• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

copvid
ଭାରତରେ ୮୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ୮୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏ ମାହାମାରୀରେ ଆଜି ସୁଦ୍ଧା ଦେଶରେ ୨ ହଜାର ୭ ଶହ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୩୫ ଜଣ ସକ୍ରିୟ...

coal
କୋଇଲା କ୍ଷେତ୍ରରେ ବିକାଶ ଲାଗି ସେ ୫୦ ହଜାର କୋଟିର ସହାୟତା ଘୋଷଣା

ନୂଆଦିଲ୍ଲୀ: କରୋନା ମାଡ଼ରେ ଘାଇଲା ଅର୍ଥନୀତିକୁ ସଜାଡ଼ିବାକୁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିଥିବା ବେଳେ ଫୋକସରେ ରହିଛି ଆର୍ଥିକ ସଂସ୍କାର। କୋଇଲା ଓ ଖଣିଜ ସମ୍ପଦ ସହ ପ୍ରତିରକ୍ଷା ଉତ୍ପାଦନ...

dharm
ଉଜ୍ଜଳା ଯୋଜନାକୁ ୪ ବର୍ଷ ପୂରିଲା: ଭିଡିଓ କନଫରେନ୍ସିଂରେ ଲାଭାର୍ଥୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟ ଦେଶର ଗରିବ ମାଆ ଭଉଣୀଙ୍କୁ ନୂଆ ଉର୍ଜା ଦେଇଛି। ଲକଡାଉନ ଭଳି ସମୟରେ ଘରେ ଗ୍ୟାସ ପହଞ୍ଚାଯାଇ ମହିଳାଙ୍କ ଦୁଃଖ ଦୂର କରାଯାଇ ପାରିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତ୍ତି ଅବସରରେ...

kisd
'କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଳି ବ୍ୟବହାର କରୁଛନ୍ତି ମମତା ବାନାର୍ଜୀ'

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ‌ ସହିତ ତୁଳନା କଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ନିଜର ମତ ରଖୁଥିବା ବେଳେ ମମତାଙ୍କୁ କିମ୍‌ଙ୍କ ସହିତ ତୁଳନା କରିଛନ୍ତି ଗିରିରାଜ।...

lockdown
ଏମିତି ହୋଇପାରେ ଲକ୍‌ଡାଉନ୍‌ ୪.୦ର ରୂପରେଖ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା କରୋନା ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଅବଧି ରବିବାର ଶେଷ ହେଉଛି। ମେ ୧୮ ତାରିଖରୁ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍। ତେବେ ଏଥିରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ, କାହାକୁ କେଉଁ ଅନୁମତି ମିଳିବ ସେ...

trumpo
ଭେଣ୍ଟିଲେଟର୍‌ ସହାୟତା ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ: ଭାରତକୁ କରୋନା ଯୁଦ୍ଧରେ ସହାୟତା ପାଇଁ ଆମେରିକା ହାତ ବଢ଼ାଇବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଆମେରିକା ଓ ଭାରତ ମଧ୍ୟରେ ବନ୍ଧୁତ୍ୱ ଆହୁରି ସୁଦୃଢ଼ ହୋବ ବୋଲି କହିଛନ୍ତି ମୋଦି। ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ‘ଏହି ମହାମାରି...

rahuld
ସାହୁକାର ଭଳି ଋଣ ଦିଅନି, ଗରିବଙ୍କୁ ସିଧାସଳଖ ଟଙ୍କା ଦିଅ: ରାହୁଲ ଗାନ୍ଧୀ

ଭୁବନେଶ୍ୱର: ସାହୁକାର ଭଳି ଋଣ ଦିଅନି, ଗରିବଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଦିଅ। ୪ରୁ ୫ ମାସ ପାଇଁ ଟଙ୍କା ପଠାଯାଉ। କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କୁ ଏହା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଦେଶର ପ୍ରମୁଖ ଆଞ୍ଚଳିକ ଗଣମାଧ୍ୟମର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ...

batya
ବାତ୍ୟା ଅପ୍‌ଡେଟ୍‌: ସାମ୍ନା କରିବାକୁ କେତେ ପ୍ରସ୍ତୁତ ଅଛି ରାଜ୍ୟ ?

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଦକ୍ଷିଣ, ଉପକୂଳ, ଉତ୍ତର ଓଡ଼ିଶାର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। କିନ୍ତୁ ବନ୍ୟା ଭୟ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି। ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ...

artha
ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଚତୁର୍ଥ ପର୍ଯ୍ୟାୟ ଅର୍ଥ ଘୋଷଣା

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଆଜି ଚତୁର୍ଥ ପର୍ଯ୍ୟାୟ ଅର୍ଥ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଘୋଷଣା କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ସଂସ୍କାର, ବିମାନ ସେବା, ମହାକାଶ ଓ ଆଣବିକ ବିଜ୍ଞାନ କ୍ଷେତ୍ରରେ ସଂସ୍କାର ଆଣିବା ନେଇ ଅର୍ଥ ଘୋଷଣା ହୋଇଛି। ବିଭିନ୍ନ...

bjp
ଦୁଷ୍କର୍ମ ଅଭିଯୋଗରେ ବିଜେପି ନେତା ଗିରଫ୍‌

ଦିସପୁର: ଦୁଷ୍କର୍ମ କରିବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ୍‌ କଲା ପୁଲିସ୍। ଶୁକ୍ରବାର ଆସାମର ହୋଜାଇ ଜିଲ୍ଲାରେ କମ୍ରୁଲ୍‌ ହକ୍‌ ଚୌଧୁରୀ ନାମକ ଜଣେ ବିଜେପି ନେତାଙ୍କୁ ଗିରଫ୍ କରିଛି ଆସାମ ପୁଲିସ। ସେ ଜିଲ୍ଲାର ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ। ହୋଜାଇ ଜିଲ୍ଲାର ଲଙ୍କା ପୁଲିସ୍‌ ଷ୍ଟେସନ୍‌ର...

losd
ଭୋକରେ ଛଟ‌ପଟ ହେଉଥିଲେ ପିଲା, ବିକ୍ରି ହୋଇପାରିଲାନି ସ୍ତ୍ରୀର ଗହଣା, ଆତ୍ମହତ୍ୟା କଲେ ଶ୍ରମିକ

କାନପୁର: କରୋନା ଲକ୍‌ଡାଉନ୍‌ ସମୟରେ ବିଭିନ୍ନଆଡ଼ୁ ଅନେକ କରୁଣ ଚିତ୍ର ସାମ୍ନାକୁ ଆସୁଛି। କେଉଁଠି ମ’ ତା ପିଲାକୁ  ଦଉଡ଼ିରେ ଟାଣି ଟାଣି ବୋହି ନେଉଛି ତ ଆଉ କେଉଁଟି ପତ୍ନିକୁ କାଠ ଗାଡ଼ିରେ ବସାଇ ମାଇଲ ମାଇଲ୍ ବାଟ ଅତିକ୍ରିମ କରୁଛି ଶ୍ରମିକ ସ୍ୱାମୀ। ପୁଣି କେତେବେଳେ...

corona
କମୁନି କରୋନା: ୮୨ ହଜାର ଆଡ଼େ ମୁହାଁଇଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୮୨ ହଜାର ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୪ ହଜାର ପଜିଟିଭ ଚିହ୍ନଟ ହେବା ସହ ମୋଟ ୮୧ ହଜାର ୯୭୦ ଜଣ ସଂକ୍ରମିତ ହେଲେଣି। ସେହିଭଳି ମୃତ୍ୟୁସଂଖ୍ୟା ୨ ହଜାର ୬୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ...

rahul
କରୋନା ମୁକାବିଲାକୁ ନେଇ ଫେଲ୍‌ ମାରିଲା ପୂର୍ବାନୁମାନ: ରାହୁଲ୍‌ଙ୍କ ଟାର୍ଗେଟ୍‌ରେ ନୀତି ଆୟୋଗ‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୀତି ଆୟୋଗର ଏକ ପୁରୁଣା ଗ୍ରାଫ୍‌ ଚାଟ୍‌କୁ ଟ୍ୱିଟ୍‌ କରି ସରକାରଙ୍କର କରୋନା ମୁକାବିଲା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ନୀତି ଆୟୋଗ ଦ୍ୱାରା ଜାରି କରାଯାଇଥିବା ଏକ ଗ୍ରାଫ୍‌ ଚାର୍ଟରେ...

kl
ଲଞ୍ଚ୍ ହେଲା ସାମ୍‌ସଙ୍ଗର୍‌ ଦମ୍‌ଦାର ମିଡ୍‌ରେଞ୍ଜ୍‌ ଫୋନ୍‌ Galaxy A21s

ନୂଆଦିଲ୍ଲୀ:  କରୋନା ଆତଙ୍କ‌ ଚାଲିଥିବା ବେଳେ ଦକ୍ଷିଣ କୋରିଆ ସ୍ମାର୍ଟଫୋନ୍‌ ମେକର କମ୍ପାନୀ ସାମ୍‌ସଙ୍ଗ୍‌ ତାର ମିଡ୍‌ ରେଞ୍ଜ୍‌ ଫୋନ୍‌ Galaxy A21sକୁ ଲଞ୍ଚ୍‌ କରିଛି। ଫୋନ୍‌ରେ ଦମ୍‌ଦାର ବ୍ୟାଟେରୀ ଲାଇଫ୍‌ ସହ ଫଟୋଗ୍ରାଫୀ ପାଇଁ ୪ ସେନ୍ସର ଯୁକ୍ତ କ୍ୱାର୍ଡ କ୍ୟାମେରା ଦିଆଯାଇଛି। ଡିସ୍‌ପ୍ଲେ ମଧ୍ୟ ଦମ୍‌ଦାର...

zoomato
୧୩ ପ୍ରତିଶତ କର୍ମଚାରୀ ଛଟେଇ କରିବ ଜମାଟୋ

ନୂଆଦିଲ୍ଲୀ: କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁ ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏଥିପାଇଁ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କେତେକ କମ୍ପାନୀ ଦରମା କାଟ୍‌ କରିବା ଖବର ଶୁଣିବାକୁ ମିଳୁଛି। ଏବେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋ ମଧ୍ୟ ୧୩ ପ୍ରତିଶତ...

moigranbt
ସୁପ୍ରିମକୋର୍ଟ କହିଲେ ରାସ୍ତାରେ ଚାଲି ଚାଲି ଯିବା ବେଳେ ପ୍ରବାସୀଙ୍କୁ ରୋକିହେବନି

ନୂଆଦିଲ୍ଲୀ: ଲକ୍ ଡାଉନ ସମୟରେ ରାସ୍ତାରେ ଚାଲି ଚାଲି ଯିବା ବେଳେ ଲୋକଙ୍କୁ ଅଟକା ଯାଇପାରିବନି। ଏଥିସହ କିଏ ଚାଲି ଚାଲି ଯାଉଛନ୍ତି, ତାହା ଯାଞ୍ଚ କରିବା ମଧ୍ୟ ଅସମ୍ଭବ ବ୍ୟାପାର। ଶୁକ୍ରବାର ଏକ ଆବେଦନର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ।  ଏଥି ସହିତ ଏ ସମ୍ପର୍କିତ...

famnre
କୃଷି ଭିତ୍ତିଭୂମି ନିର୍ମାଣ ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା: ବଦଳିବ ଏହି ଆଇନ୍‌

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ୍‌ର ତୃତୀୟ ପର୍ୟ୍ୟାୟରେ ଆଜି ଫୋକସରେ ଥିଲା କୃଷି, ଗୋପାଳନ, ମତ୍ସ୍ୟ ଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର। ଚାଷୀଙ୍କ ଆୟ ବଢ଼ାଇବା ଉଦ୍ଦେଶ୍ୟରେ କୃଷି ଭିତ୍ତିଭୂମି ନିର୍ମାଣ ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ...

sc
ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍: ତାମିଲନାଡୁ ଖୋଲିପାରିବ ମଦ ଦୋକାନ

ଚେନ୍ନାଇ: ତାମିଲ୍‌ନାଡୁରେ ମଦ ବିକ୍ରି ନେଇ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଆବେଦନକାରୀଙ୍କୁ ନୋଟିସ୍ ଜାରି କରି ଯବାବ ମଧ୍ୟ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟରେ ମୋଦ ଦୋକାନ ବନ୍ଦ ନେଇ ରାୟ ଶୁଣାଇଥିଲେ ହାଇକୋର୍ଟ। ଯାହାକୁ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ...

nirmala sitharaman
ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ଘୋଷଣା: ଆଜି କୃଷି, ଗୋପାଳନ ଓ ମତ୍ସ୍ୟ ଚାଷକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଶୁକ୍ରବାର ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ। ଆଜି...