ଭୁବନେଶ୍ୱର: ବାତ୍ୟା ଅଂପନ ପ୍ରଭାବରେ ରାଜ୍ୟରେ ବର୍ଷା ଓ ପବନର ମାତ୍ରା ବଢିବାରେ ଲାଗିଛି। ଆଜି ପୁରୀରେ ସବୁଠୁ ବେଶୀ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟର ଉତ୍ତର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଛି।...
ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ପରେ ଗୋଟିଏ ଟାୱାର ସକ୍ରିୟ ଥିଲେ ବି ଚାଲିବ ମୋବାଇଲ ସେବା। ବାତ୍ୟାରେ ସମ୍ଭାବ୍ୟ କ୍ଷତି ନେଇ ଟେଲିକମ ସଚିବ ଅଂଶୁ ପ୍ରକାଶ ଏହି ସୂଚନା ଦେଇଛନ୍ତି। ଅମ୍ପନ ପ୍ରଭାବରେ ଟେଲିକମ ବି ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ସେବା ଯୋଗାଉଥିବା...
ଭୁବନେଶ୍ୱର: ୧୯୯୯ ମସିହା ପରେ ବଙ୍ଗୋପସାଗରରେ ଆସିଛି ଦ୍ୱିତୀୟ ବଡ଼ ବାତ୍ୟା। ଏହା କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏବେ ସମୁଦ୍ରରେ ବାତ୍ୟା ରହିଛି। ପବନ ବେଗ ଘଣ୍ଟାପ୍ରତି ୨୪୦ କିମି ରହିଥିବା ବେଳେ ୧୫ କିମି ବେଗରେ ବାତ୍ୟା ଆଗକୁ ବଢୁଛି। ପାରାଦୀପଠୁ ୩୬୦ କିମି...
ଭୁବନେଶ୍ୱର: ବାତ୍ୟା ଅମ୍ପନ୍ ପ୍ରଭାବରେ ବିଳମ୍ବିତ ରାତିରେ ହଠାତ ବଢ଼ିପାରେ ପବନ। ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା, ପବନ ହେବ ଏବଂ କାଲି ସକାଳୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ତାଳସାରି ଅଞ୍ଚଳରେ ପବନ ବେଗ ଅଧିକ ରହିବ। ଏଠାରେ ୧୦୦ରୁ...
ଭୁବନେଶ୍ୱର: ଇସ୍ରୋର ଓଡ଼ିଆ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇସ୍ରୋର ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ଭାବେ ସେ ଅର୍ଜନ କରିଥିବା ସୁନାମ ସର୍ବଦା ଅକ୍ଷୁର୍ଣ୍ଣ ରହିବ। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ...
ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ନୀଳଗିରି ଅଞ୍ଚଳରେ ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ନୀଳଗିରି ଏନ୍ଏସିର ୨ ନମ୍ବର ୱାର୍ଡ ଅନ୍ତର୍ଗତ ଘାଟଘର ସାହିରେ ଏବେ ବି ଲୋକେ ମାଟି ଘରେ ଅସୁରକ୍ଷିତ ଭାବେ ରହୁଛନ୍ତି। କିନ୍ତୁ ସେମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନି। କେବଳ...
ବାଲେଶ୍ୱର: ଅମ୍ପନ ଆସୁଥିବା ଖବର ପରେ ସମୁଦ୍ରକୂଳିଆ ଲୋକେ ଛାନିଆ ହୋଇଗଲେଣି। ଆସନ୍ତାକାଲି ଏହା ସୁନ୍ଦରବନରେ ହିଟ୍ କରିବ। ଏଥିରେ ଅଧିକ ପ୍ରଭାବିତ ହେବ ପଶ୍ଚିମବଙ୍ଗ। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବାର ସମ୍ଭାବନା ଥିବାରୁ ଏଥିରୁ ରକ୍ଷା ପାଇବାକୁ ଲୋକେ ନିଜ ଉଦ୍ୟମରେ ସମୁଦ୍ର ପାଣିକୁ ରୋକିବାକୁ...
ଭୁବନେଶ୍ୱର: ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ଏହା ଅତି ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହୋଇଛି। ଆକଳନ ଅନୁସାରେ ସମୁଦ୍ର ଭିତରେ ଅମ୍ପନର ମହାବାତ୍ୟା ରୂପ କମିଯାଇଛି। ଏବେ ପାରାଦୀପଠୁ ୪୨୦ କିମି ଦୂରରେ ରହିଛି ବାତ୍ୟା ଅମ୍ପନ। ଗତି...
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ପୁଲିସ୍ କର୍ମୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଏବେ ଏବେ ଭୁବନେଶ୍ୱରରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଭୁବନେଶ୍ୱରରେ ଜଣେ ପୁଲିସ୍ କର୍ମଚାରୀଙ୍କ ଠାରେ କରୋନା ପିଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ ନେଇ କମିସନରଟେ ପୁଲିସ୍...
ନୂଆଦିଲ୍ଲୀ: ଦୁର୍ବଳ ହେଉଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଅମ୍ପନ ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଓଡ଼ିଶା ସରକାର ଉଦ୍ଧାର କାର୍ଯ୍ୟ...
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ୟାକେଜ୍ ଘୋଷଣା ଲୋକଙ୍କୁ ଲୁଟ୍ ପାଇଁ ରାସ୍ତା। ଆଉ ତାର ଉଦାହରଣ ହେଉଛି ତେଲ ଦର ବୃଦ୍ଧି ବୋଲି କହିଛନ୍ତି ନିରଞ୍ଜନ। ଏହାଦ୍ୱାରା...
ଧର୍ମଗଡ଼: ଛତିଶଗଡ଼ ମହାସମୁନ୍ଦରେ ଟ୍ରକ ଚାପାରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ବୈଷ୍ଣବ ପୁଟେଲ ଏବଂ ଭୁପିନ୍ଦର ପୁଟେଲ। ଏହି ଦୁଇ ଶ୍ରମିକ ମୁମ୍ବାଇରୁ ଟ୍ରକରେ ଆସି ଛତିଶଗଡ଼ର ମହାସମୁନ୍ଦରେ ପହଞ୍ଚିଥିଲେ। ରାସ୍ତା ପାର ହେବା ବେଳେ ଗତ...
କଟକ: ବାହାର ରାଜ୍ୟରୁ ଲୁଚା ଛପାରେ ଆସି କ୍ୱାରେଣ୍ଟିନକୁ ନ ଯାଇ ସିଧା ଗାଁକୁ ଯିବାରୁ ପୋଲିସ ସହାୟତାରେ ସେମାନଙ୍କୁ କ୍ୱାରେଣ୍ଟିନ ପଠାଇଲେ ବାଙ୍କୀ ବ୍ଲକ କାଳିପୋଇ ସରପଞ୍ଚ। ଏହାସହ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତର ଉଆସପଲ୍ଲୀ ଗାଁକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି...
ନୂଆଦିଲ୍ଲୀ: ଦେଶରେ ୯୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମାହାମାରୀରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୮୭୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୯୪୬ ଜଣ ସକ୍ରିୟ ରହିଥିବା ବେଳେ ୩୪...
ସମ୍ବଲପୁର: ରାଜ୍ୟର କରୋନା ମ୍ୟାପରେ ସ୍ଥାନ ପାଇଲା ଆଉ ଏକ ଜିଲ୍ଲା। ସମ୍ବଲପୁରରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି କରୋନା ଭୂତାଣୁ ସଂକ୍ରମିତ। ଆଜି ଚିହ୍ନଟ ହୋଇଥିବା ୯୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରେ ଏହି ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ...
ନୂଆଦିଲ୍ଲୀ: ଲକଡାଉନ ଯୋଗୁ ରୋଜଗାର ହରାଇ ଘର ବାହୁଡ଼ା କରୁଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂଆ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ରାଜ୍ୟରୁ ହଜାର ହଜାର କିଲୋମିଟର ଚାଲି ଚାଲି ଫେରିବା, ରାସ୍ତାରେ ଦୁର୍ଘଟଣାରେ ପ୍ରାଣ ହରାଇବା, କ୍ୱାରେଣ୍ଟିନ ସେଣ୍ଟରରେ ପହଞ୍ଚିବା ପୂର୍ବରୁ ଫେରାର ହେଉଥିବା ଘଟଣାକୁ...
ନୂଆଦିଲ୍ଲୀ: ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଆଜି ପଞ୍ଚମ ତଥା ଶେଷ ପାଳି ଅର୍ଥ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିସାରିଛନ୍ତି। ପ୍ରଥମ ଦିନରେ ଏମ୍ଏସ୍ଏମ୍ଇ ପାଇଁ ୩୦ ଲକ୍ଷ କୋଟି...