ପୁରୀ: ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତିା ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ଅବସରରେ ମହାପ୍ରଭୁଙ୍କ ପାଖରେ ବାଳଭୋଗ ଅନୁଷ୍ଠିତ ହେବ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ...
ବାଲେଶ୍ୱର: ବାଲେଶ୍ୱର ସିନେମା ହଲ୍ ଛକରେ ବାଡ଼ିଖେଳ ବେଳେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ। ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ବିରୋଧ ଷଡ଼ଙ୍ଗୀଙ୍କୁ କରୁଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର କିଛି ଉନ୍ନତି କରିନଥିବା ଅଭିଯୋଗ କରି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମନ୍ତ୍ରୀଙ୍କୁ ବିରୋଧ...
କଟକ: ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏବେ ବିଦାୟ ନେବେ ମାଆ। ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଗତ ରାତିରୁ କଟକର କିଛି ସ୍ଥାନରେ ଆରମ୍ଭ ହୋଇଛି ଭସାଣ ଉତ୍ସବ। ଆଜି ବାକି ସବୁ ସ୍ଥାନରେ...
ନୂଆଦିଲ୍ଲୀ: ଦେଶା ସାରା ବିଜୟା ଦଶମୀ ପାଳିତ ହେଉଥିବା ବେଳେ ଦିଲ୍ଲୀ ଦ୍ୱାରକା ରାମଲୀଳା ମୈଦାନରେ ମଧ୍ୟ ଗତକାଲି ରାବଣପୋଡ଼ି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ। ମୋଦୀଙ୍କ ସହିତ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ...
ଭୁବନେଶ୍ୱର: ବିଜୟା ଦଶମୀରେ ଗତକାଲି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନେକ ସ୍ଥାନରେ ନେତା ଓ ପୁଲିସ୍କର୍ମୀ ରାବଣପୋଡ଼ି କରିଥିଲେ। ତେବେ କିଏ କେଉଁଠି ରାବଣପୋଡ଼ି କରିଥିଲେ ଆସନ୍ତୁ ଜାଣିବା। କଟକରେ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ରାବଣପୋଡ଼ି...