• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

auto
ଲୁଚିଛପି ସୀମା ପାର୍‌ ହେଉଥିବା ବେଳେ ଧରାପଡ଼ିଲେ

ବାରିପଦା: ଲକ୍‌ଡାଉନକୁ ଫାଙ୍କି ଡାକ ବିଭାଗ ଗାଡ଼ିରେ ଶ୍ରମିକଙ୍କୁ ବୋହୁଥିଲେ ଡ୍ରାଇଭର୍। ଏଭଳି ଘଟଣା ଘଟିଛି ବାରିପଦାରେ। ମୟୂରଭଞ୍ଜ ଜିଲ୍ଲାକୁ ଲାଗିଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମା ରାସ୍ତାରେ ଲୁଚିଛପି ସୀମା ପାର୍ ଲାଗି ଉଦ୍ୟମ ହେଉଥିବା ଘଟଣା ଦେଖିବାକୁ ମିଳିଛି। ବାରିପଦାରେ ଗୋଟିଏ ଡାକ ବିଭାଗ କଣ୍ଟେନରରେ...

ଓଡ଼ିଶାର ଚତୁର୍ତ କରୋନା ରୋଗୀ ଜଣକ ୧୮ ତାରିଖରେ ବିମାନରେ ଦୁବାଇରୁ ଆସି କୋଲ୍‌କାତାରେ ପହଞ୍ଚିଥିଲେ, କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାୱଡ଼ା ଷ୍ଟେସନ ଯାଇଥିଲେ। ହାୱଡ଼ା ଷ୍ଟେସନ୍‌ରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ରେ ଭଦ୍ରକ ଷ୍ଟେସନ୍‌ରେ ପହଞ୍ଚିବା ପରେ ଭଡ଼ା ଅଟୋରେ ଘରକୁ ଆସିଥିଲେ

ମିଳିଲା ରାଜ୍ୟର ଚତୁର୍ଥ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ: ସେ ୧୮ ତାରିଖରେ ବିମାନରେ ଦୁବାଇରୁ ଆସି କୋଲକାତାରେ ପହଞ୍ଚିଥିଲେ, କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାୱାଡ଼ା ଷ୍ଟେସନ ଯାଇଥିଲେ; ହାୱାଡ଼ା ଷ୍ଟେସନରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସରେ ଭଦ୍ରକ ଆସିଥିଲେ, ଭଦ୍ରକ ରେଳ ଷ୍ଟେସନରୁ ଭଡ଼ା ଅଟୋରେ ଘରକୁ ଯାଇଥିଲେ  

ait
ବାହାରୁ ଆସୁଥିବା ଗାଡ଼ି ଉପରେ କଡ଼ା ନଜର

ଭୁବନେଶ୍ୱର: କରୋନା ମୁକାବିଲା ନେଇ କ୍ୟାବିନେଟ୍ ସଚିବଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ଆଶିତ ତ୍ରିପାଠୀ। ଭିଡିଓ କନଫରେନସିଂରେ ଏହି ଆଲୋଚନା ହୋଇଛି। ରାଜ୍ୟକୁ ଆସୁଥିବା ଗାଡ଼ିକୁ ଯାଞ୍ଚ କରିବା ସହ ଖାଲି ଗାଡ଼ିରେ କିଛି ଲୋକେ ଯାତାୟତ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ...

doval
ଏନଏସଏ ଡୋଭାଲ ବୁଝାଇବା ପରେ ମସ୍‌ଜିଦ୍ ଖାଲି କରିବାକୁ ରାଜି ହେଲେ ମୌଲାନା

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମରକାଜରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମାର୍ଚ୍ଚ ୧୩ରୁ ୧୫ ଯାଏ ଏଠାରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହାପରେ କିଛି ଲୋକ ଚାଲି ଯାଇଥିବା ବେଳେ ଆଉ...

ajemi
ପିଏମ୍‌ କେୟାର୍ସ ଫଣ୍ଡକୁ ଅଜିମ ପ୍ରେମଜୀ ଫାଉଣ୍ଡେସନ ଓ ୱିପ୍ରୋ ଦେଲେ ୧୧୨୫ କୋଟି ଟଙ୍କା

ନୂଆଦିଲ୍ଲୀ: ରତନ ଟାଟା ପରେ ଦେଶର ଆଉଜଣେ ପ୍ରତିଷ୍ଠିତ ବ୍ୟବସାୟୀ କରୋନା ମୁକାବିଲା ପାଇଁ ସରକାରଙ୍କୁ ସହାୟତା ହାତ ବଢ଼ାଇଛନ୍ତି। ୱିପ୍ରୋ ଇଣ୍ଟରପ୍ରାଇଜେସ୍‌ର ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ୍‌ ପକ୍ଷରୁ ପିଏମ୍‌ କେୟାର୍ ଫଣ୍ଡକୁ ୧୧୨୫ କୋଟି ଟଙ୍କା ଦାନ କରିଛନ୍ତି। ଏହି ୧୧୨୫ କୋଟି ଟଙ୍କା ମଧ୍ୟରୁ...

andrapradesh
ଆନ୍ଧ୍ରପ୍ରଦେଶରେ ୧୨ଘଣ୍ଟାରେ ୪୩ଟି ନୂଆ ମାମଲା

ଆନ୍ଧ୍ରପ୍ରଦେଶ: ମହାମାରୀ କରୋନା ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇବାରେ ଲାଗିଛି। ଦେଶରେ କରୋନା ଭାଇରସର ମାମଲା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଆନ୍ଧ୍ରପ୍ରଦେଶରେ ୧୨ ଘଣ୍ଟାରେ ୪୩ଟି ନୂଆ କରୋନା ପଜିଟିଭ ମାମଲା ସମ୍ନାକୁ ଆସିଛି। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ାଉଛି। ଆନ୍ଧ୍ରପ୍ରଦେଶରେ...

amnulance
ମୃତ ବୋଲି କହି ଆମ୍ୱୁଲାନ୍ସରେ ଯାଉଥିଲେ, ଧରିଲା ପୋଲିସ

ସୁରନକୋଟ: ମହାମାରୀ କରୋନା ଭାଇରସକୁ ମାତ୍‌ ଦେବାପାଇଁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ସରକାର। ଲକଡାଉନ୍ କାରଣରୁ ଫସି ରହିଥିବା ଲୋକମାନେ ନିଜ ଘରକୁ ଯିବା ପାଇଁ ଅଜବ ପ୍ରକାରର ଉପାୟମାନ ଅବଲମ୍ୱନ କରୁଛନ୍ତି। ଜଣେ ବ୍ୟକ୍ତି ନିଜର ମୃତ୍ୟୁ ଷଡ଼ଯନ୍ତ୍ର ରଚି ୩ଜଣ ସାଙ୍ଗଙ୍କ...

risi kapor
କମେଣ୍ଟ ଦେଖି ରାଗିଗଲେ ଋଷି କପୁର

ମୁମ୍ୱାଇ: ବଲିଉଡ ଅଭିନେତା ଋଷି କପୁର ନିଜର ବିନ୍‌ନ୍ଦାସ ଓ ବେଫିକର୍‌ ଅନ୍ଦାଜ୍‌ ପାଇଁ ବେଶ ଚର୍ଚ୍ଚିତ। ଋଷି ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିବାକୁ ଟିକେ ବି ଡ଼ରନ୍ତି ନାହିଁ। ଏହି କାରଣରୁ ଋଷି ବେଳେବେଳେ ସୋସିଆଲ ମିଡିଆରେ ଟ୍ରୋଲର୍‌ ଶିକାର ମଧ୍ୟ ହୁଅନ୍ତି। ଋଷି...

rohit
କରୋନା ମୁକାବିଲା ପାଇଁ ରୋହିତ ଦେଲେ ୮୦ ଲକ୍ଷ

ମୁମ୍ବାଇ: କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ପୂରା ଦେଶ ଏକଜୁଟ୍ ହୋଇଛି। ଏହି ମହାମାରୀ ପାଇଁ ବଲିଉଡ୍ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଦେଶର କ୍ରୀଡ଼ାବିତ୍ ଯଥାସମ୍ଭବ ସହାୟତାର ହାତ ବଢ଼ାଇଛନ୍ତି। ଏବେ ଏହି ସହାୟତାରେ ନିଜକୁ ସାମିଲ୍ କରିଛନ୍ତି ହିଟମ୍ୟାନ୍ ରୋହିତ୍ ଶର୍ମା। ଭାରତର ଷ୍ଟାର୍ ଓପନିଂ...

lok
ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ବେଜିଂ: ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିଛି। ଭାରତ ସମେତ ବିଶ୍ୱର ୨୦୦ଟି ରାଷ୍ଟ୍ର କରୋନା ପଞ୍ଝାରେ ପଡ଼ିଛନ୍ତି। ଆମେରିକା  ରୁଷ ଭଳି ଶକ୍ତିଶାଳି ରାଷ୍ଟ୍ର  ସହିତ ନରୱେ ଓ ରୋମାନିଆ  ସମସ୍ତେ ଏବେ କୋରନା ପଞ୍ଝାରେ ଅଣନିସ୍ୱାସୀ। ଚାଇନାରେ ଏହି...

nijamuddin
ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ଚେନ୍ନାଇ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇ ଫେରିଥିବା ୫୦ ଜଣ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ସାରା ଦେଶରେ କରୋନା ସ୍ଥିତି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ସଭାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୋଜା ଚାଲିଛି। କେବଳ ରାଜଧାନୀ ଦିଲ୍ଲୀରେ ପ୍ରାୟ...

maharatsra
ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

ମୁମ୍ବାଇ: ଆଜି ଗୋଟିଏ ଦିନରେ କେବଳ ମୁମ୍ବାଇରେ ୫୯ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୂରା ମହାରାଷ୍ଟ୍ରରେ ୭୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର୍‌ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ଲାବ୍‌ ଗତ ୩...

corona
କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୋଭିଡ୍-୧୯ ଆକ୍ରାନ୍ତରେ ବେଲ୍‌ଜିୟମ୍‌ରେ ଜଣେ ୧୨ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ହୋଇଛି। ଏନେଇ ମଙ୍ଗଳବାର ବେଲ୍‌ଜିୟମ୍‌ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରକ୍ଷରୁ ସୂଚନା ଦିଆଯାଇଛି। ଏତେ କମ୍‌ ବୟସରେ କରୋନା ଆକ୍ରାନ୍ତରେ ମୃତ୍ୟୁ ହେବା ଖୁବ୍‌ କମ୍‌ କେସ୍‌ରେ ଦେଖାଯାଏ। ଏହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି...

bsnl
BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍‌କୁ ନେଇ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟେଲିକମ୍‌ କମ୍ପାନୀଗୁଡ଼ିକ ନିଜର ଗ୍ରାହକଙ୍କ ନାନା ପ୍ରକାର ସୁବିଧା ଆଣିଛନ୍ତି। କିଏ ଫ୍ରି ପ୍ଲାନ୍‌ ଆଣିଛି ତ ଆଉ କିଏ ଦେଉଛି ନୂଆ ଅଫର୍। ତେବେ କେଉଁ କମ୍ପାନୀ କଣ ନୂଆ ପ୍ଲାନ୍‌...

america
କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ଆମେରିକା: ଚୀନର ଉହାନରୁ ଆସିଥିବା ମହାମାରୀ କରୋନା ଆମେରିକା ଭଳି ଦେଶକୁ ଗିଳି ସାରିଲାଣି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏହି ଭାଇରସକୁ ନେଇ ଚିନ୍ତା ପ୍ରକଟ କରୁଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ହସ୍ପିଟାଲ୍‌ର ବେଡ୍ କମ୍‌ ହେବାସହ ଭେଣ୍ଟିଲେଟର ମଧ୍ୟ...

salamn
ପରଲୋକରେ ସଲ୍‌ମାନ୍‌ଙ୍କ ଭାଇ ଅବଦୁଲ୍ଲା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲ୍‌ମାନ୍‌ ଖାନଙ୍କ ସର୍ମ୍ପକୀୟ ଭାଇ ଅବଦୁଲ୍ଲା ମୀର୍ଜା ଖାନଙ୍କ ପରଲୋକ ହୋଇଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସାହାଯ୍ୟରେ ସଲମାନ୍‌ ଏ ବିଷୟରେ ସୂଚନା ଦେଇଛନ୍ତି। ସଲମାନ୍‌ ନିଜର ଏବଂ ଅବଦୁଲ୍ଲାଙ୍କର ଏକ ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ର ଏକ ଫଟୋକୁ ସେୟାର କରିଛନ୍ତି। ସଲମାନ୍‌...

karnatka
ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍‌ଫି ପଠାଇବେ

କର୍ଣ୍ଣାଟକ: କିଲର କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଏହି କରୋନା ଭାଇରସକୁ ନେଇ କର୍ଣ୍ଣାଟକର କିଛି ଲୋକଙ୍କୁ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କୁ କୁହାଯାଇଛି ଯେ ପ୍ରତି ଘଣ୍ଟାରେ ସେଲିଫ୍‌ ଉଠାଇ ସରକାରଙ୍କ ନିକଟକୁ ପଠାଇବେ। କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ୮୦ରୁ ଅଧିକ ଲୋକେ...

bharati
ଘର ପୋଛୁଛନ୍ତି ବଲିଉଡର କମେଡ଼ି ରାଣୀ

ଭୁବନେଶ୍ୱର: କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌କୁ ମାନି ସମସ୍ତେ ନିଜର ଘରେ ରହୁଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ବଲିଉଡ ଏବଂ ଟିଭି କଳାକାରମାନେ ଘରେ ରହି ସୋସିଆଲ ମିଡିଆରେ ନିଜର କିଛି ନଟଖଟ ଭିଡ଼ିଓକୁ ସେୟାର କରୁଛନ୍ତି ଏବଂ ଚର୍ଚ୍ଚାରେ ରହୁଛନ୍ତି।...

corona555555
ହାରିଯିବ କରୋନା... ଘର ଭିତରକୁ ଯିବା ପୂର୍ବରୁ ମନେ ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଲକ୍‌ଡାଉନ୍‌ ସତ୍ତ୍ୱେ କିଛି ଲୋକ ବାଧ୍ୟ ହୋଇ କାମରେ ବାହାରକୁ ଯାଉଛନ୍ତି। ଯେମିତି ପୋଲିସ କର୍ମଚାରୀ, ଡ଼କ୍ଟର, ସୁଇପର। ଏମାନଙ୍କ ବ୍ୟତୀତ ଲୋକମାନେ ମଧ୍ୟ ଜିନିଷପତ୍ର କିଣିବାକୁ ବାହାରକୁ ଯାଉଛନ୍ତି। ଏମାନଙ୍କ ପାଖରେ କରୋନା ସଂକ୍ରମଣର ଭୟ ବେଶି ଥାଏ। ହେଲେ ସାମାନ୍ୟ...

up
‘କରୋନା’ ପାଇଁ ପ୍ରବାସୀ ଶ୍ରମିକଙ୍କୁ ମରାଗଲା ସାନିଟାଇଜର ସ୍ପ୍ରେ

ବରେଲି: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଏହି ଭାଇରସକୁ ମାତ୍ ଦେବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ପାଇଁ ଜନଜୀବନ ଅସ୍ତବ୍ୟସ୍ତ। ସବୁଠି ଖାଁ ଖାଁ। ଅତ୍ୟାବଶ୍ୟକ କାମ ପଡ଼ିଲେ ବାହାରକୁ ବାହାରୁଛନ୍ତି ଲୋକ ନହେଲେ ନିଜ ଘରେ ହିଁ ରହୁଛନ୍ତି।...