ନୂଆଦିଲ୍ଲୀ: ମହାବାତ୍ୟା ଅମ୍ପନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ହୋଇଛି। ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ମିଳିତ ବିରୋଧୀ ଦଳ ବୈଠକରେ ଏହି ଦାବି ଉଠାଯାଇଛି। ଏନେଇ ୨୦ଟି ବିରୋଧୀ ଦଳ ପକ୍ଷରୁ ମିଳିତ ସଂକଳ୍ପ ପାରିତ ହୋଇଥିଲା। ଦେଶର ସାମ୍ପ୍ରତିକ ପରିସ୍ଥିତିକୁ...
ଇସଲାମାବାଦ: ଶୁକ୍ରବାର କରାଚି ନିକଟରେ ପାକିସ୍ତାନ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ ଲାଇନ୍ (ପିଆଇଏ) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦୭ ଜଣ ଲୋକ ଥିଲେ। ଏହି ବିମାନରେ ପାକିସ୍ତାନ ଟେଲି ଅଭିନେତ୍ରୀ ଆୟେଜା ଖାନ୍ ଓ ତାଙ୍କ ସ୍ୱାମୀ ଦାନିଶ ତୈମୁର ଥିବା ନେଇ ସୋସିଆଲ୍ ମିଡିଆ ସାଇଟ୍ ଇନ୍ଷ୍ଟାଗ୍ରାମ୍ରେ...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଓଡ଼ିଶା ପାଇଁ ଅଗ୍ରମୀ ୫୦୦ କୋଟିର ସହାୟତା ରାଶି ଘୋଷଣା ମଧ୍ୟ କରିଛନ୍ତି। ବାତ୍ୟାଞ୍ଚଳ ପରିଦର୍ଶନ ପରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି...
ନୂଆଦିଲ୍ଲୀ: କଂଗ୍ରେସର ପ୍ରବକ୍ତା ତଥା ବରିଷ୍ଠ ନେତା ସଞ୍ଜୟ ଝା କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ତାଙ୍କ ଠାରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ପୂର୍ବରୁ ନଥିଲା। ସେ ବର୍ତ୍ତମାନ ୧୦ରୁ ୧୨ ଦିନ ପାଇଁ ହୋମ୍...
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଜାପାନ ଡାକ୍ତର ହିରୋକି ନାକାତାନିଙ୍କ ସ୍ଥାନରେ ହର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି। ଏହି ବୋର୍ଡରେ ଏବେ ୩୪ ଜଣ ସଦସ୍ୟ ଅଛନ୍ତି।...
ଇସ୍ଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର PK-303 ବିମାନଟି ଲାହୋରରୁ କରାଚି ଆସୁଥିଲା। ଅବତରଣର ମାତ୍ର କେଇ ମିନିଟ୍ ପୂର୍ବରୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଜନବସତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା ବୋଲି ପିଆଇଏର ମୁଖପାତ୍ର...
ଭୁବନେଶ୍ୱର: ବାତ୍ୟା ଅମ୍ପନର କ୍ଷୟକ୍ଷତି ପରିଦର୍ଶନ ପାଇଁ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମୋଦି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ରାଜ୍ୟ...
ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶା ହେବ ପାଣିପାଗ ବିଜ୍ଞାନର ପ୍ରବେଶ ପଥ। ଗୋପାଳପୁର ଓ ପାରାଦୀପରେ ଡପ୍ଲର ରାଡାର ରହିଥିବା ଆଗାମୀ ଦିନରେ ବାଲେଶ୍ୱର ଓ ସମ୍ବଲପୁରରେ ପାଣିପାଗ ସୂଚନା ପାଇଁ ଡଫଲର ରାଡାର ଲାଗିବ। ଏଥିସହିତ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଖୋଲିବ ବୋଲି...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୧୨ ହଜାର ୩୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୫ହଜାର ୩୦୦ ସୁସ୍ଥ ହୋଇଥିବା ବେଳେ ୬୩ହଜାର ୬୨୪ଜଣ ଚିକିତ୍ସିତ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ ୫ ହଜାର ୬୦୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୨ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ...
ଦିସପୁର: ମୃତ ନାବାଳିକାର ଶବ ସହିତ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ୫୦ ବର୍ଷର ବ୍ୟକ୍ତିକୁ ଗିରଫ କରିଛି ଆସାମ ପୁଲିସ୍। ଆସାମର ଧେମାଜି ଜିଲ୍ଲା ସିଳାପଥର ପୁଲିସ୍ ଷ୍ଟେସନ୍ ଅଧିନ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। କିଛିଦିନ ତଳେ କୌଣସି କାରଣରୁ ଜଣେ ୧୪ ବର୍ଷର ନାବାଳିକାଙ୍କର...
କୋଲକାତା: ଅମ୍ପନର ଆଁରୁ ସିନା ବର୍ତ୍ତିଗଲା ଓଡ଼ିଶା, ହେଲେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ପଶ୍ଚିମବଙ୍ଗର ଉପକୂଳବର୍ତ୍ତି ଅଞ୍ଚଳ। କେହି କେବେ ଭାବିନଥିବା ଭଳି ବିପର୍ଯ୍ୟ ଆଣିଛି ସାମୁଦ୍ରିକ ଝଡ଼। ଗତକାଲି ପ୍ରାୟ ୬ ଘଣ୍ଟା ଧରି ୧୨୫ରୁ ୧୩୫ କିଲୋମିଟର ବେଗର ବହିଥିବା ଝଡ଼ରେ ଛିନ୍ଛତ୍ର ହୋଇଛି CITY OF...
ଭୁବନେଶ୍ୱର: ବାତ୍ୟା ଅମ୍ପନ ଓଡ଼ିଶା ସ୍ଥଳଭାଗକୁ ଛୁଇଁନଥିଲେ ମଧ୍ୟ ଏହାର ମାଡ଼ରେ କ୍ଷତାକ୍ତ ହୋଇଛି ଉତ୍ତର ଉପକୂଳ। ବାଲେଶ୍ୱରୁରୁ ଜଗତସିଂହପୁର ଯାଏଁ ୪ଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ୧୦ ଜିଲ୍ଲାର ୮୯ ବ୍ଲକର ପ୍ରାୟ ୪୪ ଲକ୍ଷରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ନଷ୍ଟ ହୋଇଛି...
ଗଞ୍ଜାମ: କ୍ୱାରେଣ୍ଟିନ୍ ସେଣ୍ଟରରେ ଅନ୍ତେବାସୀଙ୍କ ଭିନ୍ନ ପ୍ରୟାସ। ଯୋଗ ବ୍ୟାୟମ ପରେ ଏବେ ଚିତ୍ର ଆଙ୍କୁଛନ୍ତି ଅନ୍ତେବାସୀ। ଏଭଳି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଗଞ୍ଜାମ ବେଲଗୁଣ୍ଠା ଧୁମୁଛାଇ ପଞ୍ଚାୟତର କ୍ୱାରେଣ୍ଟିନ୍ ସେଣ୍ଟରରେ। ୬୦ରୁ ଅଧିକ ଅନ୍ତେବାସୀ ଏବେ କ୍ୱାରେଣ୍ଟିନ୍ ସେଣ୍ଟରର ଚିତ୍ର ହିଁ ବଦଳାଇ ଦେଇଛନ୍ତି।...
ଗଞ୍ଜାମ: କ୍ୱାରେଣ୍ଟିନ୍ରେ ଥିବା ଅନ୍ତେବାସୀଙ୍କ ପାଇଁ ସାବିତ୍ରୀ ବତ୍ର ପାଳନ କରିବାକୁ ବ୍ୟବସ୍ଥା ହେଲା। କ୍ୱାରେଣ୍ଟିନ୍ରେ ଅନ୍ତେବାସୀଙ୍କୁ ସାବିତ୍ରୀ ଭାର ଯୋଗାଇଲେ ସରପଞ୍ଚ। ବତ୍ର ପାଇଁ ଆବଶ୍ୟକ ପଡ଼ୁଥିବା ଶାଢ଼ୀ, ଚୁଡ଼ି, ଫଳ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଯୋଗାଇଛନ୍ତି ମହିଳା ସରପଞ୍ଚ। ଏପରି କିଛି ଘଟଣା ଘଟିଛି...
ନୂଆଦିଲ୍ଲୀ: ଦେଶର ଦୁଇ ବଡ଼ ବଡ଼ ଅନ୍ଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ସ୍ୱୀଗି ଓ ଜମାଟୋ ମଦର ଅନ୍ଲାଇନ୍ ହୋମ୍ ଡେଲିଭରି ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଞ୍ଚିରେ ଏହି ସେବା ଆରମ୍ଭ ହୋଇଛି। ସ୍ୱୀଗି ଆଜି ଗୁରବାର ଠାରୁ ପ୍ରାଥମିକ ପର୍ଯ୍ୟାୟରେ ରାଞ୍ଚିରେ ମଦର ହୋମ୍ ଡେଲିଭରି...