ମୟୂରଭଞ୍ଜ: ପ୍ରାୟ ଦେଢ଼ ଘଣ୍ଟାର ମାଆ ଓ ମମତାର ସଂଘର୍ଷ। ନୂଆ ଦୁନିଆକୁ ଆସିବା ପାଇଁ ଜନନୀ ଜଠରେ ଅପେକ୍ଷା କରିଥିଲା କଅଁଳ ଜୀବନ। ଆଉ ଏପଟେ ନିଜ ଉଜ୍ଜ୍ଵଳ ଭବିଷ୍ୟତକୁ ଦୁନିଆର ଆଲୋକ ଦେଖାଇବା ପାଇଁ ଗର୍ଭ ଯନ୍ତ୍ରଣାକୁ ଦାନ୍ତକାମୁଡ଼ି ସହିଯାଉଥିଲା ମାଆ। କିନ୍ତୁ ଏତିକି ବେଳକୁ...
ବିଶାଖପାଟଣା: ଟିମ୍ ଇଣ୍ଡିଆ ସ୍ପିନର ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ନିଜର ୨୦୦ ୱିକେଟ୍ ପୂରଣ କରି ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଏସିଏ-ଭିଡିସିଏ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟରେ ସେ ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାରଙ୍କ ଆଉଟ୍ କରି ନିଜର ୨୦୦ତମ...
ଭାଇଜାଗ: ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ଶତକ ମାରି ରେକର୍ଡ କରିଛନ୍ତି। ଏଲଗାର୍ ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୯ ବର୍ଷ ପରେ ଭାରତରେ ଶତକ ମାରିବାର ଗୌରବ ଅର୍ଜନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଇନିଂସର ୬୦ତମ...
ନୂଆଦିଲ୍ଲୀ: ଧୋକା ଖାଇଥିଲା ସ୍ପାଇଡର୍ ଏୟାର୍ ଡିଫେନ୍ସ ସିଷ୍ଟମ୍। ନିଜ ହେଲିକପ୍ଟରକୁ ଚିହ୍ନିପାରିନଥିଲେ ଭାରତୀୟ ବାୟୁସେନା ଅଧିକାରୀ। ଶତ୍ରୁ ପକ୍ଷର ବିମାନ ଭାବି କରିଥିଲେ ମିସାଇଲ୍ ମାଡ଼। ଫଳରେ ଆକାଶମାର୍ଗରୁ ଖସି ପଡ଼ି ଧ୍ୱଂସ ହୋଇଯାଇଥିଲା MI-17 ଚପର୍। ଏହି ପ୍ରାଣଘାତୀ ତ୍ରୁଟି, ବାୟୁସେନାର ଏକ ବଡ଼ ଭୁଲ୍...
ଭୁବନେଶ୍ୱର: ଆସାମ ଭଳି କେନ୍ଦ୍ରାପଡ଼ାରେ ଏନ୍ଆରସି ଲାଗୁ ନେଇ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଚିଠି ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସ୍ଥାନୀୟ ପ୍ରଶାସନ ଏହାକୁ ଲାଗୁ କରିବା ପୂର୍ବରୁ କେନ୍ଦ୍ରର ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶପ୍ରବଣ...
ଭୁବନେଶ୍ୱର: ଚାକିରିରୁ ବିଦା ହେଲେ ୫ ଜଣ ଦୁର୍ନୀତିଗ୍ରସ୍ତ ବରିଷ୍ଠ ଅଧକାରୀ। ଭିଜିଲାନ୍ସ ଯାଞ୍ଚରେ ଦୁର୍ନୀତିର ପ୍ରମାଣ ମିଳିଥିବାରୁ ୪ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଜଣଙ୍କୁ ବହିଷ୍କାର କରାଯାଇଛି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଡେପୁଟି କନଜରଭେଟର ଅଫ୍ ଫରେଷ୍ଟ ଶରତ ପଣ୍ଡା, ରିଜିଓନାଲ ଟ୍ରାନ୍ସପୋର୍ଟ...
ଯାଜପୁର: ୫ ବର୍ଷ ପରେ ପୁଣି ଚର୍ଚ୍ଚାରେ ନଗଡ଼ା। ନଗଡ଼ାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ଜାତୀୟ ମାନବାଧିକାର କମିଶନ। ନଗଡ଼ାରେ କୁପୋଷଣ ରୋକିବାକୁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ଜବାବ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆର୍ସି। ଏ...