• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

rata-ytra
ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା

ପୁରୀ: ପୁରୀ ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କରୋନା ମହାମାରୀ ପାଇଁ ରଥଯାତ୍ରାକୁ ବାତିଲ କରିବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଛି।  ଏଥିରେ କେନ୍ଦ୍ର ସହ ରାଜ୍ୟ ସରକାର...

ram
ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳରୁ ବିଶାଳକାୟ ଶିବଲିଙ୍ଗ ସହ ଦେବାଦେବୀ ମୂର୍ତ୍ତି ଉଦ୍ଧାର

ଲକ୍ଷ୍ନୌ: ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରୁ ଏକ ବିଶାଳକାୟ ଶିବଲିଙ୍ଗ ଉଦ୍ଧାର କରାଯାଇଛି। ଏହି ଶିବଲିଙ୍ଗର ଉଚ୍ଚତା ୪ଫୁଟ ୧୧ ଇଞ୍ଚ ହୋଇଥିବା ବେଳେ ଏହାର ପରିଧି ପ୍ରାୟ ୪୨ ଇଞ୍ଚ ରହିଛି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଏ ଏହି...

sir-aaonaka
ମହାଭାରତରେ ସୁଦାମା ଚରିତ୍ରରେ ଅଭିନୟ କରିଥିଲେ ବଲିଉଡ୍‌ର ଏହି ଅଭିନେତା

ମୁମ୍ବାଇ: ଲକ୍‌ଡାଉନ୍‌ରେ ଲୋକଙ୍କ ଆଗ୍ରହକୁ ଦେଖି ଦୂରଦର୍ଶନ ତା’ର ଆର୍‌କାଇଭ୍‌ରୁ(ଅଭିଲେଖାଗାର) ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ପୌରାଣିକ କଥାବସ୍ତୁର ପ୍ରସାରଣ କରୁଛି। ସେଥିମଧ୍ୟରେ ରାମାନନ୍ଦ ସାଗରଙ୍କ ରାମାୟଣ ପରେ ବି ଆର୍‌ ଚୋପ୍ରାଙ୍କ ମହାଭାରତକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ଲୋକପ୍ରିୟତା ଯୋଗୁ ଏହି ପୌରାଣିକ ଧାରାବାହିକ ଏବେ...

bsf
ବର୍ଷକ ପରେ ପୁଣି ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ବର୍ଷକ ପରେ ପୁଣି ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରବାର କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ପୁଲ୍‌ୱାମାର ପ୍ରିଚୋରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ...

pakistan
କରୋନାରେ ପାକିସ୍ତାନର ଜଣେ ବିଧାୟିକାଙ୍କର ମୃତ୍ୟୁ

ଇସ୍‌ଲାମାବାଦ: କରୋନାରେ ପାକିସ୍ତାନର ଜଣେ ବିଧାୟିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୬୫ ବର୍ଷୀୟା ବିଧାୟିକା ଶହୀନ ରାଜା। ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳର ବୋଲି ସୂଚନା ମିଳିଛି। ସେ ଚିକିତ୍ସିତ ହେଉଥିବା ହସ୍‌ପିଟାଲ୍ ପକ୍ଷରୁ ତାଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଛି। କରୋନାରେ ନେତାଙ୍କ...

ol
UPSCର ସମସ୍ତ ପରୀକ୍ଷାର ହେବା ନେଇ ସବୁଜ ସଂକେତ

ନୂଆଦିଲ୍ଲୀ: ଜୁନ ୫ରେ UPSCର ସମସ୍ତ ପରୀକ୍ଷାର ହେବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏନେଇ ଆଜି କମିଶନଙ୍କର ଏକ ବୈଠକ ହୋଇଥିଲା। କରୋନା ପାଇଁ UPSC ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ତେବେ ବିଭିନ୍ନ କ୍ଷେତ୍ରରେ ସରକାର କଟକଣା କୋହଳ କରିବା ପରେ  ପରୀକ୍ଷା ହେବା ନେଇ କମିଶନଙ୍କ ବୈଠକରେ...

konark
ସୌର ଶକ୍ତିରେ ଆଲୋକିତ ହେବ କୋଣାର୍କ

ଭୁବନେଶ୍ୱର: ବିଶ୍ୱ ବିଖ୍ୟାତ କୋଣାର୍କର ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ସହରକୁ ସୌରଚାଳିତ କରିବାକୁ ଯୋଜନା। କୋଣାର୍କକୁ ଏକ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜ କୁମାର ସିଂହ ସୂଚନା ଦେଇଛନ୍ତି। ଯୋଜନା ଅନୁଯାୟୀ ୧୦ ମେଗାୱାଟ...

coronavius
ବିଶ୍ୱରେ ଅସମ୍ଭାଳ କରୋନା ସ୍ଥିତି: ବେହାଲ୍ ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୫,୦୩୬,୦୧୮ରେ ପହଞ୍ଚିଛି। ଏଥିରେ ଏପର୍ଯ୍ୟନ୍ତ ୩ ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଚିନ୍ତାର ବିଷୟ ହେଉଛି, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ପରେ ଏବେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ରେ ଅଣାୟତ୍ତ ହେଉଛି।...

harsh-wardhan
ହର୍ଷବର୍ଦ୍ଧନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଆସନ୍ତା ଶୁକ୍ରବାର ଡବ୍ଲୁଏଚ୍ଓର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ ହର୍ଷବର୍ଦ୍ଧନ। ଜାପାନର ଡାକ୍ତର ହିରୋକୀ ନକାଟନୀଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଗତକାଲି ୧୯୪...

exam
ଲକ୍ ଡାଉନ୍ କଟକଣାରୁ ବାଦ୍ ପଡ଼ିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା।

ନୂଆଦିଲ୍ଲୀ: ଲକ୍ ଡାଉନ୍ କଟକଣାରୁ ବାଦ୍ ପଡ଼ିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ବିଭିନ୍ନ ରାଜ୍ୟର ବୋର୍ଡ ଏବଂ CBSEର ଅନୁରୋଧକୁ ଅନୁଧ୍ୟାନ କରି ପରୀକ୍ଷା କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। ପରୀକ୍ଷା ଉପରୁ ଲକ୍‌ଡାଉନ୍...

crod
୨୪ ଘଣ୍ଟାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରିଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୫ ହଜାର ୬୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରଠାରୁ, ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ରହିଛି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬...

mod
ବାତ୍ୟା କ୍ଷୟକ୍ଷତି ନେଇ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ନଛୁଇଁ ବି ରାଜ୍ୟରେ ଅନେକ କ୍ଷୟକ୍ଷତି ଘଟାଇଛି ବାତ୍ୟା ଅମ୍ପନ। ଜୀବନ ବି ଯାଇଛି। ତେଣୁ କ୍ଷୟକ୍ଷତିର ଆକଳନ ତୁରନ୍ତ କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା କ୍ଷୟକ୍ଷତି ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ...

oph
ଲ୍ୟାଣ୍ଡଫଲ୍‌ ପରେ କେତେ ଭୟଙ୍କର ଥିଲା ବାତ୍ୟା ଅମ୍ପନ ?

ଭୁବନେଶ୍ୱର: ପୂର୍ବାନୁମାନ ଅନୁଯାୟୀ ପଶ୍ଚିମବଙ୍ଗ ସୁନ୍ଦରବନରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ଅମ୍ପନ। ପ୍ରକୃତିର କୋପରେ ଥରିଲା ପଶ୍ଚିମବଙ୍ଗର ମେଦିନିପୁର, ଦକ୍ଷିଣ ୨୪ ପ୍ରଗଣା ସମେତ ଉପକୂଳ ଅଞ୍ଚଳ। IMD ସୂଚନା ଅନୁଯାୟୀ ଆଜି ପ୍ରାୟ ୩ଟା ୩୦ରୁ ୫ଟା୩୦ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁଥିଲା।ସାଗର ଦ୍ୱୀପର ନିକଟତର...

indiago
ମେ ୨୫ ତାରିଖରୁ ଉଡ଼ିବ ଘରୋଇ ବିମାନ

ନୂଆଦିଲ୍ଲୀ: ମେ ୨୫ ତାରିଖରୁ ଉଡ଼ିବ ଘରୋଇ ବିମାନ। ଘରୋଇ ବିମାନ ଉଡ଼ାଣ ନେଇ ଆଜି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହପୁରୀ। କୋଭିଡ୍ -୧୯ ର ଲାଗି ଉଦ୍ଧିଷ୍ଟ ଗାଇଡନ ଲାଇନ୍ ପାଳନ ସହ ଉଡ଼ାଣ ଆରମ୍ଭ ହେବ। ଦେଶରେ ଘରୋଇ ବିମାନ...