ଯାଜପୁର: ଆରଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ତପ୍ତରତା ଦେଖାଇଛି। ଚଣ୍ଡିଖୋଲ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦଲାଲଙ୍କ ବାସସ୍ଥଳୀକୁ ଆଜି ଉଚ୍ଛେଦ କରାଯାଇଛି। ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଏସପି ଚରଣ ସିଂ ମୀନାଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି। କାର୍ଯ୍ୟାଳୟ ସମ୍ମୁଖରେ...
ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର୍ କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବିଜେପିର ଜାତୀୟ ଷ୍ଟାର କ୍ୟାମ୍ପେନରଙ୍କ ସହ ମୋଟ ୨୪ଜଣ ନେତା ଏହି ଷ୍ଟାର୍ ପ୍ରଚାରକ ତାଲିକାରେ ଅଛନ୍ତି। ସେହିଭଳି କଂଗ୍ରେସ ମଧ୍ୟ ନିଜର ୪୦ ଜଣ ଷ୍ଟାର୍ କ୍ୟାମ୍ପେନରଙ୍କ ତାଲିକା...
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ। ସେଥିରେ ଗୋଟିଏ ଇଂରାଜୀ ଓ ଅନ୍ୟଟି ହିନ୍ଦୀ ଫିଲ୍ମ। ବାପୁ ୧୯୪୪ରେ ପ୍ରଥମେ ହଲିଉଡ୍ ଫିଲ୍ମ ‘ମିଶନ୍ ଟୁ ମସ୍କୋ’ ଦେଖିଥିଲେ। ଏହା ୟୁଏସ୍ ଆମ୍ବାସେଡର୍ ଜୋସେଫ୍ ଡେଭିସ୍ଙ୍କ ଜୀବନ ଉପରେ ଆଧାରିତ। ବାପୁଙ୍କୁ ଏହି...
ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ସ୍ଥିତି ଏମିତି ହେବ, କେହି କଳ୍ପନାରେ ଭାବି ନଥିଲେ। ପ୍ରାୟ ୫ ଜଣ ମହିଳା ଜଣେ ବ୍ୟକ୍ତିଙ୍କ ସ୍ୱାମୀ ବୋଲି କହିବା ସହ ତାଙ୍କର ଶବ ନେବାକୁ ଦାବି କରିଛନ୍ତି। ଏହି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଉ ମଜାଦାର କଥା...
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ରେଳରେ ଯାତ୍ରା କରୁଥିବା ଜଣେ ଯୁବକଙ୍କର ତାଙ୍କ ମା’ଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା। ରେଳବାଇକୁ ସାହାଯ୍ୟ ମାଗିବା ପରେ ରେଳ ବିଭାଗ ପକ୍ଷରୁ ଉକ୍ତ ଯୁବକଙ୍କୁ ସାହାଯ୍ୟ ମିଳିଛି। ସୂଚନା ଅନୁଯାୟୀ, ଅଜମୈର୍-ସିଆଲ୍ଦା ଏକ୍ସପ୍ରେସରେ ଶୀଲା ପାଣ୍ଡେ ନାମକ...
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ କିଏ ଅଛି, ଯିଏ ଏମିତି ଅଜବ ଅଜବ ଶବ୍ଦ କରୁଛି। ଏବେ ଏହା ଜାଣିବାକୁ ତତ୍ପରତା ପ୍ରକାଶ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ମଙ୍ଗଳ ଗ୍ରହ ଉପରେ ଗବେଷଣା ଜାରି ରଖିଥିବା ନାସା ନିଜର ଉପଗ୍ରହ ସାହାଯ୍ୟରେ ମଙ୍ଗଳ ଗ୍ରହରୁ କିଛି...
ବିଶାଖାପାଟଣ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ଉକ୍ତ ଟେଷ୍ଟରେ ସମସ୍ତଙ୍କ ନଜର ଯାହା ଉପରେ ଥିଲା, ସେ ହିଁ କମାଲ୍ କଲେ। ସେ ଆଉ କେହି ନୁହନ୍ତି, ବରଂ ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ୍...
ଇନ୍ଷ୍ଟାଣ୍ଟ ମେସେଜିଁ ଆପ୍ ଭାବରେ ହ୍ୱାଟ୍ସଆପ୍ ଆଜି ସାରା ବିଶ୍ୱରେ ବେଶ୍ ଆଦୃତିଲାଭ କରିଛି। କୋଟି କୋଟି ଲୋକ ଆଜି ହ୍ୱାଟ୍ସ୍ଆପ୍ ବ୍ୟବହାର କରୁଛନ୍ତି। ଫଟୋ, ଭିଡିଓ ପଠାଇବା ସହିତ ୟୁଜର୍ ଏଥିରେ ଅଡିଓ ଓ ଭିଡିଓ କଲ୍ ବି କରିପାରୁଛନ୍ତି। କିନ୍ତୁ ଆପଣ ହ୍ୱାଟସ୍ଆପ୍ର ଏହି ସିକ୍ରେଟ୍...
ଆଜି ଗାନ୍ଧୀ ଜୟନ୍ତୀ। ୧୮୬୯ ଅକ୍ଟୋବର୍ ୨ରେ ଗୁଜରଟାର ପୋର ବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ ବାପୁ।। ଆଉ ଆଜି ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଛି ସାରା ଦେଶ। ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ତେବେ ଆଜି ଏହି ଅବସରରେ ଚାଲନ୍ତୁ ଥରେ...
ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ସ୍କୁଲକୁ ଆସୁଛନ୍ତି କମ୍ ପିଲା। ହେଲେ ପ୍ରତିଦିନ ଉପସ୍ଥାନ ଖାତାକୁ ଶତ ପ୍ରତିଶତ ଦେଖାଇ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ। ଏ ତଥ୍ୟ ୱେବସାଇଟ୍ରେ ମଧ୍ୟ ଅପ୍ଲୋଡ କରାଯାଉଛି। କିନ୍ତୁ ବାସ୍ତବତା ଭିନ୍ନ। ପିଲାଙ୍କ ନାଁରେ ଆସୁଥିବା ମଧ୍ୟାହ୍ନ ଭୋଜନ ଅର୍ଥକୁ ଖୁଲମଖୁଲା ଆତ୍ମସାତ...
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମାମଲାର ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି। ଶୁଣାଣିରେ କେନ୍ଦ୍ର ସରକାରଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଧାରା ଉଚ୍ଛେଦ ନେଇ ଜବାବ ଦେବାକୁ କେନ୍ଦ୍ର ୪ ସପ୍ତାହ ମହଲତ ମାଗିଥିଲେ। ଏହାକୁ ସର୍ବୋଚ୍ଚ ଅଦାଲାତ ମଞ୍ଜୁରୀ ଦେଇଛନ୍ତି। ମାମଲାରେ ସମସ୍ତ ପକ୍ଷଙ୍କ...
ଭୁବନେଶ୍ୱର: ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ସହିତ ଝଗଡ଼ା ମାମଲାରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମନ୍ଜିତ ଦାସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗତକାଲି ରାତିରେ ସାଂସଦ ଅନୁଭବ ମହାନ୍ତିଙ୍କ ପିଏସଓ କଟକ ପୁରୀଘାଟ ଥାନାରେ ଏନେଇ ଅଭିଯୋଗ ଦାଏର କରିଥିଲେ। ଆଜି ଏହି...