁ ୧୮ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ...
ଭୁବନେଶ୍ୱର: କରୋନା ଅପଡେଟ ନେଇ ମୁଖପାତ୍ର ସୁବ୍ରତ ବାଗଚୀ ଲୋକଙ୍କୁ ସୂଚନା ଦେବା ବେଳେ ଆମେରିକାର ଉଦାହରଣ ଦେଇ ସତର୍କ କରାଇଲେ। ଆମେରିକାରେ ଗୋଟିଏ ଦିନରେ ୫୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି, ଆମେ ଯଦି ସତର୍କ ନହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ ବୋଲି ବାଗ୍ଚୀ...
କଟକ: ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୬ କ୍ୱାରେଣ୍ଟାଇନରେ, ଜଣେ ହୋମ କ୍ୱାରେଣ୍ଟାଇନ୍ରେ ଓ ଅନ୍ୟ ୨ଟି ଲୋକାଲ କେସ ରହିଛି। ତେବେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଆଜି ଚିହ୍ନଟ ହୋଇଥିବା...
ଭୁବନେଶ୍ୱର: ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଜିଏସ୍ଟି ମିଶାଇ RT-PCR ଟେଷ୍ଟ ପାଇଁ ସର୍ବାଧିକ ଫି ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏଣିକି ଘରୋଇ ଲ୍ୟାବ୍ରେ କୋଭିଡ୍-୧୯ ଟେଷ୍ଟ କଲେ ଫି ପଡ଼ିବ ୨୨ଶହ ଟଙ୍କା। ଜିଏସ୍ଟି ସହ ଫି...