• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

corona
ରାଜ୍ୟରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରବିବାର ରାଜ୍ୟରେ ପୁଣି ୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବିଢ଼ିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ କରୋନାରେ  ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ...

nirmala
ଆଜି ଦିନ ୧୧ଟାରେ ନିର୍ମଳାଙ୍କ ପ୍ରେସ୍‌ମିଟ୍: ହୋଇପାରେ ପଞ୍ଚମପାଳି ଅର୍ଥ ଘୋଷଣା

ନୂଆଦିଲ୍ଲୀ: ଆଜି ପଞ୍ଚମ ଥର ପାଇଁ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ ସଂପର୍କରେ କିଛି ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଦିନ ୧୧ଟାରେ ନିର୍ମଳାଙ୍କ ପ୍ରେସ୍‌ମିଟ୍ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ନର୍ମଳା ପ୍ୟାକେଜ୍‌ ସମ୍ପର୍କିତ ଘୋଷଣା କରିବେ। ପୂର୍ବରୁ ଅପରାହ୍ନ ୪ଟା ବେଳେ...

dead
ବଞ୍ଚିଛି ମଣିଷ ପଣିଆ: ନିଃସହାୟ ଲୋକର ଶବ ସଂସ୍କାର କଲେ ଗ୍ରାମବାସୀ

ଅନୁଗୁଳ: କରୋନାର ଭୟ ମଣିଷର ମଣିଷପଣିଆକୁ ମାରିଦେଉଥିବା ବେଳେ ଏବେବି କେଉଁଠି ନା କେଉଁଠି ବଞ୍ଚିଛି ମଣିଷ ପଣିଆ। ଏମିତି ମଣିଷପଣିଆର ଖବର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ଗାଁରେ। ଏଠାରେ ଗାଁ ମୁଣ୍ଡ ରାସ୍ତା କଡ଼ରେ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିବା ନିଃସହାୟ...

jaganntah
ପୁରୀ ଉପକୂଳ ନିକଟ ଦେଇ ଗତି କରିପାରେ ବାତ୍ୟା: ସତର୍କ ରହିବାକୁ ନିର୍ଦ୍ଦେଶ

ପୁରୀ: ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ଫନ ପ୍ରଭାବରେ ପୁରୀରେ ୧୨୦ରୁ ୧୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ତା ସହିତ ପୁରୀ ଉପକୂଳ ନିକଟ ଦେଇ ବାତ୍ୟା ଗତି କରିବା ବେଳେ ଏହା ପ୍ରଭାବରେ ୧୮ ଓ ୧୯ ତାରିଖରେ ପ୍ରବଳରୁ ଅତି...

nayagarah
ସରପଞ୍ଚକୁ ହାଣି ହତ୍ୟା କଲେ ଦୁର୍ବୃତ୍ତ

ନୟାଗଡ଼: ମନରେ ଭିତରେ କ୍ରୋଧ ମଣିଷକୁ ପଶୁ ବନାଇ ଦିଏ। କ୍ରୋଧ ଓ ଈର୍ଷାରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ବିବେକ ବୁଦ୍ଧି ହୀନ ପଶୁ ଭଳି କାର୍ଯ୍ୟ କରିଥାଏ। ଠିକ୍‌ ଏଭଳି ଏକ ନୃଶଂସ ଓ ପାଶବିକ କାର୍ଯ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା...

coronavirus
କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଚିନ୍ତାରେ ସାରା ବିଶ୍ୱ; ୪୭ ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ବିଶ୍ୱରେ ବର୍ତ୍ତମାନ ୪୭ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ପାର ହେଲାଣି। ୧୮ ଲକ୍ଷରୁ  ଅଧିକ ଲୋକ ସୁସ୍ଥ ହୋଇ...

migrant
ଡିଜିପିଙ୍କ କହିବା ସତ୍ତ୍ୱେ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଲା ଅଭାବନୀୟ ଚିତ୍ର

ସୁନ୍ଦରଗଡ଼: କୌଣସି ଶ୍ରମିକଙ୍କୁ ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ ବୋଲି ପୋଲିସ ଡିଜି ଅଭୟ କହିଥିଲେ। ଏହାର ଦିନକ ପରେ ସୁନ୍ଦରଗଡ଼ରୁ ଆସିଛି ଅଭାବନୀୟ ଚିତ୍ର। ରାସ୍ତାରେ ଶହ ଶହ କିଲୋମିଟର ଚାଲି ଚାଲି ନିଜ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ...

ndrf
ବାତ୍ୟା ମୁକାବିଲା: ଭଦ୍ରକରେ ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭୁବନେଶ୍ୱର: ବାତ୍ୟା ପାଇଁ ପ୍ରସ୍ତୁତି ଚଳାଇଛି ଏନ୍‌ଡିଆର୍‌ଫ୍‌ ଟିମ୍‌। ବାତ୍ୟାର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି ୧୨ ଜଣିଆ ଏନ୍‌ଡିଆର୍‌ଏଫ୍ ଟିମ୍। ଏହି ଟିମ୍ ଜିଲ୍ଲାରେ ପହଞ୍ଚିବା ପରେ ସେମାନଙ୍କୁ ଧାମରା ପଠାଇ ଦିଆଯାଇଛି। ସେପଟେ ବାତ୍ୟା ମୁକାବିଲା ପାଇଁ ରିଲିଫ୍ ଓ...

Untitled-1
ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା: ୧୮ରୁ ୨୦ ତାରିଖ ଯାଏ ବଢ଼ିବ ପବନର ବେଗ

ଭୁବେଶ୍ୱର: ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏବେ ପାରାଦୀପର ଦକ୍ଷିଣରେ ହଜାର କିମି ଦୂରରେ ରହିଛି। ଦିଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୬୦ କିମି ଦୂରରେ ରହିଛି ଏହି ବାତ୍ୟା। ଆସନ୍ତା ୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୬...

chandu
ପାଦଚଲା ପ୍ରବାସୀଙ୍କୁ ଉତ୍ତର ପ୍ରଦେଶ ମନା

ଲକ୍ଷ୍ନୌ: ପାଦରେ ଚାଲି ଚାଲି ଆସୁଥିବା ପ୍ରବାଶୀ ଶ୍ରମିକଙ୍କୁ ଏବେ ଉତ୍ତର ପ୍ରଦେଶ ମନା। ଯଦି ଧରାପଡ଼ନ୍ତି ତେବେ ହେବ କାର୍ଯ୍ୟାନୁଷ୍ଠାନ। କୌଣସି ଶ୍ରମିକ ବେଆଇନ୍‌ ଭାବରେ ବାଇକ୍‌ କିମ୍ବା ଅନ୍ୟ ଗାଡ଼ିରେ କିମ୍ବା ପାଦରେ ଚାଲି ଚାଲି ଚାଲି ଆସିପାରିବେ ନାହିଁ। କୌଣସି ଶ୍ରମିକଙ୍କ ଏଭଳି ଅସୁରକ୍ଷିତ...

rahul-gandhi
ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକଙ୍କ ସହ ରାସ୍ତା କଡ଼ରେ ବସି ଆଲୋଚନା କଲେ ରାହୁଲ ଗାନ୍ଧି: ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଲକଡାଉନ୍‌ରେ ଫସି ଚାଲି ଚାଲି ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ସହ ରାସ୍ତା କଡ଼ରେ ବସି ଆଲୋଚନା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଦିଲ୍ଲୀର ସୁଖଦେବ ବିହାର ଫ୍ଲାଇ ଓଭର ତଳେ ରାସ୍ତାକଡ଼ରେ ଆଶ୍ରୟ ନେଇଥିବା କିଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ରାହୁଲ...

xfv
ପୁଣି ୭ ବିଏସ୍‌ଏଫ୍ ଯବାନଙ୍କ ଠାରେ କରୋନା ଭୂତାଣୁ

ଅଗରତାଲା: ଶନିବାର ତ୍ରିପୁରାରେ ୭ ବିଏସ୍‌ଏଫ୍ ଯବାନଙ୍କ ସହିତ ମୋଟ ୧୧ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଛି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ୧୨୫ କରୋନା କେସ୍ ସକ୍ରିୟ...