ଭୁବନେଶ୍ୱର: ବିଏମ୍ସି କମିଶନର୍ଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ଚିଠି ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। କର୍ପୋରେସନ୍ ଆକ୍ଟରେ ୱାର୍ଡରେ ପ୍ରତିନିଧି ରଖିବାର କିଛି ବ୍ୟବସ୍ଥା ନାହିଁ। ଭୁବନେଶ୍ୱରରେ ଜଣେ ସାଂସଦ ଓ ୩ ଜଣ ବିଧାୟକ ରହିଛନ୍ତି। ଯଦି ପରାମର୍ଶ ଦେବାକୁ ଅଛି, ତେବେ ସେମାନେ...
ଗଞ୍ଜାମ: ଆସନ୍ତାକାଲିଠାରୁ ଲକ୍ଡାଉନ୍ ନିୟମରେ କିଛିଟା କୋହଳ ହେବ। ଗଂଜାମ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ପାଇଁ ନିୟୋଜିତ ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ବାଇକ୍ରେ ଜଣେ ଓ କାରରେ ୨ଜଣ ହିଁ ଯାଇପାରିବେ। ଅତ୍ୟାବଶ୍ୟକ ସେବା ପାଇଁ ଏହି ଗାଡ଼ିକୁ ଚଳାଚଳ ପାଇଁ...
ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଭ୍ୟାକ୍ସିନ୍ ବିକଶିତ କରିବାରେ ଲାଗିଛନ୍ତି, ଯାହା ନୋଭେଲ୍ କରୋନା ଭାଇରସ୍କୁ ମାତ୍ ଦେବ। ସେପ୍ଟେମ୍ବର ମାସରେ ଏହି ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହି ଗବେଷଣାର ନେତୃତ୍ୱ ନେଇଥିବା ପ୍ରଫେସର୍ସା ରା ଗିଲବର୍ଟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏନେଇ...
ଗଞ୍ଜାମ: ଘରକୁ ଫେରିବା ଆଶା ଏବେ ଏମାନଙ୍କୁ ଚଲାଇଛି ୬ ଶହ କିଲୋମିଟର୍। ଚାଲି ଚାଲି ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରୁ ଘରକୁ ଫେରିଛନ୍ତି ଗଞ୍ଜାମ ଛତ୍ରପୁର ଅଞ୍ଚଳର ଦୁଇ ଜଣ ଶ୍ରମିକ। ବିଜୟୱାଡ଼ାରେ ମିସ୍ତ୍ରୀ ଭାବେ କାମ କରୁଥିବା ଏହି ଦୁଇ ଜଣ ବ୍ୟକ୍ତି ଲକ୍ଡାଉନ୍ ପରେ କାମ ହରାଇଥିଲେ।...
ପୁରୀ: କରୋନା ପାଇଁ ଲକ୍ଡାଉନରେ ରହିଛି ରାଜ୍ୟ ସମେତ ପୂରା ଦେଶ। ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଲକ୍ଡାଉନରେ ବିଭିନ୍ନ ସ୍ଥାନରେ ଫସିଯାଇଥିବା ଅନେକ ଲୋକ ଘରକୁ ଫେରି ପାରୁନାହାନ୍ତି। ଏଭଳି ସ୍ଥିତିରେ ସାଇକେଲରେ ଘରକୁ ବାହାରିଥିଲେ ୪ ଯୁବକ। କୋଣାର୍କର ୪ଜଣ ଯୁବକ ଛତିଶଗଡ଼...
କଟକ: କଟକ ସହରର ୪ଟି ପରିବା ବଜାରର ସ୍ଥାନାନ୍ତରଣ କରିଛି କମିଶନରେଟ ପୋଲିସ୍। ନୟାସଡ଼କରେ ବସୁଥିବା ବଜାର ଶିଶୁଭବନ ସାମ୍ନା ରିଙ୍ଗ୍ରୋଡକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ୍ ୪ ଲେନ୍କୁ ସ୍ଥାନାନ୍ତର କରାଯାଇଛି। ବାଲୁବଜାରର ଅନ୍ୟ ଦୋକାନୀମାନେ ଏବେ ଜଣେ...
ଭୁବନେଶ୍ୱର: କାଲିଠୁ ଅଫିସ୍ ଆସିବେ ସମସ୍ତ ଗ୍ରୁପ୍ ଏ ଅଧିକାରୀ। ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରଡିସି, ତହସିଲ, ଆର.ଆଇଙ୍କ ସହିତ ଅଫିସ ଆସିବେ ଶତ ପ୍ରତିଶତ କର୍ମଚାରୀ। ୯ଟି ଜିଲ୍ଲାରେ ଗ୍ରୁପ୍ ବି, ସି’ ଓ ଡି’ ର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ।...
ନୂଆଦିଲ୍ଲୀ: ଦେଶରେ ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍ସାଇଟର ସଦ୍ୟତମ ସୂଚନା ଅନୁସାରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚିଛି। ଦେଶରେ ମୋଟ ଆକ୍ରାନ୍ତ ୧୫ ହଜାର ୭୦୭ ହୋଇଥିବା ବେଳେ ଏବେ ୧୨ ହଜାର ୯୬୯ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ...
ରାଉରକେଲା:ରାଉରକେଲା ଚ୍ୟାମ୍ୱର ଅଫ୍ କମର୍ସ କାର୍ଯ୍ୟାଳୟ ନିକଟରେ ଥିବା ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨୦ରୁ ଅଧିକ ଦୋକାନ ଘର ପୋଡ଼ି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୧୧...
ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଛି। ସହରର ସ୍ଥିତି ସୁଧୁରିବାରୁ ଚରମ୍ପାର କଣ୍ଟେନମେଣ୍ଟ ଜୋନ୍-୨ ଏବଂ ଏରେଇଁର କଣ୍ଟେନମେଣ୍ଟ ଜୋନ୍-୩କୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଏହିସବୁ ଅଞ୍ଚଳରେ ଲକଡାଉନ ନିୟମାବଳୀ ପୂର୍ବଭଳି ଲାଗୁ ରହିବ। ୨ କରୋନା...
ବ୍ରହ୍ମପୁର: ବିଦେଶରେ ଏକମାତ୍ର ପୁଅ। ଏପଟେ ଘରେ ବାପାଙ୍କ ଦେହାନ୍ତ। ମଝିରେ ଲକ୍ଷ୍ମଣରେଖା ଟାଣିଛି କରୋନା କଟକଣା। ନା ଶେଷ ସମୟରେ ବାପାଙ୍କୁ ଆଖିରେ ଦେଖିବା ସମ୍ଭବ ହେଲା, ନା ମୁଖାଗ୍ନି ଦେବା। ଏଭଳି ଦୁଃଖଦ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ବ୍ରହ୍ମପୁର ବଡ଼ବଜାରର କେ. ନରସିଂହ ମୂର୍ତ୍ତିଙ୍କ...
ସମ୍ବଲପୁର: ଆଜି ଠାରୁ ବୁର୍ଲା ଭିମ୍ସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ତେବେ ଏଠାରେ ପୁଲ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ। ପ୍ରଥମ ପଯର୍ୟାୟରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢ଼ାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।...
ବାଲେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାକୁ ମାଡ଼ିଲା କରୋନା ଭାଇରସ। ବାଲେଶ୍ୱର ଜିଲ୍ଲାରୁ ପ୍ରଥମ ପଜିଟିଭ୍ ଚିହ୍ନଟ ହେବା ପରେ ୬୧ରେ ପହଞ୍ଚିଲା ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପ୍ରଶାସନ ତରଫରୁ ବାଲେଶ୍ୱର ସହରର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍...
ଭୁବନେଶ୍ୱର:କରୋନା ହଟ୍ସପଟ୍ ଭୁବନେଶ୍ୱରରେ ଆଜି ମଧ୍ୟ ରାପିଡ୍ ଟେଷ୍ଟିଂ ଜାରି ରହିବ। ୭ ଦିନ ମଧ୍ୟରେ ୫ ହଜାର ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ଥିବାରୁ ବିଏମ୍ସି ଏଥିପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି। ମାତ୍ର ୨୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡ଼ବ। ଏଥିପାଇଁ ୧୩ଟି ଟିମ୍ ଗଠନ...