ମୟୂରଭଞ୍ଜ: ଡାଆଣୀ ଓ ଗୁଣି ଗାରେଡ଼ିକୁ ନେଇ ଡବଲ୍ ମର୍ଡର ସନ୍ଦେହ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମସାହି ଗାଁର ଦମ୍ପତ୍ତିଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏହି ଗାଁର ସୀତାରାମ ସିଂ ଓ ତାଙ୍କ ପତ୍ନୀ ଲେତ ସିଂ ରବିବାର ସ୍ଥାନୀୟ ଛତ୍ରାଆମ୍ବ ଗାଁକୁ ଫୁଟବଲ୍...
ନୂଆଦିଲ୍ଲୀ: ବଦଳିଲା ଭିଭିଆଇପିଙ୍କୁ ମିଳୁଥିବା ଏସ୍ପିଜି ସୁରକ୍ଷା ଗାଇଡଲାଇନ୍। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍ଲାଇନ୍ ଅନୁସାରେ ଏଣିକି ଏସ୍ପିଜି ସୁରକ୍ଷାରେ ଥିବା ଭିଭିଆଇପି ବିଦେଶ ଗସ୍ତରେ ଗଲେ ତାଙ୍କ ସହ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବି ବିଦେଶ ଯିବେ। ଅର୍ଥାତ ଏସ୍ପିଜି ସୁରକ୍ଷା...
ପୁରୀ: ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର। ରାଜ୍ୟର ସମସ୍ତ ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ କମ୍ପୁଛି ପୂଜା ମଣ୍ଡପ। ସକାଳୁ ସକାଳୁ ଶ୍ରଦ୍ଧାଳୁ ମଧ୍ୟ ମଣ୍ଡପଗୁଡ଼ିକ ନିକଟରେ...
ଭୁବନେଶ୍ୱର: ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ।। ସେ...
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ପରକୀୟା ପ୍ରେମ ଓ ପ୍ରତାରଣା ପାଇଁ ଘଟିଛି ଲୋମହର୍ଷଣ ହତ୍ୟା। ଜଗତସିଂହପୁର ବାଲିକୁଦା ଥାନା ଦାଆଗାଁ ରହସ୍ୟଜନକ ମୃତ୍ୟୁ ପଛରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଯାହାର ଖୁଲାସା କରିଛନ୍ତି ମୃତ ଯୁବକଙ୍କ ପତ୍ନୀ। ମୃତଦେହକୁ ଚିହ୍ନଟ କରିବା ସହ ଏହା ତାଙ୍କ ସ୍ୱାମୀ...
ଭୁବନେଶ୍ୱର: ସୁନାଚାନ୍ଦିର ଆଭୂଷଣରେ ଝଲସି ଉଠୁଛି ମା’ ଦୁର୍ଗାଙ୍କ କମନୀୟ ରୂପ। ମସ୍ତକରୁ ପାଦ ଯାଏଁ ଆଚ୍ଛାଦିତ ହୋଇଛି ସୁନା ଚାନ୍ଦିର ଭଳିକି ଭଳି ଗହଣା। ଦ୍ୱୈତନଗରୀର ବିଭିନ୍ନ ପୂଜା ମଣ୍ଡପରେ ପ୍ରାୟ ୬୦ କେଜି ସୁନା ଓ ୧୦୦ କ୍ୱିଣ୍ଟାଲ୍ ଚାନ୍ଦି ଗହଣାରେ ଝଟକୁଛନ୍ତି ମା’ ଦୁର୍ଗା।...
ପୁର (ଅଶୋକ ବ୍ରହ୍ମା): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ହଜି ଯାଉଛି ଅନେକ ପରିବାର। ଉଜୁଡ଼ି ଯାଉଛି ସଂସାର। ଥରେ ଯଦି ଗୁଣି ଗାରେଡ଼ି ଅଭିଯୋଗର ଛାପ ଲାଗିଲା, ବର୍ଷ ପରେ ବର୍ଷ ଭୋଗିବାକୁ ପଡୁଛି ନର୍କ ଯନ୍ତ୍ରଣା। ଏପରିକି ନିର୍ଯାତିତଙ୍କୁଗାଁ ଛାଡ଼ିବାକୁ ପଡ଼ୁଛି। ହେଲେ ଏପର୍ଯ୍ୟନ୍ତ ଗାଁକୁ ଫେରି...
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ? କାହା ପ୍ରବୃତ୍ତିରେ ଭରି ରହିଛି ରାବଣର ଗୁଣ? ଆସନ୍ତାକାଲି ରାବଣ ପୋଡ଼ି ପାଇଁ ପ୍ରସ୍ତୁତି ଭିତରେ ଏବେ ତିନି ପ୍ରମୁଖ ଦଳ ନିଜ ଦଳରେ ରାମ- ରାବଣ ଚରିତ୍ରକୁ ଅବତାରଣା କରିଛନ୍ତି। କିଏ ନବୀନଙ୍କ ଭିତରେ ରାମଙ୍କ ଅବତାର...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପିଏମ୍ଜି ଏକ ଜନଗହଳିପୂର୍ଣ୍ଣ ସ୍ଥାନ ଓ ବହୁ ବଡ଼ବଡ଼ୁଆଙ୍କ ଘର ରହିଛି। ଏଥିସହିତ ବିଧାନସଭା ସମ୍ମୁଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ଯୋଗୁ ପିଏମ୍ଜି ରାସ୍ତାରେ ପୁଲିସ ଆଉଟ୍ ପୋଷ୍ଟ୍ ମଧ୍ୟ ରହିଛି। ଏବେ ପୂଜା ପାଇଁ ଅନବରତ ପାଟ୍ରୋଲିଂ କରୁଛି କମିଶନରେଟ୍...
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତି ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଉଭୟ ଦେଶର କ୍ରିକେଟର୍ ମଧ୍ୟ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାରେ ଲାଗିଛନ୍ତି। ପାକିସ୍ତାନର ବାମହାତୀ ପେସ୍ ବୋଲର ମହମ୍ମଦ ଇରଫାନ୍ ଏବେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍...
ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁରରେ ଥିବା ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ କନ୍ୟାପୂଜନ କରିଛନ୍ତି। ଛୋଟ ଛୋଟ ଝିଅଙ୍କୁ ଖୁଆଇବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ପ୍ରଥମେ ସେମାନଙ୍କ ପାଦ ଧୋଇଥିଲେ। ସେହିପରି କନ୍ୟାମାନଙ୍କୁ ସେ ଉପହାର ମଧ୍ୟ ଦେଇଛନ୍ତି। ଗୋରଖପୀଠର ମୁଖ୍ୟ ଭାବେ ମଧ୍ୟ...