ଅମୃତସର: ପୁଣିଥରେ ସୀମା ଲଙ୍ଘିବାକୁ ଉଦ୍ୟମ କରିଛି ପାକିସ୍ତାନ। ଆଜି ପାକିସ୍ତାନ-ପଞ୍ଜାବ ସୀମାନ୍ତରେ ଇସଲାମାବାଦର ଏକ ଡ୍ରୋନ ଉଡ଼ୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଛନ୍ତି। ପଞ୍ଜାବର ଫିରୋଜପୁରର ହୁସୱାନିୱାଲା ସୀମାନ୍ତ ଏଚକେ ଟାୱାର ନିକଟରେ ଏହି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ବେଳେ ସୁରକ୍ଷାକର୍ମୀଙ୍କ ନଜର ଏହା ଉପରେ ପଡ଼ିଛି। ଏହି...
ଜଗତସିଂହପୁର: ଜଗତସିଂହପୁର ଦାଆଗାଁରେ ରହସ୍ୟଜନକ ମୃତ୍ୟୁ ଘଟଣାରେ ନୂଆ ଆସିଛି। ମୃତକ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ କେହି ଜାଳିଦେଇ ନାହାନ୍ତି ବରଂ ସେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ନିଜ ଦେହରେ ମଦ କିମ୍ବା ଅନ୍ୟ କୌଣସି ତରଳପଦାର୍ଥ ଢାଳି ସେ ଆତ୍ମଦାହ କରିଥିବା...
ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ହେଲା ପରେ କେବଳ ମଣିଷ ନୁହେଁ ପଶୁମାନେ ବି ଟ୍ରାଫିକ୍ ନିୟମ ମାନୁଛନ୍ତି। ରାସ୍ତାରେ ଡ୍ରାଇଭିଂ କଲାବେଳେ ଟ୍ରାଫିକ୍ ସିଗ୍ନାଲ୍ ଦେଖି ମଣିଷ ସହିତ ପଶୁ ବି ଅଟକି ଯାଉଛି। ସିଗ୍ନାଲ୍ କୋହଳ ହେଲା ପରେ ଯାଇ ଯାଉଛି। ଏମିତି ଏକ ଭିଡିଓ...
ନାଗପୁର: ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଆଜି ମୋଦି-୨ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମୋଦି-୨ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ଭାଗବତ ଏହାକୁ ଏକ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେହିପରି ଭିଡ଼ ହିଂସାରେ ଆରଏସ୍ଏସ୍ କେବେ ହେଲେ ସାମିଲ ହୋଇନାହିଁ ବୋଲି...
ଗାଜିଆବାଦ୍: ଭାରତୀୟ ବାୟୁସେନାର ପରାକ୍ରମ ଆଜି ସାରା ଦୁନିଆ ଦେଖିଛି। ୮୭ତମ ପ୍ରତିଷ୍ଠା ଦିବସରେ ବାୟୁସେନା ପକ୍ଷରୁ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଗାଜିଆବାଦର ହିଣ୍ଡୋନ ଏୟାର ବେସରେ ନୂଆ ପୁରୁଣା ଅନେକ ଯୁଦ୍ଧ ବିମାନ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ବାୟୁସେନାର ୯...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଥିବା ସମସ୍ତ ଆତଙ୍କବାଦୀ କ୍ୟାମ୍ପକୁ ପୁଣିଥରେ ସକ୍ରିୟ କରିଛି ପାକିସ୍ତାନ। ଏଗୁଡ଼ିକ ପୂର୍ବରୁ ମଧ୍ୟ ସକ୍ରିୟ ଥିଲେ। ହେଲେ ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସରକାର ଏଗୁଡ଼ିକୁ ବନ୍ଦ କରି ଦେଇଥିଲେ। ହେଲେ ଏବେ ଭାରତ ଉପରେ ଜମ୍ମୁ-କାଶ୍ମୀରରୁ...
ଦୁବାଇ: ଦେଶଦ୍ରୋହ ମାମଲାରେ ନିର୍ବାସିତ ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପୁଣିଥରେ ସକ୍ରିୟ ରାଜନୀତିକୁ ଫେରିଛନ୍ତି। ସେ ସକ୍ରିୟ ରାଜନୀତି ଦୁବାଇରୁ ଭିଡିଓ କନଫରେନ୍ସିଂ ଜରିଆରେ ଆରମ୍ଭ କରିଥିବା ବେଳେ ଜମ୍ମୁ-କାଶ୍ମୀର ସମ୍ପର୍କରେ ପାକିସ୍ତାନବାସୀଙ୍କୁ ଉସକାଇବା ଆରମ୍ଭ କରିଛନ୍ତି। ୭୬ ବର୍ଷୀୟ ମୁଶାରଫ ହେଉଛନ୍ତି...
ୱାଶିଂଟନ୍: କେଡ଼େ ଭୟଙ୍କର ଏ ହତ୍ୟାକାରୀ। ଗତ ୩୫ ବର୍ଷ ଭିତରେ ୯୩ ଜଣ ମହିଳାଙ୍କ ତଣ୍ଟିଚିପି ହତ୍ୟା କରିସାରିଲାଣି ଆମେରିକାର ସିରିଏଲ୍ କିଲର୍ ସାମୁଏଲ୍ ଲିଟିଲ୍। ଆମେରିକା ଇତିହାସର ସବୁଠାରୁ କୁଖ୍ୟାତ ସିରିଏଲ କିଲର ଭାବରେ ସେ ଜଣାଶୁଣା। ବର୍ତ୍ତମାନ ଜେଲ୍ରେ ଥିବା ସାମ୍ୟୁଏଲ ନିଜେ ଏକଥାକୁ...
ଅନୁଗୋଳ(ବିରଜା ଦାଶ): ଆମ୍ବ ତୋଟାରେ ଝୁଲୁଛି ମୃତଦେହ। ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଗୁରୁଧି ଗାଁରେ। ଗାଁରେ ଆମ୍ବ ତୋଟାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ହତ୍ୟା ପରେ ତାଙ୍କୁ କେହି...
ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ(ନିରୋଧ ଓ ନିୟନ୍ତ୍ରଣ) ଅଥୋରିଟିଙ୍କ ବଡ଼ ନିଷ୍ପତ୍ତି। ଅକ୍ଟୋବର ୧୫ରୁ ଦିଲ୍ଲୀ ସମେତ ଏନ୍ସିଆର ଅଞ୍ଚଳରେ ମଧ୍ୟ ଡିଜେଲ୍ ଚାଳିତ ଜେନେରେଟର ବ୍ୟାନ୍ ହେବ। ଡିଜେଲ୍ ଚାଳିତ ଜେନେରେଟର ପରିବେଶ ଅଧିକ ପ୍ରଦୂଷଣ କରୁଥିବାରୁ ଇପିସିଏ ଏଭଳି ନିଷ୍ପତ୍ତି ନେଇଛି। ଗତବର୍ଷ ଇପିସିଏ କେବଳ ଦିଲ୍ଲୀ...
ନୂଆଦିଲ୍ଲୀ: ଆଜି ବିଜୟାଦଶମୀ ଅବସରରେ ଶକ୍ତିଶାଳୀ ହେବ ଭାରତ। କାରଣ ଆଜି ଫ୍ରାନ୍ସ ଭାରତକୁ ଲଢ଼ୁଆ ରାଫେଲ୍ ବିମାନ ଦେବ। ଅନ୍ୟପଟେ ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ହୋଇଥିବାରୁ ଏହି ଦିନରେ ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଫ୍ରାନ୍ସ ଠାରୁ...
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆଇସିସି ଦିନିକିଆ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛି। ମିତାଲୀ ରାଜଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଟିମର ୧୨୫ ପଏଣ୍ଟ ରହିଛି ଏବଂ ଏବେ ଟିମ୍ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ(୧୨୨)ଠାରୁ ତିନି ପଏଣ୍ଟ ଆଗରେ ରହିଛି। ସେହିପରି ଟି-୨୦ ରାଙ୍କିଙ୍ଗରେ...
ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପାଟଣା ଟେଷ୍ଟର ଉଭୟ ଇନିଂସରେ ଶତକ ମାରି ରେକର୍ଡ କରିଥିବା ଭାରତର ହିଟମ୍ୟାଚ୍ ରୋହିତ୍ ଶର୍ମା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ସୋମବାର ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗରେ ରୋହିତ୍ ୧୭ତମ ସ୍ଥାନକୁ ଉଠିଛନ୍ତି। ରୋହିତଙ୍କ ନାଁରେ...
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବ। ଏହି ସମୟରେ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ।...