ୱାସିଂଟନ: ବୃହସ୍ପତି ଗ୍ରହକୁ ଟପିଲା ଶନି। ବୈଜ୍ଞାନିକମାନେ ଶନିରେ ୨୦ଟି ନୂଆ ଚନ୍ଦ୍ରମା ଠାବ କରିଛନ୍ତି। ଫଳରେ ଶନିର ମୋଟ ଚନ୍ଦ୍ରମା ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ପୂର୍ବରୁ ୭୯ଟି ଚନ୍ଦ୍ରମା ଥିବା ଗ୍ରହ ବୃହସ୍ପତି ଶନିଠାରୁ ପଛରେ ପଡ଼ିଯାଇଛି। ଶନିଗ୍ରହ ବିଷୟରେ ଏହି ନୂଆ ତଥ୍ୟ ମିଳିବା...
ରେଲ୍ୱେ ଷ୍ଟେସନ୍ ହେଉ କିମ୍ବା କୌଣସି ଗହଳିପୂର୍ଣ୍ମ ବଜାର, ସବୁ ଭିଡ଼ ଜାଗାରେ ଆତଯାତ କରୁଥିବା ଲୋକଙ୍କ ଉପରେ ଚୋରମାନଙ୍କ ନଜର ଥାଏ। ଟିକେ ମୌକା ପାଇଲେ ସେମାନେ ତାଙ୍କ ହାତ ସଫେଇ କରି ଚମ୍ପଟ୍ ମାରନ୍ତି। ସେଥିରୁ ମିଳୁଥିବା ଟଙ୍କା କମ୍ବା ମୂଲ୍ୟବାନ ଜିନିଷକୁ ପାଇ ଚୋରମାନଙ୍କର...
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ସ୍ୱାମୀଙ୍କ ମୃତ୍ୟୁକୁ ୬ ଦିନ ପୂରିଲାଣି। ହେଲେ ହତ୍ୟାକାରୀର ସନ୍ଧାନ ପାଉନି ପୁଲିସ୍। ପରିବାର ଲୋକେ ଏଥିରେ ସମ୍ପୃକ୍ତ ମହିଳାଙ୍କ ନାମରେ ଏତଲା ଦେବା ସତ୍ତ୍ୱେ ପୁଲିସ୍ ତାଙ୍କୁ କେବଳ ପଚରାଉଚରା କରିଛି। କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ ଜଗତସିଂହପୁର ଦାଆଗାଁରେ ଜୀଅନ୍ତା ଜାଳି ମାରି...
ମାଲକାନଗରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ୍ କ୍ୟାମ୍ପ ଉପରେ ଡ୍ରୋନ୍ କ୍ୟାମେରା ଉଡ଼ୁଥିବା ପୁଲିସ୍ ସନ୍ଦେହ କରୁଛି। ଗତ କିଛି ଦିନ ହେଲେ ମଧ୍ୟରାତ୍ରିରେ ସିଆରପିଏଫ୍ କ୍ୟାମ୍ପ ଉପରେ ଜୁଳିଜୁଳିଆ ପୋକ୍ ଭଳି ଆଲୋକ ଦେଖାଯାଉଛି। ଯାହାକି ସ୍ଥାନୀୟ ପୁଲିସ୍କୁ ଚିନ୍ତାରେ...
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ଯାଏ ସତର୍କ ରହିବାକୁ ୪ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭଗ। ଏହି...
ପୁଣେ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ପୁଣେରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ଟେଷ୍ଟ ମ୍ୟାଚ୍କୁ ଜିତିଥିବା ଭାରତୀୟ ଟିମ୍ ଏହି ମ୍ୟାଚ୍କୁ କବ୍ଜା କରିବାକୁ ଚେଷ୍ଟା କରିବ। ଭାରତୀୟ ଟିମ୍ର ସବୁଠୁ ବଡ଼ ପ୍ଲସ୍...
ନୂଆଦିଲ୍ଲୀ: ଆଜିଠାରୁ ଜିଓ ଦାଉ। ଏଣିକି ଏଣିକି ମିଳିବନି ଅନ୍ୟ ନେଟଓ୍ୱର୍କକୁ ଫ୍ରି କଲ୍ ସୁବିଧା। ଏଥିପାଇଁ ମିନିଟ୍ ପ୍ରତି ୬ ପଇସା ଚାର୍ଜ ଲାଗିବ ବୋଲି ମୋବାଇଲ୍ ନେଟଓ୍ୱର୍କ ପ୍ରଦାନକାରୀ କଂପାନୀ ଜିଓ ପକ୍ଷରୁ କୁହାଯାଇଛି। ଆଜିଠୁ ଜିଓର ଏହି ନୂଆ ଦର ଲାଗୁ ହେବ ବୋଲି...
ଭୁବନେଶ୍ୱର: ଟ୍ରେନ୍ରେ ଯାତ୍ରା କରୁଥିଲେ ସାବଧାନ ! କାରଣ ଏବେ ମାତିଛି ଲେଡି ଲୁଟେରା। ଏହି ଲୁଟେରାର ସିଧାସାଧା ଦେଖାଯାଉଥିବା ଚେହେରା ଯେ କେତେ ମାରାତ୍ମକ ହୋଇପାରେ ସେ କଥା ସହଜରେ ବିଶ୍ୱାସ କରିହେବନି। ଦିଲ୍ଲୀ ନିଜାମୁଦ୍ଧିନ୍ ଆର୍ପିଏଫ୍ ଏପରି ଏକ ଲେଡ୍ ଚାଲ୍ବାଜକୁ ଗିରଫ କରିଛି। ନିଜାମୁଦ୍ଧିନ୍...
ନୂଆଦିଲ୍ଲୀ: ଗତକାଲି ଫ୍ରନ୍ସରେ ଭାରତ ପାଇଁ ପ୍ରଥମ ରାଫେଲ୍ ବିମାନ ଗ୍ରହଣ କରିଛନ୍ତି ରାଜନାଥ ସିଂହ। କିନ୍ତୁ ରାଫେଲ୍ ବିମାନ ଆସିବାରେ ଓ ଉଡ଼ାଣ ଭରିବା ପାଇଁ ଆହୁରି ପ୍ରତୀକ୍ଷା କରିବାକୁ ପଡ଼ିବ। ଏବେ ରାଫେଲ୍ ଭାରତ ଆସିପାରିବ ନାହିଁ। କାରଣ ଏହି ଯୁଦ୍ଧ ବିମାନ ଉଡ଼ାଇବା ପାଇଁ...
କଟକ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ବ୍ରିଜ୍ରେ। ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍ରେ ଯାଉଥିଲେ। କିନ୍ତୁ ହଠାତ୍ ଯୁବକ ଜଣକ କାଠଯୋଡ଼ି ବ୍ରିଜ୍ ଉପରେ ବାଇକ୍ ରଖି ଦୌଡ଼ି...