ଭୁବନେଶ୍ୱର: ବାତ୍ୟା ଅମ୍ପନରେ ରାଜ୍ୟରେ ୧୫୧ କିଲୋମିଟର ରାସ୍ତା ନଷ୍ଟ ହୋଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଏହି ରାସ୍ତାର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଲାଗି ୩ କୋଟି ୮୮ ଲକ୍ଷ ଟଙ୍କା ଆବଶ୍ୟକ। ସେହିଭଳି ରାସ୍ତାରୁ ଗଛ ତଥା ଅନ୍ୟ ଭଙ୍ଗାରୁଜା ଅଂଶ ହଟାଇବା...
ଭୁବନେଶ୍ୱର: ରାଜ୍ୟରେ କେବେ ଆରମ୍ଭ ହେବ ଘରୋଇ ବସ୍ ସେବା। ଲକ୍ଡାଉନ୍ ଯୋଗୁ ଠପ୍ ହୋଇଯାଇଥିବା ଜନଜୀବନ ପୁଣି କେବେ ଗତୀ ଧରିବ। ତାକୁ ହିଁ ସମସ୍ତେ ଅପେକ୍ଷା କରି ବସିଥିବା ବେଳେ ଖୁବ୍ଶୀଘ୍ର ଏନେଇ ସରକାରଙ୍କ ତରଫରୁ ସବୁଜ ସଂକେତ ମିଳିପାରେ। ଏ ନେଇ ସରକାରୀ ସ୍ତରରେ...
ପୁରୀ: ସ୍ନାନପୂର୍ଣ୍ଣିମା ପୂର୍ବରୁ ସ୍ନାନ ନୀତିରେ ସାମିଲ ଗରାବଡୁ ସେବାୟତଙ୍କ କରୋନା ଟେଷ୍ଟ କରାଯିବ। ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗରାବଡୁ ସେବକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୋଟ ୧୭୨ ଗରାବଡୁ ସେବକଙ୍କ କରୋନା ଟେଷ୍ଟ କରାଯିବ। ୨୯ ଏବଂ ୩୦ ତାରିଖରେ...
ଭୁବନେଶ୍ୱର: ଝଡ଼ ଯିବା ପରେ ରାଜ୍ୟରେ ହଠାତ୍ ବଢ଼ିଲା ତାତି। ଆଜି ୪୧ ଡିଗ୍ରୀ ଉପରେ ଥିଲା ରାଜ୍ୟର ୧୨ଟି ସହର। ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡ଼ରେ ପାରଦ ୪୫ ଡିଗ୍ରୀ ଟପିଛି। ଟିଟିଲାଗଡ଼ରେ ତାପମାତ୍ରା ୪୫ ଦଶମିକ ୨ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଭବାନୀପାଟଣାରେ ୪୪...
କଳାହାଣ୍ଡି: ପୁଅକୁ ରାତି ଅଧରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ବାପା। ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଅଞ୍ଚଳରୁ। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଗତ ରାତିରେ ନିଜର ଦୁଇ ପୁଅଙ୍କୁ ଧରି ଶୋଇଥିଲା। ହେଲେ ରାତିରେ ୨ ବର୍ଷର ସାନ ପୁଅ କାନ୍ଦିବାରୁ...
ମୁମ୍ବାଇ: ସାମୁଦ୍ରିକ ଝଡ଼ ଅମ୍ପନ ଓଡ଼ିଶା ଓ ପଶ୍ଚିମବଙ୍ଗ ଓ ବାଂଲାଦେଶରେ କ୍ଷତି ପହଞ୍ଚାଇଛି। ଏହି ଭୟଙ୍କର ଝଡ଼ ପ୍ରାୟ ୮୦ ଜଣଙ୍କ ଜୀବନ ନେଇଛି। ସେଥିମଧ୍ୟରୁ କେବଳ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଓଡ଼ିଶାର ଅନେକ ଅଞ୍ଚଳରେ ଗଛପତ୍ର ଉପୁଡ଼ି ପଡ଼ିବା ସହିତ ବିଦ୍ୟୁତ୍...
ଭୁବନେଶ୍ୱର: ସ୍ୱାମୀଙ୍କ ମଙ୍ଗଳ ମନାସୀ ବିଧି ଓ ବିଶ୍ୱାସର ସହ ସଧବା ନାରୀ ପାଳିଛି ସାବିତ୍ରୀ ବ୍ରତ। ହେଲେ କରୋନା ଡର ଭିତରେ ଅନ୍ୟ ବର୍ଷ ଭଳି ଏ ବର୍ଷ କିନ୍ତୁ ସାବିତ୍ରୀ ବ୍ରତ ପାଳନରେ ଚମକ ନଥିଲା। ବିଭିନ୍ନ ଦେବଦେବୀଙ୍କ ମନ୍ଦିର ଥିଲା ଖାଁ ଖାଁ। ଏପଟେ...
ଇସଲାମାବାଦ: ପାକିସ୍ତାନ କରାଚିରେ ବଡ଼ ଧରଣର ବିମାନ ଦୁର୍ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ସୂଚନା ମିଳିଛି। ତେବେ ଦୁର୍ଘଟଣାରୁ ସୌଭାଗ୍ୟବସତଃ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି ୩ ଜଣ ଯାତ୍ରୀ। ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ...
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୫୮୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୧୪୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ହଜାର ୮୮ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୪୪୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୬ହଜାର ୩୩୦ଜଣ...