• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

TEMPRTUE
କରୋନା ଦାଉ ଖରାର ତାଉ: ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍

ଭୁବନେଶ୍ୱର: ଦେଶରେ କରୋନା ଦାଉ ଏପଟେ ଖରାର ତାଉ। ହନ୍ତସନ୍ତ ଜୀବଜଗତ। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୩.୭ ଡିଗ୍ରୀ ତାପମାତ୍ର ସହିତ ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ସେହିପରି ଟିଟିଲାଗଡ଼ରେ ୪୩, ବୌଦ୍ଧରେ...

opd
ଦେଶରେ କରୋନା କ୍ୟାପିଟାଲ୍ ପାଲଟିଛି ମହାରାଷ୍ଟ୍ର: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୫୮

ମୁମ୍ବାଇ: ଦେଶର କରୋନା କ୍ୟାପିଟାଲ୍ ପାଲଟିଛି ମହାରାଷ୍ଟ୍ର। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୭୫୮ରେ ପହଞ୍ଚିଛି। ରାଜ୍ୟରେ ଗତକାଲି ୯୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୭ଶହ ୯୨ରେ ପହଞ୍ଚିଛି। ତେବେ ମହାରାଷ୍ଟ୍ରର ଅଧାରୁ ଅଧିକ କରୋନା ଆକ୍ରାନ୍ତ ଓ...

covid19
ସୁବର୍ଣ୍ଣପୁରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋନପୁର ବ୍ଲକର ୨, ତରଭା ଓ ଡୁଙ୍ଗୁରିପାଲି ବ୍ଲକରୁ ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏମାନେ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ପରେ ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ...

coronavirus
ଦୁଇ ହୋମଗାର୍ଡ କରୋନା ଆକ୍ରାନ୍ତ

ଗଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନାର ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଏସ୍‌ପି। ଏହି ଦୁଇ ଜଣ ହୋମଗାର୍ଡ ଜଗନ୍ନାଥପୁର ରେଲୱେ ଷ୍ଟେସନ ଓ ଟିଏମ୍‌ସିରେ ନିୟୋଜିତ ଥିଲେ। ଜଣେ ହୋମଗାର୍ଡଙ୍କୁ ପାରଳା ମହାରାଜା କୋଭିଡ ହସପିଟାଲ ଓ...

mri
ଭାରତ ଓ ଚୀନ ସୀମା ବିବାଦରେ ମଧ୍ୟସ୍ଥତା ଲାଗି ଆମେରିକାର ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦରେ ମଧ୍ୟସ୍ଥତା ଲାଗି ପ୍ରସ୍ତାବ ଦେଇଛନ୍ତି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସେ ଉଭୟ ଦେଶକୁ ଜଣାଇ ଥିବା ଟ୍ରମ୍ପ ଟୁଇଟ୍ କରିଛନ୍ତି। ଏପଟେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ମାସେ ଧରି ଲାଗି ରହିଥିବା ଛକାପଞ୍ଝା ଓ ଉତ୍ତେଜନା ଭିତରେ...

ftp
ଦଶନ୍ଧି ପରେ ମହାଆକାଶକୁ ମହାଆକାଶଚାରୀ ପଠାଇବ ନାଶା

ୱାସିଂଟନ: ପ୍ରାୟ ଏକ ଦଶନ୍ଧି ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମହାକାଶକୁ ପୁଣି ଥରେ ନିଜର ମହାକାଶଚାରୀଙ୍କୁ ପଠାଉଛି। ଏକ ଘରୋଇ ସ୍ପେସ୍ ଫ୍ଲାଇଟ୍ କଂପାନୀ ସ୍ପେସ୍ ଏକ୍ସ ଦ୍ୱାରା ନାସା ନିଜର ଏହି ଲଞ୍ଚିଂ ପାଇଁ ପ୍ରସ୍ତୁତ ହେଉଛି। ସ୍ପେସ୍ ଏକ୍ସ ଫାଲ୍‌କନ୍ -୯...

pakistan
ଲକ୍‌ଡାଉନ୍‌ ଯୋଗୁ ଫସିଥିବା ୧୭୯ ପାକିସ୍ତାନୀ ନାଗରିକଙ୍କୁ ସ୍ୱଦେଶ ପଠାଇଲା ଭାରତ

ନୂଆଦିଲ୍ଲୀ: ସ୍ୱେଦେଶ ପ୍ରତ୍ୟାବର୍ତ୍ତନ କଲେ ୧୭୯ ପାକିସ୍ତାନୀ ନାଗରିକ। ଲକ୍‌ଡାଉନ୍ ଯୋଗୁଁ ଭାରତରେ ଫସି ରହିଥିବା ୧୭୯ ଜଣ ପାକିସ୍ତାନୀ ନାଗରିକ ଏବେ ନିଜ ଦେଶକୁ ଫେରିଛନ୍ତି। ବୈଦେଶିକ ମନ୍ତ୍ରାଳୟର ଉଦ୍ୟମରେ ପାକିସ୍ତାନୀ ନାଗରିକମାନେ ନିଜ ଦେଶକୁ ଫେରିପାରିଛନ୍ତି। ମଧ୍ୟ ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଉତ୍ତର...

corona-1
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ୧ ଲକ୍ଷ ୫୧ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୭୦ ଜଣଙ୍କ ଜୀବନ ଯାଇଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଛି। ଏବେ ଦେଶରେ ୮୩ ହଜାର ୪ଟି ଆକ୍ଟିଭ କେସ୍ ରହିଥିବା ବେଳେ...

jagannatha
ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି

ପୁରୀ: ଏବର୍ଷ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି। ଛତିଶା ନିଯୋଗ ସହ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି। ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ, ୨ ଦିନ ଭିତରେ...

maoist
ପୁଲିସ, ମାଓବାଦୀ ମୁହାଁମୁହିଁ: ଧୂଆଁଧାର ଗୁଳିମାଡ଼ରେ ଛତ୍ରଭଙ୍ଗ ଦେଲେ ଲାଲ୍‌ବାହିନୀ

ବରଗଡ଼: ଏପଟେ କରୋନା ଦାଉ ସେପଟେ ମାଓବାଦୀଙ୍କ ତୁମୁଳକାଣ୍ଡ। ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଗୁଳି ବିନିମୟ ପରେ ଛତ୍ରଭଂଗ ଦେଇଛନ୍ତି ମାଓବାଦୀ। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତର୍ମା ଗାଁକୁ ମାଓବାଦୀ ଆସୁଥିବା ନେଇ ପୋଲିସକୁ ଖବର ମିଳିଥିଲା।  ଏହାପରେ ଡିଭିଏଭ୍‌ର...

migrant
ଅଧା ରାସ୍ତାରେ ଚାଲିଗଲା ଘରବାହୁଡ଼ା ଶ୍ରମିକଙ୍କ ଜୀବନ

ସୁବର୍ଣ୍ଣପୁର: ଅଧା ରାସ୍ତାରେ ଚାଲିଗଲା ଘରବାହୁଡ଼ା ଶ୍ରମିକଙ୍କ ଜୀବନ। ଲକଡାଉନ୍ ପାଇଁ ମୁମ୍ବାଇରେ ଫସି ରହିଥିବା କୋଲକାତାର ଜଣେ ଯୁବକଙ୍କର ଆଜି ସୁବର୍ଣ୍ଣପୁରରେ ମୃତ୍ୟୁ ହୋଇଛି। ମୃତ ଯୁବକ ଶେଖ୍ ଜାମେରୁଲ ଇସଲାମ। ସେ ମୁମ୍ବାଇର ଏକ କମ୍ପାନୀରେ କାମ କରୁଥିଲେ। କୋଲକାତାର ୧୪ ଜଣ ଯୁବକ ଗତ...

prabsi
ପୁଣି ଚେନ୍ ଟାଣି ଓହ୍ଲାଇଲେ ୪୩୧ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: ପୁଣି ଥରେ ଚେନ୍ ଟାଣି ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଗଞ୍ଜାମ ଖଲିକୋଟ ଷ୍ଟେସନ୍‌ରେ ଓହ୍ଲାଇ ପଡ଼ିଛନ୍ତି ୪୩୧ ଜଣ ଶ୍ରମିକ। ସୁରତରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶ୍ରମିକଙ୍କୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍‌ରେ ଓହ୍ଲାଇବା ନେଇ ଯୋଜନା ଥିଲା। ତେବେ ଏଥିରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ଥିଲେ। ବ୍ରହ୍ମପୁର...

corona
କରୋନା ଅପ୍‌ଡେଟ୍: ସକାଳେ ୭୬ ଆକ୍ରାନ୍ତ ହୋଇଥିଲେ ଏବେ ୭୯ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ୁଛନ୍ତି ସେଇ ଅନୁସାରେ ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି। ଆଜି ସକାଳେ ରାଜ୍ୟରେ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୭୯ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Another...