• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

otv
୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା ଭାଇରସ। ଗତ ୨୪ ଘଣ୍ଟାରେ ଦେଶର ରେକର୍ଡ ସଂଖ୍ୟକ ୬ ହଜାର ୭୬୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ଏବେ ମୋଟ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚିଛି।...

rafel
ବାଧକ ହେବନି କରୋନା: ଠିକ୍ ସମୟରେ ଭାରତରେ ପହଞ୍ଚିବ ରାଫେଲ୍‌ ଫାଇଟର ଜେଟ୍

ନୂଆଦିଲ୍ଲୀ: ଭାରତକୁ ୩୬ଟି ରାଫେଲ୍‌ ବିମାନ ଦେବାକୁ କୌଣସି ବିଳମ୍ବ ହେବ ନାହିଁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ ବିମାନ ସପ୍ଲାଏ ହେବ ବୋଲି ଫ୍ରାନ୍ସ ଆମ୍ବାସାଡର ଇମାନୁଏଲ୍‌ ଲେନାଇନ କହିଛନ୍ତି। ଅନ୍ୟ ଦେଶଗୁଡ଼ିକ ଭଳି ଫ୍ରାନ୍ସରେ କରୋନା ତାର ପ୍ରଭାବ ଜାରି ରଖିଛି। ଏଠାରେ ୧,୪୫,୦୦୦...

mumbai
ପୂର୍ବ ନିଷ୍ପତ୍ତିରୁ ଓହରିଲା ମହାରାଷ୍ଟ୍ର: ୨୫ ବିମାନ ଉଡ଼ାଣ ପାଇଁ ଅନୁମତି

ମୁମ୍ବାଇ: କିଛି ସମୟ ପୂର୍ବରୁ ଘରୋଇ ବିମାନ ଉଡ଼ାଣ ନେଇ ମନା କରୁଥିବା ମହାରାଷ୍ଟ୍ର ସରକାର କଥା ବଦଳେଇଛନ୍ତି। ରାଜ୍ୟରେ ୨୫ ଘରୋଇ ବିମାନ ଉଡ଼ାଣ ନେଇ ଅନୁମତି ଦେଇଛନ୍ତି ସରକାର। ବିମାନ ଚଳାଚଳ ନେଇ ରାଜ୍ୟ ପ୍ରସ୍ତୁତ ନଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦେଇଥିବା ସୂଚନାର କିଛି...

airport
ଲକ୍ଷଣ ନଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟିନ୍‌ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଘରୋଇ ବିମାନ ସେବା ପୁନଃ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଆଜି ଯାତ୍ରୀମାନଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ ନୁହେଁ ବୋଲି ଦିଲ୍ଲୀ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ତେବେ ଥର୍ମାଲ୍‌...

auto
୨ ଜଣ ଯାତ୍ରୀଙ୍କୁ ଅନୁମତି ନେଇ ଅସନ୍ତୋଷ ପ୍ରକାଶ କଲା ଅଟୋ ଚାଳକ ମହାସଂଘ

ଭୁବନେଶ୍ୱର: କରୋନା ଭୟ ଭିତରେ ଜୀବନ ଯାତ୍ରାକୁ ସ୍ୱାଭାବିକ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କାଲିଠୁ ରାଜ୍ୟରେ ଫୁଲ ଫେଜ୍‌ରେ ଯାତ୍ରୀ ପରିବହନ ସେବା ଆରମ୍ଭ ହେବ। ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍ ଭିତ୍ତିରେ ଘରୋଇ ବସ୍ ସହ ଅଟୋ ଓ ଟ୍ୟାକ୍ସି ସେବାକୁ ଅନୁମତି...

bdk
ପ୍ରବାସୀ ସମ୍ପର୍କୀୟଙ୍କ ମାଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଗୁରୁତର

ଭଦ୍ରକ: ପ୍ରବାସୀ ଓଡ଼ିଆ ସଂପର୍କୀୟଙ୍କ ମାଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଗୁରୁତର। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜିଙ୍କିରିଆ ପଞ୍ଚାୟତର ତୋଟାପଡ଼ା କ୍ୱାରେଣ୍ଟିନ୍ ସେଣ୍ଟର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସେଣ୍ଟରରେ ଥିବା ପ୍ରବାସୀଙ୍କ ଏକ ବାଇକକୁ ତାଙ୍କ ସମ୍ପର୍କୀୟକୁ ନଦେବାରୁ କେନ୍ଦ୍ର ଦାୟିତ୍ୱରେ...

pregnat
ପୋଲିସ ଗାଡ଼ିରେ ଶିଶୁକୁ ଜନ୍ମ ଦେଲେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ପୋଲିସ ଗାଡ଼ିରେ ଶିଶୁକୁ ଜନ୍ମ ଦେଲେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ। ମହିଳା ଜଣକ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଥିଲେ। ତେବେ ମହିଳା ଜଣଙ୍କର ଟ୍ରେନ୍‌ରେ ପ୍ରସବ ବେଦନା ହେବାରୁ ଟ୍ରେନ୍‌କୁ ଅଟକାଇ ମହିଳାଙ୍କୁ ମେଡିକାଲ ନେବାକୁ ପହଞ୍ଚିଥିଲା ପୋଲିସ ଗାଡ଼ିଷ ତେବେ ପୋଲିସ...

udhhab
ଯାତ୍ରୀବାହୀ ବିମାନ ଉଡ଼ାଣକୁ ଉଦ୍ଧବଙ୍କ ନା; ବଢ଼ିପାରେ ଲକ୍‌ଡାଉନ୍

ମୁମ୍ବାଇ: କରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା ଥିବାରୁ ବିମାନ ଚଳାଚଳ ପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର। ଏମିତିକି ମେ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରୁଥିଲେ ବି ଲକ୍‌ଡାଉନ୍‌ ଉଠାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ବାଲାସାହେବ ଠାକ୍‌ରେ କହିଛନ୍ତି। ବର୍ତ୍ତମାନ...

coronavirus
କରୋନାରୁ ସୁସ୍ଥ ହେଲେ ୧୦୭ ବର୍ଷିୟା ମହିଳା

ତେହ୍ରାନ: କରୋନା ରୋଗରେ ବିଶେଷ କରି ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିବାର ଦେଖାଯାଉଥିବା ବେଳେ ଇରାନ୍‌ରୁ ଆସିଛ ଆଶ୍ଚର୍ଯ୍ୟକର ଖବର। କରୋନାରୁ ସୁସ୍ଥ ହୋଇଛନ୍ତି ଜଣେ ୧୦୭ ବର୍ଷୀୟା ବୃଦ୍ଧା। ରବିବାର ଇରାନ୍‌ର ଏକ ବଡ଼ ଗଣମାଧ୍ୟମ ପାର୍ସରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ବୃଦ୍ଧା ମହିଳା...

ios
ଲାଇଟ୍‌, କ୍ୟାମେରା, ଆକ୍ସନ ଦୁନିଆରୁ ଦୂରରେ ରବି କୁମାର, ପେଟ ପୋଷିବା ପାଇଁ ସାଜିଲେ ପରିବା ବ୍ୟବସାୟୀ

ଭୁବନେଶ୍ୱର: ଲାଇଟ୍‌ କ୍ୟାମେରା ଆକ୍ସନର ଦୁନିଆଁ ଏବେ ଲକ୍‌ଡାଉନ୍‌ରେ। ନା ହେଉଛି ଶୁଟିଂ ନା ଆସୁଛନ୍ତି ଆର୍ଟିଷ୍ଟ। ତେବେ ଏହି ସମୟରେ ବଡ଼ ବଡ଼ କଳାକାରମାନେ ସିନା ତାଙ୍କ ବ୍ୟସ୍ତବହୁଳ ଜୀବନରେ ଟିକେ ଫୁର୍‌ସତ ପାଇ ପରିବାର ସହିତ ସମୟ କାଟୁଛନ୍ତି, କିନ୍ତୁ ଅନ୍ୟମାନଙ୍କର ରୋଜଗାର ଚାଲିଯାଇଛି। ତେବେ...

bipin
ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ବିପିନ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ଅବସରପ୍ରାପ୍ତ  ଆଇପିଏସ୍ ଅଧିକାରୀ ବିପିନ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍‌ କରିବା ପରେ ଏହାକୁ ଠିକ୍ କରିବା ଲାଗି ହ୍ୟାକର ତାଙ୍କୁ ୨୦୦୦ ଡଲାର ବା ୧ ଲକ୍ଷ ୫୦ ହଜାର ଟଙ୍କା ବିଟ୍ କଏନ ଦାବି କରିଥିବା ନିଜେ ବିପିନ ବିହାରୀ...

coronq-vacsu-b
ମାଙ୍କଡ଼ ଉପରେ କରୋନା ଭ୍ୟାକ୍ସିନ୍‌ ପରୀକ୍ଷଣ ଆରମ୍ଭ କଲା ଥାଇଲାଣ୍ଡ

ବ୍ୟାଙ୍କକ୍‌: ମୂଷା ପରେ ଏବେ ମାଙ୍କଡ଼ ଉପରେ କରୋନା ଭ୍ୟାକ୍ସିନ୍‌ ଟ୍ରାଏଲ୍ କଲା ଥାଇଲାଣ୍ଡ। ଏ ନେଇ ଥାଇଲାଣ୍ଡ ସରକାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଥାଇଲାଣ୍ଡ ଉଚ୍ଚଶିକ୍ଷା ବିଜ୍ଞାନ ଓ ଗବେଷଣା ମନ୍ତ୍ରୀ ସୁଭିତ ମେସିନ୍‌ସି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗବେଷକମାନେ ଏବେ ମାଙ୍କଡ଼ ଉପରେ...

salman
ରେଡି ଫିଲ୍ମରେ ସଲ୍‌ମାନଙ୍କ କୋ-ଷ୍ଟାର୍ ମୋହିତ ବାଘେଲଙ୍କ ପରଲୋକ

ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍‌ବିଦା କହି ଚାଲିଯାଉଛନ୍ତି ଅନେକ ଅନେକ ବଡ଼ ବଡ଼ କଳାକାର। ପ୍ରଥମେ ଇର୍‌ଫାନ, ପରେ ଋଶି କାପୁର ଦେହାନ୍ତ ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଥିବା...

swi
ଓଡ଼ିଶାରେ ମଦର ହୋମ୍ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି

ଭୁବନେଶ୍ୱର: ଓଡ଼ିଶାରେ ମଦର ହୋମ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଜୋମାଟୋକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ପାଇଁ ଅନୁମତି ମିଳିଥିବା ବେଳେ ସ୍ୱିଗିକୁ  ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ପାଇଁ ଅନୁମତି ମିଳିଛି। ଦେଶର ସବୁଠାରୁ ବଡ଼...