• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

allha
ଅହମଦୀୟାଙ୍କ ସେବା କାର୍ଯ୍ୟକୁ ପାକିସ୍ତାନ ଉଗ୍ରବାଦୀଙ୍କ ବିରୋଧ

କରାଚି: ବର୍ତ୍ତମାନର କରୋନା ବିରୋଧରେ ସାରା ବିଶ୍ୱ ଲଢ଼ୁଛି। ଆଉ ଏହି ସମୟରେ ଅହମଦୀୟା ମୁସଲିମ୍‌ ଗୋଷ୍ଠୀ ମଧ୍ୟ ‘ହ୍ୟୁମାନିଟି ଫାର୍ଷ୍ଟ’ ଅଭିଯାନ କରିଛନ୍ତି। ଏହି ସଂଗଠନ ସେଠାକାର ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିବା ସହ ବିଭିନ୍ନ ସ୍ଥାନରେ ରାସନ୍‌ ସାମଗ୍ରୀ ବଣ୍ଟନ କରିଛନ୍ତି। କିନ୍ତୁ ପାକିସ୍ତାନର...

lo
ଚଳିତ ବର୍ଷ ଟି-୨୦ ବିଶ୍ୱକପ ହେବ ନା ହେବନି, କ'ଣ କହିଲା ଆସିସି ?

ମେଲବର୍ଣ୍ଣ: ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ୱକପର ଆୟୋଜନ ହେବ କି ନାହିଁ, ତାହା ଆଶଙ୍କା ଭିତରେ ରହିଛି। ତେବେ ଆଇସିସି ବିଶ୍ୱକପ୍ ଆୟୋଜନ ନେଇ ନିଶ୍ଚିନ୍ତ ଅଛି। ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ଆମେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସେହିଭଳି ଯୋଜନା କରୁଛୁ, ଯେଉଁଭଳି...

trmp
ସତରେ କ’ଣ ଚୀନର ଉହାନ୍ ଲ୍ୟାବରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ମାଡ଼ି ଯାଇଛି କରୋନା ?

ନୂଆଦିଲ୍ଲୀ: ଚୀନର ଉହାନ୍ ଲ୍ୟାବ୍‌କୁ ନେଇ ଏବେ ବଢ଼ୁଛି ସସ୍‌ପେନ୍ସ। ସତରେ କ’ଣ ଏହି ଲ୍ୟାବରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ମାଡ଼ି ଯାଇଛି କରୋନା ? ଏଭଳି ପ୍ରଶ୍ନ ଏବେ ଚୀନ ସମ୍ମୁଖରେ। ଆଉ ଏହାକୁ ଏବେ ଅନୁଧ୍ୟାନ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା...

dhoi
ଧୋନି ଓ ଗାଙ୍ଗୁଲିଙ୍କ ମଧ୍ୟରୁ କାହାକୁ ଉନ୍ନତ କ୍ୟାପ୍‌ଟେନ୍‌ ମାନନ୍ତି ଜାହିର୍ ଖାନ୍‌ ?

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଜାହିର୍ ଖାନ୍ ଉଭୟ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଖେଳିସାରିଛନ୍ତି। ଗାଙ୍ଗୁଲି ଓ ଧୋନିଙ୍କ କ୍ୟାପଟେନ୍ସି ମଧ୍ୟରେ କ’ଣ ଫରକ ରହିଛି, ତାକୁ ନେଇ ଜାହିର ବଡ଼ ବୟାନ ଦେଇଛନ୍ତି। ଜାହିରଙ୍କ ମତରେ ଭାରତର ଦୁଇ...

sharai
ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର: ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ନିଜ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ସହରାଇ ଓରାମ ଓଡ଼ିଶା ମନ୍ତ୍ରିମଣ୍ଡଳରେ ତିନି ତିନି ଥର ମନ୍ତ୍ରୀ ହୋଇଥିଲେ।...

farmesd
ଭୂମିହୀନ ଚାଷୀଙ୍କ ପାଇଁ ଚାଷଜମି ଲିଜ୍ ଆଇନ ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏକାଧିକ ଥର ଭାଗଚାଷୀ ଆଇନ୍ ଆଣିବାରେ ବିଫଳ ହେବାପରେ ଭୂମିହୀନ ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଚାଷଜମି ଲିଜ୍ ଆଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାର ଡ୍ରାଫଟ୍ ପ୍ରସ୍ତୁତ ହେବା ପରେ ଏ ସଂପର୍କରେ ମତାମତ ମଧ୍ୟ ସଂଗ୍ରହ କରାଯାଇଛି। ଲକ୍ ଡାଉନ୍ ପରେ ଏନେଇ ବିଚାର...

lob
'କରୋନା ଭ୍ୟାକ୍ସିନ୍‌ ତିଆରି କରିବା ଦିଗରେ ଅନ୍ୟ ଦେଶ ତୁଳନାରେ ଭଲ କାମ କରୁଛି ଭାରତ'

ନୂଆଦିଲ୍ଲୀ: ବିଶ୍ୱ ସହିତ କାନ୍ଧରେ କାନ୍ଧ ମିଳାଇ କରୋନା ଭ୍ୟାକ୍ସିନ୍‌ ତିଆରି କରିବାରେ କାର୍ଯ୍ୟ କରୁଛି ଭାରତ। ଏ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତ ଭଲ କାମ କରୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ  କରୋନା ବିରୋଧୀ ପ୍ରତିଷେଧକ ବାବଦରେ ସୂଚନା...

babita
ବବିତାଙ୍କ ଟ୍ୱିଟ୍‌କୁ ନେଇ ହଙ୍ଗାମା: ଜବାବରେ କହିଲେ, ମୁଁ ଅସଲି ବବିତା ଫୋଗାଟ୍, ଧମକରେ ଡରିବିନି

ନୂଆଦିଲ୍ଲୀ: ଦେଶ କରୋନା ମହାମାରୀ ସହିତ ଲଢ଼ୁଥିବା ବେଳେ ବେପରୁଆପଣ ଯୋଗୁ କରୋନା ବ୍ୟାପିବା ନେଇ ସାରା ଦେଶରେ ସମାଲୋଚିତ ହୋଇଥିଲା ଇସ୍ଲାମୀୟ ଧାର୍ମିକ ସଂଗଠନ ତବଲିଗୀ ଜମାତ। ଏହାକୁ ନେଇ ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିକଟରେ ଭାରତର ଷ୍ଟାର୍ ରେସଲର୍ ବବିତା ଫୋଗାଟ୍ ମଧ୍ୟ...

corona
କରୋନା ଲଢ଼େଇରେ ସାମିଲ୍ ହେଲେ ଚିତ୍ରକର: ଚିତ୍ର ମାଧ୍ୟମରେ ଦେଲେ ସଚେତନତାର ବାର୍ତ୍ତା

ରାୟଗଡ଼ା: ଭାରତରେ କରୋନା ମୁକାବିଲା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଲଢ଼େଇ ଜାରି ରଖିଛନ୍ତି। ପୁଲିସ୍ ହେଉ କି ଡାକ୍ତର ଅବା ସଫେଇ କର୍ମୀ ସମସ୍ତଙ୍କର ପ୍ରୟାଶକୁ ପ୍ରଶଂସା କରାଯାଉଛି। ସେହିଭଲି ଚିତ୍ରକରମାନେ ମଧ୍ୟ କରୋନା ଲଢ଼େଇରେ ନିଜକୁ ସାମିଲ୍ କରି ଚିତ୍ର ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି...

Untitled-1
କରୋନା ଯୋଦ୍ଧାଙ୍କ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ସମର୍ଥନରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ୍ ଆନିମେସନ୍। ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଓ ସଫେଇ କର୍ମଚାରୀଙ୍କ ପ୍ରତି ଧନ୍ୟବାଦ ଅର୍ପଣ କରି ସୁଦର୍ଶନ ଏକ ସୁନ୍ଦର ଭିଡିଓ ପ୍ରସ୍ତୁତ କରି ଟ୍ୱିଟ୍ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପ୍ତପଦୀ ମନ୍ତ୍ରକୁ...

ss
ଲକ୍‌ଡାଉନ୍‌ ବେଳେ ଅସହାୟ ଦିବ୍ୟାଙ୍ଗ ମହିଳାଙ୍କୁ ନିଜ ହାତରେ ଖୁଆଇ ଦେଲେ ପୁଲିସ୍ ଅଫିସର୍

କଟକ: ବର୍ତ୍ତମାନର ସ୍ଥିତି ଦେଖି ଅନେକ ଭାବୁଛନ୍ତି ମାଟିଆ ବର୍ଦ୍ଦି ପିନ୍ଧା ପୋଲିସ୍‌ମାନେ ଖୁବ୍ ବେଦରଦୀ। ଖରାପ୍ ବ୍ୟବହାର କରନ୍ତି, ଖାଲି ଲାଠି ପ୍ରହାର କରନ୍ତି। କିନ୍ତୁ ଅନେକ ସ୍ଥାନରେ  ତାହା ଭୁଲ୍‌ ପ୍ରମାଣିତ ହୋଇଛି।  ଶକ୍ତ ମାଟିଆ ପୋଷାକ ତଳେ ବି ଲୁଚି ରହିଛି ଗୋଟେ ଦରାଦୀ...

pandian
କୋଭିଡ୍‌-୧୯ ହସ୍‌ପିଟାଲ୍‌ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ ଓ ଉନ୍ନୟନ କମିଶନର

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲା ବୁଲି କୋଭିଡ୍‌-୧୯ ହସ୍‌ପିଟାଲ୍‌ର ସ୍ଥିତି ଅନୁଧ୍ୟନ କରିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ 5T ସଚିବ ଭି.କେ. ପାଣ୍ଡିଆନ୍। ଗତକାଲି ଢେଙ୍କାନାଳ ଗସ୍ତ କରି କୋଭିଡ୍ ହେଲ୍‌ଥ ସେଣ୍ଟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କ ସହ...

banalora
କାଶର ଶବ୍ଦରୁ ଜଣାପଡିବ କରୋନା!

ବାଙ୍ଗାଲୁରୁ: କରୋନା ଭାଇରସକୁ ଚିହ୍ନଟ କରିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପଦ୍ଧତିକୁ ଅବଲମ୍ୱନ କରୁଛନ୍ତି। ଯେପରି ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା କରିବା, ପିସିଆର(PCR) ପରୀକ୍ଷା କରିବା ଓ ରୋଗୀଙ୍କୁ ବିଭିନ୍ନ ଉପାୟରେ ପରୀକ୍ଷା କରାଯାଉଛି। ଏପରି କରିବା ଦ୍ୱାରା ବିପଦ ମଧ୍ୟ ରହିଛି। କାରଣ ଏହି ଅନୁସନ୍ଧାନ ସମୟରେ...

bycycle
ବାହାହେବାକୁ ସାଇକେଲରେ ଯାଉଥିଲେ; ବେଦି ବଦଳରେ କ୍ୱାରେଣ୍ଟାଇନ୍‌କୁ ଗଲେ

ଲୁଧିଆନା: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସ ସହିତ ଯୁଦ୍ଧ କରୁଛି। ଏହି ମାରାତ୍ମକ ଭାଇରସ ଯୋଗୁଁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲୋକମାନଙ୍କର କାମ ସବୁ ବନ୍ଦ‌ ହୋଇଯାଇଛି, ଘରେ ବନ୍ଦୀ ଜୀବନ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଜଣେ ଯୁବକ ବିବାହ କରିବା ପାଇଁ ସାଇକେଲରେ...

online
ଏପ୍ରିଲ ୨୦ ପରେ ଅର୍ଡର କରିପାରିବେ ଖାଦ୍ୟ, ଔଷଧ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଲକ୍‌ଡାଉନ୍‌ । ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରିବା ପରେ ଦେଶରେ କରୋନାର ସ୍ଥିତିକୁ ଆଖି ଆଗରେ ରଖି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଏପ୍ରିଲ ୨୦ରୁ ସରକାର ଇ-କର୍ମସ କମ୍ପାନୀମାନଙ୍କୁ କିଛି ଆଶ୍ୱସ୍ତି ପ୍ରଦାନ...

police jeep
ପୋଲିସ ଗାଡ଼ିରେ ପ୍ରସବ କଲେ ମହିଳା

ନୂଆଦିଲ୍ଲୀ; ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ୍‌ ସମୟରେ ଜଣେ ମହିଳା ପୋଲିସ୍ ଗାଡ଼ିରେ ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ମା’ ଏବଂ ଶିଶୁ ଦୁହେଁ ସୁସ୍ଥ ଅଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୯.୩୦ ମିନିଟ୍‌ ସମୟରେ ମିନି ନାମକ ଜଣେ ମହିଳା ଓ ତାଙ୍କ...

muslaman
ହିନ୍ଦୁ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲେ ମୁସଲମାନ ଗ୍ରାମବାସୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ସବୁଆଡେ ଦୁଃଖ ଆଉ ଯନ୍ତ୍ରଣାର ଚିତ୍ର। କରୋନା ପାଇଁ କିଏ ଜୀବିକା ହରାଇଲାଣି ତ କରୋନା କାହାର ଜୀବନ ନେଲାଣି। ପୁଣି କିଏ ଖାଦ୍ୟ ମୁଠାଏ ଯୋଗାଡ କରିବା ପାଇଁ ସଂଘର୍ଷ କରି ଥକି ଗଲାଣି।...

biju 9999
ନିରାଡ଼ମ୍ୱର ଭାବେ ପାଳନ ହେଲା ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ପୁଣ୍ୟ ତିଥି। ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ ହେଉଛି ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ। କାରଣ ସାରା ବିଶ୍ୱ କରୋନା ମହାମାରୀକୁ ମୁକାବିଲା କରୁଥିବାବେଳେ, ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁବାବୁଙ୍କ...