ଶ୍ରୀନଗର: LOCରେ ବିଶୃଙ୍ଖଳା ପାଇଁ ପାକିସ୍ତାନ ସେନାର ନୂଆ ଚାଲ୍। କାଲି ଭାରତ ଆଡ଼କୁ ମାଡ଼ି ଆସି ପାରନ୍ତି ପାକିସ୍ତାନୀ। ଧାରା ୩୭୦ ଉଚ୍ଛେଦ ପରେ ବିବ୍ରତ ହୋଇପଡ଼ିଥିବା ପାକିସ୍ତାନ, କାଶ୍ମୀରରେ ଅଶାନ୍ତି ସୃଷ୍ଟି ପାଇଁ ଏଭଳି ଷଡ଼ଯନ୍ତ୍ର କରୁଥିବା ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ଏଏନ୍ଆଇର...
ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ଥାନା ଓ ଡାକ୍ତରଖାନାରେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨୧ ସୂତ୍ରୀୟ ଗାଇଡଲାଇନ୍ ଜାରି ହୋଇଛି। ଏହି ଗାଇଡଲାଇନରେ ‘ମୋ ସରକାର’ କାର୍ଯ୍ୟକ୍ରମ କିଭଳି ସଂଚାଳନ ହେବ, କେଉଁସବୁ ବିଭାଗରେ ଏହା କାର୍ଯ୍ୟ କରିବ, ସାଧାରଣ...
ଭୁବନେଶ୍ୱର: ଆସନ୍ତାକାଲି ପରଦାକୁ ଆସୁଛି ବାବୁସାନଙ୍କ ନୂଆ ମୁଭି ‘ମିଷ୍ଟର ମଜନୁ।’ ପୂଜା ବଜାରରେ ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ମିଷ୍ଟର୍ ମଜନୁ କାଲି ରିଲିଜ୍ ହେଉଛି। ଏ ଫିଲ୍ମରେ ନାୟକ ବାବୁସାନଙ୍କ ବିପକ୍ଷରେ ୩ ଜଣ ନାୟିକା ଅଛନ୍ତି। ସୁରମୟୀ,...
କଟକ: ନର୍ସ ନିହାରିକା ହତ୍ୟା ପଛରେ କେବଳ ତାଙ୍କ ବୟଫ୍ରେଣ୍ଡ ରାଜା ନୁହଁନ୍ତି, ରାଜାର ବନ୍ଧୁ ତଥା ଆଉ କିଛି ସହଯୋଗୀ ମିଶି ତାଙ୍କୁ ହତ୍ୟା କରିଛନ୍ତି। ଏଭଳି ଆଶଙ୍କା କରି ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିହାରିକାଙ୍କ ପରିବାର ଲୋକେ। ନିହାରିକାଙ୍କୁ ହତ୍ୟା ପଛରେ...
ଭୁବନେଶ୍ୱର: ଏମିକି ଇଡବ୍ଲୁଏସ୍ କୋଟା ଲାଗି ସ୍କୁଲ୍ଗୁଡ଼ିକରେ ଅନ୍ଲାଇନ୍ ଆଡମିସନ୍ ହେବ। ତେବେ ଏହି ଅଧିକାର ସ୍କୁଲ୍ ହାତରେ ନ ରହି ସିଧାସଳଖ ସରକାରଙ୍କ ହାତରେ ରହିବ। ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଛାତ୍ର ଯେପରି ଅଡ୍ମିସନରୁ ବାଦ୍ ନପଡ଼ନ୍ତି ସେଥିପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏହି...
ଭୋପାଳ: ଅଟା କିଣିଲେ ରୋଷେଇ ହେବ ବୋଲି ମନ୍ଦିରରୁ ୨୫୦ ଟଙ୍କା ଚୋରି କରିଥିଲେ ଜଣେ ୧୨ ବର୍ଷର ନାବାଳିକା। ପରେ ପୁଲିସ୍ ତାଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହା ଚର୍ଚ୍ଚାକୁ ଆସିବ ପରେ ଓ ନାବାଳିକାଙ୍କ ପରିବାରର ଆର୍ଥିକ ସ୍ଥିତି...
ଭୁବନେଶ୍ୱର: ପେଶାରେ ସେ ଜଣେ ଶିକ୍ଷୟିତ୍ରୀ। ହେଲେ ସେ କୋଟି କୋଟି ଟଙ୍କାର ମାଲିକାଣୀ ହେଉଛନ୍ତି। ଅଚଳାଚଳ ସମ୍ପତ୍ତି ତାଙ୍କ ପାଖରେ ରହିଛି। ବ୍ୟାଙ୍କ ବାଲାନ୍ସ, କୋଠାବାଡ଼ି, ଧନ ସମ୍ପତ୍ତି ଦେଖିଲେ ଆଖି ଟେରା ହୋଇଯିବ। ଏମିତି ଜଣେ ଶିକ୍ଷୟିତ୍ରୀ ହେଉଛନ୍ତି ତିଳୋତ୍ତମା ମହାନ୍ତି। ତାଙ୍କର ମୋଟ୍ ୧...
ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ପାଇଁ ୧୫ ହଜାର ଫୁଟ୍ ଉଚ୍ଚରୁ ଡେଇଁଲେ ବାୟୁସେନା ଅଧିକାରୀ। ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଗତକାଲି ୧୫ ହଜାର ଫୁଟ୍ ଉଚ୍ଚରୁ ତଳକୁ ଡେଇଁଥିଲେ ଓ୍ୱିଙ୍ଗ୍ କମାଣ୍ଡର ଗଜାନନ୍ଦ ଯାଦବ। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଭାରତୀୟ...
ନୀଳଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ବେଶ୍ ସକ୍ରିୟ ଅଛନ୍ତି। ସେମାନେ କେତେବେଳେ କେଉଁ ବିଭାଗକୁ ଚାଲି ଯାଉଛନ୍ତି, ଖୋଦ୍ ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। କିଛି ଦିନ ତଳେ ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସ୍କୁଲ ପରିଦର୍ଶନ କରିଥିଲେ। ସେହି...
କଟକ: ଡିସେମ୍ବର ୨୨ରେ ବାରବାଟୀରେ ମ୍ୟାଚ୍ ହୋଇନପାରେ। ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍କୁ ନେଇ ପ୍ରସ୍ତୁତ ନାହିଁ ବାରବାଟୀ ଷ୍ଟାଡିୟମ୍। ଫୋନିରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ଯାହାର ମରାମତି କରିବାକୁ ଫଣ୍ଡ୍ ଓ ସମୟ ଦରକାର। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏଏସ୍ଏନ୍ର ସମ୍ପାଦକ ସଞ୍ଜୟ ବେହେରା। ଏବେ...
ପୁରୀ: ପୁରୀ ଶ୍ରୀମନ୍ଦିର ଚାରି ପାର୍ଶ୍ୱରୁ ଐତିହ୍ୟ ସଂପନ୍ନ ମଠମନ୍ଦିର ଭାଙ୍ଗିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଜରୁରୀ। ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରି ଆଜି ଏହା କହିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଉଚ୍ଛେଦର ଷ୍ଟାଟସ୍ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏହାସହ...