• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

tejash
ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ତେଜସ୍‌ର ଦ୍ୱିତୀୟ ଏଲ୍‌ସିଏ ସ୍କ୍ୱାର୍ଡନ୍

ଚେନ୍ନାଇ: ଭାରତୀୟ ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ତେଜସ୍‌ର ଦ୍ୱିତୀୟ ସ୍କ୍ୱାର୍ଡନ୍। ତାମିଲନାଡୁର ସୁଲୁର ଏୟାରବେସ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଆର୍.କେ.ଏସ୍ ଭଦୋରିଆ। ଆଜି ଏହାକୁ ଉଡ଼ାଇଛନ୍ତି। ତେଜସ୍‌କୁ ଉଡ଼ାଉଥିବା ବାୟୁସେନାର ଏହା ଦ୍ୱିତୀୟ ସ୍କ୍ୱାର୍ଡନ୍। ଏହି ସ୍କ୍ୱାର୍ଡନ୍‌ର ନାଁ ଦିଆଯାଇଛି ଫ୍ଲାଇଙ୍ଗ୍ ବୁଲେଟ୍ସ। ସ୍ୱେଦେଶୀ...

rahulgandhi
କରୋନାକୁ ନେଇ ହେଲ୍‌ଥ ଏକ୍ସପର୍ଟଙ୍କ ସହ କଥା ହେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ହାବାର୍ଡ ୟୁନିଭର୍ସିଟିର ପବ୍ଲିକ ହେଲ୍‌ଥ ଏକ୍ସପର୍ଟ ପ୍ରଫେସର ଆଶିଷ ଝାଙ୍କ ସହ ଭିଡିଓ କନଫରେନ୍ସ ରେ କଥା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଦିନକୁ ଦିନ ବଢ଼ୁଥିବା କରୋନା ସଙ୍କଟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସାମାଜିକ ଦୂରତା ସହ ଘରେ ରହିବା ଉପରେ...

lod
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଉ ଦିନକ ପରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମ। ଉଭୟ ଐତିହ୍ୟ ସ୍ଥଳରେ ଚାଲିଥିବା ଉନ୍ନୟନ କାମ ପୁଣି ଥରେ ଆରମ୍ଭ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ...

udhhab
କରୋନା ମୁକାବିଲାରେ ଫେଲ୍‌ ଉଦ୍ଧବ ସରକାର: ରାଷ୍ଟ୍ରପତି ଶାସନ ଦାବି କଲା ବିରୋଧୀ

ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହେଲାଣି। ରାଜ୍ୟରେ ୫୨ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୬୯୫ ଜଣଙ୍କ ଜୀବନ ନେଲାଣି କରୋନା ମହାମାରୀ। ସ୍ଥିତି ଏମିତି ହେଲାଣି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ବେଡ୍ ମଧ୍ୟ...

karnataka
ସାବଧାନ ! ଶିଶୁଙ୍କ ପାଇଁ କ୍ଷତିକାର ହୋଇପାରେ ମାସ୍କ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସ୍ଥିତି ଯୋଗୁ ମାସ୍କ ବ୍ୟବହାରକୁ ନେଇ ସମୟ ସମୟରେ ନିଷ୍ପତ୍ତି ବଦଳିଛି। ପ୍ରଥମେ କେବଳ ସ୍ୱାସ୍ଥ୍ୟକର୍ମୀ, କରୋନା ଲକ୍ଷଣ ଥିବା ବ୍ୟକ୍ତି କିମ୍ବା କୌଣସି ଫ୍ଲୁଜନିତ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ମାସ୍କ ପିନ୍ଧିବାକୁ କୁହାଯାଇଥିଲା। ପରେ ମାସ୍କ ପିନ୍ଧିବା ଦ୍ୱାରା ଅନେକାଂଶରେ ସଂକ୍ରମଣକୁ...

temple
ଜୁନ୍‌ ୧ ତାରିଖରୁ ଖୋଲିବ ମନ୍ଦିର; କଂଗ୍ରେସ କହିଲା, ସାମ୍ପ୍ରଦାୟିକ ରାଜନୀତି କରନି

ବେଙ୍ଗାଲୁରୁ: ଜୁନ୍‌ ୧ ତାରିଖରୁ ସବୁ ମନ୍ଦିର ଖୋଲିବା ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ଯଦି ସରକାର ଦେବାଳୟ ଖୋଲିବା କଥା ନିଷ୍ପତ୍ତି ନେଇଛନ୍ତି ତେବେ ମସ୍‌ଜିଦ୍ ଓ ଚର୍ଚ୍ଚ ଆଦି ସବୁ ଧର୍ମର ଦେବାଳୟ ଖୋଲନ୍ତୁ ନହେଲେ କିଛି ଖୋଲନ୍ତୁ ନାହିଁ ବୋଲି...

dsf
କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ବିବାଦ: ସେପଟେ ପବ୍ଲିକ ଏପଟେ ପୁଲିସ୍ ମଝିରେ ନିଆଁ, ବର୍ଷିଛି ଟେକା ପଥର

ଭୁବନେଶ୍ୱର: କରୋନାର କରାଳ କାୟା ଭିତରେ କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ତେଜୁଛି ବିବାଦ। କେଉଁଠି ବିଦ୍ରୋହ ତ ଆଉ କେଉଁଠି ବିକ୍ଷୋଭ। ମାସେ ଧରି ବଳବତ୍ତର ଥିବା କଣ୍ଟେନମେଣ୍ଟ ଜୋନ୍‌ର ଉଚ୍ଛେଦ ଦାବି କରି ଆଜି ରାଉରକେଲା ମହତାବ ରୋଡ୍‌ରେ ହଙ୍ଗାମା କରିଥିଲେ ସ୍ଥାନୀୟ ବାସିନ୍ଦା। ଏପରିକି ପୋଲିସ...

old
ଶାସନ କଳକୁ ନାକେଦମ କରିଛି କ୍ୱାରେଣ୍ଟିନ କେଁ: ସେଣ୍ଟର ପରିଚାଳନା ନେଇ ଟାର୍ଗେଟ୍ କଲେ ବିରୋଧୀ

ଭୁବନେଶ୍ୱର: ଶାସନ କଳକୁ ନାକେଦମ କରିଛି କ୍ୱାରେଣ୍ଟିନ ସେଣ୍ଟର କେଁ। କେଉଁଠି ଖାଇବା ପିଇବା ଅବ୍ୟବସ୍ଥା ଅଭିଯୋଗରେ ପ୍ରବାସୀ ରାସ୍ତାକୁ ଓହ୍ଲାଉଛନ୍ତି ତ ଆଉ କେଉଁଠି ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ମୁଣ୍ଡବ୍ୟଥା ବଢ଼ାଇଛି। ଏପଟେ ଏଯାଏଁ ୩ ଲକ୍ଷ ପ୍ରବାସୀ ଆସି ସାରିଥିବା ବେଳେ ଟ୍ରେନ୍,...

asia
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୭୬ ଜଣଙ୍କୁ ନେଇ ଯାଉଥିବା ବିମାନ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତର କଲା ୭୬ ଜଣ ପ୍ୟାସେଞ୍ଜରକୁ ନେଇ ଉଡ଼ାଣ ଭରିଥିବା ବିମାନ। ଜୟପୁରରୁ ହାଇଦ୍ରାବଦ ଆସୁଥିବା ଏୟାର ଏସିଆ ବିମାନ ୧୫୧୫୪୩ ମଙ୍ଗଳବାର ମଧ୍ୟାହ୍ନରେ ହାଇଦ୍ରାବାଦରେ ଜରୁରୀ ଆବତରଣ କରିଛି। ବିମାନଟି ହାଇଦ୍ରାବାଦରେ ପହଞ୍ଚିବାର ତୁରନ୍ତ ପରେ...

puspa
ହାଇଡ୍ରୋକ୍ସିକ୍ଲୋରକ୍ୱିନ୍‌ ପରୀକ୍ଷଣକୁ ମନା କଲା WHO

ନୂଆଦିଲ୍ଲୀ: ମ୍ୟାଲେରିଆ ଚିକିତ୍ସାରେ ବ୍ୟବହୃତ ହେଉଥିବା ହାଇଡ୍ରୋକ୍ସିକ୍ଲୋରକ୍ୱିନ୍‌ ଟାବଲେଟ୍‌ର ପରୀକ୍ଷଣକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ସୁରକ୍ଷା ପାଇଁ ଏହାର ଟେଷ୍ଟିଂକୁ ବାରଣ କରାଯାଇଥିବା ସୋମବାର WHOର ନିର୍ଦ୍ଦେଶକ ଟେଡ୍ରସ ଅନ୍ଧନୋମ୍ ଘେବ୍ରିୟେସସ୍ କହିଛନ୍ତି। ସୁରକ୍ଷା ତଥ୍ୟ ସମୀକ୍ଷା କରିବା ପରେ ଅସ୍ଥାୟୀ ଭାବେ ଏହାର ପରୀକ୍ଷଣକୁ...

demage
ମାଆର ଅବସ୍ଥା ସଂକଟାପନ୍ନ : ଘରକୁ ଫେରିବା ପାଇଁ ବୈଜୟନ୍ତଙ୍କୁ ଆକୁଳ ନିବେଦନ କଲେ ମନୋଜ

ଭୁବନେଶ୍ୱର: ମୃତ୍ୟୁଶଯ୍ୟାରେ ପଡ଼ିଥିବା ମାଆଙ୍କୁ ଦେଖିବା ଲାଗି ଆକୁଳ ନିବେଦନ କରୁଛି ପୁଅ। ସବୁ ପ୍ରକାର ଚେଷ୍ଟା ପରେ ଏବେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଧାନମଣ୍ଡଳ ଗାଁର ମନୋଜ ସାହୁ। ୯...

cm
ଆଗାମୀ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଂଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ଏହି ଆଲୋଚନା ହୋଇଛି। ଆଗାମୀ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଂଜ ରହିବ ବୋଲି ସମୀକ୍ଷା ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ବିମାନ ଓ ରେଳ ଚଳାଚଳ ଯୋଗୁଁ ଅନେକ ପ୍ରବାସୀ...

ritesh
ବାପାଙ୍କ ଜନ୍ମଦିନରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କଲେ ବଲିଉଡ୍‌ ଷ୍ଟାର୍‌ ରିତେଶ ଦେଶମୁଖ

ମୁମ୍ବାଇ: ସୋସିଆଲ ମିଡିଆରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ଆଜି ୭୫ତମ ଜୟନ୍ତୀ। ଆଉ ଏହି ଅବସରରେ ସୋସିଆଲ ମିଡିଆରେ ସେ ଭାବବିହ୍ୱଳ ଭିଡିଓ ପୋଷ୍ଟ କରିଛନ୍ତି। ଭଡିଓରେ...

covid
୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ପ୍ରଭାବିତ ଟପ୍ ଟେନ୍ ଦେଶ ତାଲିକାରେ ଥିବା ଭାରତରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୬ ହଜାର ୫୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୬...

rahul
ଲକ୍‌ଡାଉନ୍ ଫେଲ୍‌: ଏବେ ସରକାରଙ୍କ ପ୍ଲାନ 'ବି' କ'ଣ ?

ନୂଆଦିଲ୍ଲୀ: ମେ ୩୧ରେ ସରୁଛି ଦେଶବ୍ୟାପୀ ଜାରି ରହିଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଅବଧି। ଏହା ପୂର୍ବରୁ ଆଜି ଏସମ୍ପର୍କିତ ଅନେକ ପ୍ରସଙ୍ଗ ଉପର ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଦେଶରେ କରୋନା ସ୍ଥିତି ଉଦବେଗଜନକ ଥିବା ବେଳେ ଏହାକୁ ନିୟନ୍ତ୍ରଣ...