ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କରେ ଟଙ୍କା ରଖିଥିବା ଭାରତୀୟଙ୍କ ବିସ୍ତୃତ ତଥ୍ୟ ହାସଲ କରିବାରେ ଭାରତ ସରକାର ସଫଳ ହୋଇଛନ୍ତି। ସ୍ୱିଜରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ନୂଆ କରି ହୋଇଥିବା ସୂଚନା ଆଦାନ ପ୍ରଦାନ ବୁଝାମଣା ଅନୁଯାୟୀ ପ୍ରଥମ ଦଫାରେ କିଛି ଲୋକଙ୍କ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ...
କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ଦୁର୍ଗାପୂଜା କରି ଅଡ଼ୁଆରେ ପଡ଼ିଛନ୍ତି। ସେ ଜଣେ ମୁସଲିମ ହୋଇ ମଧ୍ୟ ହିନ୍ଦୁ ପର୍ବରେ କେମିତି ଭାଗନେଲେ ବୋଲି ମୁସଲିମ ମୌଲବୀମାନେ ପ୍ରଶ୍ନ କରିଛନ୍ତି। ସେହିଭଳି ନୁସରତ ଯଦି ହିନ୍ଦୁ ପର୍ବରେ ସାମିଲ ହେବାକୁ ଚାହୁଁଛନ୍ତି, ତା’ହେଲେ...
କେନ୍ଦୁଝର: ଆଖି ବୁଜିଲା କେନ୍ଦୁଝର ବାଂଶପାଳ ଉପରସୁମଠରେ ଅସୁସ୍ଥ ହୋଇପଡ଼ିଥିବା ହାତୀ। ଚିକିତ୍ସାଧିନ ଅବସ୍ଥାରେ ଆଜି ମାଈ ହାତୀଟି ପ୍ରାଣ ହରାଇଛି। ଗତ ୨୭ ତାରିଖରେ ହାତିଟି ଅସୁସ୍ଥ ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ହାତୀଟି ପଡ଼ିଥିବା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ।...
ଗାନ୍ଧୀନଗର: ପୁଲିସ ଉପସ୍ଥିତିରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ। ଖଣ୍ଡା ଓ ଲାଠିରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଯାହାର ସମ୍ପୂର୍ଣ୍ଣ ଭିଜୁଆଲ୍ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘଟଣା ଘଟିଛି ଗୁଜରାଟ ଜିଲ୍ଲା କଚ୍ଛର କାଣ୍ଡଲା ସ୍ପେସାଲ ଇକୋନୋମିକ ଜୋନ ଗେଟ୍ ସମ୍ମୁଖରେ। ଆକ୍ରମଣକାରୀଙ୍କୁ ଗେଟ୍ରେ ପ୍ରବେଶ ପାଇଁ...
ଅନୁଗୋଳ (ବିରଜା ଦାଶ): ଅକ୍ଟୋବର ଦୁଇ ତାରିଖରେ ସମଗ୍ର ଭାରତ ବର୍ଷରେ ପାଳିତ ହୋଇଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ଅହିଂସା ବଳରେ ଦେଶକୁ ଇଂରେଜ କବଳରୁ ମୁକ୍ତ କରିଥିବା ଏହି ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଛି। ଆଜି ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି।...
ଲକ୍ଷପତି ଭିକାରୀ ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ। ଜଣେ ଭିକାରୀଙ୍କ ଘରୁ ୧୦ଲକ୍ଷରୁ ଅଧିକ ଟଙ୍କା ଠାବ କରିଛି ପୁଲିସ। ମୁମ୍ବାଇର ଗୋବାନ୍ଦି ଅଂଚଳରେ ଭିକ୍ଷାବୃତ୍ତି କରୁଥିବା ଚଳୁଥିବା ବିରଭିଚାନ୍ଦ ଆଜାଦଙ୍କ ଗତ ଶୁକ୍ରବାର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ରେଳବାଇ ପୁଲିସ ଘଟଣାର...
ଝାରସୁଗୁଡା: ଝାରସୁଗୁଡ଼ା ପୁଡ଼ାମାଲ ଗାଁ ନିକଟରେ ବୀଭତ୍ସ ହତ୍ୟା କାଣ୍ଡ ଦେଖିବାକୁ ମିଳିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁଣସାଗର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ଘରୁ ବାହାରକୁ ଯାଇଥିଲେ। କିନ୍ତୁ ତା’ ପରଠାରୁ ଘରକୁ ଫେରି...
ନୂଆଦିଲ୍ଲୀ: ମହାରାଷ୍ଟ୍ରର ‘ଆରେ’ ଜଙ୍ଗଲରୁ ଗଛ କଟାଯିବା ନେଇ ଶୁଣାଣି କରିବା ପାଇଁ ସୁପ୍ରିମ୍କୋର୍ଟ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି। ରାଷଭ ରଞ୍ଜନ ନାମକ ଜଣେ କେହି ସାମାଜିକ କର୍ମୀ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏକ ଚିଠି ଆଧାରରେ ରବିବାର ଏହି ଖଣ୍ଡପୀଠ ଗଠନ କରାଯାଇଛି।...