• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

di
ଚୀନ୍‌କୁ ଚେକ୍ ଦେବାକୁ ଏଫ୍‌ଡିଆଇ ନୀତିରେ ସଂଶୋଧନ କଲା ଭାରତ

ନୂଆଦିଲ୍ଲୀ:  ଚୀନ୍‌କୁ ଚେକ୍ ଦେବାକୁ ଏଫ୍‌ଡିଆଇ ନୀତିକୁ ସଂଶୋଧନ କଲା ଭାରତ। ଏଣିକି ସବୁ ପଡ଼ୋଶୀ ରାଷ୍ଟ୍ରର କମ୍ପାନୀ କେନ୍ଦ୍ରର ଅନୁମୋଦନ ପରେ ହିଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିପାରିବେ। ଏନେଇ ଆଜି ଭାରତ ପକ୍ଷରୁ ସଂଶୋଧିତ FDI  ନୀତି ଘୋଷଣା କରାଯାଇଛି। ନୂତନ ନୀତି ଅନୁଯାୟୀ, ଭାରତ...

lold
ବିବାଦୀୟ ବୟାନ୍‌ ଦେଇ ଗିରଫ୍ ହେଲେ ବଲିଉଡ୍‌ ଆକ୍ଟର୍‌ ଏଜାଜ୍‌ ଖାନ୍‌

ମୁମ୍ବାଇ: ଅଭିନେତା ତଥା ବିଗବସ୍‌ ପ୍ରତିଯୋଗୀ ଏଜାଜ୍‌ ଖାନ୍‌ଙ୍କୁ ଗିରଫ୍ କରିଛି ମୁମ୍ବାଇ ପୁଲିସ୍‌। ଫେସବୁକ୍‌ ଲାଇଭ୍‌ରେ ବିବାଦୀୟ ବୟାନ ଦେଇଥିବାରୁ ଶନିବାର ତାଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍‌ କହିଛି। ମୁମ୍ବାଇ ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏକ ଫେସବୁକ୍ ଲାଇଭ୍‌ ସେସନ୍‌ରେ ସେ ବିବାଦୀୟ...

med
ବଲିଉଡ୍‌ ଷ୍ଟାର୍‌ଙ୍କଠାରୁ ଆରମ୍ଭ କରି ନେତା, ଜନତା ବା କ୍ରିକେଟର୍‌ ସବୁଠି Me@20 କ୍ରେଜ୍‌

ଭୁବନେଶ୍ୱର: କରୋନା ସଂକଟ ବେଳେ ଭବିଷ୍ୟତକୁ ନେଇ ସମସ୍ତେ ବେଶ୍ ଚିନ୍ତିତ ହୋଇପଡ଼ୁଛନ୍ତି। ତେବେ ୟା ଭିତରେ ଅଳ୍ପ କିଛି ଫୁରସତ୍ ସମୟ କାଢ଼ି, ନିଜ ଅତୀତକୁ ମନେ ପକାଉଛନ୍ତି ସେଲିବ୍ରିଟି ଓ ସାଧାରଣ ଜନତା।  ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ହାଶ୍ ଟ୍ୟାଗ୍ ମି ଆଟ୍ ଟ୍ୱେଣ୍ଟି।...

SLUM
୧୧୪ ସହରାଞ୍ଚଳ ଗରିବଙ୍କ ପାଇଁ ଶହେ କୋଟିର ପ୍ୟାକେଜ୍‌କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ୧୧୪ ସହରାଞ୍ଚଳ ଗରିବଙ୍କ ପାଇଁ ସରକାରଙ୍କ ଶହେ କୋଟିର ପ୍ୟାକେଜ୍‌କୁ ନେଇ ପ୍ରଶ୍ନ ଉଠିଛି। ଶହେ କୋଟି ଟଙ୍କାକୁ ଯଦି ୧୧୪ ପୌରାଞ୍ଚଳରେ ଖର୍ଚ୍ଚ କରାଯାଏ ତାହେଲେ ପ୍ରତି ପୌରାପଞ୍ଚଳକୁ ୬ ମାସକୁ ୯୦ ଲକ୍ଷ ଟଙ୍କା ମିଳୁଛି। ଏଭଳି ସ୍ଥିତିରେ ହିସାବକୁ ନେଲେ ପ୍ରତି ପୌରାଞ୍ଚଳ...

student
ରାଜସ୍ଥାନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ: ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କଲେ ଗୁହାରି

ଭୁବନେଶ୍ୱର: ରାଜସ୍ଥାନ କୋଟାରେ ଅଟକି ରହିଛନ୍ତି ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀ। ସେଠାରେ ସେମାନେ ମେଡିକାଲ୍ ଓ ଇଞ୍ଜିନିୟରିଂ କୋଚିଂ ନେଉଥିଲେ। ତେବେ ରାଜସ୍ଥାନରେ କୋରାନା ବ୍ୟାପିବା ପରେ ଆତଙ୍କିତ ଅବସ୍ଥାରେ ଥିବାରୁ ଏବଂ ଲକ୍‌ଡାଉନ୍ ପରେ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଥିବାରୁ ଏହି ଛାତ୍ରଛାତ୍ରୀମାନେ ଘରକୁ ଫେରିବାକୁ...

mask
ଦେଶରେ ୪୮୮ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଗଲା ୪୩ ଜୀବନ

ନୂଆଦିଲ୍ଲୀ: ଦେଶରେ ୪୮୮ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା। ୨୪ ଘଣ୍ଟାରେ ଗଲାଣି ୪୩ ଜଣଙ୍କ ଜୀବନ। ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୪ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ୯୯୧ ନୂଆ ଆକ୍ରାନ୍ତ  ହୋଇଛନ୍ତି।...

pm
ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଲକଡାଉନ ସମୟରେ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ଦେଶର ସମସ୍ତ ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀ। ଏମାନେ ଭାରତରେ ଶକ୍ତି ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବାରୁ ଏମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଲପିଜି ଡେଲିଭରି...

raaj-nath
କୋଭିଡ-୧୯ ମୁକାବିଲା ପାଇଁ କେଉଁ ମନ୍ତ୍ରାଳୟ କଉଁ ଦାୟିତ୍ୱ ନେବେ ସେ ନେଇ ରାଜନାଥଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମୁକାବିଲାର ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମହାମାରୀକୁ ରୋକିବାରେ ଏବଂ ଲକ୍‌ଡାଉନବେଳେ ଜନସାଧାରଣଙ୍କୁ ସହାୟତା ଯୋଗାଇବାରେ ବିଭିନ୍ନ ମନ୍ତ୍ରାଳୟ କେଉଁ ଭୂମିକା ଗ୍ରହଣ କରିପରିବ ଏନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ...

d
ମାସ୍କ ପିନ୍ଧି ନଥିବା ୩ ଯୁବକଙ୍କୁ ଧରିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ବିଡିଓ

ଯାଜପୁର: ମାସ୍କ ପିନ୍ଧି ନଥିବା ୩ ଯୁବକଙ୍କୁ ଧରିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ବିଡିଓ। ଯାଜପୁର କୁଆଖିଆ ଥାନା ଗୋପୀନାଥପୁର ଗାଁରେ ଲକ୍‌ଡାଉନ୍‌ ପାଇଁ ଚେକିଂ ଚାଲିଥିଲା। ଏଇ ସମୟରେ ୩ ଜଣ ଯୁବକ ମାସ୍କ ନପିନ୍ଧି ଏକ ବାଇକରେ ଯିବାବେଳେ ସେମାନଙ୍କୁ ଅଟକାଇଥିଲେ ତହସିଲଦାର...

un-pffice
କରୋନା ମୃତକଙ୍କ ସ୍ମୃତିରେ ପତାକା ଅର୍ଦ୍ଧନମିତ କଲା ଜାତିସଂଘ

ନ୍ୟୁୟର୍କ: କରୋନା ଭୂତାଣୁ ସଂକ୍ରମଣରେ ବର୍ତ୍ତମାନସୁଦ୍ଧା ସାରା ବିଶ୍ୱରେ ଏକ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ସ୍ମୃତିରେ ଜାତିସଂଘ ପକ୍ଷରୁ ନ୍ୟୁୟର୍କ ସ୍ଥିତ ମୁଖ୍ୟାଳୟରେ ଥିବା ପତାକାକୁ ଅର୍ଦ୍ଧନମିତ କରାଯାଇଛି। ମୃତକଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଜାତିସଂଘ ପକ୍ଷରୁ ଏପରି ପଦକ୍ଷେପ...

ratnakara-chjaini
ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ, ଅଧ୍ୟାପକ ତଥା ସମାଲୋଚକ ଓ ଉତ୍କଳ ସାହିତ୍ୟର ସମାଜର ପୂର୍ବତନ ସଭାପତି ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଆ ସାହିତ୍ୟର ଏହି...

jio
ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଜିଓ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଏକ ଖୁସି ଖବର ଆଣିଛି। ଏୟାରଟେଲ ଏବଂ ଭୋଡାଫୋନ୍ ପରେ ବର୍ତ୍ତମାନ ରିଲାଏନ୍ସ ଜିଓ ଏହାର ସମସ୍ତ ପ୍ଲାନ୍‌କୁ ବୃଦ୍ଧି କରିଛି। ଯଦି ଆପଣଙ୍କର ରିଚାର୍ଜର ଭ୍ୟାଲିଡିଟି ସମାପ୍ତ ହୋଇଛି, ତେବେ ଆପଣଙ୍କର ଆସୁଥିବା(ଇନ୍‌କମିଙ୍ଗ୍‌) କଲ୍ ର ସୁବିଧା ପାଇପାରିବେ। ଜିଓ...

panjab666
ଏପ୍ରିଲ ୨୦ରେ କରୋନା ଯୋଦ୍ଧାଙ୍କ ପାଇଁ ସ୍ଲୋଗାନ ଦେବାକୁ ଅମରିନ୍ଦରଙ୍କ ଆହ୍ୱାନ

ଲୁଧିଆନା: କରୋନା ଭାଇରସ୍ ସହିତ ଲଢ଼ୁଥିବା କରୋନା ଯୋଦ୍ଧାମାନଙ୍କ ସହ ଏକତା ପ୍ରଦର୍ଶନ କରିବା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସରକାରଙ୍କୁ ସମର୍ଥନ କରିବା ପାଇଁ ପଞ୍ଜାବ କଂଗ୍ରେସ, ପିଏମ ମୋଦିଙ୍କ ‘ଥାଳି ବଜାଓ’ କାର୍ଯ୍ୟକ୍ରମ ପରି ଏପ୍ରିଲ ୨୦ ରେ ସନ୍ଧ୍ୟା ୬ଟା ସମୟରେ ‘ଜୟଗୋଶ...

naijaria
ଏହି ଦେଶରେ ଲକ୍‌ଡାଉନ୍‌ ନିୟମକୁ ନ ମାନିବାରୁ ୧୮ ଜଣଙ୍କୁ ହତ୍ୟା

ନାଇଜେରିଆ: କରୋନା ଭାଇରସକୁ ରୋକିବା ପାଇଁ ବିଶ୍ୱର ଅନେକ ଦେଶରେ ଲକଡାଉନ୍ ଜାରି କରାଯାଇଛି।  ଅନେକ ସ୍ଥାନରେ ଲକ୍‌ଡାଉନ୍‌ ନିୟମକୁ ଲୋକମାନେ ମାନୁ ନଥିବା ଖବର ରହିଛି। ଆମେରିକାର କେତେକ ସହରର ଲୋକମାନେ ଏହି ଲକ୍‌ଡାଉନ୍‌ ନିୟମକୁ ରାସ୍ତାରେ ବିରୋଧ କରୁଛନ୍ତି। କିନ୍ତୁ ନାଇଜେରିଆରେ ଲକ୍‌ଡାଉନ୍‌ କାରଣରୁ ୧୮...

tabalic
ତବଲିଗ୍‌ ଜମାତଙ୍କ ସୂଚନା ଦେଲେ ମିଳିବ ଏତେ ଟଙ୍କାର ପୁରସ୍କାର !

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାର ଡିଏମ୍(DM) କହିଛନ୍ତି, ଦିଲ୍ଲୀର ମରକଜରୁ ଆସି ଏଠାରେ ଲୁଚି ରହିଥିବା ତବଲିଗ୍‌ ଜମାତମାନଙ୍କ ବିଷୟରେ ଯେଉଁ ବ୍ୟକ୍ତି ସୂଚନା ଦେବେ ତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦିଆଯିବ। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି।  କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି...

pune
ପତ୍ନୀଙ୍କ ଉପରକୁ ହାତ ଉଠାଉଥିଲେ ସାବଧାନ ! ଯିବାକୁ ପଡ଼ିବ କ୍ୱାରେଣ୍ଟାଇନ୍‌

ପୁଣେ: ମହାମାରୀ କରୋନାକୁ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ ଘରୋଇ ହିଂସା ମାମଲାକୁ ଦୃଷ୍ଟିରେ ରଖି ପୁଣେ ଜିଲ୍ଲା ପରିଷଦ ଏକ ନିଆରା ପଦକ୍ଷେପ ନେଇଛନ୍ତି। ପରିଷଦର ଅଧିକାରୀମାନେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଘରୋଇ ହିଂସା ମାମଲାରେ ଜଡ଼ିତ ଥିବେ ତେବେ ତାଙ୍କୁ ପ୍ରାଥମିକ...