• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

parliamnet
ବଡ଼ ଅଧିକାରୀଙ୍କୁ କରୋନା ପରେ ସିଲ୍ ହେଲା ସଂସଦ ଭବନର ଦୁଇଟି ଫ୍ଲୋର୍

ନୂଆଦିଲ୍ଲୀ: ସିଲ୍ ହେଲା ସଂସଦ ଭବନର ଦୁଇଟି ଫ୍ଲୋର୍। ରାଜ୍ୟସଭା ସେକ୍ରେଟେରିଆଟ୍‌ରେ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦୁଇ ଅଫିସ୍ ଫ୍ଲୋର୍‌କୁ ସିଲ୍ କରାଯାଇଛି। ନିର୍ଦ୍ଦେଶକ ସ୍ତରର ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟ...

ladakhja
ଚାଇନାର ପୁରୁଣା ମ୍ୟାପ୍ କହୁଛି ଅକ୍ସାଇ-‌ଚୀନ ଭାରତର

ଶ୍ରୀନଗର: ୧୯୬୨ ମସିହା ପରଠାରୁ ଚାଇନା କବ୍‌ଜା କରି ରଖିଥିବା ଅକ୍ସାଇ-ଚିନ୍‌ ଅଞ୍ଚଳ ଦିନେ ଭାରତ ଅଂଶଥିଲା। ଉନବିଂଶ ଓ ବିଂଶ ଶତାବ୍ଦୀର ଚାଇନା ମ୍ୟାପ୍‌ରୁ ଏହା ସ୍ପଷ୍ଟ ଜଣାପଡ଼େ। ଏହି ମ୍ୟାପ୍‌ରେ ଅକ୍ସାଇଚିନ୍‌ ଭାରତର ଲଦାଖ ଅଞ୍ଚଳର ଏକ ଅଂଶ ଥିଲା ବୋଲି ଦେଖାଯାଉଛି। କିନ୍ତୁ ଚାଇନା...

ajit
ପରଲୋକରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

ରାୟପୁର: ଛତିଶଗଡ଼ର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତଙ୍କ ଯୋଗୀଙ୍କ ପରଲୋକ ହୋଇଛି। ଶୁକ୍ରବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଜିତଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟରେ ସୂଚନା ଦେଇଛନ୍ତି। ମେ ୯ ତାରିଖରେ ୭୪ ବର୍ଷୀୟ ଅଜିତ ତାଙ୍କ ଛତିଶଗଡ଼ସ୍ତିତ ବାସଭବନରେ...

trump
ମଧ୍ୟସ୍ଥି ପ୍ରସ୍ତାବ ଦୋହରାଇଲେ ଟ୍ରମ୍ପ: ଚୀନ କହିଲା, ଦୁଇଦେଶ ସମାଧାନ କରିପାରିବୁ

ବେଜିଂ: ଆମେରିକାର ମଧ୍ୟସ୍ଥି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଚାଇନା। ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ପୁଣିଥରେ ମଧ୍ୟସ୍ଥି ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ପରି ଚାଇନା ମଧ୍ୟ ଟ୍ରମ୍ପଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି। ଦୁଇଦେଶ ପରସ୍ପର ସହିତ ଆଲୋଚନା...

pm-modi
ମୋଦିଙ୍କୁ ଭେଟିଲେ ଶାହ: ଲକ୍‌ଡାଉନ୍‌ ୫.୦ ନେଇ ଆଲୋଚନା

ନୂଆଦିଲ୍ଲୀ: ମେ ୩୧ରେ ଶେଷ ହେବ ଲକ୍‌ଡାଉନ୍‌୪.୦ ଅବଧି। ଏହାପର କାର୍ଯ୍ୟପନ୍ଥା କଣ ହେବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଲକ୍‌ଡାଉନ୍‌ ୫.୦ ନେଇ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ସାକ୍ଷାତ କରିଛନ୍ତି...

karnataka
କଥା ବଦଳାଇଲା କି କର୍ଣ୍ଣାଟକ: ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ ବରଂ ବିମାନ କମ୍‌ କରିବାକୁ କହିଥିଲୁ

ବେଙ୍ଗାଲୁରୁ: ୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକରେ ପ୍ରବେଶ କରିବା ଉପରେ ବ୍ୟାନ୍‌ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍ପଷ୍ଟୀକରଣ ରଖିଛନ୍ତି କର୍ଣ୍ଣାଟକ ସରକାର। କୌଣସି ବ୍ୟାନ୍ ଲଗାଇଯାଇ ନାହିଁ। ବରଂ ଯାତାୟତ କମ୍ କରିବାକୁ କୁହାଯାଇଥିବା କର୍ଣ୍ଣାଟକ କହିଛି। ଏ ନେଇ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ...

auto
ବିଭିନ୍ନ ବିମାନରେ ଯାତ୍ରା କରିଥିବା ୧୬ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶର ବିମାନ ସେବା ଆରମ୍ଭ ପରେ ଭିନ୍ନ ଭିନ୍ନ ତିନିଟି କମ୍ପାନିର ଏୟାରଲାଇନ୍ସରେ ଯାତ୍ରା କରିଥିବା ୧୬ ଜଣ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କେବଳ ଇଣ୍ଡିଗୋ ବିମାନରେ ଯାତ୍ରା କରିଥିବା ୧୨ ଜଣ ଆକ୍ରାନ୍ତ ଥିବା ସଂପୃକ୍ତ ଏୟାରଲାଇନ୍ସ ପକ୍ଷରୁ ସୂଚନା...

boi
ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଉପରେ ୫ କୋଟି ଫାଇନ୍‌ ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ଉପରେ ୫ କୋଟିର ଫାଇନ୍‌ ଲଗାଇଲା ଆର୍‌ବିଆଇ। ରାଷ୍ଟ୍ରାୟତ ବ୍ୟାଙ୍କର ପୂର୍ବ ନିୟମର ପାଳନ ନକରିବାରୁ ଗୁରୁବାର ବିଓଆଇ ଉପରେ ଫାଇନ୍‌ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ପୂର୍ବରୁ ୨୦୧୭ ମାର୍ଚ୍ଚ ୩୧ ଓ ୨୦୧୮ ମାର୍ଚ୍ଚରେ ବ୍ୟାଙ୍କ ଅଫ୍ ଇଣ୍ଡିଆର...

mumbai
କରୋନା ପାଇଁ ହନ୍ତସନ୍ତ ମହାରାଷ୍ଟ୍ର; ମାୟାନଗରୀର ମାୟା ଛାଡ଼ି ଘର ମୁହାଁ ଲୋକେ

ମୁମ୍ବାଇ: ମହାନଗରୀ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ଅତି ସାଂଘାତିକ ରହିଛି କରୋନା ସ୍ଥିତି। ଗତକାଲି କେବଳ ମୁମ୍ବାଇରେ ୧୦୪୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସଂଖ୍ୟା ୩୩ ହଜାର ୮୩୫କୁ ବୃଦ୍ଧି ପାଇଛି। ସେହିପରି ପୂରା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ୯୪୮କୁ ବୃଦ୍ଧି...

punjba
ପ୍ରବାସୀ ଶ୍ରମିକଙ୍କୁ ସହଯୋଗ ପାଇଁ ଚର୍ଚ୍ଚାରେ ସୋନୁ ସୁଦ: ଭୁରି ଭୁରି ପ୍ରଶଂସା କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ନିଜ ଅର୍ଥରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଉଛନ୍ତି ଏହି ଅଭିନେତା। ଏପର୍ଯ୍ୟନ୍ତ ସେ ପ୍ରାୟ ୪୦ ହଜାରରୁ ଅଧିକ ପ୍ରବାସୀଙ୍କୁ ଘରକୁ ପଠାଇ ସାରିଲେଣି। ଶ୍ରମିକଙ୍କୁ ଏପରି ସହଯୋଗ ନେଇ ସୋନଙ୍କୁ...

lo
ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶ୍ରମିକମାନେ ଯେଉଁ ସ୍ଥାନରେ ଥିବେ ସେଇ ରାଜ୍ୟର ସରକାର ସେମାନଙ୍କ ପଞ୍ଜୀକରଣ କରିବା ସହ ଟ୍ରେନ୍ କିମ୍ବା ବସ୍‌ରେ ବସାଇବେ। ତା ସହିତ ସେମାନଙ୍କ ଲାଗି ଖାଇବା ପିଇବା ବ୍ୟବସ୍ଥା ମଧ୍ୟ...

break
୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ପ୍ରବେଶ ମନା

ବେଙ୍ଗାଲୁରୁ: ଦେଶର ୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ମନା। ମହାରାଷ୍ଟ୍ର,ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଆସୁଥିବା ଲୋକମାନଙ୍କୁ କର୍ଣ୍ଣାଟକରେ ପ୍ରବେଶ କରିବାକୁ ବ୍ୟାନ୍ ଲଗାଇଛନ୍ତି ରାଜ୍ୟସରକାର। କରୋନା ଭାଇରସ୍‌ରେ ଏହି ରାଜ୍ୟଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିବାରୁ ଏଠାକାର ନାଗରିକଙ୍କ କର୍ଣ୍ଣାଟକା ପ୍ରବେଶ ଉପରେ ବ୍ୟାନ୍‌ ଲଗାଇଛନ୍ତି ରାଜ୍ୟ...

cricket
ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‌ କାର୍ଯ୍ୟସୂଚୀ ୨୦-୨୧ ଘୋଷଣା

କାନବେର୍ରା: ୨୦୨୦-୨୧ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା କ୍ରିକେଟ୍‌ ଅଷ୍ଟ୍ରେଲିଆ। ଭାରତୀୟ ପୁରୁଷ ଦଳ ବିପକ୍ଷ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ କାର୍ଯ୍ୟସୂଚୀ ଘୋଷଣା କରିଛି। ଯେଉଁଥିରେ ୩ ଟି-୨୦, ୪ ଟେଷ୍ଟ ଏବଂ ୩ଟି ଦିନିକିଆ...

dhoni
ଅବସର ନେଇ ଧୋନିଙ୍କୁ କେହି ନିର୍ଦ୍ଦେଶ ଦେବା ଉଚିତ୍‌ ନୁହେଁ: ଗ୍ୟାରୀ କିର୍ଷ୍ଟେନ

ନୂଆଦିଲ୍ଲୀ: ଟିମ୍‌ ଉଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଅନେକ ସମୟରେ ବିଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା କୋଚ୍ ଗ୍ୟାରୀ କିର୍ଷ୍ଟେନ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଆଧୁନିକ ସମୟର ଖେଳାଳିମାନଙ୍କ ମଧ୍ୟରୁ ଧୋନି ଜଣେ ମହାନ ଖେଳାଳି। ତେଣୁ...

sambit
କରୋନା ଲକ୍ଷଣ ପରେ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଠାରେ କୋଭିଡ୍-୧୯ ଲକ୍ଷଣ ଦେଖାଦେବାରୁ ତାଙ୍କୁ ଗୁରଗାଓଁରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ଗୁରଗାଓଁର ମେଦାନ୍ତ ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିବା ହସ୍‌ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି।।...

dujarck
ଭାରତ ଓ ଚାଇନାକୁ ଶାନ୍ତି କାଏମ ରଖିବାକୁ ପରାମର୍ଶ ଦେଲା ଜାତିସଂଘ

ୱାଶିଂଟନ: ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଯୋଗୁ ଲାଗି ରହିଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଉଭୟ ରାଷ୍ଟ୍ରକୁ ପରାମର୍ଶ ଦେଇଛି ଜାତିସଂଘ। କିଛିଦିନ ତଳେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ଉପରେ ଜାତିସଂଘର ପ୍ରବକ୍ତା...

nasa
ଖରାପ ପାଗ ସବୁ ବିଗାଡ଼ିଦେଲା: ମିଶନ ମହାକାଶ ଶନିବାରକୁ ଘୁଞ୍ଚିଲା

ୱାଶିଂଟନ: ଆଉ ମାତ୍ର କିଛି ସମୟପରେ ଆରମ୍ଭ ହୋଇଥାନ୍ତା ନାସାର ଐତିହାସିକ ମହାକାଶଯାତ୍ରା। ଦଶନ୍ଧି ପରେ ପୁଣିଥରେ ମହାକାଶକୁ ମାନବ ପଠାଇବାକୁ ଯୋଜନା କରିଥିଲା ଆମେରିକା ମହାକାଶ ଗବେଷଣା ସଂସ୍ଥାନ ନାସା(ନ୍ୟାସ୍‌ନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡ୍‌ମିନିଷ୍ଟ୍ରେସନ୍)। କିନ୍ତୁ ଖରାପ ପାଗ ସବୁ ବିଗାଡ଼ିଦେଲା। କାଉଣ୍ଟଡାଉନ୍‌ ଆରମ୍ଭ ହେବାର...