ଭୁବନେଶ୍ୱର: ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍ ପ୍ଲାଜାରେ ଲାଗୁ ହେବାକୁ ଯାଉଛି ଓ୍ୱାନ୍ ନେସନ୍- ଓ୍ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା। ଟୋଲ୍ ଆଦାୟକୁ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ମାଧ୍ୟମରେ କରିବା, ଟୋଲ୍ ଫି ଆଦାୟରେ ସ୍ୱଚ୍ଛତା ଓ ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଏହି...
କେନ୍ଦ୍ରାପଡ଼ା: ସାଉଦି ଆରବରେ ଫସିଥିବା କେନ୍ଦ୍ରାପଡ଼ା ରାଜକନିକାର ସୁବୁନ ନାୟକ ଓଡ଼ିଶା ଫେରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସୁବୁନ ସୁରକ୍ଷିତ ଫେରିଥିବା ଜଣାପଡ଼ିଛି। ସାଉଦି ଆରବରେ ସୁବୁନ ନାୟକ ବିନାଖାଦ୍ୟରେ ନାନା ପ୍ରକାର ନିର୍ଯାତନାର ଶିକାର ହେଉଥିବା ତାଙ୍କ ବାପା ଅଭିଯୋଗ କରିବା ସହ...
ଭୁବନେଶ୍ୱର: ଦୁର୍ନୀତିଖୋର OAS ଓ OFS ଚାକିରିରୁ ବିଦାହେବା ପରେ କେବେ ପଡ଼ିବ IAS ଓ IPSଙ୍କ ପାଳି? ଦୁର୍ନୀତିଗ୍ରସ୍ତ ବଡ଼ବାବୁଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ ? ଗତକାଲି ୫ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏବେ ପାଓ୍ୱାର କରିଡରରେ ଏମିତି ଚର୍ଚ୍ଚା ଚାଲିଛି। ନିକଟରେ ଦୁର୍ନୀତିରେ...
ଭୁବନେଶ୍ୱର/ମୁମ୍ବାଇ: ପୁଣି ନ୍ୟାସ୍ନାଲ୍ ସିଙ୍ଗିଙ୍ଗ୍ ପ୍ଲାଟ୍ଫର୍ମରେ ଓଡ଼ିଆ ଝିଅ ଚେଲ୍ସି ବେଉରା। ସୋନି ଟିଭି ପକ୍ଷରୁ ରିଲିଜ୍ ହୋଇଥିବା ଇଣ୍ଡିଆନ୍ ଆଇଡଲ୍-୧୧ର ଏକ ଭିଡିଓରେ ଚେଲ୍ସିଙ୍କ ଝଲକ୍ ଦେଖିବାକୁ ମିଳିଛି। ଏହି ଭିଡିଓରେ ଚେଲ୍ସି ଇଶକ୍ଜାଦେ ଫିଲ୍ମର ‘ମେ ପରିଶାନ’ ଗୀତ ଗାଉଥିବାର ଦେଖାଯାଉଛି। ଶୋ’କୁ ଜଜ୍ କରୁଥିବା...
ଚଣ୍ଡିଗଡ଼: ନିର୍ବାଚନ ପୂର୍ବରୁ ହରିଆଣାରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ରାହୁଲଙ୍କ ଅନୁଗତ ତଥା ହରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନଓ୍ୱାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତିଯ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ବାରମ୍ବାର ଆଲୋଚନା ପରେ ଦଳ ଛାଡ଼ିବା ଲାଗି...
ନୂଆପଡ଼ା (ମାୟାଧର ସରାଫ): ଶ୍ରମିକ ପାଇଁ ନୃଶଂସ ହେଲା ବାବୁ। ଟଙ୍କା ମାଗିବାରୁ ହୋତ ଓ ଗୋଡ଼ର ଆଙ୍ଗୁଳି କାଟିଦେଲା। ସୁଦୂର ମହାରାଷ୍ଟ୍ର ନାଗପୁରରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ସାଂଘାତିକ ନିର୍ଯାତନା। ପାରିଶ୍ରମିକ ଟଙ୍କା ମାଗିବାରୁ ଗୋଡ଼ ଓ ହାତର ଅଙ୍ଗୁଳି କାଟିଦେଲେ ଦାଦନ ଦଲାଲ୍। ଏପରି...
ବିଶାଖାପାଟଣା: ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୩୯୫ ରନ୍ର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇନିଂସରେ ଭାରତ ୪ ଓ୍ୱିକେଟରେ ୩୨୩ ରନ୍ କରି ପାଳି ଘୋଷଣା କରିଛି। ପ୍ରଥମ ଇନିଂସ ପରେ ଦ୍ୱିତୀୟ ଇନିଂସରେ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରି ଶତକ...
କଟକ: ୧୯୧୯ ମସିହାରୁ ୨୦୧୯। ଇତି ମଧ୍ୟରେ ଦୈନିକ ଖବରକାଗଜ ‘ସମାଜ’କୁ ଶହେ ବର୍ଷ ପୂରିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ କେବଳ ଏକ ଖବରକାଗଜ ହୋଇ ରହିନାହିଁ, ଓଡ଼ିଶାର ଜନଜୀବନର ଏକ ବିରାଟ ଆନ୍ଦୋଳନ ଭାବେ ଠିଆ ହୋଇଛି। ଶହେ ବର୍ଷ ଭିତରେ...
ବିଶାଖାପଟନମ: ଟେଷ୍ଟ କ୍ରିକେଟକୁ ନୂଆ ଅବତାରରେ ଫେରିଥିବା ଟିମ୍ ଇଣ୍ଡିଆର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଏକାଧିକ ରେକର୍ଡ କରିଛନ୍ତି। ପୂର୍ବରୁ ଟେଷ୍ଟ ସ୍କ୍ୱାଡ୍ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ପ୍ରଥମଥର ଓପନିଂ କରିବାକୁ ଦିଆଯାଇଥିଲା। ସେ...
ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଛ ପାକିସ୍ତାନ ହାଇକମିଶନର ଅଫିସ। ଏଥିପାଇଁ ପୁଳା ପୁଳା ଟଙ୍କା ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଛି। ଏପରି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। ଦିଲ୍ଲୀ ହାଇକୋର୍ଟରେ ୩ ହଜାର ପୃଷ୍ଠା ସମ୍ବଳିତ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ...
ଲକ୍ଷ୍ନୌ: ଦେଶର ପ୍ରଥମ ଘରୋଇ ଟ୍ରେନ୍ ସେବା ଆରମ୍ଭ ହୋଇଛି। ଲକ୍ଷ୍ନୌରୁ ନୂଆଦିଲ୍ଲୀ ଅଭିମୁଖେ ଦୌଡ଼ିଛି ତେଜସ୍ ଏକ୍ସପ୍ରେସ୍। ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ଯାହା ପରେ ଆଜି ବିଧିବଦ୍ଧ ଭାବେ ଏହା ଚାଲିଛି। ଦେଶରେ ପ୍ରଥମ ଥର ପାଇଁ କୌଣସି ଟ୍ରେନ୍ର...
ବାଲେଶ୍ୱର: ବାଲେଶ୍ୱର ସିଂଲା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ସ୍ଥାନୀୟ ଜଣେ ପୋଷ୍ଟ ପିଅନ ନାବାଳିକା ଜଣଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରେ ଥିବାବେଳେ ଡାକ ଦେବାକୁ ଆସିଥିଲେ ଡାକ କର୍ମଚାରୀ ବଂଶୀଧର ପାତ୍ର। ଘରେ କେହି ନଥିବାର...
ଅନୁଗୋଳ/ବ୍ରହ୍ମପୁର: ରାଜ୍ୟରେ ଆଇନ୍କାନୁନ୍ ପ୍ରତି ଯେମିତି ମାଫିଆଙ୍କ ଭୟ ନାହିଁ। କେତେବେଳ ପୁଲିସ୍କୁ ପିଟୁଛନ୍ତ କେତେବେଳେ ସରକାରୀ ଅଫିସରଙ୍କୁ ମାଡ଼ ମାରୁଛନ୍ତି। ଏମିତି କିଛି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ। ଅବକାରୀ ଟିମ୍ ଚଢ଼ାଉ ପାଇଁ ଯାଇଥିବା ଟିମ୍ ଉପରେ ଆକ୍ରମଣ କରିଛନ୍ତି...
ବିନିକା (ଦିଲ୍ଲୀପ ସାହୁ): ବାହା ବେଦୀରେ ଜୀବନର ଶେଷ ପର୍ଯ୍ୟନ୍ତ ସାଥି ହୋଇ ଚାଲିବାର କଥା କଥା ଦେଇ ଆଣିଥିଲେ ହେଲେ ଅଧାବାଟରେ ହାତ ଛାଡ଼ି ଚାଲିଗଲେ ସ୍ୱାମୀ। ଆଉ ଏକା ହୋଇଗଲେ ପତ୍ନୀ ପାର୍ବତୀ। ଦିନେ ହୋମ ନିଆଁକୁ ସାଖି ରଖି ସ୍ୱାମୀର ହାତ ଧରି ଶ୍ୱଶୁର...