• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

nepal
ଭାରତର ଏହି ଅଞ୍ଚଳକୁ ନିଜର ଦର୍ଶାଇ ନୂଆ ମ୍ୟାପ୍ ତିଆରି କଲା ନେପାଳ

କାଠମାଣ୍ଡୁ: ଏକ ନୂଆ ମ୍ୟାପ୍ ଜରିଆରେ ଭାରତର ଏକ ଅଞ୍ଚଳକୁ  ନିଜର ଦର୍ଶାଇ ଭାରତ ଉପରେ କଡ଼ା ଆକ୍ରମଣ କରିଛି ନେପାଳ। ଚୀନ୍ ଏବଂ ଇଟାଲୀୟ ଅପେକ୍ଷା ଭାରତରୁ ଆସୁଥିବା ଭାଇରସ୍ ଅଧିକ ମାରାତ୍ମକ ଦେଖାଯାଉଛି ବୋଲି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି। ସଂସଦରେ ନିଜର...

cd
ପୁଣି ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା। ଏହି ୧୦ ଜଣ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ରୁ ଫେରିଥିବା ସୂଚନା  ଦେଇଛନ୍ତି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ସମସ୍ତ ୧୦ ଜଣ କ୍ୱାରେଣ୍ଟିନରେ ଥିଲେ...

land
ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ‌ ପ୍ରକ୍ରିୟା। ଦିନ ୨ଟା ୩୦ରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ। ବାତ୍ୟାର ବାହ୍ୟ ଅଂଶ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି। ପ୍ରାୟ ୪ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ‌...

src d
ବାତ୍ୟା ଅମ୍ପନର କ୍ଷୟକ୍ଷତି ସମ୍ପର୍କରେ ଏଆର୍‌ସିଙ୍କ ସୂଚନା

ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଏସଆରସି(ସ୍ୱତନ୍ତ୍ର ରିଲିଫ୍ କମିଶନ) ପ୍ରଦୀପ ଜେନା। ଏସଆରସିଙ୍କ ସୂଚନା ଅନୁସାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। ଫଳରେ ଅନେକ ସ୍ଥାନରେ ରାସ୍ତା ବନ୍ଦ...

corona
ଖୁସି ଖବର: ୩୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୨୩ ଜଣ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, ପୁରୀ ଓ ଭଦ୍ରକରୁ ୨ ଜଣ ଲେଖାଏ ଏବଂ ରାଉରକେଲାରୁ ଜଣେ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳଯ ପକ୍ଷରୁ ଏହି...

ଏନହମତଦ
୪ଟାରେ ଲ୍ୟାଣ୍ଡଫଲ କରିବା ଆରମ୍ଭ କରିବ ବାତ୍ୟା ଅମ୍ପନ

ଭୁବନେଶ୍ୱର: ବାତ୍ୟା ଅମ୍ପନ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ ତାଜା ସୂଚନା ଦେଇଛନ୍ତି। ବାତ୍ୟା ବର୍ତ୍ତମାନ ପାରାଦୀପରୁ ୧୫୦ କିମି ଓ ଦୀଘାରୁ ୯୫ କିମି ଦୂରରେ ରହିଛି। ସେହିଭଳି ଜଗତସିଂହପୁରରେ ବାତ୍ୟାର ପ୍ରକୋପ କମିଛି। ବାତ୍ୟା ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଥିବାରୁ...

amljs
ଏବେ କେଉଁଆଡ଼କୁ ଯାଉଛି ବାତ୍ୟା  ?

ଓଡ଼ିଶା: ବାତ୍ୟା ଏବେ ପାରାଦୀପରୁ ୧୨୦ କିମି ପୂର୍ବରେ ଗତି କରୁଛି ବୋଲି ସୂଚନା ଦେଇଛନ୍ତି, IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ଆର୍.କେ ଜେନାମଣି। ପାରାଦୀପରୁ ବାତ୍ୟା ତୀବ୍ରତା ଅପସରି ଯାଇଥିବା ବେଳେ ପବନ ବି ଧୀରେଧୀରେ କମୁଛି। ଏହାପରେ ବାଲେଶ୍ୱର ଅଞ୍ଚଳରେ ବାତ୍ୟାର ତୀବ୍ରତା ବଢ଼ିବ ବୋଲି...

ଲ୍‌ଈଇ
ଓଡ଼ିଶାରେ ଆଉ ୪ ଏନଡିଆରଏଫ୍ ଟିମ୍

ଭୁବନେଶ୍ୱର: ବାତ୍ୟା ଅମ୍ପନ ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଓଡ଼ିଶାକୁ ଆଉ ୪ଟି ଏନଡିଆରଏଫ୍ ଟିମ୍ ପଠାଯାଇଛି।  ପୂର୍ବରୁ ରାଜ୍ୟରେ ୧୬ଟି ଏନଡିଆରଏଫ୍ ଟିମ୍ ଥିବା ବେଳେ ଆଜି ସକାଳୁ ଆଉ ୪ଟି ଟିମ୍ ପହଞ୍ଚିଛନ୍ତି ବୋଲି ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ...

bhadrak
ବାତ୍ୟାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ଭଦ୍ରକ: ବାତ୍ୟା ଅମ୍ପନର ପ୍ରବଳ ବର୍ଷାରେ ମାଟି ଘର କାନ୍ଥ ପଡ଼ି ୩ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡ଼ା ପଞ୍ଚାୟତ ଦକ୍ଷିଣପାରି ଗାଁରେ। ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁଁ ଏହି ଗାଁର ବଳରାମ ଦାସଙ୍କ ମାଟି...

corona
କରୋନା ଅପ୍‌ଡେଟ୍: ଅନ୍ୟ ବିଦେଶୀ ରାଷ୍ଟ୍ର ଅପେକ୍ଷା ଭାରତରେ ସଂକ୍ରମଣ ହାର କମ୍

ନୂଆଦିଲ୍ଲୀ: ଦେଶରେ ୧ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୧୩୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୫୮ ହଜାର ୮୦୨ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୩୯ ହଜାର ୧୭୩ ଜଣ ସୁସ୍ଥ...

jee
କୋଭିଡ୍ ୧୯ ପରିସ୍ଥିତି ପାଇଁ ବଢ଼ିଲା JEE ମେନ୍ ଆବେଦନ ଅବଧି

ନୂଆଦିଲ୍ଲୀ: କୋଭିଡ୍ ୧୯ ପରିସ୍ଥିତି ପାଇଁ ବଢ଼ିଲା JEE ମେନ୍ ଆବେଦନ ଅବଧି। ମେ ୧୯ ଅର୍ଥାତ ଆଜିଠୁ ୨୪ ଯାଏଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ଲାଗି ନୂତନ ଭାବେ ଆବେଦନ ଏବଂ ପୂର୍ବରୁ କରିଥିବା ଆବେଦନ ପକ୍ରିୟା ଶେଷ କରି ଦାଖଲ କରିପାରିବେ। ଏନେଇ...

alua
ବାତ୍ୟା ନ ଆସୁଣୁ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ବଢ଼ିଲା ଦର

ଭୁବନେଶ୍ୱର: ବାତ୍ୟା ନ ଆସୁଣୁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ହୁ ହୁ ହୋଇ ବଢୁଛି ଦର। ଗୋଟିଏ ଦିନରେ ଦର ହେଲାଣି ଆକାଶ ଛୁଆଁ। ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଓ ପିଆଜର ଦର ବଢ଼ିଛି। ଯେଉଁ ଆଳୁ ୧୮ରୁ ୨୦ ଟଙ୍କା ଓ ପିଆଜ...