• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

saikh-hasina
ଦର ୧୦୦ ଛୁଇଁବା ପରେ ବିନା ପିଆଜରେ ଖାଉଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: ପିଆଜ ନଥିବାରୁ ଅସୁବିଧାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ବଜାରରେ ପିଆଜ ନ ମିଳିବାରୁ ବିନା ପିଆଜରେ ରୋଷେଇ କରିବାକୁ ନିଜ ରୋଷେୟାକୁ କହିଛନ୍ତି ହାସିନା। ନୂଆଦିଲ୍ଲୀରେ ଓ୍ୱାର୍ଲଡ ଇକୋନୋମିକ୍ ଫୋରମ ଆଲୋଚନାରେ ଭାଗ ନେଇ ହାସିନା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ହଠାତ ପିଆଜ ରପ୍ତାନୀ...

ff
ଲେଖକ ରାମଚନ୍ଦ୍ର ଗୁହା ଓ ଫିଲ୍ମ ନିର୍ମାତା ମଣିରତ୍ନମଙ୍କ ସମେତ ୫୦ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

ପାଟନା: ଲେଖକ ରାମଚନ୍ଦ୍ର ଗୁହା, ଫିଲ୍ମ ନିର୍ମାତା ମଣିରତ୍ନମ ଏବଂ ଅପର୍ଣ୍ଣା ସେନଙ୍କ ସମେତ ୫୦ ଜଣ ସେଲେବ୍ରେଟିଙ୍କ ବିରୋଧରେ ବିହାରର ମୁଜାଫରପୁରରେ ଦେଶଦ୍ରୋହ ମାମଲା ଦାୟର ହୋଇଛି। ଭିଡ଼ ହିଂସା, ଅସହିଷ୍ଣୁତା ଭଳି ଘଟଣା ବଢ଼ୁଥିବା ଉପରେ ଉଦ୍‌ବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବାରୁ ୪୯...

n1
ଘନେଇଲା ବିଧାୟକ ଓ ତହସିଲଦାର ବିବାଦ; ସୁଶ୍ରୀତା କହିଲେ ଆଇନର ଦ୍ୱାରସ୍ଥ ହେବି

ନୀଳଗିରି: ଘନେଇଲା ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ବିବାଦ। ଏବେ ବି ତହସିଲ ଅଫିସ୍ ସମ୍ମୁଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ସ୍ଥାନୀୟଲୋକେ ଧାରଣାରେ ବସିଛନ୍ତି। ଅନ୍ୟପଟେ ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ସହ ଆଇନର ଦ୍ୱାରସ୍ଥ ହେବାକୁ ଧମକ୍ ଦେଇଛନ୍ତି ନୀଳଗିରି ତହସିଲଦାର...

care
ଟ୍ରକ୍ ଧକ୍କାରେ କାର୍ ଚୁରମାର୍: କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲେ ପୂରା ପରିବାର

ରାଉରକେଲା: ରଖେ ହରି ତ ମାରେ କିଏ, ଏହି ଉକ୍ତିଟି ଏବେ ସତ ପ୍ରମାଣିତ ହୋଇଛି। ରାଉରକେଲାରୁ ଉତ୍ତରପ୍ରଦେଶ ସିଙ୍ଗରୋଲୀକୁ ଯାଉଥିବା କାର୍‌କୁ ଟ୍ରକ୍‌ ଏମିତି ଧକ୍କା ଦେଇଛି ଯେ କାର୍‌ଟି ପୂରା ଚୁର୍‌ମାର ହୋଇଯାଇଛି। କିନ୍ତୁ ଏଥିରୁ ବର୍ତ୍ତିଯାଇଛନ୍ତି କାର୍‌ ବସିଥିବା ଯାତ୍ରୀ। କଥାଟା ବିଶ୍ୱାସ ହେଉନଥିଲେ...

collact
ବିଧାୟକଙ୍କ ପରେ ଜିଲ୍ଲାପାଳ ସାଜିଲେ ଗଣିତ ସାର୍

ମାଲକାନଗିରି: ଶିକ୍ଷକ ଭୂମିକାରେ ଜିଲ୍ଲାପାଳ। ସ୍କୁଲ ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢ଼ାଇବା ସହ ଭଲମନ୍ଦ ପଚାରି ବୁଝିଲେ ହାକିମବାବୁ।। ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳରେ କିଭଳି ଚାଲିଛି ଶିକ୍ଷାଦାନ ତାହା ଜାଣିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ମାଓ ପ୍ରବଣରେ ଥିବା ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର...

congress
ପୁଣିଥରେ କ୍ଷମତାକୁ ଫେରିବ କଂଗ୍ରେସ !

ଭୁବନେଶ୍ୱର: କିଭଳି ପୁଣିଥରେ କ୍ଷମତାକୁ ଫେରିବ କଂଗ୍ରେସ ? କେଉଁ ପନ୍ଥା ଆପଣାଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ? ଏନେଇ ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ହୋଇଛି ବୁଦ୍ଧିଜୀବୀ ସମ୍ମିଳନୀ। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ମିଶି ଅନ୍ୟ...

hippo
ନନ୍ଦନକାନନରେ ଜଳହସ୍ତୀ ମୃତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ମାଇ ଜଳହସ୍ତୀର ମୃତ୍ୟୁ ହୋଇଛି। ଜଳହସ୍ତୀଟି ଗତ ୩୦ ତାରିଖରୁ ଅସୁସ୍ଥ ହୋଇପଡ଼ିଥଲା। ତା’ ପରଠାରୁ ସେ କମ୍ ଖାଦ୍ୟ ଗ୍ରହଣ କରୁଥିଲା। ଜଳହସ୍ତୀକୁ ତରଳ ଖାଦ୍ୟ ସହ ଇଂଜେକ୍‌ସନ ଓ ଓଷଧ ଦିଆଯାଉଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଳହସ୍ତୀର ଆଜି...

hockey-1
ସବୁଯାକ ମ୍ୟାଚ୍‌ ଜିତିନେଲା ଭାରତ

ଆଣ୍ଟେ୍ୱର୍ପ: ବେଲଜିୟମ ଗସ୍ତରେ ଭାରତୀୟ ପୁରୁଷ ହକି ଟିମ୍ ବିଜୟ ସହ ଅଭିଯାନ ଶେଷ କରିଛି। ଏଠାରେ ଭାରତୀୟ ହକି ବିଜୟଧାରା ଅବ୍ୟାହତ ରଖି ଗୁରୁବାର ଅନ୍ତିମ ମ୍ୟାଚରେ ଆୟୋଜକ ବେଲଜିୟମକୁ ୫-୧ ଗୋଲରେ ପରାସ୍ତ କରି ତା’ର ରେକର୍ଡକୁ ଶତପ୍ରତିଶତ କାଏମ ରଖିଛି। ବିଶ୍ୱର ପାଞ୍ଚ ନମ୍ବର...

seha
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଉପରେ ବର୍ଷିଲେ ସେହୱାଗ୍; କହିଲେ ଏମିତି କଥା

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଛନ୍ତି। ସେ ସୋଶାଲ ମିଡିଆରେ ଇମ୍ରାନଙ୍କ ଏକ ଭିଡିଓ କ୍ଲିନ୍ ଶେଆର୍ କରି କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। କିଛି ଦିନ ତଳେ ଆମେରିକାର...

f
ରେକର୍ଡ ବର୍ଷା କଲେ ରୋହିତଓ ମୟଙ୍କ ଅଗ୍ରୱାଲ୍

ବିଶାଖାପାଟଣା: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ଓପନିଂ ଯୋଡ଼ି ଭାବେ ନିଜର ପ୍ରଥମ ଟେଷ୍ଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ଯୋଡ଼ି ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀରଙ୍କ ଦ୍ୱାରା ୧୫ ବର୍ଷ ତଳେ ହୋଇଥିବା ରେକର୍ଡକୁ ଭାଙ୍ଗିଛନ୍ତି। ୨୦୦୪-୦୫ରେ କାନପୁରରେ...

aditya-thackeray-shiv-sena-12545_201907272859
ମହାରାଷ୍ଟ୍ର ରାଜନୀତିରେ ଯୋଡ଼ି ହେଲା ନୂଆ ଅଧ୍ୟାୟ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ନିର୍ବାଚନ ଠାରୁ ଦୂରରେ ରହୁଥିବା ଠାକ୍‌ରେ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁଅ  ଆଦିତ୍ୟ ଠାକ୍‌ରେ। ପରମ୍ପରାକୁ ଭାଙ୍ଗି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଠାକ୍‌ରେ। ପରିବାରର ତୃତୀୟ ପିଢ଼ିର...